Browsing Category

ଟେକ୍

ଟିଭି କିଣିବାକୁ ଚାଁହୁଛନ୍ତି ତାହେଲେ ଆଉ କରନ୍ତୁନି ବିଳମ୍ବ, ୩୦ ପ୍ରତିଶତ ବଢିବାକୁ ଯାଉଛି ଟିଭି ଦାମ

ଆଜିକାଲି ଲୋକଙ୍କ ଘରେ ସ୍ମାର୍ଟ ଟିଭି ଏକ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସ୍ମାର୍ଟ ଟିଭିର ସୁବିଧା ହେଉଛି ଯେ ଆପଣ ଏଥିରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ଏବଂ ଟିଭିରେ ଶୋ ମଧ୍ୟ ଦେଖିପାରିବେ ଯାହା DTHରେ ଉପଲବ୍ଧ ନୁହେଁ । ଭାରତରେ ବିଶେଷତଃ ଧନତେରସ ଅବସରରେ ଟିଭି ପରି ଗ୍ୟାଜେଟ ବହୁତ…

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ OnePlus 8T 5G, ଆମାଜନରେ ଜାରି ହେଲା ଅଫିସିଆଲ ଟିଜର

ଭାରତରେ ଖୁବଶୀଘ୍ର ଲଞ୍ଚ ହୋଇପାରେ OnePlus 8T 5G । ଏହାର ଲଂଚି ନେଇ Amazon ଇଣ୍ଡିଆରେ ଟିଜର ଜାରି କରାଯାଇଛି। ଇ-କମର୍ସ ପ୍ଲାଟଫର୍ମ ପକ୍ଷରୁ ନିଜ େଓ୍ଵବସାଇଟ୍‌ରେ ‘Notify Me’ ପେଜରେ ଜାରି କରିଛି। ଯେଉଁଠି ଫୋନ ଲଞ୍ଚ ବିଷୟରେ କୁହାଯାଇଛି। ଗତ ଶୁକ୍ରବାର ଦିନ ଏହି ସ୍ମାର୍ଟଫୋନକୁ ନେଇ…

ଭାରତରେ ଶସ୍ତା ହେଲା Vivo ର ଏହି ଦୁଇଟି ସ୍ମାର୍ଟଫୋନ, ଜାଣିନିଅନ୍ତୁ ନୂଆ ମୂଲ୍ୟ

ଆପଣ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଭିଭୋର ଦୁଇଟି ସ୍ମାର୍ଟଫୋନ Vivo S1 Pro ଏବଂ Vivo Y50 । ଏହି ଦୁଇଟି ଫୋନ ମୂଲ୍ୟ ହଜାରେ ଟଙ୍କା ପର୍ଯ୍ୟନ୍ତ କମ୍‌ ହୋଇଛି। ଆମାଜନ ଏବଂ ଫ୍ଲିପକାର୍ଟରେ ଏହି ନୂଆ ମୂଲ୍ୟ ଦେଖିବାକୁ ମିଳିଛି।…

ହ୍ଵାଟ୍‌ଆପ୍‌ ୟୁଜରଙ୍କ ପାଇଁ ଖୁସିଖବର, ଖୁବ୍‌ଶୀଘ୍ର ଆପ୍‌ରେ ସାମିଲ ହେବାକୁ ଯାଉଛି ୪ଟି ଅତି ଦରକାରୀ ଫିଚର

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ର ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଖୁସି ଖବର। Whatsapp ରେ ଏବେ ଆହୁରି ୪ଟି ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି। ଏହି ଫିଚର ଆସିବା ପରେ ହ୍ଵାଟ୍ସଆପ୍‌ର ବ୍ୟବହାର କରିବା ଆହୁରି ସୁବିଧା ତଥା ସରଳ ହୋଇଯିବ। ହ୍ଵାଟ୍ସଆପ୍‌ର ବିଟା ଭର୍ସନ ଓ…

ଆଜିଠୁ ଆରମ୍ଭ ହେଉଛି Realme ର ଜବରଦସ୍ତ ସେଲ, ଶୀଘ୍ର ହିଁ ଅଫରର ସୁଯୋଗ ନିଅନ୍ତୁ

ଅନ୍ୟତମ ନାମୀ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Realme ନିଜର ବ୍ରାଣ୍ଡେଡ ସ୍ମାର୍ଟଫୋନ ମାନ ବଜାରରେ ଲଞ୍ଚ କରିବାକୁ ଯାଉଛି । ନିକଟରେ କମ୍ପାନୀ ପକ୍ଷରୁ C ସିରିଜରେ ଅନେକ ଫୋନ ଲଂଚ ହୋଇଥିବା ବେଳେ କମ ବଜେଟରେ ଉନ୍ନତ ଫିଚର୍ସ ସହିତ Realme 7 ସିରିଜ ଲଂଚ କରିଛି | ଗ୍ରାହକଙ୍କ ପାଇଁ କିନ୍ତୁ…

ପୁଣି ବିବାଦରେ ଫେସବୁକ୍‌, ଫୋନ କ୍ୟାମେରାରେ ଇନଷ୍ଟାଗ୍ରାମ ୟୁଜର୍ସଙ୍କର ଗୁଇନ୍ଦାଗିରି କରୁଥିବା ଅଭିଯୋଗ

ଫେସବୁକ୍‌ ଏବେ ଅନେକ ବିବାଦକୁ ନେଇ ଚର୍ଚ୍ଚାରେ। ପୁଣି ଥରେ ଫେସବୁକକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଫେସବୁକ୍‌ରେ ଇନଷ୍ଟାଗ୍ରାମ ୟୁଜର୍ସଙ୍କଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ମାମଲା ଦାଏର କରାଯାଇଛି। ରିପୋର୍ଟ ମୁତାବକ, ନ୍ୟୁ ଜର୍ସିର ଜଣେ ଇନଷ୍ଟାଗ୍ରାମ ୟୁଜର…

ସରକାର ଦେଉଛନ୍ତି ମାଗଣା ଗ୍ୟାସ ସିଲିଣ୍ଡର ନେବା ସୁଯୋଗ, ଏପରି ଉଠାନ୍ତୁ ଲାଭ

ଆପଣଙ୍କୁ ମାଗଣାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର। ସରକାର ଦେବେ ସାଧାରଣ ଜନତାଙ୍କୁ ଉପହାର। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜରିଆରେ ସରକାର ମାଗଣାରେ ସିଲିଣ୍ଡର ଦେଉଛନ୍ତି। ଏହି ଯୋଜନାର ଲାଭ ଆପଣ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉଠାଇପାରିବେ। କରୋନା କାରଣରୁ ଏହି ଯୋଜନାର ତାରିଖକୁ ବୃଦ୍ଧି…

Amazon Alexa ଆପ୍‌ରେ ଆସିଲା ହିନ୍ଦୀ ସପୋର୍ଟ, ଏବେ ସାଧାରଣ ଭାଷାରେ ପଚାରିପାରିବେ ପ୍ରଶ୍ନ

Amazon Alexa ରେ ଭଏସ ଆସିଷ୍ଟାଣ୍ଟ ପାଇଁ ହିନ୍ଦୀ ଭାଷାର ସପୋର୍ଟ, ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ଡିଭାଇସ ସପୋର୍ଟ ଦେଇଛି। ଗତବର୍ଷ କମ୍ପାନୀ ଆଲେକ୍ସାରେ ହିନ୍ଦୀ ଭାଷାର ଆରମ୍ଭ କରିଥିଲା । ଆମାଜନ ବର୍ଷେ ପୂର୍ବରୁ ଆଲେକ୍ସାରେ ହିନ୍ଦୀର ଆରମ୍ଭ କରିଥିଲା। ସେବେ ଠାରୁ ଏଥିରେ ୬୦ଟି ନୂଆ ଫିଚର୍ସ…

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Play Station 5 ଏବଂ Play Station 5 ଡିଜିଟାଲ ଏଡିସନ, ଜାଣନ୍ତୁ କଣ ସବୁ ରହିଛି…

କିଛି ଦିନ ପୂର୍ବସୋନି ରୁ କମ୍ପାନୀ ଆଗାମି ପ୍ଲେ ଷ୍ଟେସନ ୫କୁ ନେଇ ଏକ ସ୍ପେଶାଲ ‌ଇଭେଣ୍ଟର ଆୟୋଜନ କରିଥିଲା। ଏହି ଇଭେଣ୍ଟ ମାଧ୍ୟମରେ କମ୍ପାନୀ ନିଜ ପ୍ଲେ ଷ୍ଟେସନ ଫିଚର୍ସ ବାବଦରେ କିଛି ତଥ୍ୟ ଦେଇଥିଲା । ଏହି ଇଭେଣ୍ଟରେ ନିଜର ନୂତନ ପ୍ଲେ ଷ୍ଟେସନର ବଜାରରେ ହେବାକୁ ଯାଉଥିବା ରିଲିଜ ତାରିଖ…

ଫୋଡ୍‌ ନେଇ ଆସିଛି ଫ୍ରି ଷ୍ଟାଇଲ୍‌ର ଟପ୍‌ ଓରିଏଣ୍ଟ୍‌, ଏସ୍‌ବିଆଇ ମଧ୍ୟ ଦେଉଛି ଖାସ୍‌ ଅଫର୍‌

ବର୍ତ୍ତମାନର ଫେଷ୍ଟିଭ ସିଜିନକୁ ଦୃଷ୍ଟିରେ ରଖି ଫୋର୍ଡ ଇଣ୍ଡିଆ କମ୍ପାନୀ ନିଜ ଫୋର୍ଡ ଫ୍ରି ଷ୍ଟାଇଲର ଶୀର୍ଷ ଭାରିଆଣ୍ଟ ଲଞ୍ଚ କରିଛି । ଏହି ଯାନ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦ୍ୱାରା ଚାଲିପାରିବ । ଏହା ସହିତ ଗାଡି କିଣିବା ଦ୍ୱାରା ଷ୍ଟେଟ ବ୍ୟାଙ୍କ ମଧ୍ୟ ନିଜ ତରଫରୁ ଏକ ଖାସ ଅଫର ଆଣିଛି ।…

କାହିଁକି ହଟିଲା ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା Paytm ଆପ, ସ୍ପଷ୍ଟୀକରଣ ରଖିଲେ କମ୍ପାନୀ ଅଧିକାରୀ

ନିଜ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପକୁ ହଟାଇ ଦେଇଛି । ଏବେ ପେଟିଏମ ଆପକୁ ଆଣ୍ଡ୍ରଏଡ଼ ୟୁଜର୍ସ ମାନେ କିଛି ସମୟ ପାଇଁ ଡାଉନଲୋଡ କରିପାରିବେ ନାହିଁ । କିନ୍ତୁ ପୂର୍ବଭଳି ପେଟିଏମ ମଲ, ପେଟିଏମ ବିଜିନେସ, ପେଟିଏମ ମନି ପରି ଆପ ଏବେ ବି ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି । ଆପଲ ଷ୍ଟୋରରୁ ଏହାକୁ ଡାଉନ…

ହ୍ଵାଟସଆପ୍‌ ୱେବ୍ ପାଇଁ ଖୁବଶୀଘ୍ର ଆସୁଛି ଫିଙ୍ଗରପ୍ରିଣ୍ଟ ସିକ୍ୟୁରିଟି ଫିଚର, ଏମିତି କରିବ କାମ

Whatsapp ଆପଣ ଡେସ୍କଟପ୍‌ରେ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ ଏବଂ ଆଇଓଏସରେ ହ୍ଵାଟସଆପ୍‌କୁ ଲକ୍‌ କରିବାର ଫିଚର ମିଳିଥିଲା କିନ୍ତୁ ଏବେ ହ୍ଵାଟସଆପ୍‌ ୱେବରେ ମଧ୍ୟ କରିପାରିବେ। ଏବେ ଏହି ଫିଚର ଫାଇନାଲ ବିଲ୍ଡଅପ୍‌ ହୋଇନାହିଁ। ଏବେ ଏହା…