Browsing Category

ରାଜ୍ୟ

ଭଞ୍ଜନଗର: ରାସ୍ତା କଡରୁ ବୃଦ୍ଧଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର

 ଭଞ୍ଜନଗର(କେନ୍ୟୁଜ୍):  ରାସ୍ତା କଡରୁ ବୃଦ୍ଧଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର । ସାଇକେଲରେ ଘରକୁ ଫେରୁଥିବା ବେଳେ  କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଭଞ୍ଜନଗର ଥାନା ଅନ୍ତର୍ଗତ ଭଞ୍ଜନଗର- ବ୍ରହ୍ମପୁର ମୁଖ୍ୟରାସ୍ତାର ଶାଳୁଆପଲ୍ଲୀ ନିକଟ…

ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍‌, ଫୋନ ଝାମ୍ପିବା ବଳେ ମାଡ଼ି ବସିଲେ ବୁଲେଟ ରାଣୀ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍‌। ଲୁଟେରାଙ୍କୁ କାବୁ କଲେ ଯୁବତୀ। ଗତକାଲି ରାତିରେ ଯୁବତୀ ଜଣକ ବୁଲେଟରେ ନିଜ ଘରକୁ ଫେରୁଥିଲେ। ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ଦୁଇ ଜଣ ଲୁଟେରା ତାଙ୍କ ଫୋନ୍ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନ୍‌କୁ…

ପୁଣି ଜଣେ ପ୍ରତିଭାଙ୍କ ବଦଳିବ ଭାଗ୍ୟ, ସାହାଯ୍ୟର ହାତ ବଢ଼ାଇଲେ ଡାଃ ଅଚ୍ୟୁତ ସାମନ୍ତ

କନ୍ଧମାଳ (କେନ୍ୟୁଜ) : ପ୍ରତିଭାର ପରିପ୍ରକାଶ ପାଇଁ ସବୁବେଳେ ସାହାରା ଦେଇ ଆସିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଏହି କ୍ରମରେ ଏବେ ସେ ଜଣେ ଉଦୀୟମାନ ଖେଳାଳିଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ । ଅନେକ ଖେଳାଳିଙ୍କ ପୃଷ୍ଠପୋଷକ ସାଜିଥିବା ଡ.…

ଦେଶ ପାଇଁ ନାୟକ ତିଆରି କରୁଛନ୍ତି ନାୟକ ସାର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ…

ଜଗତସିଂହପୁର(କେନ୍ୟୁଜ୍):  ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା । ଜଗତସିଂହପୁର ଅରଖୁଦ ଅଞ୍ଚଳର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି । ଦେଶ ପାଇଁ ନାୟକ ତିଆରି କରୁଛନ୍ତି ନାୟକ ସାର । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ସିଲୁ ନାୟକ…

କଟକ: ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍, ଚାଲିଗଲା ଅଟୋ ଚାଳକଙ୍କ ଜୀବନ

କଟକ(କେନ୍ୟୁଜ୍):  ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍‌। ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅଟୋଟି ଜଗତସିଂହପୁରରୁ କଟକ ଆସୁଥିବାବେଳେ ବସ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।…

ସମ୍ବଲପୁର: ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲର ଓ ଦୁଇ ଜେଲ କର୍ମଚାରୀ ଆହତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସର୍କଲ ଜେଲରେ ଘଟିଛି ବିରଳ ଘଟଣା । ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲର(Jailor)ଙ୍କ ସହ ଦୁଇ ଜେଲ କର୍ମଚାରୀ ଆହତ । ଗତ ରାତିରେ ଜେଲ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଡ୍ୟୁଟିକୁ ଆସିଥିଲେ, ତାଙ୍କୁ ବାରଣ କରିବାରୁ ସେ ଉତ୍ୟକ୍ତ ହୋଇ ଜେଲର…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ

କେନ୍ୟୁଜ୍(ବ୍ୟୁରୋ):  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲୋକାୟୁକ୍ତ ମାମଲାରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ । ହାଇକୋର୍ଟ ଦେଇଥିବା ରାୟର ପୁନର୍ବିଚାର କରିବାକୁ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ଭିଜିଲାନ୍ସ ନୁହେଁ ଲୋକାୟୁକ୍ତଙ୍କ ତଦନ୍ତକାରୀ ଶାଖା…

ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ୍‌ରେ ଅଗ୍ନିକାଣ୍ଡ, ୩ଟି ଟେଣ୍ଟରେ ଲାଗିଛି ନିଆଁ

କଟକ(କେନ୍ୟୁଜ୍):  ହୂତ୍ ହୂତ୍ ହୋଇ ଜଳିଲା ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ୍‌। ହଠାତ ଆଜି ସକଳ ୫ ଟାରୁ ଇକୋ ରିଟ୍ରିଟରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ କର୍ମଚାରୀ ନିଆଁକୁ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।…

ସମ୍ବଲପୁର: ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ବୁର୍ଲା ଭିସୁଟ ସଟ୍‌ଡାଉନ୍

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ସଂପୂର୍ଣ୍ଣ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହା ସହ ଭିସୁଟ୍‌ର ପୁଲସ୍ତ୍ୟ, ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହିନୀ ଓ ବିଶାଖା…

କର୍କଟ ପୀଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ପାଇଁ ରେଡ଼ ସ୍ୱସ୍ତିକ ସୋସାଇଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଡ଼ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ଓ ସିମ୍ପଲିକେୟାର କ୍ଳିନିକ୍‌ର ମିଳିତ ସହଯୋଗରେ କର୍କଟ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଶାଖା କାର୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି । ରେଡ଼…

ବ୍ରହ୍ମପୁର: ବଡବଜାର ତୃପ୍ତି ନଗର ନକଲି ମଦ କାରଖାନା ଉପରେ ଚଢଉ, ୩ଶହ ଲିଟରରୁ ଅଧିକ ବିଦେଶୀ ମଦ ଜବତ

କେନ୍ୟୁଜ୍(ବ୍ୟୁରୋ): ମଦ ବି ନକଲି। ବ୍ରହ୍ମପୁରରେ ଠାବ ହୋଇଛି ନକଲି ମଦ କାରଖାନା। ବଡବଜାର ଥାନାର ତୃପ୍ତି ନଗର ନକଲି ମଦ କାରଖାନା ଉପରେ ଚଢଉ କରିଛି ଅବକାରୀ ବିଭାଗ। ଚଢଉ ବେଳେ ବିଭିନ୍ନ ନାମୀଦାମୀ କଂପାନୀର ପ୍ରାୟ ୩ଶହ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି। ମଦ ବୋତଲ, ମଦ ଲେବଲ ଓ…

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପ ସର୍ବସମ୍ମତି କ୍ରମେ ଗୃହୀତ

କେନ୍ୟୁଜ୍(ବ୍ୟୁରୋ):  ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସବୁଠୁ ବଡ଼ ପରିଚୟ । ଆମ ଇତିହାସ, ସଂସ୍କୃତି, ପରଂପରା ଓ ବିଶ୍ୱାସ ସବୁକିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି । ଜଗନ୍ନାଥ ମନ୍ଦିରକୁ ଜୀବଦ୍ଦଶାରେ ଥରୁଟିଏ ଆସିବା ଓ ମହାପ୍ରଭୁଙ୍କୁ ଦର୍ଶନ କରିବା ଲକ୍ଷ ଲକ୍ଷ ଭକ୍ତଙ୍କର…