Browsing Category

କ୍ରୀଡା

ମ୍ଯାଚ ଚାଲିଥିବା ବେଳେ ଅମ୍ପାୟାର ସହିତ ଝଗଡା କଲେ ବିରାଟ, ଭିଡିଓ ଭାଇରଲ

ଗତକାଲି ଏଲିମିନେଟର ମ୍ୟାଚରେ କେକେଆର ବିପକ୍ଷରେ ୪ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି ଆରସିବି । ସୋମବାର ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ଖେଳାଯାଇଥିଲା ଜବରଦସ୍ତ ମ୍ଯାଚ। ଏହି ସମୟରେ ମ୍ୟାଚ…

IPL ଟ୍ରଫି ଜିତିବାର ସ୍ୱପ୍ନ ଭାଙ୍ଗିଗଲା ତ ଖୁବ୍‌ କାନ୍ଦିଲେ ବିରାଟ କୋହଲି, ଡିଭିଲିୟର୍ସ ବି କାନ୍ଦୁଥିବାର ଦେଖାଗଲେ;…

ମଇଦାନରେ ହାରିବା ପରେ କାନ୍ଦୁଥିବାର ନଜର ଆସିଛନ୍ତି ବିରାଟ କୋହଲି। କୋଲକାତା ନାଇଟ୍‌ ରାଇଡର୍ସ ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ପୁଣିଥରେ ବିରାଟଙ୍କ ଆଇପିଏଲ୍‌ ଜିତିବାର ସ୍ୱପ୍ନକୁ ଭାଙ୍ଗି ଚୁର୍‌ମାର କରି ଦେଇଛି। ପରାଜୟ ସହିତ ହିଁ RCBର ଯାତ୍ରା…

ନିଜର ଓ୍ଵିନିଙ୍ଗ୍‌ ଶଟ୍‌ରେ କଇଁ କଇଁ ହୋଇ କାନ୍ଦିଥିବା ସେହି କୁନି ଝିଅର ହୃଦୟ ଜିତିନେଲେ ଧୋନୀ, ମ୍ୟାଚ୍‌ ପରେ ଦେଲେ…

ଚେନ୍ନାଇ ସୁପର କିଙ୍ଗ୍ସକୁ ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବିଜୟ ଦେଇ ଫାଇନାଲରେ ପହଞ୍ଚାଇଥିବା ମ୍ୟାଚ୍‌ ଫିନିଶର ମହେନ୍ଦ୍ର ସିଂହ ଧୋନୀ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଏହି ମ୍ୟାଚ୍‌ରେ ଧୋନୀ ଯେମିତି ଭାବେ ଓ୍ଵିନିଙ୍ଗ୍‌ ଚଉକା ମାରି ମ୍ୟାଚ୍‌ ଫିନିଶ୍‌ କରିଥିଲେ, ତ ଦୁବାଇ…

ଚଳିତ ସିଜିନ ପୂର୍ବରୁ ଫ୍ଲେ ଅଫରେ ୬ ଥର ସ୍ଥାନ ପାଇଥିଲା ବାଙ୍ଗାଲୋର, ଆଜି ଫାଇନାଲ ଟିକେଟ ପାଇଁ କରିବ ସମସ୍ତ ପ୍ରୟାସ

ଗତକାଲି ପ୍ଲେ ଅଫ୍ ମ୍ଯାଚରେ ବିଜୟ ସହିତ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପରକିଙ୍ଗସ। ଆଜି ଆଇପିଏଲ୍ ପ୍ଲେ ଅଫ୍ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ମ୍ଯାଚ ରହିଛି। ଚଳିତ ସିଜିନ ପରେ…

ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ବିଶ୍ୱକପ୍‌ର ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ଦେଖନ୍ତୁ…

ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ଓ ଏଣ୍ଡୋରା ମଧ୍ୟରେ ଶୁକ୍ରବାର ହେବାକୁ ଥିବା ମୁକାବିଲା ପୂର୍ବରୁ ଏଷ୍ଟାଡି ନେକିଓନଲ୍‌ ଷ୍ଟାଡିୟମରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। କିଛି ଘଣ୍ଟା ମଧ୍ୟରେ ଦୁଇ ଦଳ ମଧ୍ୟରେ ଏଠାରେ ମ୍ୟାଚ୍ ଖେଳାଯିବାକୁ ଥିଲା। କିନ୍ତୁ ଭୟଙ୍କର ଅଗ୍ନିକାଣ୍ଡ…

ଆଇପିଏଲରେ ଦ୍ରୁତତମ ବୋଲିଂ କରିଥିବାରୁ ଉମରାନ ମଲିକଙ୍କୁ ମିଳିଲା ଉପହାର, ଭାରତୀୟ ଦଳରେ ହେଲେ ସାମିଲ

ଜମ୍ମୁ କାଶ୍ମୀରଙ୍କ ଦ୍ରୁତବୋଲର ଉମରାନ ମଲିକଙ୍କୁ ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଫାଷ୍ଟ ବୋଲର ଉମରାନ୍‌ ମଲିକଙ୍କୁ UAE ଟିକଟ । ଆଇପିଏଲରେ ଦ୍ରୁତତମ ବୋଲିଂ କରିଥିବାରୁ ମିଳିଲା ଉପହାର । ତାଙ୍କୁ ନେଟ୍ ବୋଲର ଭାବେ ଦଳରେ…

ଚେନ୍ନାଇ ଏବଂ ଦିଲ୍ଲୀ ମଧ୍ୟରେ ହେବ କଡ଼ା ଟକ୍କର, ଗୁରୁଙ୍କ ଉପରେ ପ୍ରଭାବ ପକାଇପାରନ୍ତି ଚେଲା

ଆଜି ଆଇପିଏଲ୍‌-୧୪ର ପ୍ଲେ ଅଫ୍‌ ମ୍ଯାଚ ହେବ। ଭାରତ ଓ ୟୁଏଇ ଚରଣରେ ୫୬ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବା ପରେ ଆଜିଠାରୁ ଆଇପିଏଲ୍‌-୧୪ର ପ୍ଲେ ଅଫ୍‌ ଆରମ୍ଭ ହେଉଛି। ପ୍ରଥମ କ୍ଵାଲିଫାୟରରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସର୍ବାଧିକ ୨୦ ପଏଣ୍ଟ ହାସଲ…

ଲଭଗୁରୁ ଧୋନୀଙ୍କ ପରାମର୍ଶରେ ହିଁ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ ଦୀପକ ଚହର, ଯାହାକୁ ଦେଖିଥିଲେ ୧୫୦ ଦେଶର ଲୋକ

ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୫୩ତମ ମ୍ୟାଚରେ ଧୋନୀ ବାହିନୀକୁ ୬ ଓ୍ବିକେଟରେ ପରାସ୍ତ କରିଛି ପଞ୍ଜାବ । କିନ୍ତୁ ଏହି ମ୍ୟାଚରେ ସୁପର କିଙ୍ଗସ୍‌ର ଷ୍ଟାର ବୋଲର ଦୀପକ ଚହର ମ୍ୟାଚ୍‌ ସରିବା ପ‌ରେ ଷ୍ଟାଣ୍ଡକୁ ଯାଇ ଜଣେ ଯୁବତୀଙ୍କୁ ପ୍ରପୋଜ୍‌…

ଲାଇଭ ମ୍ଯାଚ୍ ବେଳେ ଷ୍ଟାଣ୍ଡରେ ବସିଥିବା ଯୁବତୀଙ୍କୁ ପ୍ରପୋଜ କଲେ ଦୀପକ ଚହର, ଭିଡିଓ ଭାଇରଲ

ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୫୩ତମ ମ୍ୟାଚରେ ଧୋନୀ ବାହିନୀକୁ ୬ ଓ୍ବିକେଟରେ ପରାସ୍ତ କରିଛି ପଞ୍ଜାବ । କିନ୍ତୁ ଏହି ମ୍ୟାଚରେ ସୁପର କିଙ୍ଗସ୍‌ର ଷ୍ଟାର ବୋଲର ଦୀପକ ଚହର ମ୍ୟାଚ୍‌ ସରିବା ପ‌ରେ ଷ୍ଟାଣ୍ଡକୁ ଯାଇ ଜଣେ ଯୁବତୀଙ୍କୁ ପ୍ରପୋଜ୍‌…

ଆଜି ଆଇପିଏଲ ମ୍ଯାଚରେ ପରସ୍ପରକୁ ଟକ୍କର ଦେବ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ରୋହିତ ଶର୍ମାଙ୍କ ସହ ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ରହିଥିବା ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୮…

ଆଜି IPLରେ ଶେଷ ଦୁଇ ଲିଗ୍‌ ମ୍ୟାଚ୍: ଗୋଟିଏ ସମୟରେ ମୁହାଁମୁହିଁ ହେବେ ୪ଟି ଟିମ୍

କେନ୍ଯୁଜ୍: ଆଜି IPLରେ ଶେଷ ଦୁଇ ଲିଗ୍‌ ମ୍ୟାଚ। ଆଜି ଗୋଟିଏ ସମୟରେ ଖେଳାଯିବ ଦୁଇଟି ମ୍ୟାଚ୍‌ । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ- ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଦିଲ୍ଳୀ କ୍ୟାପିଟାଲସ୍‌ । ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ତାର ଚଳିତ…

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌, ଉଭୟଙ୍କ ପାଇଁ କର ବା ମର ସ୍ଥିତି

ଆଇପିଏଲ୍‌ର ୧୪ତମ ସିଜନ୍‌ର ୫୩ ତମ ମ୍ୟାଚ୍‌ ଗୁରୁବାର ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯିବ। ଆଜି ମୁହାଁମୁହିଁ ହେବେ ଧୋନି ଓ ପନ୍ଥ। ସ୍କୋର ବୋର୍ଡରେ ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ଆଜି ଏହି ଦୁଇ ବଡ଼ ଟିମ୍‌ଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌…