Browsing Category

News

ଖୁବଶୀଘ୍ର Toyota ଲଞ୍ଚ କରିବାକୁ ଯାଉଛି Innova Crysta Facelift, ଲିକ୍ ହେଲା 3D ମଡେଲର ଫଟୋ

Tayota ଭାରତୀୟ ବଜାରରେ ଖୁବଶୀଘ୍ର ନିଜ ଲୋକପ୍ରିୟ MPV କାର Innova Crysta ର 2021 ଫେସଲିଫ୍ଟ ମଡେଲ ଲଞ୍ଚ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ନୂଆ ଇନୋଭା କ୍ରିଷ୍ଟାର 3D ମଡେଲର କେତେକ ଫଟୋ ଲିକ ହୋଇଛି। ଏଥିରେ କାରର ସେପକୁ ପୂର୍ବ ଭଳି ରଖାଯାଇଛି। କିନ୍ତୁ ଏଥିରେ ନୂଆ ବଡ଼ ଗ୍ରୀଲ…

ଅକ୍ଟୋବର ଆରମ୍ଭରେ ଓଡ଼ିଶା ଉପକୂଳରେ ଲଘୁଚାପ ବଳୟ,ଆସନ୍ତାକାଲି ଯାଏଁ ୫ ଜିଲ୍ଲକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର ଆରମ୍ଭରେ ଓଡ଼ିଶା ଉପକୂଳରେ ଲଘୁଚାପ ବଳୟ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ପ୍ରଭାବରେ ରାଜ୍ୟରେ ଜାରି ରହିିଛି ବର୍ଷା । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ପାଣିପାଗ ବିଭାଗ ଆସନ୍ତାକାଲି ଯାଏଁ ୫…

ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡ ନିକଟରୁ ଅଜଣା ମୃତଦେହ ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡଠାରେ ଅଜଣା ମୃତଦେହ ଉଦ୍ଧାର କରିଛି ପାରଳାଖେମୁଣ୍ଡି ପୋଲିସ। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବାବେଳେ,ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ସେ ମଦ୍ୟ ପାନ କରି ସେଠାରେ ପଡିଯାଇଥିବା…

ଆଜି ରାଜ୍ୟରେ ସର୍ବାଧିକ ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ, ୬୪୪ ଖୋର୍ଦ୍ଧାରୁ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ସର୍ବାଧିକ ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ ୬୪୪ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳର ୧୭୬,ବାଲେଶ୍ବରର ୧୨୧,…

ଦୁଇ ଦଶନ୍ଧି ପରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରୁ ଗୃହ ଚଳାଇଲେ ଡ.ସସ୍ମିତ ପାତ୍ର, ସାଂସଦ ମାନେ ଜଣାଇଲେ ଅଭିନନ୍ଦନ

କେନ୍ୟୁଜ୍(ବ୍ୟୁରୋ): ଦୀର୍ଘ ଦୁଇ ଦଶନ୍ଧି ପରେ  ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରୁ ଆଜି ପ୍ରଥମ ଥର ପାଇଁ ଜଣେ ଓଡିଆ ଭାବେ ସାଂସଦ ଡ.ସସ୍ମିତ ପାତ୍ର ଗୃହ ପରିଚାଳନା କରିଥିଲେ। ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ  ସମୟ ଧରି ଅଧ୍ୟକ୍ଷ ଓ ଉପା‌ଧ୍ୟକ୍ଷଙ୍କର ଅନୁପସ୍ଥିତିରେ ଗୃହକୁ ସୂଚାରୁ ରୂପେ…

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା:ଓଟିଭ ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ମହିଳା କମିଶନଙ୍କ ନୋଟିସ

କେନ୍ୟୁଜ୍(ବ୍ୟୁରୋ):  ଓଟିଭ ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ମହିଳା କମିଶନଙ୍କ ନୋଟିସ। ବ୍ୟକ୍ତିଗତ ଭାବେ ସେପ୍ଟେମ୍ବର ୨୧ରେ ହାଜିର ହେବାକୁ  ନୋଟିସରେ ଜଣାଇଲେ କମିଶନ। ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଏହି ନୋଟିସ ହୋଇଛି। ସେପଟେ ଏହି ଘଟଣାରେ  କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ସୁରକ୍ଷା…

