Browsing Category

ରାଜ୍ୟ

ଛାଡିଗଲା ସୌକ୍, ଏବେ ଜେଲ ହେବ ପାଠକ ବାପ ପୁଅଙ୍କ ଠିକଣା

କେନ୍ୟୁଜ୍(ବ୍ୟୁରୋ):  IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଛନ୍ତି । ଗିରଫ ପରେ ଉଭୟଙ୍କୁ କୋର୍ଟ ଫରଓ୍ଵାର୍ଡ କରାଯାଇଛି । ଦୁଇ ଦିନ ଧରି ଅଭୟକାନ୍ତଙ୍କୁ ଜେରା କରିଛନ୍ତି ଭିଜିଲାନ୍‌ସ DIG ସଞ୍ଜୟ କୌଶଲ । ଭିଜିଲାନ୍‌ସ SP ଅନୁପମା ଜେମ୍‌ସ ବି ପଚରାଉଚରାରେ ସାମିଲ…

ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଂଚଳରୁ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚାଲିଲା ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ…

ସୁନ୍ଦରଗଡ଼(କେନ୍ୟୁଜ୍‌): ଏଣିକି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ। ଏଥିପାଇଁ ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ମଙ୍ଗଳବାର ଦିନ ଏହି…

ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀଙ୍କୁ ଆକ୍ରମଣ ଘଟଣାରେ ପୋଲିସକୁ ସଫଳତା, ୪୮ ଘଣ୍ଟା ନପୁରୁଣୁ ଧରା ହେଲେ ଅପରାଧୀ

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡସଫଳତା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ମାଉସୀକୁ ହତ୍ୟା ଉଦ୍ୟମ ଘଟଣାରେ । ଆଜି ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଏକ ସାମ୍ବାଦୀକ ସମ୍ମିଳନୀ ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜନ କରି ସୂଚନା ଦେଇଛନ୍ତି । ଏହି…

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଖୁସି ଖବର, ସରକାର ଜାରି କଲେ ମେଗା ଯୋଜନା

ଓଡ଼ିଶା ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଓ କଲ୍ୟାଣ ପାଇଁ ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଏଥି ପାଇଁ ‘ଓଡ଼ିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ-୨୦୦୬’ର ସଂଶୋଧନ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି…

ଆଉ ଶୁଭୁନାହିଁ ନାମ ସଙ୍କୀର୍ତ୍ତନ କି ମୃଦଙ୍ଗର ଶବ୍ଦ, ଜୀବିକା ହରାଇ ଏବେ ଚିନ୍ତାରେ ସଙ୍କୀର୍ତ୍ତନ ମଣ୍ତଳୀର କଳାକାର

ଜଳେଶ୍ବର: କରୋନା କଟକଣା ପାଇଁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। କିଛି ଅଣ୍ଟା ସକଳି ଛିଡା ହେଉଥିବାବେଳେ କିଛି ଆଜିବି  କରୋନା ଦାଉରୁ ନିସ୍ତାର ପାଇପାରିନାହାନ୍ତି । ଏସବୁ ଭିତରେ ସାମିଲ୍ ଅଛନ୍ତି ସଙ୍କୀର୍ତ୍ତନ ମଣ୍ତଳୀର କଳାକାରମାନେ । କରୋନା ଆସିବା ଦିନଠୁ ଗାଁ ଗଣ୍ତାରେ ଆଉ…

ଫୁଲଡୁମେରରେ ମାଓ ପୋଷ୍ଟର, ନିୟମଗିରି ପାହାଡ ଅଞ୍ଚଳରେ ରାସ୍ତା କାମକୁ ବିରୋଧ

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡ ପାଦଦେଶରେ ଥିବା ଫୁଲଡୁମେର ଗାଁ ଠାରେ ଏକ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ନିୟମଗିରି ଅଞ୍ଚଳରେ ମାଓ ସଂଗଠନ ସକ୍ରିୟ ହୋଇ ବଂଶୀଧାର-ଘୁମୁସର-ନାଗାବଳୀ…

ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି: ବିଧାନସଭା ଅଭିମୁଖେ ବିଜେପିର ରାଲି, ପୋଲିସ ସହ…

ଭୁବନେଶ୍ବର: ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ । ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବିଧାନସଭା ଅଭିମୁଖେ ଯାଇଥିଲା । ଲୋୟର PMGରେ ପୋଲିସ ଅଟକାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ସହ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ବହୁ କର୍ମୀକୁ ନିଜ…

ତାମିଲନାଡୁରେ ଜୀବନ ହାରିଥିବା ଦାଦନ ଶ୍ରମିକଙ୍କ ଫେରିଲା ଶବ, ଗାଁରେ ଶୋକର ଛାୟା

କଳାହାଣ୍ଡି(କେନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲାର ଏକ ଦାଦନ ପ୍ରବଣ ବ୍ଲକ ଭାବରେ ପରିଚିତ ଲାଞ୍ଜିଗଡ଼ । ପେଟ ପାଟଣା ପାଇଁ ଏହି ବ୍ଲକରୁ ସହ ସହ ଲୋକେ ଦାଦନ ଯାଇଛନ୍ତି । ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ବେନଙ୍ଗା ପଞ୍ଚାୟତର ବାଲିଗୁଡା ଗାଁ ର ଘାସେ ମାଝୀ ତାମିଲନାଡୁ ରାଜ୍ୟର ତିରପୁର ଜିଲ୍ଲାର…

ପରୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ, ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପରୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ପରୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା କରିଥିଲେ ବିଜେପି ଓ କଂଗ୍ରେସ ବିଧାୟକ ।…

ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା, ‘ପରୀ’ ମୃତ୍ୟୁ ମାମଲାର କରୁଛନ୍ତି ସରଜମିନ ତଦନ୍ତ

ନୟାଗଡ଼ : ନୟାଗଡ଼ରେ IPS ଯଶଓ୍ଵନ୍ତ ଜେଠ୍‌ଓ୍ଵା । ‘ପରୀ’ ମୃତ୍ୟୁ ମାମଲାର ତଦାରଖ କରିବେ । ବୁଧବାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଆଜି ସରଜମିନ ତଦନ୍ତ ପାଇଁ ନୟାଗଡ଼ ଯାଇଛନ୍ତି ଜେଠୱା । ଗତକାଲି ତିନି ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିବା ପରେ ସଦର ଥାନାରୁ…

ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଦେବ ଦୁର୍ଲଭ ନାଗାର୍ଜୁନ ବେଶ, ସମସ୍ତ ନୀତିକାନ୍ତି ସହ ମନ୍ଦିରରେ ପୂଜା…

କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଦେବ ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣା ଯୋଗୁ ଭକ୍ତଙ୍କୁ ମନ୍ଦିର ଆସିବା ମନା। ସମସ୍ତ ନୀତିକାନ୍ତି ସହ ମନ୍ଦିରରେ ପୂଜା ପାଉଛନ୍ତି ତିନି ଠାକୁର। ଦୀର୍ଘ ବର୍ଷ ପରେ ପ୍ରଥମ ଥର…

ରାଜ୍ୟରେ ଖସୁଛି କରୋନା ଗ୍ରାଫ, ୬୦୦ ତଳକୁ ଖସିଲା ପଜିଟିଭ କେସ

ଭୁବନେଶ୍ଵର (କେ ନ୍ୟୁଜ): ଗୋଟିଏ ଦିନ ଭିତରେ ରାଜ୍ୟରେ ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟଙ୍କ ମଧ୍ୟରୁ ୩୪୩ ଜଣ କ୍ଵାରିଣ୍ଟୀଂନ ସେଣ୍ଟରର ହୋଇଥିବା ବେଳେ ଲୋକାଲ କଣ୍ଟକଟରୁ ୨୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଛି । ଆଜିର ଚିହ୍ନଟକୁ ମିଶାଇ ରାଜ୍ୟରେ…