Browsing Category

କ୍ରୀଡା

ଟିମ୍‌ ଇଣ୍ଡିଆ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ପରଲୋକ

(କେନ୍ୟୁଜ) : ଟିମ୍‌ ଇଣ୍ଡିଆର ପୂର୍ବତନ ୱିକେଟ କିପର ତଥା କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ପରଲୋକ । ପାର୍ଥୀବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ୨୦୧୯ରୁ ବ୍ରେନ୍‌ ହାମ୍‌ରେଜ ସହ ସଂଘର୍ଷ କରୁଥିଲେ । ତେବେ ବାପାଙ୍କ ଦେହାନ୍ତ ପରେ ଏନେଇ ପାର୍ଥୀବ ପଟେଲ ନିଜେ ଟ୍ୱିଟ୍‌ ମାଧ୍ୟମରେ…

ମେରିଲବୋନ କ୍ରିକେଟ କ୍ଲବ (MCC)ର ନିଷ୍ପତ୍ତି, ଏବେ ବ୍ଯାଟ୍ସମ୍ଯାନ ସ୍ଥାନରେ ଲେଖାଯିବ ‘ବ୍ଯାଟର କିମ୍ବା ବ୍ଯାଟର୍ସ’

ମେରିଲବୋନ କ୍ରିକେଟ କ୍ଲବ (MCC) ଏକ ବଡ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟରେ ଏବେ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟର କୁହାଯିବ । ବ୍ଯାଟ୍ସମ୍ଯାନ କିମ୍ବା ବ୍ଯାଟ୍ସଓମେନ ସ୍ଥାନରେ ବ୍ୟାଟର କୁହାଯିବ ଓ ଲେଖା ଯିବ । କ୍ରିକେଟରେ ଲିଙ୍ଗ-ନିରପେକ୍ଷତା ରଖିବା ପାଇଁ ଶବ୍ଦ ‘ବ୍ଯାଟର କିମ୍ବା…

IPL 2021: ପ୍ରଥମ ମ୍ଯାଚରେ ଚେନ୍ନାଇକୁ ଭେଟିବ କୋଲକତା ନାଇଟ ରାଇଡର୍ସ, ରାତିରେ ମୁହାଁମୁହିଁ ହେବେ ବିରାଟ ଓ ରୋହିତ

ଆଜି ଆଇପିଏଲରେ ଖେଳାଯିବ ଦୁଇ ଦୁଇଟି ମ୍ୟାଚ । ପ୍ରଥମେ ଅପରାହ୍ନରେ ଚେନ୍ନାଇକୁ ଭେଟିବ କୋଲକତା ନାଇଟ ରାଇଡର୍ସ । ମାହିଙ୍କୁ ସାମ୍ନା କରିବେ ଇଓନ ମୋର୍ଗାନ । ପଏଣ୍ଟ ଟେବୁଲରେ CSK ଦ୍ୱିତୀୟ ସ୍ଥାନରେ ଥିବାବେଳେ KKR ୪ ନମ୍ବର ସ୍ଥାନରେ ରହିଛି । ଉଭୟ ଦଳ ନିଜ ନିଜର ପ୍ରଥମ ଦୁଇ ମ୍ୟାଚରେ ବିଜୟ…

ଆଇପିଏଲ ୨୦୨୧: ସନରାଇଜର୍ସ ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କଲା ପଞ୍ଜାବ କିଙ୍ଗସ

ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କରିଛି ପଞ୍ଜାବ । ପ୍ରଥମ ପାଳିରେ ପଞ୍ଜାବ ୨୦ ଓଭରରେ ୭ ୱିକେଟ ହରାଇ ୧୨୫ ରନ୍‌ କରିଥିଲା । ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ ହରାଇ ୧୨୦ ରନ୍‌ କରି ପରାଜୟ ବରଣ କରିଛି । ପଞ୍ଜାବ ପକ୍ଷରୁ ରବି ବିଷ୍ନୋଇ ୩ଟି ୱିକେଟ…

କ୍ରୀଡ଼ା କ୍ଷେତ୍ରରେ ଆଉ ପାଦେ ଆଗରେ,କିଟ୍‌ ଓ କିସରେ ହେବ ଦେଶର ପ୍ରଥମ ଚେସ୍‌ ଏକାଡେମୀ

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଓ କିସରେ ହେବ ଦେଶର ପ୍ରଥମ ଚେସ୍‌ ଏକାଡେମୀ । କିଟ୍‌ ଓ କିସରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍‌ ଏକାଡେମୀ ପ୍ରତିଷ୍ଠା ହେବ । ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍‌ ସଂଘର କେନ୍ଦ୍ରୀୟ ପରିଷଦ ଓ ସାଧାରଣ ପରିଷଦ ବୈଠକରେ…

ଆଇପିଏଲ : ଦିଲ୍ଲୀ ଠାରୁ ୩୩ ରନରେ ହାରିଲା ରାଜସ୍ଥାନ

ଆବୁଧାବି : ଆଇପିଏଲର ଆଜି ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲସକୁ ଦିଲ୍ଲୀ କ୍ୟାପିଟାଲସ ୩୩ ରନରେ ପରାସ୍ତ କରିଛି । ବ୍ୟାଟିଂ କରି ଦିଲ୍ଲୀ ଚା ୬ ଉଇକେଟରେ ୧୫୪ ରନ କରିଥିଲା । ଜବାବରେ ରାଜସ୍ଥାନ ୬ ଉଇକେଟରେ ୧୨୧ ରନ ହିଁ କରି ପାରିଥିଲା ।

କେକେଆର୍‌ କ୍ୟାପଟେନ୍‌ ଇୟୋନ୍‌ ମୋର୍ଗାନଙ୍କ ସହିତ ପୁରା ଟିମକୁ ମିଳିଲା ଦଣ୍ଡ, ବିସିସିଆଇ ଲଗାଇଲା ଜରିମାନା

ନୂଆଦିଲ୍ଲୀ : କୋଲକାତା ନାଇଟ ରାଇଡରସ୍‌ (କେକେଆର) ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବା ଆଇପିଏଲ୍‌ ୨୦୨୧ ର ୩୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ବିରୋଧରେ ବିଜୟ ଲାଭ କରିଥିଲେ ମଧ୍ୟ ମିଳିଛି ବଡ଼ ଦଣ୍ଡ । ବସିସିଆଇ ଟିମ୍‌ ର କ୍ୟାପଟେନ ଇୟୋନ ମୋର୍ଗାନଙ୍କ ଉପରେ ବଡ଼ ଜରିମାନା ଲଗାଇଛି । ଭାରତୀୟ…

IPL 2021: ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଜି ଆଇପିଏଲ୍‌ର ୩୫ତମ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ସୁପରକିଙ୍ଗ୍‌ସର ନଜର ଏବେ କୋହଲି ବାହିନୀ ଉପରେ ରହିଛି। ଅପର ପକ୍ଷରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ପୂର୍ବ ପରାଜୟର…

କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିଅର ପୁରୁଷ ବିଶ୍ୱକପ୍‌ ହକି ଟୁର୍ଣ୍ଣାମେଣ୍ଟ, ଲୋଗୋ ଏବଂ ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର (କେନ୍ୟୁଜ୍ବ୍ୟୁ ରୋ) : ଓଡ଼ିଶାରେ ହେବ ଜୁନିୟର ବିଶ୍ୱକପ ହକି ।ଦୁଇ ମାସ ପରେ କଳିଙ୍ଗକୁ ଫେରିବ ହକି । ଏ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ଟୁର୍ଣ୍ଣାମେଣ୍ଟର ଲୋଗୋ ଏବଂ ଟ୍ରଫି ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର କଳିଙ୍ଗ…

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନସ୍‌ ଓ କୋଲକାତା ନାଇଟ ରାଇଡର୍ସ, କମ୍‌ବ୍ୟାକ୍‌ କରିପାରନ୍ତି ରୋହିତ ଶର୍ମା

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନସ୍‌ ଓ କୋଲକାତା ନାଇଟ ରାଇଡର୍ସ। ଆଜି ମୁମ୍ବାଇ ଟିମକୁ କମ୍‌ବ୍ୟାକ୍‌ କରିପାରନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଆହତ ଯୋଗୁ ପୂର୍ବ ମ୍ୟାଚ୍‌ରେ ରୋହିତ ଶର୍ମା ଖେଳିନଥିଲେ। ଟିମ୍‌ରେ ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ଥିବା…

ରଗବି ସେଭେନ୍ସ ଚମ୍ପିୟନସିପ ଜିତିଥିବା ଓଡିଆ ଖେଳାଳିଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧନା, ଟିମ୍‌କୁ ୫ ଲକ୍ଷ ଟଙ୍କାର…

କେନ୍ୟୁଜ୍(ବ୍ୟୁରୋ):ଉଜବେକିସ୍ତାନରେ ଆୟୋଜିତ ରଗବି ସେଭେନ୍ସ ଚମ୍ପିୟନସିପରେ ୧୮ ବର୍ଷରୁ କମ ବାଳିକା ଟିମ ରୌପ୍ୟ ଜିତି ଆସିବା ପରେ ଆଜି ଲୋକସେବା କନଭେନସନ ସେଣ୍ଟରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଦକ ଜିତିଥିବା ସମସ୍ତ ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା…