Below header
Browsing Category

ରାଜ୍ୟ

କନ୍ଧମାଳ: ସ୍କୁଲ କାନ୍ଥ ପଡ଼ି ଜଣେ ଛାତ୍ରୀ ମୃତ୍ୟୁ, ଦୁଇ ଛାତ୍ରୀ ଗୁରୁତର

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ବେଲକଟି ଗ୍ରାମରେ ଅଭାବନୀୟ ଘଟଣା । ସ୍କୁଲ କାନ୍ଥ ପଡ଼ି ଜଣେ ସ୍କୁଲ ଛାତ୍ରୀର  ମୃତ୍ୟୁ ହୋଇଛି ଓ ଦୁଇଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗାଁରେ ମଶାରୀ ବଣ୍ଟନ ହେଉଥିବା ବେଳେ ପରିବାର ବର୍ଗ  ସାଙ୍ଗରେ ପିଲା…

କଟକ: ଟାଙ୍ଗୀ ଅଞ୍ଚଳର ରସାନନ୍ଦ ସାହୁଙ୍କ ଠାରୁ ୨୨ଖଣ୍ଡ ଚନ୍ଦନ କାଠ ଜବତ, ଆନୂମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ

କଟକ(କେନ୍ୟୁଜ୍):  କଟକରେ ଚୋରି ଓ ଚୌଦ୍ୱାରରେ ଚନ୍ଦନକାଠ ଜବତ ମାମଲାରେ ଡିସିପି ପ୍ରତୀକ ସିଂଙ୍କ ସାମ୍ବାଦିକ ସମ୍ମିଳନୀ। ଚୌଦ୍ୱାର ଥାନା ଶ୍ରୀକ୍ଷେତ୍ର ବନରୁ ଚନ୍ଦନ କାଠ କଟା ଯାଇଥିବା ଖବର ମିଳିବା ପରେ ପୋଲିସ ଚଢଉ କରିଥିଲା। ଟାଙ୍ଗୀ ଅଞ୍ଚଳର ରସାନନ୍ଦ ସାହୁଙ୍କ ଠାରୁ ୯୨କେଜିରୁ ଅଧିକ…

କୋଟିଆରେ ପହଞ୍ଚି ଲୋକଙ୍କ ସହ କଥା ହେଲେ ପିସିସି ସଭାପତି

କୋରାପୁଟ (କେ ନ୍ୟୁଜ୍‌) : ବିବାଦୀୟ କୋଟିଆ ଅଂଚଳ ପରିଦର୍ଶନ କଲେ ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖ୍ୟ ନିରଂଜନ ପଟନାୟକ । କୋଟିଆରେ ବିକାଶ କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ଆନ୍ଧ୍ରର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ତେବେ ଆନ୍ଧ୍ର କିଭଳି ଭାବେ ଓଡ଼ିଶା…

ଓଜେଏସ୍ ପରୀକ୍ଷାରେ କିଟ୍ ଲ’ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ, କିଟ୍ ଓ କିସର ପ୍ରତିଷ୍ଠାତା ଜଣାଇଲେ…

କେନ୍ୟୁଜ୍(ବ୍ୟୁରୋ):  ଓଜେଏସ୍ ପରୀକ୍ଷାରେ କିଟ୍ ଲ' ସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ । ଓଡ଼ିଶା ବିଚାର ବିଭାଗୀୟ ସେବା- ଓଜେଏସ୍ ପରୀକ୍ଷାରେ କିଟ୍ ଲ' ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଓପିଏସ୍‌ସି ପ୍ରକାଶିତ ୨୦୧୯ ପରୀକ୍ଷା ଫଳରେ ମୋଟ୍ ୪୭ଜଣ କୃତକାର୍ଯ୍ୟ…

