Below header
Browsing Category

କ୍ରୀଡା

ଆସନ୍ତାକାଲି ଭାରତ-ଆଫଗାନିସ୍ତାନ ମ୍ୟାଚ, ଜିତିବାକୁ ପଡିବ ମ୍ୟାଚ ନହେଲେ..

ଆଇସିସି ଟି-୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ। ପୂର୍ବରୁ ୨ଟି ମ୍ୟାଚ ହାରିବା ପରେ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଆସନ୍ତାକାଲି ମ୍ୟାଚ ଜିତିବାକୁ ପଡିବ। ଏହା ମଧ୍ୟରେ ଜବରଦସ୍ତ ଫର୍ମରେ ରହିଛି ଆଫଗାନିସ୍ତାନ ଟିମ୍‌। ୨୪ ଅକ୍ଟୋବରରେ…

ଧୋନୀ ପ୍ରଶଂସକଙ୍କୁ ବଡ଼ ଝଟକା! CSK ଏହି ଅପଡେଟ୍‌ ଜାରି କରି ସମସ୍ତଙ୍କୁ କଲା ନିରାଶ

ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି, IPL 2022ର ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ୍‌ ଶ୍ରୀନିବାସନ, ଏମ୍‌ଏସ୍‌ ଧୋନୀଙ୍କୁ ନେଇ ବଡ଼ ଅପଡେଟ୍‌ ଜାରି କରିଛନ୍ତି, ଯାହାକି ତାଙ୍କ ଫ୍ୟାନ୍‌ମାନଙ୍କୁ…

‘ଘରକୁ ଯାଉଛି’, ନ୍ୟୁଜିଲାଣ୍ଡଠୁ ହାରିବା ପରେ ଭାଇରାଲ ହେଉଛି ବିରାଟ କୋହଲିଙ୍କ ୧୦ ବର୍ଷ ତଳର ପୁରୁଣା ଟ୍ଵିଟ୍‌

ଟି-୨୦ ବିଶ୍ୱକପ୍‌ରେ ଭାରତ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ପାକିସ୍ତାନ ପରେ ଏବେ ନ୍ୟୁଜିଲାଣ୍ଡ ମଧ୍ୟ ଟିମ୍‌ ଇଣ୍ଡିଆକୁ ହରାଇଛି। ଫଳରେ ଭାରତ ସେମି ଫାଇନାଲକୁ ଯିବା ପଥ ଅଧିକ କଷ୍ଟଦାୟକ ହୋଇଯାଇଛି। ଏହି ଲଜ୍ଜାଜନକ ପରାଜୟ ପରେ କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କର ଏକ ୧୦ ବର୍ଷ ପୁରୁଣା…

ଦୁଇ ଦୁଇଟି ମ୍ୟାଚ ହାରିବା ପରେ ବିରାଟଙ୍କ ପରିବାରକୁ ମିଳୁଛି ଧମକ ! ପାକିସ୍ତାନୀ ଖେଳାଳି ଦେଲେ ଏଭଳି ମନ୍ତବ୍ୟ

ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚକୁ ହାରିଛି ଭାରତ। ପାକିସ୍ତାନ ଠାରୁ ହାରିବା ଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଥିବା ମ୍ୟାଚକୁ ମଧ୍ୟ ୮ ଓ୍ଵିକେଟରେ ହାରିଛି ଭାରତ। ଆଉ ଏବେ ଖାସ୍‌ ଏଥିପାଇଁ ଭାରତକୁ ସେମିଫାଇନାଲରେ ପହଞ୍ଚିବା ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ…

ଟିମ୍‌ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ବହୁତ କଷ୍ଟ, ଆପଣାଇବାକୁ ହେବ ଭିନ୍ନ ରଣକୌଶଳ

ଟି- ୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ଲଗାତାର ଦ୍ୱିତୀୟ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇ ଥିବା ଯୋଗୁଁ ସେମିଫାଇନାଲରେ ଖେଳିବା ପାଖାପାଖି ଅସମ୍ଭବ ହୋଇପଡିଛି। ପାକିସ୍ତାନ ପରେ ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାସ୍ତ କରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଏହି ବିଶ୍ୱକପ୍‌ର…

