Browsing Category

ଟେକ୍

ହ୍ଵାଟସଆପ୍‌ ୱେବ୍ ପାଇଁ ଖୁବଶୀଘ୍ର ଆସୁଛି ଫିଙ୍ଗରପ୍ରିଣ୍ଟ ସିକ୍ୟୁରିଟି ଫିଚର, ଏମିତି କରିବ କାମ

Whatsapp ଆପଣ ଡେସ୍କଟପ୍‌ରେ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ ଏବଂ ଆଇଓଏସରେ ହ୍ଵାଟସଆପ୍‌କୁ ଲକ୍‌ କରିବାର ଫିଚର ମିଳିଥିଲା କିନ୍ତୁ ଏବେ ହ୍ଵାଟସଆପ୍‌ ୱେବରେ ମଧ୍ୟ କରିପାରିବେ। ଏବେ ଏହି ଫିଚର ଫାଇନାଲ ବିଲ୍ଡଅପ୍‌ ହୋଇନାହିଁ। ଏବେ ଏହା…

ଡେବିଟ୍‌ କିମ୍ବା କ୍ରେଡିଟ କାର୍ଡ ନୁହେଁ, ହାତଘଣ୍ଟାରୁ କରିପାରିବେ ଡିଜିଟାଲ ପେମେଣ୍ଟ

ଏଣିକି ସପିଙ୍ଗ୍ କରିବା ପରେ ପେମେଣ୍ଟ ପାଇଁ ଡେବିଟ୍ କାର୍ଡ କି କ୍ରେଡିଟ କାର୍ଡ କିମ୍ବା ମୋବାଇଲରେ କୌଣସି ଆପ୍ ଦରକାର ପଡ଼ିବ ନାହିଁ। ଏ କାମ ଏବେ ଆପଣଙ୍କ ହାତଘଣ୍ଟା କରିବ। ସବୁଠୁ ଲୋକପ୍ରିୟ ଘଣ୍ଟା କମ୍ପାନି ଟାଇଟନ୍ ପ୍ରଥମଥର ପାଇଁ ଭାରତରେ କଣ୍ଟାକ୍ଟଲେସ୍ ପେମେଣ୍ଟକୁ ସପୋର୍ଟ କରୁଥିବା…

ଏବେ ସବୁଠି ପତ୍ତା ଲଗାଇ ପାରିବେ ଫ୍ରି Wi-Fi, ଏହି ୩ ତରିକା ଆପଣଙ୍କୁ କରିବ ସାହାଯ୍ୟ

ଏବେ ତ ଇଣ୍ଟରନେଟ ପ୍ୟାକର ଦାମ ସେତେ ବେଶି ଅଧିକ ନାହିଁ, କିନ୍ତୁ ମାଗଣା ଜିନିଷ କାହାକୁ ବା ପସନ୍ଦ ନୁହେଁ। ତେଣିକି ତାହା ଫ୍ରି ଓ୍ଵାଇ-ଫାଇ ହୋଇଥାଉ ନା କାହିଁକି। ଏମିତି ତ ରେଳ ଷ୍ଟେସନ ଏବଂ ସାର୍ବଜନିକ ସ୍ଥାନରେ ଫ୍ରି ଓ୍ଵାଇ-ଫାଇ ସେବା ମିଳୁଛି, କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ଆମେ…

ଗୁଗଲରେ ବଢିଆ EMI ଅଫର ଦେଖି କିଣିଥିଲେ ମୋବାଇଲ, ୯ ମାସ ହେଲା କରିଛନ୍ତି ଅପେକ୍ଷା

ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀଗୁଡିକ ଲୋକଙ୍କୁ EMIରେ ଜିନିଷ ବିକ୍ରି କରନ୍ତି । କିନ୍ତୁ ବର୍ତ୍ତମାନ ଏହି EMI ନାମରେ ଲୋକଙ୍କୁ ଲୁଟିବା କାମ ଆରମ୍ଭ ହୋଇଛି । କିଛି ଠକ ଲୋକ ନକଲି ୱେବସାଇଟ ବନାଇ ଭଲ କମ୍ପାନୀର ମୋବାଇଲ୍ / ଇଲେକ୍ଟ୍ରିକ୍ ସାମଗ୍ରୀକୁ EMIରେବିକ୍ରି…

୬ ହଜାର ଟଙ୍କା ଶସ୍ତା ହେଲା OnePlus 7T Pro, ୩ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଏକ୍ସଟ୍ରା ଡିସକାଉଣ୍ଟ

OnePlus ର ଦମଦାର୍‌ ସ୍ମାର୍ଟଫୋନ୍ OnePlus 7T Pro ର ମୂଲ୍ୟ ୬୦୦୦ଟଙ୍କା ଶସ୍ତା ହୋଇଛି। ମୂଲ୍ୟ ହ୍ରାସ ପାଇବା ପରେ ଫୋନର ମୂଲ୍ୟ ଆମାଜନ୍‌ ଇଣ୍ଡିଆରେ ୫୩,୯୯୯ ଟଙ୍କାରୁ ହ୍ରାସ ପାଇ ୪୭,୯୯୯ ଟଙ୍କା ହୋଇଛି। ଏହି ଡିସକାଉଣ୍ଟ ଫୋନର 8 GB RAM ଏବଂ 256 GB ଇଣ୍ଟରନାଲ ଷ୍ଟୋରେଜ୍ ଆକାରରେ…

ଭାରତୀୟ ବଜାରରେ ୪ ହଜାରରୁ କମ ମୂଲ୍ୟରେ ଲଞ୍ଚ ହେଲା Portronics ସ୍ମାର୍ଟୱାଚ, ଏକ୍ସରସାଇଜ ଠାରୁ ସାଇକ୍ଲିଂଗ…

ପୋରଟ୍ରୋନିକ୍ସ କମ୍ପାନୀ ଭାରତୀୟ ବଜାରରେ ନିଜ ସ୍ମାର୍ଟୱାଚ Knonos Alpha ଲଞ୍ଚ କରିଛି । ଗ୍ରାହକଙ୍କୁ ଏହି ୱାଚଟି ଏକ ଷ୍ଟାଇଲିସ ଲୁକ ଦେବା ସହ ଏହାର ଡାୟଲଟି ରାଉଣ୍ଡ ସେପର ରହିବ ଜଣାଯାଇଛି । ଏହାର ବଡ଼ି ସମ୍ପୂର୍ଣ୍ଣ ରୂପେ ମେଟାଲରେ ନିର୍ମିତ ହୋଇଛି । ଆଉ ଏହାବାଦ ଏହାର ଷ୍ଟ୍ରପଟି…

ଏବେ ହ୍ଵାଟ୍ସଆପ୍‌ ୱେବ୍‌ରେ ବି କରିପାରିବେ ଅଡିଓ ଓ ଭିଡିଓ କଲ୍‌, ଖୁବ୍‌ଶୀଘ୍ର ଆସୁଛି ନୂଆ ଫିଚର

ଓ୍ଵାର୍କ ଫ୍ରମ୍‌ ହୋମ୍‌ ବେଳେ ହ୍ଵାଟ୍ସଆପ୍‌ ବେଶ୍‌ ସହାୟକ ସାବ୍ୟସ୍ତ ହୋଇଛି। ଏହାକୁ ବ୍ୟବହାର କରିବା ସୁବିଧା ତଥା ସହଜ ହୋଇଥିବାରୁ ସମସ୍ତେ ହ୍ଵାଟ୍ସଆପ୍‌ ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି। କିନ୍ତୁ ବେଳେବେଳେ କେବଳ ମେସେଜ୍‌ ପଠାଇଲେ ହୁଏନି ସହକର୍ମୀଙ୍କୁ କଲ କରିବାକୁ ବି ପଡ଼ିଥାଏ। କଲ…

ଏବେ ହାତକୁ ଦିଅନ୍ତୁ ଆରାମ, ମୋବାଇଲେ କଥା କହି ଟାଇପ୍‌ କରନ୍ତୁ ହିନ୍ଦୀ

ଇଣ୍ଟରନେଟ୍‌ ର ଚାହିଦା ଯେପରି ବଢିବାରେ ଲାଗିଛି ସେପରି ଇଣ୍ଟରନେଟରେ ହିନ୍ଦୀ ଭାଷାର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଲୋକମାନେ ସୋସିଆଲ ମିଡିଆରେ ନିଜ ନିଜ ଆକାଉଣ୍ଟରେ ହିନ୍ଦୀରେ ବଡ ବଡ ପୋଷ୍ଟ ଲେଖି ସେୟାର କରୁଛନ୍ତି। ବର୍ତ୍ତମାନ ପୂର୍ବଭଳି ମୋବାଇଲରେ ହିନ୍ଦୀର ସପୋର୍ଟ ନାହିଁ…

Apple Watch Series 6 ଏବଂ Watch SE ଲଞ୍ଚ, ଯାହା କରିବ ବ୍ଲଡ ଅକ୍ସିଜେନ ଲେବଲ ମନିଟର

ଗତକାଲି ଆପଲ୍‌ରTime Flies ଇଭେଣ୍ଟ କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମରେ Apple Watch Series 6 ଏବଂ Watch SE ଲଞ୍ଚ ହୋଇଛି। ଏହି ନୂଆ ଓ୍ଵାଚରେ ପିଲାଙ୍କ ପାଇଁ ବହୁତ ସାରା ଫିଚର୍ସ ଦିଆଯାଇଛି। ଏହାଛଡା ଆପଲ ଓ୍ଵାଚ ସିରିଜ ୬ ବ୍ଲଡ ଅକ୍ସିଜେନ ମନିଟର କରିବା ଭଳି ଫିଚର୍ସ ମଧ୍ୟ…

ଏବେ ଓପନ ସେଲରେ ମିଳିବ ୧୦,୦୦୦ରୁ କମ ଦାମର ଦମଦାର ସ୍ମାର୍ଟଫୋନ, ପାଆନ୍ତୁ 5000mAhର ବ୍ୟାଟେରୀ

Infinix Hot 9କୁ କମ୍ପାନୀ ଅନେକଥର ଫ୍ଲାସ ସେଲରେ ଉପଲବ୍ଧ କରାଇଛି କିନ୍ତୁ ଫ୍ଲାସ ସେଲରେ ଅନେକ ଥର ଆଉଟ ଅଫ ଷ୍ଟକ୍ ହୋଇଥାଏ । ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫୋନ୍ କିଣିପରି ନାହାନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବଜେଟ୍ ଫୋନ୍ ପାଇଁ ଲୋକପ୍ରିୟ କମ୍ପାନୀ ଏହାର…

ଭାରତରେ ଲଞ୍ଚ୍‌ ହେଲା ଶ୍ରମିକ ବନ୍ଧୁ ଆପ୍‌, ଦିନ ମଜୁରିଆଙ୍କୁ ଚାକିରି ଖୋଜିବାରେ କରିବ ସାହାଯ୍ୟ

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ହୋଇଥିବା ଲକ୍‌ଡାଉନ୍‌ ବହୁ ଲୋକଙ୍କ ବେଉସା ବୁଡ଼ାଇ ଦେଇଛି। ଲୋକମାନେ କାମ ଛାଡ଼ି ଘରେ ବେକାର ବସିଛନ୍ତି। ଦେଶରେ ପ୍ରାୟ ୪୦ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଲୋକ ନିଯୁକ୍ତି ହରାଇଛନ୍ତି। ତେବେ ଏବେ ଧୀରେ ଧୀରେ ସବୁ ସ୍ୱାଭାବିକ୍‌ ହେଉଛି। ଦିନ ମଜୁରିଆମାନେ ପୁଣିଥରେ କାମ…

କରୋନା କାଳରେ ଦୁଇଗୁଣ ବଢ଼ିଛି ସାଇବର କ୍ରାଇମ୍‌, ଜାଣନ୍ତୁ ନିରୀହ ଲୋକଙ୍କୁ କିଭଳି ନିଜ ଶିକାର ବନାଉଛନ୍ତି ଠକ

କରୋନା କାଳରେ ଅନ୍‌ଲାଇନ୍‌ ନେଣଦେଣ ବଢ଼ିଥିବାରୁ ସାଇବର କ୍ରାଇମ୍‌ ବି ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ସାଇବର କ୍ରାଇମ୍‌ ପ୍ରାୟ ୨ ଗୁଣ ବଢ଼ିଛି। ଜାନୁଆରୀ-ଫେବ୍ରୁଆରୀରେ ପ୍ରାୟ ୪୭ଟି ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ୧୧୦ରୁ ଅଧିକ ମାମଲା ଦେଖାଯାଇଛି।…