ପ୍ରକୃତି କରୁଛି ପ୍ରକୃତ କାମ, ଶିମିଳିପାଳରେ ବର୍ଷା ଆଣିଛି ଆଶ୍ୱସ୍ତି

କରଞ୍ଜିଆ (କେ ନ୍ୟୁଜ୍‌) : ମଣିଷ ସିନା ପାରୁନି ହେଲେ ତା ସହ ମିଶି ପ୍ରକୃତି ଆରମ୍ଭ କରିଛି ଉଦ୍ୟମ । ନିଜର ସଂରଚନାକୁ ବଞ୍ଚାଇବା ପାଇଁ ଯେମିତି ନିଜେ ଇଶ୍ୱର ଅଣ୍ଟା ଭିଡ଼ିଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେବ ଲାଗିଥିବା ନିଆଁକୁ କିଭଳି ସମ୍ପୂର୍ଣ୍ଣ ଭାବେ ଲିଭା ଯାଇ ପାରିବ ସେ…

ବାଲେଶ୍ୱରର ଗୌରବ ବୈଜ୍ଞାନିକ ଡ. ମିହିର ପଣ୍ଡା, ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରକଳ୍ପ ତିଆରି କରି ଲିମକା ବୁକ୍ ଅଫ ରେକର୍ଡରେ…

ବାଲେଶ୍ୱର(କେନ୍ଯୁଜ): ବାଲେଶ୍ୱରର ଗୌରବ ବୈଜ୍ଞାନିକ ଡ ମିହିର ପଣ୍ଡା। ନିଜର ନିଷ୍ଠା ପାଇଁ ଆଜି ସଫଳତାର ଶୀର୍ଷରେ ପହଂଚି ପାରିଛନ୍ତି ମିହିର। ଦିନେ କରତ ଗୁଣ୍ଡ, ସାବୁନ ଖଣ୍ଡ, ଚୁମ୍ବକ ଓ ପାଣିକୁ ନେଇ ବିଜ୍ଞାନର ଠିକଣା ଖୋଜୁ ଖୋଜୁ ଆଜି ଭାରତର ଜଣେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ବିବେଚିତ ହୋଇ…

କେନ୍ଦୁଝର: ଅପ୍ରାପ୍ତ ବୟସରେ ସ୍କୁଲକୁ ଗାଡି ନେବା ପଡିଲା ମହଙ୍ଗା, ୪ ଜଣ ଛାତ୍ରଛାତ୍ରୀଙ୍କ ୨୫ ହଜାର ଟଙ୍କା ଲେଖାଏଁ…

କେନ୍ଦୁଝର(କେନ୍ୟୁଜ୍): ଅପ୍ରାପ୍ତ ବୟସରେ ସ୍କୁଲକୁ ଗାଡି ନେବା ପଡିଲା ମହଙ୍ଗା । କେନ୍ଦୁଝର ସହରରେ କେନ୍ଦ୍ରୀୟ ବିଦ୍ୟାଳୟରୁ ଫେରୁଥିବା ବେଳେ ୪ ଜଣ ଛାତ୍ର ଛାତ୍ରୀଙ୍କ ୨୫ ହଜାର ଟଙ୍କା ଲେଖାଏଁ  ଚାଲାଣ କଟିଲା । ସଡକ ଦୁର୍ଘଟଣା ଅନେକ ପରିବାର ଉଜାଡ଼ି ଦେଉଛି । ଏହାର ଅନେକ କାରଣ ଥିବା ବେଳେ…

ଶିମିଳିପାଳ ନିଆଁ ଆୟତ୍ତରେ,ସାଟେଲାଇଟରୁ ମିଳିଥିବା ତଥ୍ୟ ଆଧାରରେ ସୂଚନା ଦେଲେ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ…

କେନ୍ୟୁଜ୍(ବ୍ୟୁରୋ):ଶିମିଳିପାଳ ନିଆଁ ଆୟତ୍ତରେ । ଏହା କହିଛନ୍ତି ରାଜ୍ୟସ୍ତରୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ । ସାଟେଲାଇଟ ଜରିଆରେ ମିଳିଥିବା ତଥ୍ୟ ଆଧାରରେ ସେ ଏହି ସୂଚନା ଦେଇଛନ୍ତି ।ଶିମିଳିପାଳରେ ନିଆଁ ଲାଗିଥିବା ସ୍ଥାନ ଠାବ ପାଇଁ ବ୍ୟବହାର ହେଉଛି ଡ୍ରୋନ୍‌ । ନିଆଁ…

