Browsing Category

ରାଜ୍ୟ

ଓଡ଼ିଶାରେ କେତେ ଅଛନ୍ତି ଫିସିଂ କ୍ୟାଟ୍ ବା ମାଛରଙ୍କା ବିରାଡି‌? ପ୍ରଥମ ଥର ପାଇଁ ସଂରକ୍ଷିତ ଅଞ୍ଚଳ ବାହାରେ ଚାଲିଛି…

ଭୁବନେଶ୍ବର: ଓଡ଼ିଶାରେ କେତେ ଅଛନ୍ତି ଫିସିଂ କ୍ୟାଟ୍‌ ବା ମାଛରଙ୍କା ବିରାଡି । ବିରଳ ପ୍ରଜାତିର ବିଲୁପ୍ତ ପ୍ରାୟ ଏହି ପ୍ରାଣୀର ଆକଳନ କରାଯାଉଛି । ଏହା ଉପରେ ଅଧ୍ୟୟନ କରାଯାଉଛି । ପ୍ରଥମ ଥର ପାଇଁ ସଂରକ୍ଷିତ ଅଞ୍ଚଳ ବାହାରେ ଗଣନା ହେଉଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଏହି କାର୍ଯ୍ୟରେ…

ପାରାଦୀପ: ୧୭ ଘଣ୍ଟା ପରେ ରାସ୍ତା ଉପରୁ ହଟିଲା ଟ୍ୟାଙ୍କର, କ୍ରେନ୍‌ ସାହାଯ୍ୟରେ କରାଗଲା ଉଦ୍ଧାର

ପାରାଦୀପ: ୧୭ ଘଣ୍ଟା ପରେ ରାସ୍ତା ଉପରୁ ହଟିଲା ଟ୍ୟାଙ୍କର। ପାରାଦୀପରୁ ଏକ ଅନୁସନ୍ଧାନକାରୀ ଦଳ ପହଞ୍ଚି କ୍ରେନ୍‌ ସାହାଯ୍ୟରେ ଉଦ୍ଧାର କରିଥିଲେ। ଗତକାଲି ଗଞ୍ଜାମ ଜିଲ୍ଲା ହୁମା NH ୧୬ ନିକଟରେ ଆମୋନିଆ ଗ୍ୟାସ୍‌ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା ଉପରେ ପଡ଼ିରହିଥିଲା ଆମୋନିଆ…

ଜଳୁଛି ଅନୁଗୁଳ କୁଇଓ ଜଙ୍ଗଲ : ଅଗ୍ନିକାଣ୍ଡରେ ପାଖାପାଖି ୧୦ରୁ ୨୦ଏକର ଜଙ୍ଗଲ ପୋଡି ନଷ୍ଟ

ଅନୁଗୁଳ: ଜଳୁଛି ଜଙ୍ଗଲ। ଅଗ୍ନିକାଣ୍ଡରେ ପାଖାପାଖି ୧୦ରୁ ୨୦ଏକର ଜଙ୍ଗଲ ପୋଡିଯାଇଛି । ଅନୁଗୁଳ ଜିଲ୍ଲା କୁଇଓ ଜଙ୍ଗଲରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି । ଶିକାର କରିବାକୁ ଯାଇଥିବା କେହି ଦୁବୃର୍ତ୍ତ ନିଆଁ ଲାଗାଇଦେଇଥିବା ସନ୍ଦେହ କରାଯାଉଛି । ନିଆଁ ଲାଗି ଅନେକ ମୂଲ୍ୟବାନ…

ଗଜପତି: ଭିଜିଲାନ୍ସ ଜାଲରେ ରାୟଗଡ ବ୍ଲକର କାର୍ଯ୍ୟରତ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ଜାରି

ଗଜପତି: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗଜପତି ଜିଲ୍ଲା ରାୟଗଡ ବ୍ଲକର କାର୍ଯ୍ୟରତ ଯନ୍ତ୍ରୀ କେ.ନାଗେଶ୍ଵର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢଉ । ଭିଜିଲାନ୍ସ ବିଭାଗର ୫ଟି ଟିମ୍‌…

ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡାନ୍ତ: ଜୁଲାଇ ୧୨ରେ ରଥଯାତ୍ରା, ଜୁନ୍‌ ୨୪ରେ ହେବ ମହାପ୍ରଭୁଙ୍କ…

ପୁରୀ: ଆସନ୍ତା ଜୁଲାଇ ୧୨ରେ ବିଶ୍ୱପ୍ରିସଦ୍ଧ ରଥଯାତ୍ରା । ଜୁନ୍‌ ୨୪ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବ । ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ହରିଶୟନ ଏକାଦଶୀ ଅନୁଷ୍ଠିତ ହେବ । ୨୧ରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ରଥ ଉପରେ ସୁନାବେଶର ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।…

ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟ୍‌ ୧୧ ହଜାର ୫୮୯ ଜଣ…

ଭୁବନେଶ୍ବର: ଦେଶବ୍ୟାପୀ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ । ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟ୍‌ ୧୧ ହଜାର ୫୮୯ ଜଣ ଟିକା ନେଇଛନ୍ତି । ସେଥିରୁ ୪୫ରୁ ୫୯ ବର୍ଷ ବୟସର ୩୦୦ ବ୍ୟକ୍ତିଙ୍କୁ ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ୧୧ ହଜାର ୨୮୯ ଜଣଙ୍କୁ ଟିକା ଦିଆଯାଇଛି ।…

ପୁଣି ଫେରୁଛି ମହାମାରୀ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ନିୟମ ଜାରି, ଜାଣନ୍ତୁ…

ମୟୂରଭଞ୍ଜ: ପୁଣି ଫେରୁଛି କରୋନା ମହାମାରୀ । ଯାହାକୁ ନେଇ ରାଜ୍ୟ ସରକାର କୋଭିଡ୍‌ ନିୟମକୁ କଡାକଡି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ନିୟମ ଜାରି କରିବା ସହ କଟକଣା କଡାକଡି କରିଛନ୍ତି । ଜିଲ୍ଲାରେ ମାସ୍କ ପିନ୍ଧିବା…

ମହାକାଳପଡ଼ା ଓରତଘାଟ କୁମାରୁଣୀ ଛକ ନିକଟରେ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ୧୧ ଯାତ୍ରୀ ଆହତ

ମହାକାଳପଡ଼ା: ଭାରସାମ୍ୟ ହରାଇ ଓଲଟିଲା ବସ୍‌। ମହାକାଳପଡ଼ା ଓରତଘାଟ କୁମାରୁଣୀ ଛକ ନିକଟରେ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ପ୍ରଥମେ ମହାକାଳପଡ଼ା ଓ ପରେ କେନ୍ଦ୍ରାପଡ଼ା…

ଭଦ୍ରକରୁ ୨ଟି ବେଆଇନ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ, ୪୦ରୁ ଅଧିକ ଗୋରୁ ଥିବା ସୂଚନା

ଭଦ୍ରକ: ଭଦ୍ରକରେ ପୁଣି ଗୋରୁ ବୋଝେଇ ଗାଡି ଜବତ। ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲରୁ କୋଲକତା ଯାଉଥିବା ୨ଟି ବେଆଇନ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ। ୨ଟି ପିକଅପ୍‌ ଭ୍ୟାନରେ ୪୦ରୁ ଅଧିକ ଗୋରୁ ଥିବା ସୂଚନା ମିଳିଛି। ଆଉ ୨ଟି ଗାଡି ଖସି ପଳାଇଛି। ବେଆଇନ ଭାବେ ଗୋରୁ ବୋଝେଇ କରି…

କେନ୍ଦୁଝର: ଅଳିଆ ଗଦାରୁ ଘାସଦ୍ବାରା ନିଆଁ ଲାଗି ସିଧା ଟ୍ରକକୁ ଧରିଲା, ଜଳିଲା ଟ୍ରକ   

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ସହର ନିକଟ ଜାତୀୟ ରାଜପଥ ୪୯ର ଗୁରୁଦ୍ୱାର ନିକଟରେ ଛିଡା ହୋଇଥିବା ଏକ ଟ୍ରକରେ ଲାଗିଲା ନିଆଁ । ସୂଚନା ଅନୁଯାୟୀ ଆଜି ଶଙ୍କରପୁର ଗୁରୁଦ୍ୱାର ନିକଟରେ କିଛିଦିନ ହେବ ଟ୍ରକଟି ଛିଡା ହୋଇଥିଲା ଆଜି ମଧ୍ୟାହ୍ନ ସମୟରେ ରାସ୍ତା କଡରେ ଥିବା ଅଳିଆ ଗଦାରୁ ନିଆଁ ଜଳି…

କେନ୍ଦୁଝର: ସାମାଜିକ ବାସନ୍ଦ କାରଣରୁ ଯଦୁମଣିଙ୍କୁ ମିଳିଲାନି ଚାରିକାନ୍ଧ, ପ୍ରଶାସନ ସହାୟତାରେ ୮ ଘଣ୍ଟା ପରେ ଉଠିଲା ଶବ

କେନ୍ଦୁଝର(କେନ୍ୟୁଜ୍):  ସାମାଜିକ ବାସନ୍ଦ କାରଣ ରୁ ୮ ଘଣ୍ଟା ଧରି ଉଠି ପାରିଲାନି ଶବ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାତି ୯ ତା ସମୟରେ ଉଠିଲା ଶବ । ଏଭଳି ଅଭାବନୀୟ ଘଟଣାଟି ଘଟିଛି କେନ୍ଦୁଝର ସହରର ଟାଉନ ଥାନା ଅନ୍ତର୍ଗତ ଧୋବାଡ଼ିହାରେ । ଜାଗାବାଡିକୁ ନେଇ ଦୀର୍ଘ ଦିନରୁ ଯଦୁମଣି…

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ନବୀନଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର…