Browsing Category

ରାଜ୍ୟ

 ଆଜି ରାଜ୍ୟରେ ଆଉ ୭୩୭ ଆକ୍ରାନ୍ତ କରୋନାରୁ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୭୩୭ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର  ସର୍ବାଧିକ ୭୩ ଜଣ  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି। ଏହା ସହିତ ସୁନ୍ଦରଗଡରୁ ୭୦,…

ବାତ୍ୟା ନିଭାରର ଲ୍ୟାଣ୍ଡଫଲ୍ ପରେ ଓଡିଶାରେ ପାଗ ରହିଛି କୋହଲା, କାଲି ମଧ୍ୟ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ…

କେନ୍ୟୁଜ୍(ବ୍ୟୁରୋ): କାଲି  ମଧ୍ୟ ରାତିରେ ବାତ୍ୟା ‘ନିଭାର’ ତାମିଲନାଡୁର ପୁଡୁଚେରୀ ନିକଟରେ ଲ୍ୟାଣ୍ଡ୍ ଫଲ୍ କରିଛି। ଏହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ସ୍ବାଳ୍ପରୁ ମଧ୍ୟ ଧରଣର ବର୍ଷ ହେବା ସହ ଆକାଶ ମେଘାଚ୍ଛନ୍ନ ରହିଛି।  ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡିଶାର  କୋରାପୁଟ, ରାୟଗଡା ଗଜପତି…

ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ମୁମ୍ବାଇରୁ ଭୁବନେଶ୍ବର ଆଣିଲା ଭିଜିଲାନ୍ସ ଟିମ୍,…

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ପହଞ୍ଚିଛନ୍ତି ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆକାଶଙ୍କୁ ମୁମ୍ବାଇରୁ ଭୁବନେଶ୍ୱର ଆଣିଛି ଭିଜିଲାନ୍ସ ଟିମ୍‌ । ଏହାପରେ ତାଙ୍କ ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଛି । ସେଠାରେ ବାପ-ପୁଅକୁ ସାମ୍ନାସାମ୍ନି ଜେରା…

ଲମ୍ବି ଚାଲିଛି ଆଇଏଫଏସ ଅଭୟଙ୍କ ବେଆଇନ ସମ୍ପତ୍ତି ତାଲିକା, ବାପା ଠାରୁ ପୁଅର ସମ୍ପତ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କେନ୍ୟୁଜ୍(ବ୍ୟୁରୋ):  ଅଚଳାଚଳ ସଂପତ୍ତିର ଅଧିକାରୀ ଆଇଏଫଏସ ଅଭୟକାନ୍ତ ପାଠକ। ୧୩ଟି ସ୍ଥାନରେ ହୋଇଥିବା ଭିଜିଲାନ୍‌ସ ଚଢଉରେ ମିଳିଛି ବିପୁଳ ଟଙ୍କା ଓ ସଂପତ୍ତି। ତାଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୮ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ରହିଛି। ୨୩ ଲକ୍ଷ ଟଙ୍କାର ସୁନା…

ଭଦ୍ରକ ପୌରାଞ୍ଚଳ ଯୁବ ବିଜେଡିର ନୂଆ ସଭାପତି ଆଶିଷ ଅମିତାଭ

ଭଦ୍ରକ : ଭଦ୍ରକ ପୌରାଞ୍ଚଳ ପାଇଁ ଯୁବ ବିଜେଡିର ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ନୂଆ ସଭାପତି ଭାବେ ଯୁବ ନେତା ତଥା ସୁ ସଂଗଠକ ଆଶିଷ ଅମିତାଭ ମହାପାତ୍ର (ପିଂକୁନୁ ) ନିଯୁକ୍ତ ହୋଇଛନ୍ତି । ତାଙ୍କୁ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ନିଯୁକ୍ତି…

କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହେଲା ସମ୍ବିଧାନ ଦିବସ, ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ…

କେନ୍ୟୁଜ୍(ବ୍ୟୁରୋ): ଆଜି ସମ୍ବିଧାନ ଦିବସ । ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ସଭା ଦ୍ୱାରା ଭାରତର ସମ୍ବିଧାନ ଗୃହୀତ ହୋଇଥିଲା। ୧୯୫୦ ଜାନୁଆରି ୨୬ ତାରିଖରୁ ଏହାକୁ ଲାଗୁକରାଯାଇଥିଲା। ଭାରତୀୟ ସମ୍ବିଧାନର ଜନକ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଦେବା ପାଇଁ ଭାରତୀୟ ସମ୍ବିଧାନ ଦିବସ…

କଟକ ସରକାରୀ ଆଇଟିଆଇରେ ଉଦ୍‌ଘାଟନ କଲେ ସୁବ୍ରତ ବାଗଚି, ଷ୍ଟେମ ଟିକରିଂ ଇନଭେସନ ଲ୍ୟାବ ଓ ଏସଏକେ ରୋବଟିକ ଲ୍ୟାବର…

କଟକ (କେ ନ୍ୟୁଜ୍‌) : କଟକ ସରକାରୀ ଆଇଟିଆଇ ପରିସରରେ ଷ୍ଟେମ ଟିକରିଂ ଇନଭେସନ ଲ୍ୟାବ ଓ ଏସଏକେ ରୋବଟିକ ଲ୍ୟାବର ଉଦଘାଟନ ଉତ୍ସବ ଆୟୋଜିତ ହୋଇଯାଇଛି। ଓଡ଼ିଶା ସ୍କିଲ ଡେଭଲପମେଣ୍ଟର ଅଥରୀଟି ଅଧ୍ୟକ୍ଷ ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଡିଟିଇଟିର ନିର୍ଦ୍ଦେଶକ ରେଘୁ ଜୀ…

କୋଣାର୍କ ଫେଷ୍ଟିଭାଲ ଓ ଚନ୍ଦ୍ରଭାଗାରେ ଇଣ୍ଟରନ୍ୟାସନାଲ ସାଣ୍ଡ ଆର୍ଟ ଫେଷ୍ଟିଭାଲ ଆୟୋଜନକୁ ଚାଲେଞ୍ଜ କରି ହାଇକୋର୍ଟରେ…

କଟକ(କେନ୍ୟୁଜ୍): ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଫେଷ୍ଟିଭାଲ ସହ ଚନ୍ଦ୍ରଭାଗାରେ ଇଣ୍ଟରନ୍ୟାସନାଲ ସାଣ୍ଡ ଆର୍ଟ ଫେଷ୍ଟିଭାଲ ଆୟୋଜିତ ହେବ । ତେବେ କରୋନା କାଳରେ ଏଭଳି ଆୟୋଜନକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା। ଏ ସମ୍ପର୍କରେ ପୁରୀ ଜିଲାପାଳ…

ଅତିରିକ୍ତ ପିସିସିଏଫଙ୍କ ବିଳାସ ବ୍ୟସନର ଆଉ ଏକ ପ୍ରମାଣ, ୬୦ ଲକ୍ଷ ଟଙ୍କାର ଗଜଦନ୍ତ ପଲଙ୍କରେ ସୁଖନିଦ୍ରା ଯାଉଥିଲେ…

କେନ୍ୟୁଜ୍(ବ୍ୟୁରୋ):  ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ । ହାତୀ ଦାନ୍ତରେ ତିଆରି ପଲଙ୍କରେ ଶୋଉଥିଲେ । ଘାଟିକିଆ ବିପୁଲ ଗାର୍ଡେନରେ ଥିବା ଫ୍ଲାଟରେ ୬୦ ଲକ୍ଷ ଟଙ୍କା ପଲଙ୍କ ଠାବ କରିଛି ଭିଜିଲାନ୍ସ । ଏହି ପଲଙ୍କରେ ହାତୀ ଦାନ୍ତ ଲାଗିଛି । ସେହିପରି ଘର…

ପରୀ ଅପହରଣ ଓ ହତ୍ୟା ଘଟଣାରେ ଯିଏ ବି ଜଡ଼ିତ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ଅରୁଣ ସାହୁ

କେନ୍ୟୁଜ୍(ବ୍ୟୁରୋ):   ନୟାଗଡ଼ର ନାବାଳିକା ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ କମ୍ପିଲା ବିଧାନସଭା । ବିରୋଧୀଙ୍କ ହଙ୍ଗାମା ଯୋଗୁ ଚାଲିପାରିଲାନି ଗୃହ । ନିରବତା ଭାଙ୍ଗି ମୁହଁ ଗୃହରେ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ। କହିଛନ୍ତି, ଘଟଣାକୁ ନେଇ ସେ ଦୁଃଖିତ ଓ ମର୍ମାହତ । ପରୀ ନ୍ୟାୟ ପାଉ,…

ମାଲକାନଗିରି ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଟଳି ପଡିଲା ଟପ କ୍ୟାଡ଼ର ମାଓବାଦୀ କିଶୋର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ଜଣେ ଟପ୍‌ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ମୃତ ମାଓବାଦୀର ନାଁ କିଶୋର ବୋଲି ଜଣାଯାଇଛି । ଓଡିଶା ପୋଲିସ ଡିଜି ଅଭୟ ଏବାବଦରେ ସୂଚନା ଦେଇଛନ୍ତି ।…

ୟୁଟ୍ୟୁବରୁ ତାଲା ଭାଙ୍ଗିବା କୌଶଳ ଶିଖିବା ପରେ ଘରୁ ବୁଲାଉଥିଲେ କଳାକନା,  ୫୪୦ ଗ୍ରାମ ସୁନା ଅଳଙ୍କାର ସହ ଦାମୀ କାର…

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ପୋଲିସକୁ ମିଳିଲା ପୁଣି ଏକ ବଡ଼  ସଫଳତା  । ଦୀର୍ଘ ତିନି ବର୍ଷ ଧରି ବ୍ରହ୍ମପୁର ସହର ସମେତ ଆଖାପାଖ ଅଞ୍ଚଳରୁ ବିଭିନ୍ନ ଘରୁ କିଛି ଦିନ ବ୍ୟବଧାନରେ ଚୋରି କରୁଥିବା ଚୋର ଗ୍ୟାଙ୍ଗକୁ ଧରିଛି ପୋଲିସ  । ଏହି ଗ୍ୟାଙ୍ଗ ବିଶେଷ କରି ଘର ତାଲା ପଡିଥିବା କିମ୍ୱା…