Below header
Browsing Category

ରାଜ୍ୟ

କଟକ ଶିଶୁ ଭବନର ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାରରେ ଲାଗିଲା ନିଆଁ, ଆୟତ୍ତ କଲା ଦମକଳବାହିନୀ

କଟକ(କେନ୍ୟୁଜ୍):  କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ । Special Newborn Care Unit ନିକଟରେ ନିଆଁ ଲାଗିଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିଲା । ଦମକଳବାହିନୀ ଓ ପୋଲିସ ଆସିବା ପୂର୍ବରୁ  ନିଆଁକୁ ଆୟତ କରାଯାଇଥିଲା । ନିଆଁ…

କଟକ: ଭିନ୍ନ ଜଣେ ସାଲବେଗଙ୍କ କଣ୍ଠରେ ଭାବ ବିନୋଦିଆଙ୍କ ଭଜନ, ରେକର୍ଡ କରାଇଲେ ଅଭିନେତ୍ରୀ ବର୍ଷା ଓ ସଙ୍ଗୀତ…

କଟକ(କେନ୍ୟୁଜ୍):  ନାଁ ଅବଦୁଲ ସମଦ ନିଜାମୀ। ଘର କଟକ ଜିଲ୍ଲା ପ୍ରହରାଜପୁରରେ।  ସେ ଜଣେ ମୁସଲମାନ। ହେଲେ ତାଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଛି ଅହେତୁକ ଶ୍ରଦ୍ଧା ଓ ଭକ୍ତି। ସେ ଜଣେ ଦୃଷ୍ଟିହୀନ ହେଲେ ବି ୧୯୭୪ ମସିହାରୁ ଗୀତ ଶିଖିବା ପାଇଁ ତାଙ୍କ ଭିତରେ ଥିଲା ଆକୁଣ୍ଠ ଇଚ୍ଛା।…

ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରୁ ମିଳିଲା ମୃତଦେହ, ବିଦା ହେଲେ ଥାନା ଅଧିକାରୀ

ଭୁବନେଶ୍ୱର: ଜବତ ଗାଡ଼ିରୁ ମିଳିଲା ମୃତଦେହ। ଯାଆଁଳା ଫାଣ୍ଡି ପରିସରରେ ଥିବା ଏକ ଗାଡ଼ିରୁ ନରକଙ୍କାଳ ଉଦ୍ଧାର ହୋଇଛି। ୨୦୧୯ ମସିହାରୁ ଫାଣ୍ଡି ପରିସରରେ ଗାଡିଟି ଥିଲା। ଏଣୁ ଏବେ ଗାଡ଼ିରେ ମୃତ ଦେହ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ମାମଲାକୁ ନେଇ ନିଲମ୍ବିତ ହୋଇଛନ୍ତି…

୩୭ ବର୍ଷ ପରେ ଫେରାର ଡକାୟତ କେନ୍ଦ୍ରାପଡ଼ାରୁ ଗିରଫ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  ୩୭ ବର୍ଷ ପରେ ଫେରାର ଡକାୟତ ଗିରଫ । ଜାମିନ ବିହୀନ ଗିରଫ ପରଓ୍ଵାନା ଥିବା ଜଣେ ଡକାୟତକୁ ବାନ୍ଧିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପୋଲିସ । ଏନବିଡବ୍ଲ୍ୟୁ ନେଇ ଚାଲିଥିବା ସ୍ପେଶାଲ୍‌ ଡ୍ରାଇଭ୍‌ ବେଳେ ସପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏନେଇ…

ଯାଜପୁର: ଶ୍ବଶୁର ଘର ଚର୍ଚ୍ଚାରେ ଜ୍ୱାଇଁର ଦେହ ଦରଜ, ଲକ୍ଷେ ଟଙ୍କା ଶୁଝି ପାରିଲେନି ବୋଲି ଗଛରେ ବାନ୍ଧି ପିଟିଲେ

ଯାଜପୁର ଟାଉନ(କେନ୍ୟୁଜ୍):  ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଗଛରେ ବାନ୍ଧି ମାଡ଼ ଅଭିଯୋଗ। ଯାଜପୁର ଜିଲ୍ଲା ବିଂଝାରପୁର ବାଳମୁକୁଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ମୁତାବକ  ଗାଁର ପ୍ରଶାନ୍ତ ଦାସ ନିଜ ଶ୍ୱଶୁର ଘରୁ ୧ ଲକ୍ଷ ଟଙ୍କା ଧାର ଆଣିଥିଲେ। ବାରମ୍ବାର ମାଗିବା ପରେ ମଧ୍ୟ…

ସମ୍ବଲପୁର: ବାରାହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

କୁଚିଣ୍ଡା(କେନ୍ୟୁଜ୍): ବାରାହା ଆକ୍ରମଣରେ  ଜଣେ ବ୍ୟକ୍ତି ଗୁରୁତର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଗ୍ରାମର ଜୟ ନାଏକ ( ୫୦ ) ବାରାହା ଆକ୍ରମଣରେ ଗୁରୁତର ଆହତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳୁ ବର୍ଷା ହୋଇଥିବାରୁ ପାଗ ଥଣ୍ଡା ରହିଥିଲା। ଏଣୁ…

କାଲିମେଳାର ଏହି ଅସହାୟ ଭାଇ ଭଉଣୀଙ୍କୁ ସହାୟ ହେବ କିଏ?

ମାଲକାନଗିରି (କେନ୍ୟୁଜ) : ଏଇ ଝିଅଟି ଜାଣିଛି ବାପା ମା ହରାଇବାର ଦୁଃଖ । କାରଣ ଏବେ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡୁଛି ପ୍ରତି ମୁହୂର୍ତ୍ତରେ । ସାଙ୍ଗରେ ଭାଇଟିଏ ଅଛି । ଆଉ ଏତେ ବଡ ଦୁନିଆରେ ଏକା ହୋଇ ଯାଇଛନ୍ତି ଏହି ବାପା ମାଆ ଛେଉଣ୍ଡ ଦୁଇଜଣ । ଗଣ୍ଡାଏ ଖାଇବାକୁ ଦେବାକୁ ବି କେହି…

ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଧରିଲା ରେଢାଖୋଲ ପୋଲିସ୍ , ଜଣେ ଅଟକ

ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଧରିଛି ରେଢାଖୋଲ ପୋଲିସ୍ । ଜବତ ହୋଇଛି ୫ଟି ଟ୍ରଲର । ସାଧୁମୁଣ୍ଡା ଗାଁ ନିକଟ ଜଙ୍ଗଲରୁ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ରେଢାଖୋଲ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ ଗାଡ଼ିରୁ କୋଇଲା ଚୋରି କରାଯାଇ ଏଠାରେ…

ବାଙ୍କୁଆଳ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୪ ସାଙ୍ଗ: ବଞ୍ଚିଗଲେ ତିନି, ଜଣେ ମୃତ

ଭୁବନେଶ୍ବର: ବାଙ୍କୁଆଳ କୁଆଖାଇ ନଦୀରେ ଅଘଟଣ । ୪ ଜଣ ସାଙ୍ଗ ନଦୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ । ୩ ଜଣ ଯୁବକ କୂଳକୁ ଚାଲି ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରୁ ଚାରିଜଣ ବାଳକ…

ମହିଳା ମାଓବାଦୀ ପାଳିଲେ ମହିଳା ଦିବସ, ଜଙ୍ଗଲରେ କଲେ ଏକ ବିରାଟ ରାଲିର ଆୟୋଜନ

ମାଲକାନଗିରି: ମହିଳା ମାଓବାଦୀ ପାଳିଲେ ମହିଳା ଦିବସ। ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜଙ୍ଗଲରେ ମାଓବାଦୀମାନେ ପାଳିଛନ୍ତି ବିଶ୍ୱ ମହିଳା ଦିବସ। ଭେରମଗଡ଼ ଏରିଆ କମିଟି ପକ୍ଷରୁ କେରଲାପାଲ ଗାଁର ଆଭ୍ୟନ୍ତରୀଣ ଜଙ୍ଗଲରେ ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା। ମହିଳାଙ୍କ ପ୍ରତି…

ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର! ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା

ଝାରସୁଗୁଡ଼ା: ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା । ଗତ ଜାନୁଆରୀ ୧୨ ତାରିଖରୁ ଝାରସୁଗୁଡ଼ା ଭି.ଏସ.ଏସ. ବିମାନ ବନ୍ଦରରୁ ବେଙ୍ଗାଲୁରୁ ଓ ମୁମ୍ବାଇକୁ ଉଡିଥିଲା ବିମାନ । ଦୁଇ ମାସ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ କରିବେ ପାସ୍‌ , ପ୍ରଚଣ୍ଡ ଖରା ଓ କରୋନା ଯୋଗୁ…

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍‌ । ସବୁ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ୍‌ କରିବେ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ କୌଣସି କ୍ଲାସ ହୋଇନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।…