ପୁଣି କନ୍ଦାଇଲାଣି ପିଆଜ: ଦିନକୁ ଦିନ ବଢିଚାଲିଛି ଦାମ୍, ଦୀପାବଳି ବେଳକୁ ୧୦୦ ଟଙ୍କା ହୋଇପାରେ ଦାମ୍
ପୁଣି କନ୍ଦାଇଲାଣି ପିଆଜ। ଦିନକୁ ଦିନ ପିଆଜ ଦାମ୍ ବୃଦ୍ଧି ପାଇବାରେ ଲାଗିଛି। ଯାହା ଆଗାମୀ ଦିନରେ ସାଧାରଣ ଲୋକ ପକେଟ ଉପରେ ପ୍ରଭାବ ପକାଇପାରେ। ଯଦି ପିଆଜ ଦାମ ଏହିଭଳି ବଢିବ ତାହେଲେ ଦୀପାବଳି ବେଳକୁ ପିଆଜ ଦାମ ଆହୁରି ମହଙ୍ଗା ହୋଇପାରେ। ବର୍ତ୍ତମାନ ଖୁଚୁରା ବଜାରରେ ପିଆଜ ଦାମ କିଲୋ…