Browsing Category

ରାଜ୍ୟ

ଟିକା ଉତ୍ସବକୁ ଫିକା କରିଦେଉଛି ଟିକାର ଅଭାବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପୁଣି ଥରେ ଚିଠି ଲେଖିଲେ ରାଜ୍ୟ…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଟିକାର ଅଭାବ । ଫଳରେ ଟିକାଦାନ ଉତ୍ସବକୁ ଠିକ ଭାବରେ ପାଳନ କରିବା ସମ୍ଭବ ହେଉ ନାହିଁ । ୭୦୦ ଟିକାଦାନ କେନ୍ଦ୍ର ବନ୍ଦ ରହିଛି । ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବରେ କୋଭିଡ୍‌ ଟିକା ଯୋଗାଣ ଯୋଗୁ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହୋଇଛି । ୧୦ ଦିନ ପାଇଁ…

କେଉଁଝର : ପୋଖରୀରେ ବୁଡ଼ି ଇଂଜିନିୟରିଂ ଛାତ୍ର ମୃତ

କେଉଁଝର(କେନ୍ୟୁଜ୍‌) :  ଟାଉନ ଥାନା ଅନ୍ତର୍ଗତ ଜମୁନାଳିଆ ନିକଟସ୍ଥ ଏକ ପୋଖରୀରେ ଘଟିଛି ଅଘଟଣ । ଉକ୍ତ ପୋଖରୀରେ ବୁଡ଼ି ସ୍ଥାନୀୟ ସରକାରୀ ଇଂଜିନିୟରିଂ ମହାବିଦ୍ୟାଳୟର ଛାତ୍ରଙ୍କର ମୃତ୍ୟୁ ହୋଇଛି । ଛାତ୍ର ହେଲେ ଶାସ୍ୱତ ମହାପାତ୍ର । ସେ ସ୍ଥାନୀୟ ସରାକାରୀ ଇଂଜିନିୟରିଂ କଲେଜର ଦ୍ୱିତୀୟ ବର୍ଷ…

ଗଜପତି: ଟ୍ରକ ସହ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କଲା ମୋହନା ପୋଲିସ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ପୋଲିସ ସୋମବାର କମଳାପୁର ନାକା ଗେଟ ଠାରେ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ମିନିଟ୍ରକରୁ ୧୦ ଟି ବ୍ୟାଗରେ ଭର୍ତ୍ତି ହୋଇଥିବା ତିନି କୁଇଣ୍ଟାଲ ୫୦ କେ. ଜି ଗଞ୍ଜେଇ ଜବତ କରିଛି। ଉକ୍ତ ଗଞ୍ଜେଇ ରାୟଗଡା ଜ଼ିଲ୍ଲା ବିଷମକଟକରୁ ହରିୟାଣା ଚାଲାଣ…

ବିଷ ଖାଇ ଆଖିବୁଜିଦେଲା ବିବାହିତ ଝିଅ, ଡାକ୍ତରଖାନାରେ ଚକ୍ଷୁଦାନ କରାଇଲେ ଝିଅର ମା’

ଭୁବନେଶ୍ବର(କେନ୍ୟୁଜ୍): ଆଖି ଆଗରେ  ଚାଲିଗଲା ବିବାହିତ ଝିଅ। ବ୍ୟବଚ୍ଛେଦ ପୂର୍ବରୁ ଆଖି ଦାନ କରାଇଲେ ଯୁବତୀଙ୍କ ମା। ଏଭଳି ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ଭୋଳ ଗାଁରେ। ମିଳିଥିବା ସୂଚନା ମୁତାବକ ଚନ୍ଦକା ଥାନା ଅଧିନସ୍ଥ ଭୋଳ ଗାଁରେ ରୁହନ୍ତି ପ୍ରେମା ଚେମି। ସ୍ବାମୀ ଚାଲିଯିବା ପରେ ୩…

ହାଇଦର ଫେରାର୍ ଘଟଣାରେ କଟକ ମଙ୍ଗଳାବାଗ ଥାନାରେ ଏତଲା, ଫେରାର୍‌ କରାଇବା ପଛରେ ଗ୍ୟାଙ୍ଗଷ୍ଟରର ପୁଅ ଓ ଜ୍ୱାଇଁ

କେନ୍ୟୁଜ୍(ବ୍ୟୁରୋ):  ହାଇଦରକୁ ଫେରାର୍‌ କରାଇବା ପଛରେ ଷଡ଼ଯନ୍ତ୍ର କରିଥିଲେ ଗ୍ୟାଙ୍ଗଷ୍ଟରର ପୁଅ ଓ ଜ୍ୱାଇଁ । ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳଙ୍କ ଉପରେ କୌଣସି ବିଷାକ୍ତ ପଦାର୍ଥ ଫିଙ୍ଗି ଥିଲେ । ଯେଉଁଥିରେ ସେ ଚେତାଶୂନ୍ୟ ହେବା ପରେ ହାଇଦର ଏସସିବି ସର୍ଜରୀ ଓ୍ଵାର୍ଡର କ୍ୟାବିନରୁ…

ମାଗଣାରେ ୧ ଲକ୍ଷ ମାସ୍କ ବାଣ୍ଟିବ ଓଏସ୍‌ଏଲ୍‌

ଏବେ ଦେଶ ଓ ରାଜ୍ୟରେ ଚାଲିଛି କରୋନାର ଦ୍ୱିତୀୟ ଲହର । ଏହି ପରିପ୍ରେକ୍ଷୀରେ ପୁଣି ମାସ୍କ ପିନ୍ଧିବା ଏବଂ ସାନିଟାଇଜ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ତ୍ତମାନ ସ୍ଥିତିର ମୁକାବିଲା ପାଇଁ ଏହି ସବୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୧୪…

ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ, କହିଲେ ପିପିଲି-ଡେଲାଙ୍ଗର ବିକାଶ କଥା…

ପିପିଲି(କେନ୍ୟୁଜ୍):  ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ । ରୁଦ୍ରଙ୍କ ପାଇଁ ଭର୍ଚୁଆଲରେ ଭୋଟ୍‌ ମାଗିଛନ୍ତି ବିଜେଡି ସୁପ୍ରିମୋ । ଆଜି ପ୍ରଚାରରେ ବିଜେଡି ଦେଖାଇଛି ମହିଳା ଶକ୍ତି । ବିଭିନ୍ନ ପଞ୍ଚାୟତରେ ନବୀନଙ୍କ ଭର୍ଚୁଆଲ୍‌ ରାଲିରେ ସାମିଲ ହୋଇଥିଲେ ଶତାଧିକ ମହିଳା । ଗଣତନ୍ତ୍ରର…

ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ, ବାଗଚୀ ଦମ୍ପତି କଲେ ୩୪୦ କୋଟି ଟଙ୍କା ଦାନ

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ। ଏହି ପ୍ରସ୍ତାବକୁ  ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ। ନାମ ରହିବ ବାଗଚି- ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର। ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ କେୟାର…

ଆଭ୍ୟନ୍ତରୀଣ ଓଡ଼ିଶାବାସୀ ସତର୍କ ରୁହନ୍ତୁ, ବର୍ଷା, ପବନ ସହ ବଜ୍ରାଘାତ ହେବା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ତାର ପ୍ରଭାବରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ଓ ପବନ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ନବରଙ୍ଗପୁର,…

୪ ଦିନ ହେଲା ବିରାଜିଲେଣି ମା’, ବିନା କୋଳାହଳରେ ଚାଲିଛି ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଚାଙ୍ଗୁ ବାଜାର ତାଳେ ତାଳେ ପରଭା ନୃତ୍ଯ ହେଉଥିଲା। ଆଉ ଘଣ୍ଟ, ତାଳ ମୃଦଙ୍ଗର ଶବ୍ଦ ଭିତରେ ମା'ଙ୍କ ଘଟ ପହଞ୍ଚିଥିଲା ମହୁରୀଗଡ଼ ରାଜବାଟିରେ। ସାଥିରେ ୮ ଟି ପାର୍ଶ୍ୱ ଘଟ ମଧ୍ଯ ଥିଲେ ହେଲେ ନଥିଲେ ଭକ୍ତ କି ଶ୍ରଦ୍ଧାଳୁ। ଯାତ୍ରାର ମୁଖ୍ଯ ପୁରୋଧା ଦେଶୀ ବେହେରା, କିଛି ସେବାୟତ ଓ ଯାତ୍ରା କମିଟିର…

କମିସନରେଟ ପୋଲିସ ହାତରେ ଶିକ୍ଷିତ ଠକ, OLXରେ ଗାଡି ବିକ୍ରି କରିବା ନାଁରେ ଲୋକଙ୍କୁ ଠକୁଥିଲା

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ । ପେସା କିନ୍ତୁ OLXରେ ଗାଡି ବିକ୍ରି କରିବା ନାଁରେ ଠକେଇ। କମିଶନରେଟ ପୋଲିସ ହାତରେ ଧରା ପଡ଼ିଛି ଠକ ତୃପ୍ତି ରଞ୍ଜନ ଦାସ। ୩ଟି ମାମଲାରେ ୫୦ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିବା ବେଳେ ତା ନାଁରେ ୪୦ରୁ ଅଧିକ ମାମଲା ରହିଛି। ପୂର୍ବରୁ…