Below header
Browsing Category

ସ୍ପେଶାଲ

ରାସ୍ତାରେ ଏକୁଟିଆ ସ୍କେଟିଂ କରି କରି ଶେଷରେ ବରଯାତ୍ରୀ ଧରି ପହଞ୍ଚିଗଲା ବର, ପୁଣି ବିବାହ ପରେ କନ୍ୟାକୁ ଧରି ହୋଇଗଲା…

ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଅନେକ ଲୋକ ଏମିତି ଅଛନ୍ତି, ଯେଉଁମାନେ ନିଜ ବିବାହକୁ ନେଇ ବହୁତ ଉତ୍ସାହିତ ଥାଆନ୍ତି। ଏହାକୁ ସ୍ମରଣୀୟ କରିବା ପାଇଁ ଅଜବ ହରକତ ସବୁ କରିଥାନ୍ତି। ଏବେ ବିଦେଶରୁ ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି। Indian Weddings and Brides ନାମକ…

ଏହି ବ୍ଲଡ ଗ୍ରୁପଙ୍କ ପାଇଁ ଅଧିକ ଘାତକ ହେଉଛି କରୋନା, ଆପଣଙ୍କ ବ୍ଲଡ ଗ୍ରୁପ ଏହା ନୁହେଁ ତ !

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ସ୍ଥିତିକୁ ଏକଦମ୍‌ ଖରାପ କରି ରଖିଛି। ଆଉ ଏହାରି ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେମିତି ଏକ ତଥ୍ୟ ଦେଇଛି କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (CSIR)। ଏକ ତଥ୍ୟରୁ ଜଣାପଡିଛି ଯେ ଏମିତି କିଛି ବ୍ଲଡ ଗ୍ରୁପ…

ଲକଡାଉନରେ ଘରେ ରହି ଆମକୁ ବିରକ୍ତି ଲାଗୁଛି, କିନ୍ତୁ ଏମାନେ ବିନା ଖର୍ଚ୍ଚରେ ବୁଲୁଛନ୍ତି: ଦେଖନ୍ତୁ ଭିଡିଓ

ଲକଡାଉନରେ ଘରେ ରହି ରହି ବୋରିଂ ହୋଇଗଲେଣି ନା। ଚାଲନ୍ତୁ ଟିକେ ବୁଲି ଆସିବା, ତାହା ପୁଣି ବିନା ଖର୍ଚ୍ଚରେ। ମାଗଣାରେ ବୁଲିବାକୁ କିଏ ବା ନ ଚାହେଁ। ତେଣୁ ଯଦି ମାଗଣାରେ ବୁଲିବାର ମଜା ମିଳିଯାଏ, ତେବେ ଆଉ କିଛି ଦରକାର ନାହିଁ। କଥାଟି ହୁଏତ, ଆପଣ ବୁଝିପାରୁନାହାନ୍ତି। କିନ୍ତୁ ଏହି ଭିଡିଓକୁ…

ବୃଦ୍ଧକାଳେ ହେଲେ ଘରୁ ବହିଷ୍କୃତ, ପରେ ଏମିତି କିଛି କରି ସୋସିଆଲ ମିଡିଆରେ ହେଲେ ଭାଇରାଲ

ସୋସିଆଲ ମିଡିଆରେ ଏଭଳି ଜଣେ ପିତାଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜକୁ ସମ୍ଭାଳି ପାରିବେ ନାହିଁ। ପିଲା ନିଜ ବାପା ମାଆଙ୍କୁ ଘରୁ ବାହାର କରିଦେଉଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଲାଣି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ବୁଢ଼ାବାପାକୁ…

ବିଲେଇଠାରୁ ଝିଅକୁ ହେଲା ଏମିତି ସଂକ୍ରମଣ, ହଠାତ ଝଡ଼ିଗଲା ମୁଣ୍ଡର ସବୁ କେଶ

ଏକ ବିଲେଇକୁ ପାଳିବା ଏତେ ମହଙ୍ଗା ପଡ଼ିଯିବ ବୋଲି ଚୀନର ଏକ ପରିବାର କେବେ ବି ଭାବି ନ ଥିଲେ। ବିଲେଇଠାରୁ ଝିଅକୁ ଏମିତି ସଂକ୍ରମଣ ହେଲା ଯେ ଏକ ସପ୍ତାହ ଭିତରେ ହିଁ ମୁଣ୍ଡର କେଶ ଝଡ଼ିବା ଆରମ୍ଭ ହୋଇଗଲା। ଏବେ ପୂରା ପରିବାର ଛୋଟ ଝିଅଟିକୁ ହୋଇଥିବା ଏଭଳି ସଂକ୍ରମଣକୁ ନେଇ ଚିନ୍ତିତ ଅଛନ୍ତି।…

