Browsing Category

କ୍ରୀଡା

ଖେଳ ପରେ ଏବେ ମଡେଲିଂ ଦୁନିଆରେ ପାଦ ଦେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା, ବଡ଼ ହିରୋଙ୍କୁ ବି ପକାଇଲେ ପଛରେ

ଭାରତର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରାଙ୍କ ଜଲଓ୍ଵା ଏବେ ସବୁଆଡ଼େ ରହିଛି। ଖେଳ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ନୀରଜଙ୍କର ଆଉ ଏକ ପ୍ରତିଭା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ଖେଳ ଓ ଆକ୍ଟିଂ ବ୍ୟତୀତ ନୀରଜ ଏବେ ଫ୍ୟାସନ ଜଗତରେ ବି ନିଜ ଦବ୍‌ଦବା ଜାହିର କରିବାକୁ ପ୍ରସ୍ତୁତ ହେଲେଣି।…

ଆଜି ପରସ୍ପରକୁ ଟକ୍କର ଦେବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ୍ ଲିଗ୍ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍‌ରାଇଜର୍ସ ଅନ୍ତିମ ଦୁଇ ମୁକାବିଲାକୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିବ। ଆରସିବି ୧୨ ମ୍ୟାଚ୍ ଖେଳି ୧୬…

ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ, ମ୍ଯାଚ ଜିତିବାକୁ ରୋହିତ କରିବେ ସମସ୍ତ ପ୍ରୟାସ

ଆଜିର ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ରାଜସ୍ଥାନ ରୟାଲ୍ସ ପଏଣ୍ଟ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି। ସେହିପରି ମୁମ୍ବାଇ ପଏଣ୍ଟ ତାଲିକାରେ ୭ମ ସ୍ଥାନରେ ରହିଛି। ଚେନ୍ନାଇ ଏବଂ ଦିଲ୍ଲୀ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିନେଇଛନ୍ତି। ଆଜିର…

ICCର ବଡ଼ ନିଷ୍ପତ୍ତି, ଟି-୨୦ ବିଶ୍ବକପରେ ଷ୍ଟାଡିଅମରେ ରହିପାରିବେ ୭୦% ଦର୍ଶକ

ୟୁଏଇ ଏବଂ ଓମାନରେ ଖେଳାଯିବାକୁ ଥିବା ଆଗାମୀ ଟି-୨୦ ବିଶ୍ବକପ ପାଇଁ ଆଇସିସି ବଡ ନିଷ୍ପତ୍ତି ନେଇଛି। ଟି-୨୦ ମ୍ଯାଚ ବିଶ୍ବକପ ମ୍ଯାଚ ସମୟରେ ଷ୍ଟାଡିଅମରେ ୭୦ ପ୍ରତିଶତ ଦର୍ଶକ ରହିବା ପାଇଁ ଅନୁମତି ମିଳିଛି। ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି T-୨୦ ବିଶ୍ୱକପ୍‌ । ନଭେମ୍ବର ୧୪ ଯାଏଁ…

୧୫ ଫେବୃଆରୀରେ କଟକରେ ହେବ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ T-20 ମ୍ଯାଚ, ବିସିସିଆଇ ଜାରି କଲା ତାଲିକା

ଭାରତୀୟ କ୍ରିକେଟ ଟିମର ଜୁନ ୨୦୨୨ ପର୍ଯ୍ଯନ୍ତ ସିଡ୍ଯୁଲ ଜାରି ହୋଇଛି। ବିସିସିଆଇ ଟିମ ଇଣ୍ଡିଆର କାର୍ଯ୍ଯକ୍ରମ ସୂଚୀ ଜାରି କରିଛି। ଟିମ ନଭେମ୍ବର ୨୦୨୧ ଠାରୁ ଜୁନ୍ ୨୦୨୨ ପର୍ଯ୍ଯନ୍ତ ଘରୋଇ ମାଟିରେ ୪ଟି ଟେଷ୍ଟ, ୧୪ ଟି-୨୦ ଇଣ୍ଟରନ୍ଯାସନାଲ ଏବଂ ୩ଟି ଦିନିକିଆ ମ୍ଯାଚ ଖେଳିବ। BCCI ଦ୍ବାରା…

ଆଜିର ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ଯାପିଟାଲ୍ସ, ଧୋନୀଙ୍କୁ ସାମ୍ନା କରିବେ…

ଆଇପିଏଲ୍‌ର ୫୦ତମ ଲିଗ୍‌ ମୁକାବିଲାରେ ଦୁଇ ସୁପର ପାୱାର ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ସୁପରକିଙ୍ଗ୍‌ସ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ସମାନ ପଏଣ୍ଟ ହାସଲ କରିଥିଲେ ମଧ୍ୟ ରନ୍‌ ରେଟ୍‌ରେ ପଛରେ ରହି ଦ୍ୱିତୀୟ ସ୍ଥାନ…

କିଟ୍‌ରେ ହେବ ଦେଶର ପ୍ରଥମ ନ୍ୟାସନଲା ଭଲିବଲ ଏକାଡେମୀ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ରେ ହେବ ଦେଶର ପ୍ରଥମ ନ୍ୟାସନଲା ଭଲିବଲ ଏକାଡେମୀ । ଏହାସହ କନ୍ଧମାଳରେ ହେବ ଓଡ଼ଶାର ପ୍ରଥମ ରାଜ୍ୟ ଭଲିବଲ ଏକାଡେମୀ । କେବଳ ଏତିକି ନୁହଁ କନ୍ଧମାଳରେ ଅନୁଷ୍ଠିତ ହେବ ଷ୍ଟେଟ୍‌ ଭଲିବଲ ଚାମ୍ପିଅନ୍‌ସିପ୍‌। କଟକ ବାରବାଟୀ ଷ୍ଟାଡିୟମ ଓସିଏ କନ୍‌ଫରେନ୍‌ସ ହଲରେ…

ଡବଲ ଧମାକା : ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ଟକ୍କର ଦେବ ପଞ୍ଜାବ କିଙ୍ଗସ୍‌ ଏବଂ ସନ୍ଧ୍ଯାରେ ମୁହାଁମୁହିଁ ହେବେ…

ଆଜି ଆଇପିଏଲରେ ଡବଲ ମୁକାବିଲା । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ଜିତିଲେ କୋହଲିଙ୍କ ଦଳର ପ୍ଲେ ଅଫ ଖେଳିବା ଆଶା ଉଜ୍ଜ୍ୱଳ ହେବ । ଏବେ ଆରସିବି ୭ ବିଜୟ ସହ ମୋଟ ୧୪ ପଏଣ୍ଟ ପାଇଁ ତାଲିକାର ତୃତୀୟ ସ୍ଥାନରେ ରହିଛି । ଆଜିର ମ୍ଯାଚ…

IPL 2021 : ଆଜି ପରସ୍ପରକୁ ଟକ୍କର ଦେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ଯାପିଟାଲ୍ସ

ଆଜି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । କ୍ୟାପିଟାଲ୍ସକୁ ହରାଇ ଦଳ ପ୍ଲେ-ଅଫ୍‌ ଦୌଡ଼ରେ ଆଉ ପାଦେ ଆଗକୁ ଯିବାକୁ ଲକ୍ଷ୍ୟରେ ରହିଛି । ଅନ୍ୟ ପକ୍ଷରେ ପ୍ଲେ-ଅଫ୍‌ରେ…

ଆଜି କୋଲକାତାକୁ ଭେଟିବ ପଞ୍ଜାବ କିଙ୍ଗସ୍‌, ଦୁଇ ଟିମ୍‌ ପାଇଁ କର ବା ମର ସ୍ଥିତି

ଆଜି ଦୁବାଇରେ କୋଲକାତା ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ହେବ ଜୋରଦାର ଲଢ଼େଇ। ଦୁଇ ଟିମ୍‌ଙ୍କ ପାଇଁ କର ବା ମର ମୁକାବିଲା। ସଂଘର୍ଷରତ କୋଲକାତା ନାଇଟ୍‌ ରାଇଡର୍ସ ଆଜି ଦୁବାଇରେ ଟଳମଳ ହେଉଥିବା ପଞ୍ଜାବ କିଙ୍ଗସ୍‌କୁ ଭେଟିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ୧୧ଟି ମ୍ୟାଚ୍‌ରୁ…

ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା, ଟ୍ୱିଟ ଜରିଆରେ ଦିଆଗଲା ସୂଚନା

ହକିରୁ ନେଲେ ଅବସର ନେଲେ ବୀରେନ୍ଦ୍ର ଲାକ୍ରା । ଏବାବଦରେ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ନିଜ କ୍ୟାରିୟର ଭିତରେ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସଦ୍ୟ ଆୟୋଜିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । 2️⃣0️⃣1️⃣ Caps 🥉 Olympic…

ଋଷଭ ପନ୍ତଙ୍କ ପିଲାଳିଆମି ଯୋଗୁଁ ଫାଟିଥାନ୍ତା ଦୀନେଶ କାର୍ତ୍ତିକ ମୁଣ୍ଡ, ବଞ୍ଚିଗଲେ ଏମିତି : ଦେଖନ୍ତୁ ଭିଡିଓ

ମୁଣ୍ଡ ଫାଟିବାରୁ ଅଳ୍ପକେ ବର୍ତ୍ତିଗଲେ କାର୍ତ୍ତିକ। ଦିଲ୍ଲୀ କ୍ୟାପିଟାଲ ଓ କୋଲକତା ନାଇଟ୍ ରାଇଡର୍ସ୍ ମଧ୍ୟରେ ଖେଳା ଯାଇଥିବା ଆଇପିଏଲ ୨୦୨୧ର ୪୧ତମ ମୁକାବିଲାରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ତ। କିନ୍ତୁ ସୌଭାଗ୍ୟବଶତଃ ସେମାନେ ଏକ ବଡ଼ ବିପଦରୁ ରକ୍ଷା…