Below header
Browsing Category

ଟେକ୍

Google driveରେ ଆଜିଠାରୁ ଆସୁଛି ନୂଆ ଫିଚର, ଏବେ ଆପେ ଆପେ ଡିଲିଟ ହୋଇଥିବା ଟ୍ରାସ୍‌ ଫାଇଲ୍ସ

Google driveରେ ଏକ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ୩୦ ଦିନ ପରେ ଏଥିରେ କୌଣସି ଟ୍ରାସ ଆଇଟମ୍‌ ରହିବ ନାହିଁ । ଅର୍ଥାତ୍‌ ଏହା ଆପେ ଆପେ ଡିଲେଟ୍‌ ହୋଇଯିବ। ଆଜିଠାରୁ ଏହାର ଆରମ୍ଭ ହେବାକୁ ଯାଉଛି । ଗୁଗଲ ଏକ ବିବୃତ୍ତିରେ କହିଛି ଯେ ଅକ୍ଟୋବର ୧୩, ୨୦୨୦ ଠାରୁ ଗୁଗଲ ଡ୍ରାଇଭରେ…

ପାକିସ୍ତାନରେ ବି ବ୍ୟାନ ହେଲା ଟିକଟକ, ସରକାର କହିଲେ ବରବାଦ ହେଉଛି ସଂସ୍କୃତି

ଭାରତରେ ବ୍ୟାନ ହେବାପରେ ପାକିସ୍ତାନରେ ବି ଚାଇନାର ସର୍ଟ ଭିଡିଓ ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପାକିସ୍ତାନ ସରକାର ଟିକଟକକୁ ସଂସ୍କୃତି ପ୍ରତି ବିପଦ ବୋଲି କହିଛନ୍ତି। ଟିକଟକ ଉପରେ ନିଷେଧାଦେଶ ଜାରି କରିବା ସହିତ ପାକିସ୍ତାନ କହିଛି ଯେ ଟିକଟକ ଅଶ୍ଳୀଳତା ବିସ୍ତାର କରୁଛି। ସୂଚନା…

ପାନ କାର୍ଡ ହଜିଯାଇଛି ତ ନିଅନ୍ତୁନି ଟେନସନ, ଏହି ଷ୍ଟେପକୁ ଫଲୋ କରି ବନାନ୍ତୁ ଡୁପ୍ଲିକେଟ ପାନ କାର୍ଡ

ଆଜିକାଲି ପାନ କାର୍ଡର ଆବଶ୍ୟକତା ସବୁ କ୍ଷେତ୍ରରେ ପ୍ରାୟ ଦରକାର ପଡୁଛି। ଏମିତିରେ କାର୍ଡ ହଯିଯାଏ ତ ସମସ୍ୟାା ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଏବେ ଆଉ ଆପଣଙ୍କୁ ଟେନସନ ନେବା ଆବଶ୍ୟକ ପାହିଁ। କାହିଁକିନା ଯଦି ଆପଣ ପରମାନେଣ୍ଟ ଆକାଉଣ୍ଟ ନମ୍ବର (Permanent Account Number) କାର୍ଡ…

ନିଜ ଫେଭରାଇଟ୍‌ ଚାଟ୍‌କୁ ରଖନ୍ତୁ ସବୁଠୁ ଉପରେ, ଜାଣନ୍ତୁ Whatsapp ର ପିନ୍‌ ଫିଚର ବିଷୟରେ

ହ୍ଵାଟ୍ସଆପ୍‌ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ ଫିଚର ନେଇ ଆସିଥାଏ। ଯାହା ଆମକୁ ଚାଟିଂ କରିବା ବେଳେ ବେଶ୍‌ ସାହାଯ୍ୟ କରିଥାଏ। ସେଭଳି ଏକ ଦରକାରୀ ଫିଚର ହେଉଛି ହ୍ଵାଟ୍ସଆପ୍‌ ପିନ୍‌। ବେଳେବେଳେ ଆମେ ବହୁତ ଲୋକଙ୍କୁ ମେସେଜ୍‌ କରିବା ଭିତରେ ଇମ୍ପୋଟାଣ୍ଟ କନ୍‌ଟାକ୍ଟ ତଳକୁ…

Google ର ନୂଆ ପ୍ଲାନ୍‌, ଏବେ ୟୁଟ୍ୟୁବ୍‌ରେ ବି କରିପାରିବେ ସପିଂ

YouTube ରେ ଏମିତି ଅନେକ ଚ୍ୟାନେଲ ରହିଛି ଯେଉଁଥିରେ ୟୁଟ୍ୟୁବର୍ସ ନୂଆ ନୂଆ ପ୍ରଡକ୍ଟ ଦେଖାଇ ଏହାକୁ କିଣିବାକୁ ତଳେ ଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କରିବାକୁ କହିଥାନ୍ତି। ଏସବୁ ଭିଡିଓ ଦେଖି ଏବେ ଗୁଗଲ ୟୁଟ୍ୟୁବ୍‌ରେ ସପିଂ ସହ ଜଡ଼ିତ ଏକ ନୂଆ ଫିଚରର ଟେଷ୍ଟିଂ ଆରମ୍ଭ କରିଛି। କୁହାଯାଉଛି…

ଗୁଜରାଟରେ ତିଆରି ହେବ ଉଡ଼ନ୍ତା କାର, ରାସ୍ତାରେ ଟ୍ରାଫିକ୍‌ ଥିଲେ ଆପେ ଆପେ ଉଡ଼ିବ ଆକାଶରେ

ଅଫିସ ଯିବା ପାଇଁ ହେଉ କିମ୍ବା କୌଣସି ଜରୁରୀ କାମରେ, ସବୁବେଳେ ଟ୍ରାଫିକ୍‌ର ସାମ୍ନା କରିବାକୁ ପଡ଼ିଥାଏ। ଲମ୍ବା ଟ୍ରାଫିକ୍‌ର ସମସ୍ୟାକୁ ଦୃଷ୍ଟିରେ ରଖି କାର ନିର୍ମାତା କମ୍ପାନୀ ଏକ ଏଭଳି କାର ତିଆରି କରିଛନ୍ତି ଯେଉଁଥିରେ ବସି ଆପଣ ଟ୍ରାଫିକ୍‌ର ଟେନ୍‌ସନ୍‌ରୁ ଫ୍ରି ହୋଇ ଯାତ୍ରା…

ଭାରତୀୟ ବଜାରରେ ସାଓମୀ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ୧୦୮ ମେଗାପିକ୍ସଲ କ୍ୟାମେରା ବିଶିଷ୍ଟ ଦମଦାର ଫୋନ, ଜାଣନ୍ତୁ…

ବଜାରକୁ ଖୁବ ଶୀଘ୍ର ଆସିବାକୁ ଯାଉଛି 5 ଜି ସପୋର୍ଟ ସହ ୧୦୮ ମେଗା ପିକ୍ସଲ ବିଶିଷ୍ଟ ଫୋନ । ସାଓମୀ ନିଜ ନୂଆ ସ୍ମାର୍ଟଫୋନ Redmi Note 10କୁ ଖୁବଶୀଘ୍ର ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଏକ ରିପୋର୍ଟରୁ ଜଣାଯାଇଛିଯେ କମ୍ପାନୀ ନିଜର ଏହି ଫୋନକୁ ୧୦୮ ମେଗାପିକ୍ସଲ କ୍ୟାମେରା ସହ ଲଞ୍ଚ…

Motorola ର ଏହି ସ୍ମାର୍ଟଫୋନରେ ମିଳିଛି ୪୦ ହଜାର ଟଙ୍କାର ଡିସକାଉଣ୍ଟ, ଏଠାରେ ଜାଣନ୍ତୁ ସଂପୂର୍ଣ୍ଣ ଖବର

Motorola ନିଜର ସ୍ମାର୍ଟଫୋନରେ ଡିଲ୍ସ ଏବଂ ଡିସକାଉଣ୍ଟ ଘୋଷଣା କରିଛି। ଏହାର ଫାଇଦା ଗ୍ରାହକଙ୍କୁ ଫ୍ଲିପକାର୍ଟର ବିଗ୍‌ ବିଲିଅନ ଡେଜ ସେଲ୍‌ ସମୟରେ ମିଳିବ। ଏହି ସେଲ ୧୬ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କମ୍ପାନୀପକ୍ଷରୁMoto G9, Motorola One Fusion + ଏବଂ Moto E7 Plus…

Apple ର ଦୀପାବଳି ଅଫର, iPhone 11 କିଣନ୍ତୁ ଆଉ ମାଗଣାରେ ପାଆନ୍ତୁ Airpods

Apple iPhone ଲଭର୍ସଙ୍କ ପାଇଁ ଖୁସି ଖବର। ଭାରତରେ ନୂଆ ଦୀପାବଳି ଅଫର ଘୋଷଣା କରିଛି କମ୍ପାନୀ। ଏହି ଅଫରରେ କମ୍ପାନୀ ଆପଲ ଆଇଫୋନ ୧୧ କିଣିଲେAirPod ମାଗଣାରେ ଦେଉଛି। ଏହି ଅଫର ୧୭ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି। ଆଇଫୋନ ୧୧ର ୬୪ ଜିବି ଭାରିଅଣ୍ଟର ମୂଲ୍ୟ ୬୮,୩୦୦ ଟଙ୍କା ଏବଂ ୧୨୮…

ଫ୍ଲିପକାର୍ଟରେ ଫେଷ୍ଟିଭ ସେଲରେ ମିଳୁଛି OnePlus ଟିଭିରେ ବମ୍ପର ଅଫର, ଜାଣନ୍ତୁ କ’ଣ

ଖୁବଶୀଘ୍ର Oneplus TV Y ସିରିଜ ମଡେଲ ୧୨ ଅକ୍ଟୋବରରୁ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ଟିଭି ମଡେଲର ବିକ୍ରି ୧୬ ଅକ୍ଟୋବରରୁ ଫ୍ଲିପକାର୍ଟରେ ବିଗ୍‌ ବିଲଅନ ଡେ ସେଲରେ ଆରମ୍ଭ ହେବ। ଏହି ଟିଭିର ୪୩ ଇଞ୍ଚ ଭାରିଅଣ୍ଟର ମୂଲ୍ୟ ୨୪,୯୯୯ ଟଙ୍କା ରହିଥିବା ବେଳେ ୩୨ ଇଞ୍ଚ ଭାରିଅଣ୍ଟର…

Aadhaarକୁ ଡେବିଟ୍‌ କାର୍ଡ ଭଳି ପର୍ସରେ ରଖିବା ହେବ ସହଜ, ମାତ୍ର ୫୦ ଟଙ୍କାରେ ବନିଯିବ Card

ଏକ ବହୁତ ଜରୁରୀ ଡକ୍ୟୁମେଣ୍ଟ ଭାବରେ ଆଧାରକାର୍ଡକୁ ବ୍ୟବହାର କରାଯାଉଛି। ଆପଣଙ୍କୁ ଏହାକୁ ସାଙ୍ଗରେ ଧରି ବୁଲିବାକୁ ମଧ୍ୟ ହୋଇଥାଏ। ଏମିତି ତ ସରକାର ଏହାକୁ କ୍ୟାରି କରିବା ପାଇଁ ଅନେକ ବିକଳ୍ପ ଉପଲବ୍ଧ କରାଇଛନ୍ତି। କିନ୍ତୁ ଏବେ ଆପଣ ଆଧାର କାର୍ଡକୁ ଡେବିଟ୍‌ କାର୍ଡ ଭଳି ନିଜ ପକେଟ କିମ୍ବା…

ଭିଡିଓରେ ଜାରି ହେଲା OnePlus 8T ର ଡିଜାଇନ୍, ଜାଣନ୍ତୁ କ’ଣ ରହିଛି ଖାସିୟତ୍‌

ଆଜି ରିଲିଜ୍ ହୋଇଥିବା ଏକ ନୂତନ ଭିଡିଓରେ, ୱାନପ୍ଲସ୍ ଅଫିସିଆଲ୍ ଲଞ୍ଚର ଏକ ସପ୍ତାହ ପୂର୍ବରୁ OnePlus 8T ଡିଜାଇନ୍କୁ ବନ୍ଦ କରିଦେଇଛି | କିଛି ସପ୍ତାହ ପୂର୍ବରୁ ଲିକ୍ ହୋଇଥିବା, OnePlus 8T ର ଡିଜାଇନ୍ ହେଉଛି OnePlus 8 ସିରିଜ୍ ଠାରୁ ସମ୍ପୂର୍ଣ୍ଣ ଅଲଗା| ଏହା ବାମ କୋଣରେ ଲାଗିଥିବା…