ମଧୁପୁର ବାରାଦ ନଦୀରେ ବାକ୍ସ ଜାଲକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ତୁରନ୍ତ ସମାଧାନ କରିବାକୁ ଦାବି

କାକଟପୁର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ବାରାଦ ନଦୀରେ ବାକ୍ସ ଜାଲ ମାଳ ମାଳ । ଯାହା ପଡିବା କାରଣରୁ ନଦୀରେ ମାଛ ବଂଶ ଲୋପ ପାଇବାର ଆଶଙ୍କା ପ୍ରକାଶ ପାଇଛି । ଗାଁର କେତେକ ମାଛ ଧରାଳି ବେଆଇନ ଭାବେ ନଦୀରେ ୩କି.ମି ବ୍ୟାପି ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଏହି ଜାଲ ବିଛାଇଛନ୍ତି ।…

ବୌଦ୍ଧ: ନଦୀକୁ ଗାଧୋଇବାକୁ ଯାଇ ପଥରରେ ଫସିଗଲେ ୫ ବର୍ଷର ଶିଶୁ, ୩ ଘଣ୍ଟା ପରେ ଉଦ୍ଧାରକଲା ଓଡ୍ରାଫ୍ ଟିମ୍

ବୌଦ୍ଧ(କେନ୍ୟୁଜ୍): ନଦୀକୁ ଗାଧୋଇ ଯିବା ହେଲା କାଳ। ପଥରେ ଫସିଗଲା ୫ ବର୍ଷର ଶିଶୁ। ଏଭଳି ଅଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡା ଗାଁରେ । ଆଜି ସକାଳୁ ନଦୀକୁ  ଗାଧୋଇଯିବା ବେଳେ ପଥର ସନ୍ଧିରେ ଫସିଯାଇଥିଲେ ଶିଶୁ ଜଣକ । ପରେ ସ୍ଥାନୀୟ ବାସିନ୍ଦା ଓଡ୍ରାଫ୍ ଟିମକୁ ଖବର …

ଭୁବନେଶ୍ୱର ଉପକଣ୍ଠରୁ ବିରାଟକାୟ ଅଜଗର ଉଦ୍ଧାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଉପକଣ୍ଠ ମଦନପୁର ଗାଁରୁ ବିରାଟକାୟ ଅଜଗର ଉଦ୍ଧାର । ଗତ କିଛି ଦିନ ହେବ ସାପଟି ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ତେବେ ହେଲ୍ପ ଇଣ୍ଡିଆ ଆନିମଲ ରେସକ୍ୟୁର ମୁଖ୍ୟ ପ୍ରସନ୍ନ କୁମାର ଦାସ ଖବର ପାଇ ମଦନପୁର ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ…

ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର:  ବର୍ତ୍ତମାନର କରୋନା ସ୍ଥିତିକୁ ଲକ୍ଷ କରି ଓଡିଶା ଲୋକ ସେବା ଆୟୋଗ ଚଳିତ ବର୍ଷର ଓସିଏସ ବା ଓଡିଶା ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷାକୁ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅର୍ଥାତ…

ଦିବ୍ୟାଙ୍ଗ ମହିଳାଙ୍କ ଅସାଧାରଣ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲୋକେ, ଦେଖନ୍ତୁ ଭିଡିଓ

ଯେତେବେଳେ ମନରେ ସାହସ ଏବଂ ଆତ୍ମବିଶ୍ୱାସ ଆସେ ସେତେବେଳେ ଆପଣ ଯେକୌଣସି ଅସୁବିଧାକୁ ବି ପାର କରିଯାଆନ୍ତି । କୌଣସି ପ୍ରକରର ଶାରୀରିକ ଅକ୍ଷମତା ଆତ୍ମବିଶ୍ଵାସଠାରୁ ବଡ଼ ହୋଇପାରେ ନାହିଁ । ଏ କଥା କେବଳ ଆମେ କହୁନାହୁଁ ବରଂ ଜଣେ ମହିଳା ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି । ମହିଳାଜଣକ ସମାଜକୁ…