Browsing Category

ରାଜ୍ୟ

ସାଇଲେନ୍‌ସରରେ ଡାଳ ଲାଗି ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ(କେ ନ୍ୟୁଜ): କାର୍‌ ସାଇଲେନ୍‌ସରରେ ଡାଳ ଲାଗି ଜଳିଗଲା କାର୍‌। ଅଳ୍ପକେ ବର୍ତ୍ତିଗଲା ଚାଳକଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବନାମୀରା ଗାଁରେ ଘଟିଛି ଏଭଳି ଏକ ଅଘଟଣ । କାର୍‌ଟି ଖିଣ୍ଡାରୁ ବନ୍ତଳା ଅଭିମୂଖେ ଯାଉଥିବା ବେଳେ ଏକ ଡାଳ କାର୍‌ ସାଇଲେନ୍‌ସରେ ଲାଗିଯାଇ ଥିଲା।…

ଜଙ୍ଗଲ ନିଆଁକୁ ଟାଣି ଆଣିଲା ଖଣ୍ଡିଆ ଭୂତ, ପୋଡ଼ି ହୋଇ ୫ ଗୁରୁତର

କରଞ୍ଜିଆ: ଅଚାନକ ସୁ ସୁ ଗର୍ଜନ କରି ମାଡ଼ି ଆସିଲା ପବନ। କେହି କିଛି ବୁଝିବା ପୂର୍ବରୁ ଉଡ଼ାଇ ନେଲା ଗଛ, ପତ୍ର ଏମିତି କି ବଡ଼ ବଡ଼ ଗାଡ଼ି ମଧ୍ୟ। କେବଳ ଏତିକିରେ ଥମିନଥିଲା ପ୍ରକୃତିର ପ୍ରହାର। ଏହି ପବନ କ୍ରମେ ଖଣ୍ଡିଆଭୂତର ରୂପ ନେଇଥିଲା। ଫଳରେ ସବୁ କିଛି ଉପରକୁ ଉଠିବାକୁ ଆରମ୍ଭ କରିଥିଲା।…

ପ୍ରେମିକର ବିବାହ ଖବର ଶୁଣି ଥାନା ପରିସରରେ ବିଷ ପିଇଲେ ଯୁବତୀ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନସ୍ଥ ବାଲିପାଟଣା ଥାନା ପରିସରରେ ଆଜି ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଥିବା ନେଇ ଖବର ମିଳିଛି । ଏହି ଯୁବତୀ ଜଣଙ୍କ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା (୨୪) । ପ୍ରେମିକର ବିବାହ ଖବର ଶୁଣି…

ଡାକ୍ତରଖାନାରେ ଫାଟିଲା ମୋବାଇଲ, ଅଳ୍ପକେ ବର୍ତ୍ତିଲେ ରୋଗୀ

କେନ୍ଦୁଝର (କେନ୍ୟୁଜ) : ବଡ ଅଘଟଣ ଘଟିବାରୁ ବର୍ତ୍ତିଗଲା ଡାକ୍ତରଖାନା। ଆଉ ରକ୍ଷା ପାଇଗଲେ ରୋଗୀ। ମରଣ ଆଡକୁ ଟାଣି ନେଇଥାନ୍ତା ମୋବାଇଲ୍‌ ଫୋନ୍‌। କିନ୍ତୁ ବିସ୍ଫୋରଣ ହେବା ପୂର୍ବରୁ ଉପସ୍ଥିତି ବୁଦ୍ଧି କାମ କରିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଘଟଣ । ମୁଖ୍ୟ…

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ କଲେ ହୋମଯଜ୍ଞ, ଯୋଗ ଦେଇଥିଲେ ଜଗୁନିଙ୍କ ସହ ପୁରୀ ବ୍ରାହ୍ମଣ

ପୁରୀ (କେନ୍ୟୁଜ୍‌): ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ l ସେଠି ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢ଼େଇର ସୂଚନା ମିଳି ସାରିଲାଣି । ତେବେ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘରେ ପୂଜାପାଠ କରାଇଛନ୍ତି । ଏଥିପାଇଁ ସେ…

ଭଞ୍ଜନଗର: ରାସ୍ତା କଡରୁ ବୃଦ୍ଧଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର

 ଭଞ୍ଜନଗର(କେନ୍ୟୁଜ୍):  ରାସ୍ତା କଡରୁ ବୃଦ୍ଧଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର । ସାଇକେଲରେ ଘରକୁ ଫେରୁଥିବା ବେଳେ  କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଭଞ୍ଜନଗର ଥାନା ଅନ୍ତର୍ଗତ ଭଞ୍ଜନଗର- ବ୍ରହ୍ମପୁର ମୁଖ୍ୟରାସ୍ତାର ଶାଳୁଆପଲ୍ଲୀ ନିକଟ…

ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍‌, ଫୋନ ଝାମ୍ପିବା ବଳେ ମାଡ଼ି ବସିଲେ ବୁଲେଟ ରାଣୀ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍‌। ଲୁଟେରାଙ୍କୁ କାବୁ କଲେ ଯୁବତୀ। ଗତକାଲି ରାତିରେ ଯୁବତୀ ଜଣକ ବୁଲେଟରେ ନିଜ ଘରକୁ ଫେରୁଥିଲେ। ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ଦୁଇ ଜଣ ଲୁଟେରା ତାଙ୍କ ଫୋନ୍ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନ୍‌କୁ…

ପୁଣି ଜଣେ ପ୍ରତିଭାଙ୍କ ବଦଳିବ ଭାଗ୍ୟ, ସାହାଯ୍ୟର ହାତ ବଢ଼ାଇଲେ ଡାଃ ଅଚ୍ୟୁତ ସାମନ୍ତ

କନ୍ଧମାଳ (କେନ୍ୟୁଜ) : ପ୍ରତିଭାର ପରିପ୍ରକାଶ ପାଇଁ ସବୁବେଳେ ସାହାରା ଦେଇ ଆସିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଏହି କ୍ରମରେ ଏବେ ସେ ଜଣେ ଉଦୀୟମାନ ଖେଳାଳିଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ । ଅନେକ ଖେଳାଳିଙ୍କ ପୃଷ୍ଠପୋଷକ ସାଜିଥିବା ଡ.…

ଦେଶ ପାଇଁ ନାୟକ ତିଆରି କରୁଛନ୍ତି ନାୟକ ସାର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ…

ଜଗତସିଂହପୁର(କେନ୍ୟୁଜ୍):  ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା । ଜଗତସିଂହପୁର ଅରଖୁଦ ଅଞ୍ଚଳର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି । ଦେଶ ପାଇଁ ନାୟକ ତିଆରି କରୁଛନ୍ତି ନାୟକ ସାର । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ସିଲୁ ନାୟକ…

କଟକ: ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍, ଚାଲିଗଲା ଅଟୋ ଚାଳକଙ୍କ ଜୀବନ

କଟକ(କେନ୍ୟୁଜ୍):  ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍‌। ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅଟୋଟି ଜଗତସିଂହପୁରରୁ କଟକ ଆସୁଥିବାବେଳେ ବସ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।…

ସମ୍ବଲପୁର: ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲର ଓ ଦୁଇ ଜେଲ କର୍ମଚାରୀ ଆହତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସର୍କଲ ଜେଲରେ ଘଟିଛି ବିରଳ ଘଟଣା । ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲର(Jailor)ଙ୍କ ସହ ଦୁଇ ଜେଲ କର୍ମଚାରୀ ଆହତ । ଗତ ରାତିରେ ଜେଲ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଡ୍ୟୁଟିକୁ ଆସିଥିଲେ, ତାଙ୍କୁ ବାରଣ କରିବାରୁ ସେ ଉତ୍ୟକ୍ତ ହୋଇ ଜେଲର…