Below header
Browsing Category

ରାଜ୍ୟ

ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି, ଭୁବନେଶ୍ୱର ଓ ବାରିପଦାରେ ସର୍ବାଧିକ ତାତି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ରବିବାର ବିଭିନ୍ନ ସ୍ଥାନରେ ଦୁଇ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଛି । ଭୁବନେଶ୍ୱର ଓ ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଦୁଇ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ…

ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ନେଇ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ବାରା ସ୍ୟାଣ୍ଡ ଆନିମେସନ୍

ପୁରୀ: ଆଜି ରାଷ୍ଟ୍ରପତି ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ତିଆରି କରି ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ସ୍ୱାଗତ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତିକୃତି ସହ…

କଟକ ଏସ୍‌ସିବିରୁ ଡିସଚାର୍ଜ ହେବ ଜଗା, ଭର୍ତ୍ତି କରାଯିବ ଫୁଲବାଣୀ ମେଡିକାଲରେ

କନ୍ଧମାଳ: କନ୍ଧମାଳ ଫେରିଯିବ ଜଗା। କଟକ ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହେବ। ଦୀର୍ଘ ୨ ବର୍ଷ ହେବ ଏସ୍‌ସିବି ଡାକ୍ତରଙ୍କ ତତ୍ୱାବଧାନରେ ରହିଥିବା ଜଗା କନ୍ଧମାଳ ଫେରିଯିବ । SCBରୁ ଡିସଚାର୍ଜ କରାଯାଇ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯିବ। ଏଥିଲାଗି କନ୍ଧମାଳର ଏକ ଡାକ୍ତରୀ ଟିମ୍‌…

ଆଜିକୁ ଠିକ୍‌ ବର୍ଷେ ତଳେ…ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍

ଭୁବନେଶ୍ବର: ଆଜିକୁ ଠିକ୍‌ ବର୍ଷେ ତଳେ, ଠିକ୍‌ ପ୍ରାୟ ଏହି ସମୟରେ ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ । ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ସହ ୮ଟି ସହରରେ ଲକ୍‌ଡାଉନ ଆରମ୍ଭ ହୋଇଥିଲା। ସେପଟେ କେନ୍ଦ୍ର ସରକାର ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ଘୋଷଣା…

ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ ନେଇ ଡମଣଭୂମି ଗ୍ରାମ ପାଲଟିଲା ରଣକ୍ଷେତ୍ର, ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହିତ ଗୁଳି…

ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ ନେଇ ଓଲସିଂହ ଗ୍ରାମପଞ୍ଚାୟତ ଡମଣଭୂମି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ସହିତ ଗୁଳି ଚାଳନା। ମାଙ୍କଡ଼ା ପଥର ଖାଦାନ ଓ ଚାଲାଣ କରିବା ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଛି । ସୂଚନା ମୁତାବକ, ଗତକାଲି ଏକ ପଥର ବୋଝେଇ ଗାଡ଼ି ଅଟକେଇବା…

ଗାଡି ଯାଞ୍ଚ ବେଳେ ଧରାପଡିଲେ ସ୍କୁଟି ଚାଳକ, କଟିଲା ୧୮ହଜାର ୫ଶହ ଟଙ୍କାର ଜରିମାନା

ରାୟଗଡା: ଗାଡି ଯାଞ୍ଚ ବେଳେ ସ୍କୁଟି ଚାଳକଙ୍କୁ ୧୮ହଜାର ୫ଶହ ଟଙ୍କାର ଜରିମାନା । ରାୟଗଡା ସହରର ଡିଆଇବି ଛକ ଠାରେ ଗାଡି ଯାଞ୍ଚ ବେଳେ ଜଣେ ସ୍କୁଟି ଚାଳକ ଧରାପଡିଥିଲେ । ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନକୁ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା, ରେଡ଼ଲାଇଟ ସିଗ୍ନାଲକୁ ଅତିକ୍ରମ…

‘ମୋ କଲେଜ ଅଭିଯାନ’ ପୋଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଙ୍ଗ୍‌ ଜରିଆରେ ‘ମୋ କଲେଜ ଅଭିଯାନ’ ପୋଟାଲ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନରେ ୭୫୫ ଟି କଲେଜ ସାମିଲ୍‌ ରହିଛନ୍ତି । ଏହା ମୋ ସ୍କୁଲ୍‌ ଭଳି ଛାତ୍ରଛାତ୍ରୀଙ୍କୁ ଏକ ଭଲ ପ୍ଲାଟଫର୍ମ ଦେବ । ମୋ…

ମୟୂରଭଞ୍ଜ : ନିଆଁ ଲିଭାଇବାକୁ ଯାଇ ଜଳିଗଲେ ଜଙ୍ଗଲ କର୍ମଚାରୀ

କରଞ୍ଜିଆ (କେନ୍ୟୁଜ୍‌): ଜଙ୍ଗଲ ନିଆଁ ଲିଭାଇବାକୁ ଯାଇ ନିଜେ ଜଳିଗଲେ। ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଠିକା କର୍ମଚାରୀ ଯଦୁମଣି ମହାନ୍ତ(୫୫) । ନିଜ କର୍ତ୍ତବ୍ୟ କରିବା ଭିତରେ ସେ ଜୀବନ ଦେଇଛନ୍ତି । ଜୀବନ ଦେଇଛନ୍ତି ଶିମିଳିପାଳ ଜଙ୍ଗଲକୁ ନିଆଁରୁ ବଞ୍ଚାଇବା ପାଇଁ । ଆଜି ଏଭଳି ଅଭାବନୀୟ…

କେନ୍ଦୁଝର : ଆତ୍ମହତ୍ୟା କରୁଥିବା ମଦ୍ୟପକୁ ବଞ୍ଚାଇବାକୁ ଯାଇ ଅଗ୍ନିଶମ କର୍ମଚାରୀ ନାକେଦମ୍‌

କେନ୍ଦୁଝର(କେନ୍ୟୁଜ୍‌) :  ଜଣେ ଆତ୍ମହତ୍ୟା କରୁଥିବା ମଦ୍ୟପକୁ ବଞ୍ଚାଇବାକୁ ଯାଇ ନାକେଦମ ହୋଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ମଦ୍ୟପର ଆକ୍ରମଣ ପରେ ମଧ୍ୟ ଉକ୍ତ ମଦ୍ୟପକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ଏମିତି ଘଟଣା ଘଟିଛି କେନ୍ଦୁଝର ସଦର ଥାନା…

ରାଜଧାନୀରେ ପୁଣି କଳା ପଲ୍‌ସର ଆତଙ୍କ, ଯୁବତୀଙ୍କ ପିଛା କରି ଲୁଟିନେଲେ ମୋବାଇଲ୍‌ ଓ ଭ୍ୟାନିଟି

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜଧାନୀରେ ପୁଣି ଦେଖାଦେଇଛି କଳା ପଲସରର ଆତଙ୍କ । ତିନି ଜଣ ଲୁଟେରା ଯୁବତୀଙ୍କୁ ପିଛା କରି ଲୁଟିନେଇଛନ୍ତି ତାଙ୍କର ମୋବାଇଲ ଏବଂ ଭ୍ୟାନିଟ ବ୍ୟାଗ୍‌ । ଏହି ଯୁବତୀ ଜଣକ ହେଲେ ଜଣେ ଟିଭି ଆଙ୍କର । ତାଙ୍କ ନାମ ଗୁଡି । ସେ ଗତକାଲି ଡାକ୍ତରଖାନାରୁ ଫେରୁଥିବା…

କୁଣ୍ଡପାଟଣା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରାରୁ ଅଧିକ ଘର

ଯାଜପୁର(କେନ୍ୟୁଜ୍‌) :  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତ କୁଣ୍ଡପଟଣା ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୦ରୁ ଅଧିକ ବଖରା ଘର ଜଳିଯାଇଛି । ଗ୍ୟାସ ଟାଙ୍କି ଫାଟିବାରୁ ଏହି ନିଆଁ ଲାଗିଥିବା ଜଣାଯାଇଛି । ଖବର ପାଇ ଚଣ୍ଡିଖୋଲ ଓ କୁଆଖିଆ ଅଗ୍ନିଶମ…

କେନ୍ଦୁଝର: ହରିଣ ଶିକାର ଅଭିଯୋଗରେ ୫ ଗିରଫ ପରେ କୋର୍ଟ ଚାଲାଣ

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ସଦର ବନାଞ୍ଚଳ ଅନ୍ତର୍ଗତ ଓସ୍ତପଙ୍ଗା ନିକଟରେ ଏକ ହରିଣକୁ ଶିକାର କରିବା ନେଇ ୫ ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ଶିକାର ଲକ୍ଷ ରେ କିଛି ଗାଁ ର ଲୋକେ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନିଆଁ…