Browsing Category

କ୍ରୀଡା

ଆଜି ପରସ୍ପରକୁ ଭେଟିବେ ଚେନ୍ନାଇ ଏବଂ ହାଇଦ୍ରାବାଦ, ପଏଣ୍ଟ ତାଲିକାରେ ଚେନ୍ନାଇ ଶୀର୍ଷରେ

ଆଜି ଆଇପିଏଲରେ ୪୪ ତମ ଲିଗ୍ ମ୍ଯାଚରେ ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ । ପଏଣ୍ଟ ଟେବୁଲରେ ଚେନ୍ନାଇ ଶୀର୍ଷରେ ଥିବାବେଳେ ସନରାଇଜର୍ସ ହାଇଦ୍ରବାଦ ଶେଷରେ ରହିଛି । ସନରାଇଜର୍ସ ମୋଟ ୧୦ ଟି ମ୍ୟାଚରୁ ୮ଟି ପରାଜିତ ହୋଇଛି। ହେଲେ ୧୦ରୁ ୮ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ପାଇଛି…

ଆଇପିଏଲ ୨୦୨୧: ଆଜି ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର

ଆଇପିଏଲର ୪୩ ଲିଗ୍ ମ୍ଯାଜରେ ପରସ୍ପର ସହିତ ମୁହାଁମୁହିଁ ହେବେ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ। ଗତଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବାଙ୍ଗାଲୋରର ମନୋବଳ ବଢିଯାଇଛି। ତେଣୁ ବାଙ୍ଗାଲୋର ମ୍ଯାଚ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବ କିନ୍ତୁ ରାଜସ୍ଥାନ ପାଇଁ…

IPL 2021: ଦିଲ୍ଲୀ କ୍ୟାପିଟାଲ୍ସକୁ ଧୂଳି ଚଟେଇଲା କେକେଆର

ଆଜିର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ୩ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ବିଜୟ ସହ କେକେଆର୍ ଚଳିତ ଆଇପିଏଲରେ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭…

ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ, ଅଭ୍ଯାସ ମ୍ଯାଚ ପାଇଁ ଯିବେ ବାହାରିନ

ଆଗାମୀ ଏଏଫସି ମହିଳା ଏସିଆ କପ ୨୦୨୨ ପାଇଁ ଘୋଷଣା ହୋଇଥିବା ସିନିଅର ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ ସ୍ଥାନ ପାଇଛନ୍ତି। ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ହେଲେ ପ୍ୟାରୀ ଖାଖା ଏବଂ ମନୀଷା ପାନା। ଆଗାମୀ ବର୍ଷ ଏହି ଟୁର୍ନାମେଣ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାକୁ ଭାରତୀୟ…

ପାକ୍‌ କ୍ରିକେଟର ଇନ୍‌ଜମାମ୍‌ ଉଲ୍‌ ହକ୍‌ଙ୍କୁ ହାର୍ଟ ଆଟାକ୍‌, ଲାହୋର ହସ୍ପିଟାଲରେ ହେଲା ଆଞ୍ଜିଓପ୍ଲାଷ୍ଟ

ପାକିସ୍ତାନର ପ୍ରମୁଖ ବୋଲର ତଥା ପୂର୍ବ କ୍ୟାପ୍‌ଟେନ୍‌ ଇନ୍‌ଜମାମ୍‌ ଉଲ୍‌ ହକ୍‌ଙ୍କୁ ହାର୍ଟ ଆଟାକ୍‌। ସୋମବାର ଦିନ ସେ ହୃଦ୍‌ଘାତର ଶିକାର ହୋଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାର୍ଟ ଆଟାକ୍‌ ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଥିବା…

ଆଜି ପରସ୍ପରକୁ ଭେଟିବେ ଦିଲ୍ଲୀ କ୍ଯାପିଟାଲ୍ସ ଓ କୋଲକତା ନାଇଟ ରାଇଡର୍ସ, ପ୍ଲେ ଅଫରେ ଏଣ୍ଟ୍ରି ପାଇଁ ଦିଲ୍ଲୀ…

ଆଜି ଆଇପିଏଲ୍ ମ୍ଯାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୧୦ଟି ମ୍ୟାଚ୍‌ରୁ ୧୬ ପଏଣ୍ଟ ହାସଲ କରିସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଜାରି ରଖି ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ମ୍ଯାଚ ଅପରାହ୍ନ ୩.୩୦ ମିନିଟରେ ଆରମ୍ଭ…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଚେନ୍ନାଇ ସୁପର କିଙ୍ଗସର ଏହି ଖେଳାଳି

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀ। ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ୩୪ବର୍ଷିୟ ମୋଇନ। ୬୪ଟି ଟେଷ୍ଟ ମ୍ୟାଚରେ ୧୯୫ଟି ୱିକେଟ ଅକ୍ତିଆର କରିଛନ୍ତି। ୨୮.୨୯ ହାରରେ ୨୯୧୪ ରନ ସଂଗ୍ରହ କରିଛନ୍ତି। ୫ଟି ଶତକ ମଧ୍ୟ ହାସଲ କରିଛନ୍ତି। Greatest memory of Moeen…

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ , ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ରାଜସ୍ଥାନ…

ଆଜି ଆଇପିଏଲ ମ୍ଯାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ରାଜସ୍ଥାନ ରୟାଲ୍ସକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ । ସନରାଇଜର୍ସ ୯ଟି ମ୍ୟାଚ୍‌ ଖେଳି ମାତ୍ର ୨…

କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ୨୦୨୦-୨୧ : ଲାଇଫ ଟାଇମ୍‍ ପୁରସ୍କାର ପିଟର ତିର୍କୀ ଓ ହରିପ୍ରସାଦଙ୍କୁ…

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ ଏବଂ ରାଜ୍ୟର ଜଣାଶୁଣା କୋଚ ହରିପ୍ରସାଦ ପଟ୍ଟନାୟକ ୨୦୨୦-୨୧ କ୍ରୀଡ଼ା ସିଜିନ୍‍ର କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ। ବିଶିଷ୍ଟ କ୍ରିକେଟ କୋଚ କମଲ ଗାଙ୍ଗୁଲୀଙ୍କ ସ୍ମୃତିରେ ରାଜ୍ୟର…

ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ: ଟି-20ରେ ପୂରଣ କଲେ ୧୦ ହଜାର ରନ୍‌

ମୁମ୍ବାଇ: ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ଟି-ଟେ୍ଵଣ୍ଟିରେ ୧୦ ହଜାର ରନ୍‌ କଲେ । ଏହି ରେକର୍ଡ ହାସଲ କରିବାରେ ପ୍ରଥମ ଭାରତୀୟ ଓ ବିଶ୍ୱରେ ପଞ୍ଚମ ଖେଳାଳି। ଆଇପିଏଲ୍‌ର ମୁମ୍ବାଇ-ଆର୍‌ସିବି ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ଆର୍‌ସିବି ଅଧିନାୟକ ବିରାଟ କୋହଲି। ବିରାଟ ୩୧୪ଟି…

କିଟ ଷ୍ଟାଡିଅମରେ ଉଦଯାପିତ ହେଲା ଜାତୀୟ ଜୁନିଅର ଖୋଖୋ ପ୍ରତିଯୋଗିତା, ମହାରାଷ୍ଟ୍ର ଚାମ୍ପିୟନ ଏବଂ ଓଡିଶା ତୃତୀୟ

ଭୁବନେଶ୍ୱର (କେ ନିଉଜ) : ଆଜି କିଟ ବିଜୁ ପଟନାୟକ ଷ୍ଟାଡିଅମରେ ଉଦଯାପିତ ହୋଇଛି ୪୦ତମ ଜାତୀୟ ଜୁନିଅର ଖୋଖୋ ପ୍ରତିଯୋଗିତା । ଉଭୟ ବାଳକ ଓ ବାଳିକା ବର୍ଗରେ ମହାରାଷ୍ଟ୍ର ଚାମ୍ପିଅନ ହୋଇଛି । ଆୟୋଜକ ଓଡିଶା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସହ ଉଭୟ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଛି ।…

ଆଇପିଏଲ : ଶେଷ ବଲରେ କୋଲକାତାକୁ ମାତ ଦେଲା ଧୋନିଙ୍କ ଚେନ୍ନାଇ

ଆବୁଧାବି : ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଚେନ୍ନାଇ ସୁପର କିଙ୍ଗସ ୨ ଉଇକେଟରେ ପରାସ୍ତ କରିଛି । ଶେଷ ଓଭର ଖୁବ ନାଟକୀୟ ଥିଲା । ଦଳକୁ ବିଜୟ ଆଡକୁ ନେଉଥିବା ବେଳେ ପଞ୍ଚମ ବଲରେ ଆଉଟ ହୋଇଯାଇଥିଲେ ରବୀନ୍ଦ୍ର ଜାଡେଜା । ସେତେବେଳକୁ ସ୍କୋର ସମାନ ଥିଲା । ଜିତିବା ପାଇଁ…