Browsing Category

ଟେକ୍

ଆଲେକ୍ସା ଭଏସକୁ କମାଣ୍ଡ କରିବ ଆମାଜନର ନୂଆ ଫାୟାର ଟିଭିଷ୍ଟିକ ଲାଇଟ୍‌, ଦାମ୍‌ ୨୯୯୯ରୁ ଆରମ୍ଭ

ଗତ କିଛି ଦିନ ତଳେ ଆମାଜନର ଶସ୍ତା ଫାୟାର ଟିଭି ଷ୍ଟିକ ଲାଇଟ ଲଞ୍ଚ ହେବ ବୋଲି ଖବର ଆସିଥିଲା। ଯାହାର ଫଟୋ ଲିକ୍‌ ହୋଇଥିଲା। ଯାହାକୁ ଆମାଜନ ଏବେ ଲଞ୍ଚ କରିଛି। ଯାହାର ମୂଲ୍ୟ ୨,୯୯୯ ଟଙ୍କା ରହିଛି। ପୂର୍ବରୁ ଆମାଜନ ଫାୟାର ଟିଭି ଷ୍ଟିକର ମୂଲ୍ୟ ୩,୯୯୯ ଟଙ୍କା ରହିଥିବା ବେଳେ ଟିଭି ଷ୍ଟିକ…

ଖାସ ଫିଚର ସହିତ ଲଞ୍ଚ ହେଲା Vivo V20 SE, Realme 7 pro କୁ ଦେବ ଟକ୍କର

ଆଜିକାଲି ସ୍ମାର୍ଟଫୋନରେ ସମସ୍ତଙ୍କୁ ଅଧିକ ସମୟ ଧରି ଚାଲୁଥିବା ବ୍ୟାଟେରି ବ୍ୟାକଅପ ସହିତ ବଡ ଡିସପ୍ଲେର ମଧ୍ୟ ଆବଶ୍ୟକ ରହୁଛି । ତେବେ ଏସମସ୍ତ ଫିଚରକୁ ଦୃଷ୍ଟିରେ ରଖି Vivo ମୋବାଇଲ କମ୍ପାନୀ V20 ସିରିଜର ନୂଆ ସ୍ମାର୍ଟଫୋନ V20 SE ଲଞ୍ଚ କରିଛି । ଏହା ପୂର୍ବରୁ ମଧ୍ୟ କମ୍ପାନୀ V20 ସିରିଜର…

୨୯ ସେପ୍ଟେମ୍ବରରେ ଭାରତରେ ଲଞ୍ଚ ହେବ Mi Smart Speaker, ମିଳିବ ଗୁଗଲ୍‌ ଆସିଷ୍ଟାଣ୍ଟ ଏବଂ ଆମାଜନ ଆଲେକ୍ସାର ସପୋର୍ଟ

Xiaomi ର ନୂଆ ସ୍ମାର୍ଟ ସ୍ପିକର ବହୁତ ଜଲଦି ଭାରତରେ ଲଞ୍ଚ ହେବାକୁ ଯାଉଛି। ଆସନ୍ତା ୨୯ ସେପ୍ଟେମ୍ବରରେ ସାଓମି ଭାରତରେ ‘Smarter Living’ ନାଁରେ ଏକ ଇଭେଣ୍ଟ ଆୟୋଜନ କରୁଛି, ଯେଉଁଥିରେ ଏକ ସ୍ମାର୍ଟ ସ୍ପିକର ଲଞ୍ଚ କରାଯିବ। ଏନେଇ ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନ…

ଇୟରଫୋନ କିମ୍ବା ହେଡଫୋନ କିଣିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ୩ କଥା, ଫାଇଦାରେ ରହିବେ ଆପଣ

ସ୍ମାର୍ଟଫୋନର ଚାହିଦା ବଢ଼ିବା ସହିତ ଇୟରଫୋନର ମଧ୍ୟ ଡିମାଣ୍ଡ ବଢ଼ୁଛି। ଆଜିକାଲି ବଜାରରେ ଦୁଇ ପ୍ରକାରର ଇୟରଫୋନ ମିଳୁଛି। ପ୍ରଥମଟି ହେଉଛି ତାର ବାଲା ଏବଂ ଅନ୍ୟଟି ହେଉଛି ବିନା ତାର ବାଲା। ଯଦି ଆପଣ ହେଡଫୋନ, ଇୟରଫୋନ କିମ୍ବା ଇୟରବଡ୍ସ କିଣିବାକୁ ଯାଉଛନ୍ତି, ତାହେଲେ ଭଲ ଆଉ ବଢ଼ିଆ ବାଛିବାକୁ…

ଭାରତୀୟ ବଜାରରେ Anker ଲଞ୍ଚ କଲା 10W ୱେୟାରଲେସ ଚାର୍ଜର, ୨ ଗୁଣା ସ୍ପୀଡରେ ଚାର୍ଜ ହେବ ଡିଭାଇସ

ଆମେରିକୀୟ ଇଲେକ୍ଟ୍ରୋନିକ୍ସ କମ୍ପାନୀ "ଆଙ୍କର" ଭାରତୀୟ ବଜାରରେ 10W ର ଏକ ୱେୟାରଲେସ ଚାରଜିଙ୍ଗ ପ୍ୟାଡ଼ "ପାୱାରୱେବ ବେସ ପ୍ୟାଡ଼" ଲଂଚ କରିଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛିକି, ଏହି ୱେୟାରଲେସ ଚାର୍ଜର ସାହାଯ୍ୟରେ କୌଣସି ଡିଭାଇସକୁ ଫାଷ୍ଟ ଚାରଜିଙ୍ଗ ସପୋର୍ଟ ମିଳିପାରିବ । ଯାହାକି…

କିପରି ବନାଇବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, ଜାଣନ୍ତୁ ଏହାର ପ୍ରକ୍ରିୟା ଏବଂ କେତେ ରହିବ ଦାମ

ଦିଲ୍ଲୀର ସମସ୍ତ ବାହନ ନିର୍ମାତାଙ୍କ ପାଇଁ high security registration plates (HSRP) ବାଧ୍ୟତାମୂଳକ ହୋଇଛି । ଯାନ ନିର୍ମାତା କମ୍ପାନୀଗୁଡ଼ିକୁ ମଧ୍ୟ ଏକ ତୃତୀୟ ପଞ୍ଜୀକରଣ ଚିହ୍ନ ସୃଷ୍ଟି କରିବାକୁ ପଡିବ । ତେବେ ବର୍ତ୍ତମାନ ଦିଲ୍ଲୀରେ ଡ୍ରାଇଭରମାନଙ୍କୁ ଉଚ୍ଚ ସୁରକ୍ଷା ନମ୍ବର ପ୍ଲେଟ…

Google Drive ରେ ହେଲା ବଡ଼ ପରିବର୍ତ୍ତନ, ଏବେ ଟ୍ରାସ୍‌ ଫୋଲ୍ଡରକୁ ଡିଲିଟ୍‌ କରିବ କମ୍ପାନୀ

ଗୁଗଲ ଡ୍ରାଇଭ୍‌ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ବଡ଼ ଖବର। ଗୁଗଲ ଡ୍ରାଇଭ୍‌ କମ୍ପାନୀ ତରଫରୁ ଏକ ବଡ଼ ପରିବର୍ତ୍ତନ କରାଯାଉଛି। ଗୁଗଲ ଡ୍ରାଇଭ୍‌ର ଟ୍ରାସ(ଡିଲିଟ୍‌ ହୋଇଥିବା ଫାଇଲ୍‌)କୁ କମ୍ପାନୀ ଏବେ ୩୦ ଦିନ ପର୍ଯ୍ୟନ୍ତ ହିଁ ସେଭ୍‌ କରି ରଖିବ ଓ ତା’ପରେ ଡିଲିଟ୍‌ କରିଦେବ। ୧୩ ଅକ୍ଟୋବର…

୧୦ ହଜାରରୁ କାମ ଦରରେ ପାଇପାରିବେ Redmiର ଏହି ସାନଦାର ଫୋନ, ଆଜିଠୁ ଆରମ୍ଭ ହେଉଛି ସେଲ

ସାଓମୀର ଶସ୍ତା ସ୍ମାର୍ଟଫୋନ ରେଡ଼ମୀ 9i ର ସେଲ ଆଜି ଦ୍ବିପହର ୧୨ଟା ଠାରୁ ଆରମ୍ଭ ହୋଇଯାଇଛି । ଏହାକୁ ଅନଲାଇନ ସପିଙ୍ଗ ୱେବସାଇଟ ଫ୍ଲିପକାର୍ଟ ଓ କମ୍ପାନୀର ୱେବସାଈଟ Mi. com ରୁ ସହଜରେ କିଣାଯାଇପାରିବ । କହିରଖିବା ଉଚିତ ହେବକି ଚଳିତ ମାସ ପ୍ରଥମ ସପ୍ତାହରେ ହିଁ ଏହି ସ୍ମାର୍ଟଫୋନ ଟିକୁ…

