Browsing Category

ରାଜ୍ୟ

ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ରହିଛି ସ୍ଥିତି? ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

ଭୁବନେଶ୍ବର(କେନ୍ଯୁଜ୍): କରୋନା ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ। ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ସ୍ଥିତି ରହିଛି ସେନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ…

ଆସନ୍ତା ୩୦ରୁ ରାଜ୍ୟରେ ଶିଶୁମାନଙ୍କୁ ଦିଆଯିବ ନିମୋନିଆ ଟିକା, ଉପକୃତ ହେବେ ୮ଲକ୍ଷ ଶିଶୁ

ଭୁବନେଶ୍ବର(କେନ୍ଯୁଜ୍): ଚଳିତ ମାସ ୩୦ ତାରିଖରୁ ରାଜ୍ୟରେ ଶିଶୁମାନଙ୍କୁ ନିମୋନିଆ ଟିକା ଦିଆଯିବ। ପିଲାମାନଙ୍କୁ ଦିଆଯାଉଥିବା ନିୟମିତ ଟିକାରେ ଏଣିକି ନିମୋନିଆ ଟିକା ସାମିଲ ହେବ। ଏହା ଦ୍ୱାରା ରାଜ୍ୟର ପ୍ରାୟ ୮ଲକ୍ଷ ଶିଶୁ ଉପକୃତ ହେବେ। ପ୍ରଥମ ଦିନରେ ପ୍ରତ୍ୟେକ କେନ୍ଦ୍ରରେ ଦେଢ ମାସ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ହଜାର ୯୧୨ ନୂଆ ପଜିଟିଭ ଚିହ୍ନଟ, ହୋଇଛି ୬୪ ହଜାରରୁ ଅଧିକ ଟେଷ୍ଟିଂ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୨ ହଜାର ୯୧୨ ପଜିଟିଭ୍‌ ଚିହ୍ନଟ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୫୩ ପ୍ରତିଶତ । ଯାହାକି ଗତକାଲି ଥିଲା ୫.୨୫ ପ୍ରତିଶତ । ୨୪ ଘଣ୍ଟାରେ ୬୪ ହଜାର ୨୫୫ ଟେଷ୍ଟିଂ ହୋଇଥିବାବେଳେ ୪.୫୩ ପ୍ରତିଶତ ପଜିଟିଭିଟି ହାର ରହିଛି। ଟପ୍‌ ୫ ଜିଲ୍ଲାରେ ରହିଛି…

ଚଳିତ ବର୍ଷ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ଯ: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଉଠିଛି ବଡ଼ପୋଟଳ

ପୁରୀ(କେନ୍ଯୁଜ୍): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ତିନି ରଥର ବଡ଼ପୋଟଳ ଉଠିଛି । ଟାର୍ଗେଟ ଅନୁଯାୟୀ ତିନିରଥର ଚାରି ନାହାକା ଉଠିବା କଥା । କିନ୍ତୁ ଏବର୍ଷ ଏହାଠାରୁ ଯଥେଷ୍ଟ ଅଧିକ କାମ ହୋଇ ତୃତୀୟ ଭୂଇଁ ଉଠିବା ଓ ଢମକ ପଡିବା ପରେ ବଡ଼ପୋଟଳ ଉଠିଛି । ପୋଟଳ ଖମ୍ବି,ପୋଟଳ…

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦେଓ କେନାଲରୁ ଛଡାଯିବ ପାଣି

କରଞ୍ଜିଆ(କେନ୍ଯୁଜ୍): ଆଜି ଦେଓ କେନାଲରୁ ଛଡାଯିବ ପାଣି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦେଓ କେନାଲରେ ପାଣି ଛାଡିବ ପ୍ରଶାସନ । ୩୦ କିଲୋମିଟର ପର୍ଯ୍ୟନ୍ତ ପାଣି ଛଡାଯିବ। ଏଡି ପ୍ରକଳ୍ପରୁ ପାଣି ଛଡାଗଲେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୦୦ ଗାଁର ଚାଷୀ…

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ , ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍‌ରେ ହେବ ଉପଲବ୍ଧ

କଟକ(କେନ୍ଯୁଜ୍): ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ । ଅପରାହ୍ନ ୪ଟାରେ କଟକ ବୋର୍ଡ ଅଫିସରେ ଫଳ ପ୍ରକାଶ ପାଇବ । ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍‌ରେ ଫଳାଫଳ ଉପଲବ୍ଧ ହେବ । www.bseodisha.ac.in ଓ www.bseodisha.nic.inରେ ଲଗ୍‌ ଇନ୍‌ ରେଜଲ୍ଟ ପାଇବେ ଛାତ୍ରଛାତ୍ରୀ ।…

ଆଜିିଠୁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଅଣସର ନୀତି ଓ ଦର୍ଶନ ଆରମ୍ଭ, କୋଭଡି କଟକଣା ପାଇଁ ଯାଇ ପାରିବେ ନାହିଁ ଭକ୍ତ

ବ୍ରହ୍ମଗିରି(କେନ୍ଯୁଜ୍): ଆଜିିଠୁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଅଣସର ନୀତି ଓ ଦର୍ଶନ ଆରମ୍ଭ ହେବ । ହେଲେ କୋଭଡି କଟକଣା ପାଇଁ କୌଣସି ଭକ୍ତ ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ କି ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ କରିପାରିବେ ନାହିଁ । ଭୋର ୪ଟାରେ ମନ୍ଦିର ଖୋଲା ଯାଇ ଅଲାରନାଥଙ୍କ…

ବଦଳିଲେ ୭ ଜଣ ଆଇପିଏସ୍‌ ଅଫିସର, ଯଶଓ୍ଵନ୍ତ ଜେଠଓ୍ଵା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ଆଇପିଏସ୍‌ ସ୍ତରରେ ଅଦଳବଦଳ । ବଦଳିଲେ ୭ ଜଣ ଆଇପିଏସ୍‌ ଅଫିସର । ଯଶଓ୍ଵନ୍ତ ଜେଠଓ୍ଵା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି । ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଭିଜିଲାନ୍ସ ନିର୍ଦ୍ଦେଶକ ପଦବୀ । ପରିବହନ…

ଭୁବନେଶ୍ୱର : ଷ୍ଟୁଡିଓ ଛକ ନିକଟରେ ମହିଳାଙ୍କ ଠାରୁ ଚେନ୍‌ ଝିଙ୍କି ନେଲେ ଲୁଟେରା

ଭୁବନେଶ୍ୱର : ଏଇ କିଛି ସମୟ ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଘଟିଛି ଛିନତାଇ । ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଗାଡ଼ିରେ ଯାଉଥିବା ବେଳେ ଲୁଟେରା ମହିଳାଙ୍କ ବେକରୁ ସୁନା ଚେନ୍‌ ଛଡ଼ାଇ ଚମ୍ପଟ ମାରିଥିଲେ । ଏହି ଘଟଣା ଭରତପୁର ଷ୍ଟୁଡିଓ ଛକ ନିକଟରେ ଘଟିଛି । ଘଟଣା ଘଟିବା ପରେ ଏହି…

ଟ୍ରକ ସହ ଗଞ୍ଜେଇ ଜବତ, ଦୁଇ ଅନ୍ତଃରାଜ୍ୟ ମାଫିଆ ଗିରଫ

ମୋହନା (କେନ୍ୟୁଜ) : ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ତରବାଙ୍ଗ ଛକ ନିକଟରେ ଗୁରୁବାର ପୋଲିସ ଯାନବାହନ ଯାଞ୍ଚ କଲାବେଳେ ଏକ ଟାଟା ୧୧୦୯ ଟ୍ରକ ନଂ BR ୧୯ F ୧୨୫୦ ରୁ ୧୦ ଟି ଜରି ବ୍ୟାଗ ରୁ ୩୩୨ କେ.ଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଏହାସହ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ବିହାରର…

ଯାଜପୁର ମେଡିକାଲରେ ଅକ୍ସିଜେନ୍‌ ସଂରକ୍ଷଣ ଓ ଉତ୍ପାଦନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଏବଂ ଉତ୍ପାଦୀକରଣର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ…

କୋଭିଡ୍ ସଂକ୍ରମିତଙ୍କୁ ଜଙ୍ଗଲ ମଝିରେ ଛାଡି ପଳାଇ ଗଲା ମଦ୍ୟପ ଆମ୍ବୁଲାନ୍ସ ଡ୍ରାଇଭର

ଆନନ୍ଦପୁର(କେନ୍ୟୁଜ୍‌) :  ଆନନ୍ଦପୁର ଅଞ୍ଚଳର ଜଣେ କୋଭିଡ୍ ସଂକ୍ରମିତ ବ୍ଯକ୍ତିଙ୍କୁ ଚିକିତ୍ସା ପରେ ଆଣି ଘରେ ଛାଡିବା ପରିବର୍ତ୍ତେ ଜଙ୍ଗଲ ମଝିରେ ଛାଡି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର । ବ୍ଯକ୍ତି ଜଣକ ସଂକ୍ରମିତ ହୋଇ କେନ୍ଦୁଝର କୋଭିଡ୍ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା…