Browsing Category

News

ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ବୟାନକୁ ନେଇ ବିରୋଧ, ବିଜେଡି ଦଳ ତରଫରୁ କୁଶ ପୁତ୍ତଳିକା ଦାହ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା, କରଞ୍ଜିଆ ଠାରେ ଆଜି ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ବିଜେଡି ଦଳ ତରଫରୁ କୁଶ ପୁତ୍ତଳିକା ଦାହ କରାଯାଇଛି।  ଗତକାଲି ବାରିପଦା ପ୍ରୟାସ ହଲରେ ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟିର  ବୈଠକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ…

ସର୍ଭେ ସଂସ୍ଥା ଦ୍ଵାରା ବୋରିଙ୍ଗ ପାଇଁ ବ୍ଳାଷ୍ଟିଙ୍ଗ ସମୟରେ ବିଭିନ୍ନ ଲୋକଙ୍କ ଘରେ ଫାଟ ସୃଷ୍ଟି, ଆମ୍ବିଳି ଗାଁରେ…

ଗୋପ (କେନ୍ୟୁଜ୍‌) :  ସର୍ଭେ ସଂସ୍ଥା ଦ୍ୱାରା ବୋରିଙ୍ଗ ପାଇଁ ବ୍ଲାଷ୍ଟିଂ ହେବା ବେଳେ ଗାଁର ବିଭିନ୍ନ ଲୋକଙ୍କ ଘରେ ଫାଟ ସୃଷ୍ଟିକୁ ନେଇ ଗାଁରେ ଉତ୍ତେଜନା ଦେଖାଯାଇଛି । ଲୋକେ କ୍ଷତି ପୂରଣ ଦାବିରେ କମ୍ପାନୀର ଗାଡ଼ିକୁ ଅଟକ ରଖିବା ସହ କମ୍ପାନୀର ଜଣେ ଠିକା କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି…

କ’ଣ ଲୁଚାଉଛି ଚୀନ

କ’ଣ ଲୁଚାଉଛି ଚୀନ । କରୋନା ମହାମାରୀ ଉତ୍ପତ୍ତିସ୍ଥଳରେ ଏମିତି କ’ଣ ରହିଛି ? ଯାହାକୁ ନେଇ ଏବେ ବି ଚୀନ ଭୟଭୀତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଟିମ୍‌କୁ ଚୀନ ଭିତରକୁ ପ୍ରବେଶ ଉପରେ କଟକଣା ଲଗାଇଛି । ରୋକ୍‌ ଲଗାଇବା ପରେ ସାରା ବିଶ୍ୱରେ ଏହି ଚର୍ଚ୍ଚା ଜୋର୍‌ ଧରିଛି । WHOର ପ୍ରବେଶ ଉପରେ…

ମାହାଙ୍ଗା ଡବଲ୍‌ ମର୍ଡର ଘଟଣା: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା, କହିଲେ ଦୋଷୀ ଗିରଫ ହେଉ ଓ ତାକୁ ଦଣ୍ଡ…

ମାହାଙ୍ଗା: ମାହାଙ୍ଗାରେ ଡବଲ୍‌ ମର୍ଡର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା । କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ ଦୋଷୀ ଗିରଫ ହୁଅନ୍ତୁ ଓ କଠୋରରୁ କଠୋର ଦଣ୍ଡ ମିଳୁ । ଯେତେବେଳେ ଓଡ଼ିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ…

ପୁଣି ମାଓବାଦୀ ରଚିଲେ ବର୍ବର କାଣ୍ଡ, ଜଣେ ଠିକାଦାରଙ୍କୁ ହତ୍ୟା କରିବା ସହ ପୋଡ଼ିଲେ ୩ଟି ଗାଡ଼ି

ମାଲକାନଗିରି(କେନ୍ୟୁଜ୍):  ପୁଣି ମାଓବାଦୀ ମାନଙ୍କ ବର୍ବର କାଣ୍ଡ। ରାସ୍ତା  କାମ କରୁଥିବା ଜଣେ  ଠିକାଦାରଙ୍କୁ ହତ୍ୟା କରିବା  ସହ ତାଙ୍କ ବୋଲେରୋ ଗାଡିକୁ ପୋଡି  ଦେଇଛନ୍ତି। ଏହା ସହ ରାସ୍ତା କାମରେ ନିୟୋଜିତ ଥିବା ୩ଟି ଗାଡିକୁ ମଧ୍ୟ ପୋଡି ଦେଇଛନ୍ତି।  ଘଟଣା  ଘଟିଛି  ମାଥିଲି ବ୍ଲକ୍‌…

ପ୍ରକୃତରେ କେତେ ଘଣ୍ଟା ଭାରତ ବନ୍ଦ ରହିବ? ଚାଷୀ ସଂଗଠନ କହୁଛି ୪ ଘଣ୍ଟା କିନ୍ତୁ ରାଜନୈତିକ ଦଳ କହୁଛି ୧୨ ଘଣ୍ଟା

କେନ୍ୟୁଜ୍(ବ୍ୟୁରୋ):  ପ୍ରକୃତରେ କେତେ ଘଣ୍ଟା ଭାରତ ବନ୍ଦ ରହିବ। ଏହାକୂ ନେଇ ଦ୍ବନ୍ଦ ବଢିବାରେ ଲାଗିଛି। ବାସ୍ତବରେ କେତେ ସମୟ ପାଇଁ ଭାରତ ବନ୍ଦ ରହିବ। କହିବାକୁ  ଗଲେ ଚାଷୀ ସଂଗଠନ ୪ ଘଣ୍ଟା ପାଇଁ ଭାରତ ବନ୍ଦ ରଖିବାକୁ ଆହ୍ବାନ ଦେଇଥିବା ବେଳେ କଂଗ୍ରେସ,ସିପିଆଇ ଭଳି ୧୮ଟି  ରାଜନୈତିକ ଦଳ…

ଲୁକସରେ ବଲିଉଡର ବଡ ବଡ ଅଭିନେତାଙ୍କୁ ବି ମାତ ଦିଅନ୍ତି ଅମିତାଭଙ୍କ ନାତି ଅଗସ୍ତ୍ୟ, ଥରେ ପକାନ୍ତୁ ତାଙ୍କ ଉପରେ ନଜର

ଅମିତାଭ ଓ ଜୟା ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ନିଜ ପିତାମାତାଙ୍କ ପଦାଙ୍କ ଅନୁସରଣ କରି ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ଝିଅ ଶ୍ଵେତା କିନ୍ତୁ ଏଥିରୁ ନିଜକୁ ଦୁରେଇ ରଖିଥିଲେ । କିନ୍ତୁ ଶ୍ଵେତାଙ୍କ ଝିଅ ନବ୍ୟ ନବେଲି ନନ୍ଦା ସୋସିଆଲ ମିଡ଼ିଆରେ ଖୁବ ଲୋକପ୍ରିୟତା ହାସଲ…

ଟ୍ରାକ୍‌ରେ ଫାଟ ଯୋଗୁଁ ଲାଇନ୍ ଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଜଳେଶ୍ୱର : ପଶ୍ଚିମବଙ୍ଗର ଦାନ୍ତୁନ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନ୍ ଚ୍ଯୁତ ହୋଇଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରାକ୍‌ରେ ଫାଟ ହୋଇଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରା ଯାଉଛି । ଇଞ୍ଜିନ ସମେତ ୩ଟି ବଗି ମଧ୍ଯ ଲାଇନଚ୍ଯୁତ ହୋଇଛି । ଫଳରେ ଗୋଟିଏ…