ଖୁବଶୀଘ୍ର ଆସୁଛି ଆମାଜନର ନୂଆ ଫାୟାର ଟିଭିଷ୍ଟିକ ଲାଇଟ୍‌ ରିମୋଟ, ଫଟୋ ଲିକ୍‌

Winfuture ପକ୍ଷରୁ ନୂଆ ଲୋ କଷ୍ଟ ଫାୟର ଟିଭି ଷ୍ଟିକ ର ଏକ ଫଟୋ ଲିକ୍‌ ହୋଇଛି। ଯାହାକୁ ଆମାଜନ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି। ଏହି ରିପୋର୍ଟରେ ନୂଆ ଡିଭାଇସ ବିଷୟରେ କୌଣସି ପ୍ରକାର ବିବରଣୀ ଜଣାପଡିନାହିଁ। କିନ୍ତୁ ‘ଫାୟର ଟିଭି ଷ୍ଟିକ୍‌ ଲାଇଟ’ ଆମାଜାନର ବର୍ତ୍ତମାନ ଫାୟାର ଟିଭି ଷ୍ଟିକ…

ଏବେ ମୋବାଇଲରେ କରିପାରିବେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ, ନବରାତ୍ରିରେ ଲଞ୍ଚ୍‌ ହେବ ଆପ୍‌

ଚଳିତବର୍ଷ ନବରାତ୍ରିରେ ଶ୍ରୀ ମାତା ବୈଷ୍ଣୋଦେବୀ ସାଇନ୍‌ ବୋର୍ଡ କୋଟି କୋଟି ଭକ୍ତଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି। ସଂସ୍ଥା ତରଫରୁ ଖୁବ୍‌ଶୀଘ୍ର ଏକ ମୋବାଇଲ ଆପ୍‌ ଆରମ୍ଭ ହେବାକୁ ଯାଉଛି, ଯାହା ମାଧ୍ୟମରେ ଭକ୍ତମାନେ ନିଜ ମୋବାଇଲରେ ମାତାଙ୍କ ଆରତୀ ଓ ଦର୍ଶନ କରିପାରିବେ। ଶ୍ରୀ ମାତା…

ଭାରତରେ ଲଞ୍ଚ୍‌ ହେଲା Apple ର ପ୍ରଥମ ଅନ୍‌ଲାଇନ୍‌ ଷ୍ଟୋର, ଗ୍ରାହକଙ୍କୁ ମିଳିବ ଏସବୁ ସୁବିଧା

ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଆପଲ ଭାରତରେ ଲଞ୍ଚ୍‌ କଲା ନିଜ ପ୍ରଥମ ଅନ୍‌ଲାଇନ୍‌ ଷ୍ଟୋର। ଆପଲ ଅନ୍‌ଲାଇନ୍‌ ଷ୍ଟୋରରେ ଗ୍ରାହକଙ୍କୁ ସମସ୍ତ ପ୍ରକାରର ପ୍ରଡକ୍ଟସ ମିଳିବ। ଏହା ବ୍ୟତୀତ ଡାଇରେକ୍ଟ କଷ୍ଟମର ସପୋର୍ଟ, ଷ୍ଟୁଡେଣ୍ଟ ଡିସ୍‌କାଉଣ୍ଟ ଓ ଫାଇନାନ୍ସ ଅପ୍‌ସନ୍‌ ବି ଦିଆଯିବ। ଏବେ…

Nokia 2.4 ଏବଂ Nokia 3.4 ସ୍ମାର୍ଟଫୋନ ହେଲା ଲଞ୍ଚ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ

HMD ଗ୍ଲୋବାଲ ପକ୍ଷରୁ ଦୁଇଟି ନୂଆ ସ୍ମାର୍ଟଫୋନ Nokia 2.4 ଏବଂ Nokia 3.4 କୁ ଲଞ୍ଚ କରିଛି। ଏହାସହିତ କମ୍ପାନୀ କିଛି ନୂଆ ଏକ୍ସେସିରିଜ ଯେଭଳି ନୋକିଆ ପାଓ୍ଵର ଇଅରବଡସ୍‌ ଏବଂ ନୋକିଆ ପୋର୍ଟେବଲ େଓ୍ଵୟାରଲେସ ସ୍ପିକର ମଧ୍ୟ ଲଞ୍ଚ କରିଛି। ନୋକିଆ ୩.୪ର ତିନିଟି ଭାରିଅଣ୍ଟସ୍‌ ୩ ଜିବି+୩୨…