ପୁରୀ: ଗଡ଼ଭିଙ୍ଗୁରାରେ ଦେଖାଗଲା ଏଲିଅନ ବେଙ୍ଗ

ପୁରୀ (କେନ୍ଯୁଜ): ସଦର ଥାନା ଅଧିନ ଗଡ଼ଭିଙ୍ଗୁରା ଗ୍ରାମରେ ଏକ ବିରଳ ପ୍ରଜାତିର ଜୀବ ଦେଖାଯାଇଛି। ଏହାକୁ ଏଲିଏନ ବେଙ୍ଗ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଜୀବଟି ହଠାତ ମାଟିତଳୁ ବାହାରିଥିଲା। ଜୀବଟି ଦେଖିବାକୁ ବେଙ୍ଗ ଭଳି। କିନ୍ତୁ ମୁଣ୍ଡଟି ଅଦ୍ଭୁତ। ଉକ୍ତ ଜୀବଟି କଇଁଛ ଭଳି ଚାଲୁଛି।…

ଗଞ୍ଜେଇ ମାଫିଆଙ୍କ ଉପରେ ରୋକ ଲଗାଇଲେ କୋର୍ଟ, ଆଗକୁ ମାଫିଆଙ୍କ ସମ୍ପତ୍ତି ବାଜ୍ଯାପ୍ତି କରିବେ କୋର୍ଟ

ଜୟପୁର (କେନ୍ଯୁଜ): ଜୟପୁର ପୋଲିସକୁ ମିଳିଛି ବଡ ସଫଳତା ଯାହା ଜିଲ୍ଲାରେ ପ୍ରଥମ ଘଟଣା । ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ଯାପ୍ତି କରିବେ କୋର୍ଟ । ଗତ ୨୪ ତାରିଖର ଏକ ଗଞ୍ଜେଇ ଜବତ ଘଟଣାରେ ଏଭଳି ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ କୋଲକାତା ଇଷ୍ଟ ଜୋନ କାର୍ଯ୍ୟାଳୟ ପକ୍ଷରୁ ଏନଡିପିଏସ…

ଦିନ ଦ୍ୱିପ୍ରହରରେ ଲୁଟ୍‌: ଆଖି ପିଛୁଳାକେ ସୁନା ଅଳଙ୍କାର ଥିବା ବ୍ଯାଗ୍‌ ଧରି ଚମ୍ପଧ ମାରିଲେ ୨ ଲୁଟେରା

କଳାହାଣ୍ଡି: ଦିନ ଦ୍ୱିପ୍ରହରରେ ଲୁଟ୍‌ । ଆଖି ପିଛୁଳାକେ ସୁନା ଅଳଙ୍କାର ଥିବା ବ୍ଯାଗ୍‌ ଧରି ଚମ୍ପଧ ମାରିଲେ ୨ ଲୁଟେରା । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜୁନାଗଡ଼ କଲମପୁର ଛକ ନିକଟରେ ଥିବା ଏକ ସୁନା ଦୋକାନ ସମ୍ମୁଖରେ। ସୂଚନା ମୁତାବକ, ଜୁନାଗଡ଼ କଲମପୁର ଛକ ନିକଟରେ ଥିବା କାଞ୍ଚନ…

ଗଞ୍ଜାମ ସାବୁଳିଆ ଜାତୀୟ ରାଜପଥ ନିକଟରେ ବାଇକ୍ ଉପରେ ମାଡିଗଲା ଟ୍ରକ୍, ଆଖି ବୁଜିଲେ ୨ ଭାଇ ଭଉଣୀ

ଗଞ୍ଜାମ: ଏମିତି ବି ଆସେ ମୃତ୍ୟୁ । ରାସ୍ତା ପାର୍‌ ହେଉ ହେଉ ଚାଲିଗଲେ ଆରପାରିକୁ  । ଦୁର୍ଘଟଣାରେ ଚାଲିଯାଇଛି ଦୁଇ କୋମଳ ଶିଶୁଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏମିକି ଏକ ଘଟଣା । ଖବର ଅନୁଯାୟୀ, ଏକ ବାଇକ୍‌ ଯୋଗେ ବାପା , ମାଆ ଓ…