Browsing Category

କ୍ରୀଡା

ପୁଣି IPLରେ ପଶିଲା କରୋନା, ସନରାଇଜର୍ସ ହାଇଦରାବାଦର ଖେଳାଳି ଟି. ନଟରାଜନଙ୍କ ରିପୋର୍ଟ ପଜିଟିଭ

ଆଇପିଏଲରେ ପଶିଲା କରୋନା । ସନରାଇଜର୍ସ ହାଇଦରାବାଦର ଖେଳାଳି ଟି. ନଟରାଜନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ରିପୋର୍ଟ ଅନୁଯାୟୀ ତାଙ୍କ ଆର୍ଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏବେ ସେ ଆଇସୋଲେସନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କୁ ମଧ୍ୟ…

ଇତିହାସ ରଚିଲେ ମିତାଲୀ, ୨୦ ହଜାର ରନ ପୂରଣ କରି ସାଜିଲେ ପ୍ରଥମ ମହିଳା କ୍ରିକେଟର

ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ ନୂଆ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ପ୍ରଥମ ମ୍ଯାଚରେ ମିତାଲୀ ୧୦୭ ବଲରେ ୬୧ ରନ୍ କରିଛନ୍ତି। ଫଳରେ ମିତାଲୀ କ୍ରିକେଟର ସମସ୍ତ ଫର୍ମାଟରେ କ୍ଯାରିଅରରେ ୨୦ ହଜାର ରନ ପୂରଣ କରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ମିତାଲୀ…

ଦୀପିକା ପାଦୁକୋନ ସେୟାର କଲେ ପିଭି ସିନ୍ଧୁଙ୍କ ସହିତ ବ୍ୟାଡ୍‌ମିଣ୍ଟନ ସେସନ୍‌, ଫ୍ୟାନ୍ସ ପଚାରିଲେ, ‘କ’ଣ ପ୍ରସ୍ତୁତ…

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିକଟରେ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ସହିତ ଡିନରରେ ସ୍ପଟ୍‌ ହୋଇଥିଲେ। ଏହାକୁ ନେଇ ଫ୍ୟାନ୍‌ମାନେ ଏବେ ଅନୁମାନ କରୁଛନ୍ତି କି, ବୋଧହୁଏ ସିନ୍ଧୁଙ୍କ ବାୟୋପିକ୍‌ ପ୍ରସ୍ତୁତ ହେଉଛି, ଯେଉଁଥିରେ ଦୀପିକା ଲିଡ୍‌ ରୋଲ୍‌ ପ୍ଲେ କରିବେ। ସେପଟେ…

ରାଜସ୍ଥାନ ରୟାଲ୍ସର ରୋମାଞ୍ଚକ ବିଜୟ, ମାତ୍ର ୨ ରନରେ ପଞ୍ଜାବ କିଙ୍ଗସ ଧୂଳି ଚଟାଇଲା

ରାଜସ୍ଥାନ ରୟାଲ୍ସର ରୋମାଞ୍ଚକ ବିଜୟ। ୧୯ ଓଭର ପର୍ଯ୍ୟନ୍ତ ବିଜୟର ଦ୍ଵାର ଦେଶରେ ଥିବା ପଞ୍ଜାବ କିଙ୍ଗ୍ସ ଶେଷ ଓଭରରେ ଆଉ ମାତ୍ର ୪ ରନ ମଧ୍ୟ ସଂଗ୍ରହ କରିପାରିନଥିଲା। ଆଉ ଜିତିବା ମ୍ୟାଚ୍‌କୁ ହାତଛଡା କଲା ପଞ୍ଜାବ। ଶେଷ ଓଭରରେ କାର୍ତ୍ତିକ ତ୍ୟାଗି ୨ଟି ଓ୍ଵିକେଟ୍ ନେଇ ମ୍ୟାଚ୍‌ର ମଙ୍ଗ…

RCBକୁ ୯ ଓ୍ଵିକେଟରେ ହରାଇଲା ନାଇଟ ରାଇଡର୍ସ, ୯୨ ରନ୍‌ରେ ଅଲ୍‌ ଆଉଟ

ଆଇପିଏଲର ସୋମବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୯ ଓ୍ଵିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ବରୁଣ ଓ ରସେଲଙ୍କ ଘାତକ ବୋଲିଂକୁ RCB ସାମ୍ନା କରିପାରିନାହିଁ। ଫଳରେ ନାଇଟ ରାଇଡର୍ସ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। A perfect restart to our #IPL2021…

ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପୂର୍ବ ପରାଜୟର ପ୍ରତିଶୋଧ ନେଇପାରେ RR

ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ର ୩୨ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗସ୍‌ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍‌ ଗୁରୁତ୍ୱ ରଖୁଛି। ଏଣୁ ଆଜି ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।…

ଝଟ୍‌କା ପରେ ଝଟ୍‌କା, ପାକିସ୍ତାନ ଟୁର୍‌ରୁ ଓହରି ଗଲା ଇଂଲଣ୍ଡ କ୍ରିକେଟ୍‌ ଟିମ୍‌

କେନ୍ୟୁଜ୍(ବ୍ୟୁରୋ):  ପାକିସ୍ତାନକୁ ଝଟ୍‌କା ପରେ ଝଟ୍‌କା। ପାକିସ୍ତାନ ଟୁର୍‌ରୁ ଓହରି ଯାଇଛି ଇଂଲଣ୍ଡ କ୍ରିକେଟ୍‌ ଟିମ୍‌। ଆସନ୍ତା ମାସରେ ଇଂଲଣ୍ଡର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତରେ ଯିବାର ଥିଲା। ଇଂଲଣ୍ଡ ଆଣ୍ଡ ୱେଲ୍‌ସ କ୍ରିକେଟ ବୋର୍ଡ କହିଛି, ଆମ ପାଇଁ ଖେଳାଳି…

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର,ଦୁଇ ବର୍ଷ ପରେ ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌

କେନ୍ୟୁଜ୍(ବ୍ୟୁରୋ):  କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଦୁଇ ବର୍ଷ ପରେ ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ । ୨୦୨୨ ଫେବ୍ରୁଆରି ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ । ବିସିସିଆଇ କାଉନ୍‌ସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।…

ଆଇପିଏଲ୍‌ ୨୦୨୧ : ଆଫଗାନିସ୍ତାନରେ ପ୍ରସାରଣ ହେବନି ଆଇପିଏଲ୍‌ ମ୍ୟାଚ୍‌, ଏମିତି ରୋକ ଲଗାଇଲା ତାଲିବାନ

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ ର ଦ୍ୱିତୀୟ ଫେଜ୍‌ ଖେଳ ରବିବାର ୟୁପିଏ ରେ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ଫେଜର ପ୍ରଥମ ମୁକାବିଲା ଦୁବାଇରେ ଆରମ୍ଭ ହୋଇଛି । ଏହି ଖେଳର ମଜା ସବୁ ଦେଶର ଲୋକେ ଉଠାଉଥିବା ବେଳେ ଆମର ପଡୋଶୀ ଦେଶ ଆଫଗାନିସ୍ତାନରେ କିନ୍ତୁ ଏହି ଖେଳକୁ ବ୍ୟାନ କରିଛି ତାଲିବାନ ।…

ଆଇପିଏଲ ୨୦୨୧: ଆଜି ମ୍ଯାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ

ଆଜି ଆଇପିଏଲ୍‌ର ୩୧ ତମ ଲିଗ ମ୍ଯାଚରେ ମୁହାଁମୁହିଁ ହେବେ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ । ଏହି ମ୍ୟାଚ୍‌କୁ ଜିତିବା ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ସାରିଥିବାରୁ କୋଲକାତା ନାଇଟ ରାଇଡର୍ସ ପ୍ରତିଶୋଧ ନେବାକୁ ପ୍ରୟାସ…

ନୂଆ ବିଜ୍ଞାପନରୁ ସୋସିଆଲ ମିଡିଆରେ ଛାଇଗଲେ ନୀରଜ ଚୋପ୍ରା, ଅଲଗା ଅଲଗା ରୂପରେ ଦେଖାଇଲେ ନିଜ ଅଭିନୟ ଯାଦୁ; ଫ୍ୟାନ୍ସ…

ଟୋକିଓ ଅଲିମ୍ପିକ୍‌ରେ ଜ୍ୟାଭ୍‌ଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତି ଦେଶର ନାଁ ଉଜ୍ଜ୍ୱଳ କରିଥିବା ନୀରଜ ଚୋପ୍ରା ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ନିଜର ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ଅଛନ୍ତି ଏବଂ ଟ୍ଵିଟରରେ ଟ୍ରେଣ୍ଡ କରୁଛନ୍ତି। ଏହି ବିଜ୍ଞାପନ ବିତ୍ତୀୟ ସେବା ସହ…

ଆଇପିଏଲ ୨୦୨୧: ଋତୁରାଜ ଗାଏକୋଓ୍ଵାଡଙ୍କ କମାଲ୍, ପ୍ରଥମରୁ ମୁମ୍ବାଇକୁ ଧୂଳି ଚଟାଇଲା ଚେନ୍ନାଇ ସୁପରକିଙ୍ଗସ

ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ମୁକାବିଲା ଗତକାଲି ଠାରୁ ଆରମ୍ଭ ହୋଇ ଯାଇଛି। ପ୍ରଥମ ମ୍ଯାଚକୁ ହାତେଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଋତୁରାଜ ଗାଏକୋଓ୍ଵାଡଙ୍କ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ବଳରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଚେନ୍ନାଇ ୮ଟି…