Browsing Category

ରାଜ୍ୟ

ସ୍ୱଚ୍ଛ ସୁନ୍ଦର ବଲାଙ୍ଗିର ଗଠନ କରିବେ କିନ୍ନର

ବଲାଙ୍ଗୀର (କେନ୍ୟୁଜ) : କେତେବଳେ ଲୋକଙ୍କ ବିଦୃପ ତ ଆଉ କେତେବେଳେ ଲୋକଙ୍କ ଆକ୍ରୋଶ । ଆଜିର ସମାଜରେ କିଛି ଏପରି ଜୀବନ ଜିଉଁଛନ୍ତି କିନ୍ନର । ସେମାନଙ୍କର ବି ଅନ୍ୟ ମାନଙ୍କ ଭଳି ସ୍ୱାଧୀନ ଭାବରେ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ହେଲେ ଏବେବି ସମାଜରେ ଏମାନଙ୍କୁ ପୂର୍ଣ୍ଣ ଭାବେ…

ଯାଜପୁର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ,୨ଜଣ କର୍ମଚାରୀ ଆହତ

ଯାଜପୁର(କେନ୍ୟୁଜ୍):  ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ ଉଦ୍ୟମ। ଏଥିରେ ୨ଜଣ କର୍ମଚାରୀ ଆହତ । ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟସ୍ଥ ଏକ ପେଟ୍ରୋଲପମ୍ପର କର୍ମଚାରୀ ବ୍ୟାଙ୍କରେ ଟଙ୍କା ଜମାକରିବାକୁ କାରରେ ଯାଉଥିବା ବେଳେ ଛତିଆ ବିଟ ହାଉସର ଅନତି ଦୂରରେ ୩ ଜଣ…

ଆସନ୍ତା ୨୪ ଘଣ୍ଟାରେ କଲବଲ କରିବ ତାତି, ସ୍ୱାଭାବିକଠାରୁ ପ୍ରାୟ ୫ ଡିଗ୍ରୀ ରହିବ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ):  ରେଡ୍ ଜୋନରେ ଓଡ଼ିଶା । ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ତାତି ଅଧିକ ରହିବ । ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିବ । ଓଡ଼ିଶାର ତାପମାତ୍ରା ଅଧିକ ରହିବା ନେଇ ୭୫ ପ୍ରତିଶତ ଅଧିକ ସମ୍ଭାବନା ରହିଛି। ଆଜି ଭାରତୀୟ ପାଣିପାଗ…

ଭୁବନେଶ୍ବର: ସାହାସୀ ରିନୁଙ୍କ ନିକଟକୁ ଛୁଟୁଛି ପ୍ରଶଂସା ସୁଅ, ମହିଳା କମିଶନ ଅଧ୍ୟକ୍ଷା କଲେ ସମ୍ମାନିତ

କେନ୍ୟୁଜ୍(ବ୍ୟୁରୋ):  ବୁଲେଟରାଣୀ ରୀନୁଙ୍କୁ ପାଖକୁ ଛୁଟୁଛି ପ୍ରଶଂସା। ଗତକାଲି ଠାରୁ ତାଙ୍କ ନିକଟକୁ ଶୁଭେଚ୍ଛୁ, ସାମାଜିକ କର୍ମୀ ଓ ପୋଲିସ ଠାରୁ ମିଳୁଛି ଶୁଭେଚ୍ଛା। ଗତ ଦୁଇ ଦିନ ତଳେ ନିଜ କର୍ମକ୍ଷେତ୍ର ବାଣୀବିହାରଠାରୁ ନିଜ ଘର ଡୁମୁଡୁମା ନିକଟ ସରକନ୍ତରାକୁ ଯିବା ବାଟରେ ଲୁଟେରାମାନେ…

ତୁ ରାଜା ମୁଁ ରାଣୀ, ଆରମ୍ଭ ହେବ ସରୋଜ-ପ୍ରମୋଦିନୀର ପ୍ରେମ କାହାଣୀ

ଜଗତସିଂହପୁର : ଆଜି ବିବାହ ବନ୍ଧନରେ ବାନ୍ଧି ହେଲେ ଏସିଡ୍ ଆକ୍ରମଣ ପୀଡ଼ିତା ପ୍ରମୋଦିନୀ। କନିଆଁ ସାଜି ନିଜ ମନର ମାନସକୁ ନିଜର କଲେ ପ୍ରମୋଦିନୀ। ଦୀର୍ଘ ୫ ବର୍ଷର ପ୍ରେମ ସଂପର୍କ ପରେ ସରୋଜଙ୍କୁ ସାତ ଜନ୍ମର ସାଥି କଲେ ପ୍ରମୋଦିନୀ। ଉଭୟ ପରିବାରର ସହମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

ସୌନ୍ଦର୍ଯ୍ୟର ମୁକୁଟ ପିନ୍ଧିଥିବା ଶିମିଳିପାଳରେ ଲାଗିଛି ନିଆଁ, ଆୟତ୍ତ କରିବା ବନବିଭାଗ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳକୁ ସୁରକ୍ଷା ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଉତ୍ତରରେ ୮ ଟି ରେଞ୍ଜ ଅଫିସ ଥିବାବେଳେ ଦକ୍ଷିଣରେ ୯ଟି ରେଞ୍ଜ ଅଫିସ ଅଛି । ଉତ୍ତର ଓ ଦକ୍ଷିଣରେ ପରିଚାଳନା କରିବା ପାଇଁ ଦୁଇ ଜଣ ଡେପୁଟି ଡ଼ାଇରେକ୍ଟର ପୋଷ୍ଟିଂ ହେଇଛନ୍ତି ।…

ପାଠକ ବାପ ପୁଅଙ୍କୁ ମିଲିଲା ଜାମିନ, ଖାରବେଳେ ନଗର ଥାନାରେ ଦାୟର ମାମଲାରେ ଜାମିନ ଦେଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ପାଠକ ବାପ ପୁଅଙ୍କୁ ମିଲିଲା ଜାମିନ। ଟ୍ରାଭେଲ୍ସ ବିଲ ଠକେଇ ମାମଲାରେ ଜାମିନ ମିଳିଥିବା ନେଇ ସୂଚନା। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଟଙ୍କା ରିକଭରି ପାଇଁ ସ୍କାଏ କିଙ୍ଗ୍ ମାଲିକ ଭୁବନେଶ୍ବରର…

ରାଜଧାନୀରେ ସ୍ମାର୍ଟ ଲୁଟେରା: OLXରେ ବିଜ୍ଞାପନ ଦେଖି ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍

ଭୁବନେଶ୍ବର: ଗାଡ଼ି ଲୁଟିବାକୁ ଲୁଟେରାର ନୂଆ ଚାଲ୍‌ । OLXରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଁଚି ଯାଉଥିଲା ସ୍ମାର୍ଟ ଚୋର । ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍‌ । ରାଜଧାନୀରେ ମାତିଛନ୍ତି ଏଭଳି ସ୍ମାର୍ଟ ଲୁଟେରା । ଜଣେ ବ୍ୟକ୍ତି ନିଜ ଗାଡ଼ି ବିକ୍ରି କରିବାକୁ OLXରେ…

ସାନ ଭାଇକୁ ହତ୍ୟା କରି ବିଲରେ ପୋଡିଦେଲେ ଦୁଇ ବଡ ଭାଇ, ଅଧାପୋଡା ମୃତଦେହ ଜବତ କଲା ପୋଲିସ୍

ବୌଦ୍ଧ: ଭାଇକୁ ହତ୍ୟା କଲା ଭାଇ। ହତ୍ୟା ପରେ ବିଲରେ ପୋଡିଦେଲେ। ରିଜର୍ଭ ପୋଲିସ କନେଷ୍ଟବଳଙ୍କୁ ହତ୍ୟା କଲେ ୨ ବଡ ଭାଇ। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲ୍ଲିକପଡ଼ା ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡା ମୃତଦେହ ଜବତ କରିଛି। ମୃତକ…

ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି

ଭୁବନେଶ୍ବର: ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଫାୟାର ଡ଼ିଜି ପଦବୀରୁ ସେ ଅବସର ନେଇଥିଲେ । ଆସନ୍ତା ଅଗଷ୍ଟ ମାସରେ ସେ ଅବସର ଗ୍ରହଣ କରିଥାନ୍ତେ । ରାଜ୍ୟ ସରକାର ତାଙ୍କୁ ଓପିଏସସି ଅଧ୍ୟକ୍ଷ…

ସ୍ୱେଦଶୀ ଜ୍ଞାନ କୌଶଳରେ ବାଉଁଶ ତିଆରି ପାଣି ପମ୍ପ, ପ୍ରଶଂସା ସାଉଁଟୁଛନ୍ତି ଆଦିବାସୀ ଯୁବକ ରାଜେଶ ସୋରେନ

ମୟୁରଭଞ୍ଜ: ଚାରୋଟି ବାଉଁଶ , ଏକ ସାଇକେଲ ରିଂ , ଦୁଇ ଖଣ୍ଡ ପ୍ଲାଷ୍ଟିକ ପାଇପ୍‌, ପୁରୁଣା ଚପଲ ଓ ଏକ ଦଉଡି ଖଣ୍ଡ। ଯାହା ସାହାର୍ଯ୍ୟରେ ନିଜସ୍ୱ ଜ୍ଞାନ କୌଶଳରେ ତିଆରି କରିଛନ୍ତି ଜଳସେଚନ ଯନ୍ତ୍ର । ସେ କୌଣସି ବୈଜ୍ଞାନିକ ନୁହଁନ୍ତି, ନା ପଢିଛନ୍ତି ଅଧିକ ପାଠ ହେଲେ ତାଙ୍କ ଉଦ୍ଭାବିତ…

ବିଧାନସଭା ଡିସ୍‌ପେନ୍‌ସରୀରେ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନେଲେ କରୋନା ଟିକା । ବିଧାନସଭା ଡିସ୍‌ପେନ୍‌ସରୀରେ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁଯାୟୀ ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ଯ ଆଜି ଭାରତ ବାୟୋଟେକ୍‌ର ଟିକା…