Browsing Category

News

ପୂର୍ବତନ ବ୍ଲକ ଅଧ୍ୟକ୍ଷା ଆଣିଲେ ଅଭିଯୋଗ ‘ବରୀ ବିଧାୟିକା ମୋ ପ୍ରତି ଜାତିଗତ ମନ୍ତବ୍ୟ ଦେଇଛନ୍ତି’

ଯାଜପୁର ଟାଉନ : ବରୀ ବିଧାୟିକାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ । ବରୀ ଠାରେ ଆୟୋଜିତ ଏକ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେଇ ବିଧାୟିକା ସୁନନ୍ଦା ଦାସ ଜଣେ ମହିଳାଙ୍କ ଉଦ୍ଦେଶ୍ୟରେ ଜାତିଆଣ ସହିତ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଜି ବରୀର ପୂର୍ବତନ ବ୍ଲକ…

କଟକରେ ବଢୁଛି କରୋନା ଆରୋଗ୍ୟ ହାର, କାଲିଠାରୁ ସଦ୍‌ଗୁରୁ ହସ୍‌ପିଟାଲ ହେବ କାର୍ଯ୍ୟକ୍ଷମ

କେନ୍ୟୁଜ୍(ବ୍ୟୁରୋ):  କଟକରେ କରୋନା ଆରୋଗ୍ୟ ହାର ବଢୁଛି । ଅଧିକ ସଂଖ୍ୟାରେ ଟେଷ୍ଟିଂ ହେଉଥିବାରୁ ସଂକ୍ରମଣ ହାର ମଧ୍ୟ ଅଧିକ ଆସୁଛି । ତଥାପି ଆକ୍ଟିଭ୍‌ କେସ୍‌ ତୁଳନାରେ ସୁସ୍ଥ ହାର ଅଧିକ ଅଛି । ଜିଲ୍ଲାରେ ଏବେ ସୁସ୍ଥ ହାର ରହିଛି ୬୫.୭୭ ପ୍ରତିଶତ । ଜିଲ୍ଲାରେ ମୋଟ୍‌ ସଂକ୍ରମଣ ୫ ହଜାର…

ନିଜେ ଅକ୍ଷମ ହୋଇ ମଧ୍ୟ ଚଳାଉଛନ୍ତି ପରିବାର, ତାଙ୍କ ପାଇଁ ଆଜି ଗର୍ବିତ ସାରା ଗାଁ

ଭଳି କି ଭଳି ଚିତ୍ର, ପେନ୍ସିଲ ଆର୍ଟଠୁ ଆରମ୍ଭ କରି କଲର ଆର୍ଟ । ପଟ୍ଟଚିତ୍ର ଥ୍ରୀଡି ଆର୍ଟ ଭଳି ପ୍ରତିଟି ଚିତ୍ର ଜୀବନ୍ତ ଆଉ ଆକର୍ଷଣୀୟ । କେତେବେଳେ ରାସ୍ତା କଡ଼ କାନ୍ଥରେ ତ କେତେବେଳେ ମନ୍ଦିର କାନ୍ଥରେ ଭଳିକିଭଳି ଚିତ୍ର ଏମିତିକି ଦୁଇ ମିନିଟରେ ଆଖି ସାମ୍ନାରେ ଆଙ୍କିଦେଇପାରନ୍ତି ଆପଣଙ୍କ…

ଶ୍ରାବଣ ସୋମବାରରେ ଭକ୍ତଶୂନ୍ୟ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ

ଜୟପୁର (କେ ନ୍ୟୁଜ୍‌) : ଆଜି ଶ୍ରାବଣ ମାସର ତୃତୀୟ ସୋମବାର । କରୋନା ଲକ୍‌ଡାଉନ୍ ଯୋଗୁଁ ଅନେକ ଦିନରୁ ମନ୍ଦିରର ଦ୍ୱାର ବନ୍ଦ ହୋଇଯାଇଛି ଭକ୍ତଙ୍କ ପାଇଁ । ତାଠାରୁ ଅଧିକ ଆଘାତ ଲାଗିଛି କାଉଡ଼ିଆଙ୍କ ମନରେ । କାରଣ ତିନିଟି ସୋମବାର ଚାଲିଗଲା ଅଥଚ ସେମାନେ ପାଣି ଭାର ନେଇ ପ୍ରଭୁ ଶିବ ଶଙ୍କରଙ୍କର…

ବଢ଼ି ଚାଲିଛି ପଜିଟିଭଙ୍କ ସଂଖ୍ୟା; ଚିଲିକା ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ସ୍ଥାନୀୟ ଅଞ୍ଚଳରେ ଭୟର…

ଟାଙ୍ଗୀ (କେ ନ୍ୟୁଜ୍‌) : କରୋନା ସଂକ୍ରମଣ ଧୀରେ ଧୀରେ ରାଜ୍ୟରେ ବଢ଼ିବାରେ ଲାଗିଥିବା ବେଳେ ପ୍ରଥମ ସ୍ଥାନରେ ଗଞ୍ଜାମ ଓ ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୁଣି ହଟସ୍ପଟ…

ମାତିଲେ ଲୁଟେରା, ଫାଇନାନ୍ସ କମ୍ପାନୀର କର୍ମଚାରୀ କହି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ସାଢେ ତିନି ଲକ୍ଷ ଟଙ୍କା

ସାଲେପୁର(କେନ୍ଯୁଜ୍): ମାତିଲେ ଲୁଟେରା । ଦିନ ଦ୍ୱିପହରେ ବନ୍ଧୁୁୁକ ମୁନରେ ସାଢେ ତିନି ଲକ୍ଷ ଟଙ୍କା ଲୁଟ୍ । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଭାତପଡା ଛକ ନିଟକରେ । କେନ୍ଦ୍ରାପଡା ଅଞ୍ଚଳର ଫଳ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ୟବସାୟୀ ଜଣକ ଏକ…

ଖୋର୍ଦ୍ଧା: ଚିଲିକା ନିକଟରେ ଥିବା ନୈସେନା ତାଲିମ କେନ୍ଦ୍ରରେ ନିରାଆଡମ୍ବର ଭାବେ ସମାପନ ହେଲା ପ୍ରଶିକ୍ଷଣାର୍ଥୀ…

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା ଜିଲ୍ଲା ଚିଲିକା ସ୍ଥିତ ଭାରତୀୟ ନୈସେନା ତାଲିମ କେନ୍ଦ୍ରରେ ୨୪୭୧ ଭାରତୀୟ ନୈାସେନା ଓ ଭାରତୀୟ ତଟରକ୍ଷା ବାହିନୀରେ ନୂତନ ପ୍ରଶିକ୍ଷଣ ନେଇଥିବା ପ୍ରଶିକ୍ଷଣାର୍ଥୀ ପାଠ୍ୟକ୍ରମ ସମାପନ ସମାରୋହ ନିରାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାସିଙ୍ଗ୍…

କଟକ: ଶିଶୁଭବନରୁ ଦ୍ବିତୀୟ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ

କଟକ(କେନ୍ୟୁଜ୍):  ପୁଣି ଶିଶୁଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ଶିଶୁ ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଶିଶୁଭବନ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ଗତକାଲି ଶିଶୁର ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା । ଆଜି ରିପୋର୍ଟ ପଜିଟିଭ…

କ୍ୟାନସର ହସପିଟାଲରେ ଉତ୍ତେଜନା ସୃଷ୍ଟି ହେଲା କାହିଁକି? ପଜିଟିଭ୍ କାହିଁକି ଅନ୍ୟମାନଙ୍କୁ ଗୋଡ଼ାଇଲେ ଛୁଇଁବା ପାଇଁ ?

କଟକ : ଶନିବାର ରାତି କଟକ ଆଚାର‌୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ପାଇଁ ଅଶୁଭ ଥିଲା । ଏହି ଦିନ ପୁଣି ଚିହ୍ନଟ ହୋଇଥିଲେ ଆଉ ୩୮ ଜଣ କରୋନା ପଜିଟିଭ୍ । ତେବେ ଅଘଟଣ ଘଟିଲା ଯେତେବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଆସି ପହଞ୍ଚିଲା । କୁହାଯାଉଛି, ପଜିଟିଭ୍ ଚିହ୍ନଟ…

ବନ୍ଦେ ଉତ୍କଳ ସଂଗୀତ ଗାନର ଅବଧି ଦୁଇ ମିନିଟ ୧୧ ସେକେଣ୍ଡରେ ସୀମିତ ରହିବ

ବନ୍ଦେ ଉତ୍କଳ ସଂଗୀତ ଗାନର ଅବଧି ଦୁଇ ମିନିଟ ୧୧ ସେକେଣ୍ଡରେ ସୀମିତ ରହିବ । ପୁରୁଣା ଶୈଳୀରେ ଗାନ ହେବ ରାଜ୍ୟ ସଙ୍ଗୀତ । ସୁଧାକର ବାଳକୃଷ୍ଣ ଦାସଙ୍କ ଦ୍ୱାରା ଗାନ କରାଯାଇଥିବା ଶୈଳୀରେ ବନ୍ଦେ ଉତ୍କଳ ଜନନୀ ଗାଇବେ । ଏନେଇ କଳିଙ୍ଗ ଟିଭିକୁ ସୂଚନା ଦେଇଛନ୍ତି ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ…

ଭଞ୍ଜନଗର : ବେଆଇନ୍ ଗୁଟ୍‌ଖା କାରଖାନାରେ ପଶିଲା ପୋଲିସ୍, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଭଞ୍ଜନଗର (କେ ନ୍ୟୁଜ୍‌) : ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବେଆଇନ୍ ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ ଆଦି ଜବତ କରିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପୋଲିସ୍ । ଲକ୍‌ଡାଉନ୍ ସମୟରେ ବେଆଇନ୍ ଭାବେ ଚଲିଥିବା ଏହି ଗୁଟଖା ତିଆରି କାରଖାନା ଉପରେ ପୋଲିସ୍ ଖବର ପାଇ ଚଢ଼ାଉ…

ଦୀର୍ଘ ଦୁଇ ମାସର ବ୍ଯବଧାନ ପରେ ଆଜି ରାଜଧାନୀରେ ଗଡ଼ିଲା ଅଟୋ

ଭୁବନେଶ୍ବର: ଦୀର୍ଘ ଦୁଇ ମାସର ବ୍ଯବଧାନ ପରେ ଆଜି ରାଜଧାନୀରେ ଗଡ଼ିଲା ଅଟୋ । ଏତେ ଦିନ ଧରି ହାତବାନ୍ଧି ଘରେ ବସିବା ପରେ ଆଜିଠୁ ରାସ୍ତାକୁ ଉଲାଇଛନ୍ତି  ଅଟୋ ଚାଳକ। ସେଥିପାଇଁ ସକାଳୁ ରାସ୍ତା ଘାଟ ପୂର୍ବ ଅପେକ୍ଷା ଅଧିକ ଗହଳି ଚହଳ ଦେଖିବାକୁ ମିଳିଛି । ଯାତାୟତ କରିବାରେ ଅଟୋ ଉପରେ ବିଶେଷ…