ସୋସିଆଲ ମିଡିଆରେ ଭାଇରାଲ ହେଲା ମାଆ ପାଇଁ ଲେଖାଯାଇଥିବା ପିଲାଙ୍କ ଭାବୁକଭରା କରୋନା ଚିଠି 

ପୁରା ଦେଶ କରୋନା ମହାମାରୀ ସହ ଲଢୁଥିବା ବେଳେ ସୋସିଆଲ ମିଡିଆରେ ଏମିତି ଅନେକ ପୋଷ୍ଟ ଭାଇରାଲ ହେଉଛି, ଯାହାକୁ ଦେଖି ଦେଶରେ କରୋନକୁ ନେଇ ଉପୁଜୁଥିବା ପ୍ରକୃତ ପରିସ୍ଥିତି ସମ୍ପର୍କରେ ଜାଣିହେଉଛି । ଏହି ମହାମାରୀ ଲୋକଙ୍କ ଜୀବନ ନର୍କ କରିସାରିଲାଣି । କିଏ ନିଜ ବାପା ମାଆଙ୍କୁ ହରାଉଛି ତ…

ପୋଷ୍ଟ ଅଫିସ ମାଧ୍ୟମରେ ଏହି ମନ୍ଦିରର ବିଭୂତିକୁ ପଠାଯାଏ ବିଦେଶକୁ, ଜାଣନ୍ତୁ ଏହାର ମାହାତ୍ମ୍ୟ

ଦେଶରେ ଏମିତି ଅନେକ ମନ୍ଦିର ରହିଛି ଯାହାର ବିଶେଷତ୍ୱ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏଭଳି ଅନେକ ଅଦ୍ଭୁତ ଘଟଣା ଘଟେ ଯାହାଦ୍ୱାରା ଭଗବାନଙ୍କ ଉପସ୍ଥିତି ଜଣାପଡେ । ଆଜି ଆମେ ଆପଣଙ୍କୁ ସେମିତି ଏକ ଦେବୀପୀଠ ସମ୍ପର୍କରେ କହିବାକୁ ଯାଉଛୁ । ଏହାର ହୋମ ଯଜ୍ଞରୁ ବାହାରୁଥିବା ବିଭୂତି…

୧୮ ଲକ୍ଷ ଟଙ୍କାରେ ନିଲାମ ହେଲା ଦୁଇଟି ଖରବୁଜ, ଜାଣନ୍ତୁ କ’ଣ ରହିଛି ଖାସିୟତ

ଖରବୁଜର ନାଁ ଶୁଣିଲେ ହିଁ ମୁହଁରେ ଲାଳ ଆସିଯାଇଥାଏ, କିନ୍ତୁ ଜାପାନରେ ଏହି ଫଳକୁ ନେଇ ଲୋକେ ଏତେ କ୍ରେଜି ଯେ ୟୁବାରୀ ନାମରେ ପ୍ରସିଦ୍ଧ ଦୁଇଟି ଖରବୁଜକୁ ୨୭ ଲକ୍ଷ ୟେନରେ କିଣା ଯାଇଛି। ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ଏହାର ମୂଲ୍ୟ ୧୮,୧୯,୭୧୨ ଲକ୍ଷ ଟଙ୍କା। ଚଳିତବର୍ଷ ଜାପାନର ଉତ୍ତର…

ମାତ୍ର ୧୮୦୦୦ ଟଙ୍କାରେ କିଣିଲେ ଟିକେଟ, ଆଉ ତା’ପରେ ୩୬୦ ସିଟ ବିଶିଷ୍ଟ ବିମାନରେ ଏକୁଟିଆ ବସି ମୁମ୍ବାଇରୁ ଦୁବାଇ…

ଯଦି ଆପଣଙ୍କୁ ସାମାନ୍ୟ ଭଡ଼ାରେ ହିଁ ୩୬୦ ସିଟ ବିଶିଷ୍ଟ ବଡ଼ ବିମାନ ବୋଇଙ୍ଗ ୭୭୭ରେ ଏକୁଟିଆ ଯାତ୍ରା କରିବାର ମଉକା ମିଳେ, ତ ଆପଣ ନିଜକୁ ନିଶ୍ଚୟ ରାଜା ବୋଲି ଭାବିବେ। ଏବେ ଏମିତି ହିଁ କିଛି ଘଟିଛି ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହିତ। ୪୦ ବର୍ଷୀୟ ଭାବେଶ ଜାବେରୀ ଷ୍ଟାରଜେମ୍ସ ଗ୍ରୁପର ସଦସ୍ୟ।…

ଷଣ୍ଢ ସିଙ୍ଗ ଉପରେ ବସି ଦୋଳି ଖେଳୁଥିଲେ ଯୁବକ, ଲୋକେ କହିଲେ-ଏମିତି ବସିବାକୁ ସାହସ ଥିବା ଦରକାର; ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଆମେ ଏମିତି ଅନେକ ଭିଡିଓ ଦେଖିଥାଉ, ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ। ଏବେ ସେଭଳି ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଏକ ଷଣ୍ଢ ଉପରେ ବସି ଷ୍ଟଣ୍ଟ କରୁଥିବା ଦେଖାଯାଇଛି। ଷଣ୍ଢଟି ଭୀଷଣ ଭାବେ ରାଗିଯାଇଥିବାରୁ ସେ ଲୋକକୁ ନିଜ…