ଟି ୨୦ ବିଶ୍ୱକପ : ଜିତିବା ଭୁଲି ଯାଇଛି କୋହଲିଙ୍କ ଟିମ୍‌, ଲଗାତାର ଦ୍ୱିତୀୟ ପରାଜୟ

ଦୁବାଇ : ଟି ୨୦ ବିଶ୍ୱକପରେ ଆଜି ଭାରତକୁ ୮ ଓ୍ଵିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ । ୧୧୧ ରନର ଛୋଟିଆ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ଵିକେଟ୍ ହରାଇ ୧୪.୩ ଓଭରରେ ହାସଲ କରି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୧୧୦ ରନ୍‌ କରିଥିଲା । ସମସ୍ତ ପ୍ରମୁଖ…

ଟି-୨୦ ବିଶ୍ୱ କପ୍‌ : ମାତ୍ର ୧୧୦ ରନ୍‌ କଲା ଟିମ୍‌ ଇଣ୍ଡିଆ, ହାରିବ ନା ହରାଇବ ?

ଦୁବାଇ : ନ୍ୟୁଜିଲାଣ୍ଡ ସାମନାରେ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଆଜି ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ଏହି ଛୋଟିଆ ସ୍କୋରରେ ରକ୍ଷା କରି ନ୍ୟୁଜିଲାଣ୍ଡକୁ ରୋକିବା। ଆଜି ପୁଣି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍‌ ଇଣ୍ଡିଆ । ପାକିସ୍ତାନ…

କୋହଲି କ୍ୟାମ୍ପ ପାଇଁ ବାଜି ପଲଟିବ କି ? ନ୍ୟୁଜିଲାଣ୍ଡକୁ ମାତ ଦେବା ପାଇଁ ନୂଆ ପ୍ଲାନ୍‌ କରିଛି ଟିମ୍‌ ଇଣ୍ଡିଆ

ଆଜି ଟି-୨୦ ବିଶ୍ୱକପରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଉଭୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନଠୁ ପରାସ୍ତ ହୋଇଛନ୍ତି । ତେଣୁ ବିଶ୍ୱକପରେ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଏହି ଦୁଇ ଦଳ । ପ୍ରଥମ ମ୍ୟାଚରେ ପାରମ୍ପରିକ…

ଅଲିମ୍ପିକ୍ସ ବିଜେତାଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର, ନୀରଜ ଓ ସୁମିତଙ୍କୁ ମିଳିଲା ନୂଆ ଗାଡି

ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲେ ନୀରଜ ଚୋପ୍ରା। ଜାଭେଲିନ ଫାଇନାଲରେ ନୀରଜ ଚୋପ୍ରା ପ୍ରଥମ ରାଉଣ୍ଡରେ ୮୭.୦୩ ଏବଂ ଦ୍ବିତୀୟ ରାଉଣ୍ଡରେ ୮୭.୫୮ ଏବଂ ୩ୟ ରାଉଣ୍ଡରେ ୭୬.୭୯ମିଟର ଜାଭେଲିନ ଥ୍ରୋ କରିଥିଲେ। ଖାସ୍‌ ଏଥିପାଇଁ ୧୦୦…

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ମ୍ୟାଚ୍‌, ଚୂଡ଼ାନ୍ତ ଏକାଦଶରେ ହୋଇପାରେ ବଡ ପରିବର୍ତ୍ତନ

ଆଜି ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର। ଗତ ରବିବାର ପାକିସ୍ତାନ ବିପକ୍ଷରେ ଦଳ ହାରିବା ପରେ ଏ ରବିବାର କେମିତି ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାର ସାମ୍ନା କରିବ ତା’କୁ ନେଇ ଚାଲିଛି କଳ୍ପନାଜଳ୍ପନା। ଏପଟେ ଭାରତୀୟ ଟିମ୍‌ରେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ…

ପୁରୀ : ଜାତୀୟ ଜାଭେଲିନ୍‌ରେ ସ୍ୱର୍ଣ୍ଣ ଜିତି ଘରକୁ ଫେରିଲେ ଓଡ଼ିଆ ପୁଅ କିଶୋର କୁମାର

ପୁରୀ : ତୃତୀୟ ଜାତୀୟ ଓପନ ଜାଭେଲିନ୍‌୍‌ ଚାମ୍ପିଅନସିପରେ ଓଡ଼ିଶାର କିଶୋର କୁମାର ଜେନା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୭୪.୨୬ ମିଟର ଥ୍ରୋ କରି ଚାମ୍ପିଅନ୍‌ ହୋଇଛନ୍ତି। କିଶୋରଙ୍କ ଘର ପୁରୀର ବ୍ରହ୍ମଗିରିରେ । ଆଜି କିଶୋର ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରି ନିଜ ଗାଁ ମାଟିକୁ ଫେରିଛନ୍ତି ।…