Below header
Browsing Category

ଟେକ୍

ଚୀନ ସ୍ମାର୍ଟଫୋନ କମ୍ପାନୀକୁ ଟକ୍କର ଦେବ ରିଲାଏନ୍ସ ଜିଓ, କମ ଦାମରେ ଆଣୁଛି ଦଶ କୋଟିରୁ ଅଧିକ ସ୍ମାର୍ଟଫୋନ୍

ଟେଲିକମ୍ ସେକ୍ଟରରେ ଏକ ସଫଳ ବ୍ୟବସାୟ କରିବା ପରେ ଜିଓ ​​ବର୍ତ୍ତମାନ ସ୍ମାର୍ଟଫୋନ୍ ସେକ୍ଟରରେ ଜିଓ ବଡ଼ଧମାକା କରିବାକୁ ଯାଉଛି । ଖବର ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ରିଲାଏନ୍ସ ଜିଓ 100 ମିଲିୟନ୍ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । 2017 ରେ ପ୍ରତ୍ୟେକ…

ମାତ୍ର ୭୯୯ ଟଙ୍କାରେ ସାଓମି ଆଣିଲା ସ୍ମାର୍ଟ ବଲ, ଏବେ କହିକି କରିପାରିବେ ଏହାକୁ କଣ୍ଟ୍ରୋଲ

ସାଓମି ଏହାର ନୂତନ ସ୍ମାର୍ଟ ଏଲଇଡି ବଲ୍ Mi Smart LED Bulb (B22) ଭାରତୀୟ ବଜାରରେ ଲଞ୍ଚ କରିଛି । Mi Smart LED Bulb ବଲ ପଲିକାର୍ବୋନେଟ୍ ଏବଂ ପ୍ଲାଷ୍ଟିକ୍ କ୍ଲାଡ୍ ଆଲୁମିନିୟମରେ ନିର୍ମିତ । MIର ଏହି ସ୍ମାର୍ଟ ବଲ୍ବରେ 16 ମିଲିୟନ୍ ରଙ୍ଗ ଅଛି ଯାହା ଏକ ମୋବାଇଲ୍ ଆପ୍ ମାଧ୍ୟମରେ…

ବର୍ତ୍ତମାନ ଆପଣଙ୍କ ଘର ସମ୍ମୁଖରେ ମଧ୍ୟ ପହଞ୍ଚି ପାରିବ xiaomi store, କିଣି ପାରିବେ ନିଜ ମନଲାଖି ପ୍ରଡକ୍ଟସ

ପ୍ରଥମ ଥର ପାଇଁ ଭାରତରେ Xiaomi କୌଣସି ଦୋକାନ କିମ୍ବା ମଲରେ ନୁହେଁ ବରଂ ଏକ ଗାଡିରେ Mi ଷ୍ଟୋର ଖୋଲିଛି । ଏପରି ଭିନ୍ନ ପଦକ୍ଷେପ ଦ୍ୱାରା କମ୍ପାନୀ ଭାରତର ହୃଦୟ ପର‌୍ୟ୍ୟନ୍ତ ପହଞ୍ଚି ପାରିବ ବୋଲି ଦାବି କରିଛି । ତେବେ ଗାଁ ଓ ଦୁର ଦୁରାନ୍ତର ସ୍ଥାନକୁ ଏହି ସୁବିଧା ପ୍ରତି ଅଧିକ ଧ୍ୟାନ…

UC browser ନୁହେଁ ଏବେ ଆସିଲା ଭାରତୀୟ ବିକଳ୍ପ IC Browser, କିଛି ସମୟ ମଧ୍ୟରେ ୪ ଲକ୍ଷ ହେଲା ଡାଉନଲୋଡ

ଆତ୍ମନିର୍ଭର ଭାରତ ମିଶନ ପାଇଁ TATA କମ୍ପାନୀର ପୂର୍ବ କର୍ମଚାରୀ ଦ୍ୱାରା ଭାରତର ଦେଶୀ ବ୍ରାଉଜର IC Browser ଲଞ୍ଚ କରାଯାଇଛି । ତେବେ ଏହି IC Browser ଆପ ଲଞ୍ଚ ହେବାର କଛି ଘଣ୍ଟା ମଧ୍ୟରେ ଭାରତରେ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିଛନ୍ତି । ସେହିପରି ଭାରତର ଏହି ଆପ୍‌ ଚୀନର UC…

ଓ୍ଵିଣ୍ଡୋଜ ୧୦ ଅପଡେଟ ନେଇ ଆଉ ହେବନାହିଁ ଅସୁବିଧା, ୟୁଜର୍ସଙ୍କ ସମସ୍ୟାର ସମାଧାନ କଲା ମାଇକ୍ରୋସଫ୍ଟ

ବର୍ତ୍ତମାନର ଆଧୁନିକ ଯୁଗରେ ଟେକ୍ନୋଲୋଜି ବିନା ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏବେ କମ୍ପ୍ୟୁଟର ଓ ଲାପଟପ୍ରେ ହିଁ ସବୁ କାମ ହେଉଛି। ତେବେ ସବୁବେଳେ ସିଷ୍ଟମ୍ ବ୍ୟବହାର କଲେ ଏହା ଧୀରେ ଧୀରେ ସ୍ଲୋ ହୋଇଯାଏ। ଯେତେ ରିଷ୍ଟାର୍ଟ କଲେ ବି ଏହି ସମସ୍ୟା ସମାଧାନ ହୋଇନଥାଏ। ଓ୍ଵିଣ୍ଡୋଜ ୧୦…

ତୁର୍କୀରେ ସଫଳ ହେଲା ପ୍ରଥମ ଫ୍ଲାଇଂ କାର ଟେଷ୍ଟିଂ, ଜାଣନ୍ତୁ କେବେ ହେବ ଲଞ୍ଚ

ତୁର୍କୀରେ ପ୍ରଥମ ସ୍ବଦେଶୀ ଫ୍ଲାଇଂ କାର ଟେଷ୍ଟିଂ କରାଯାଇଛି। ଏହି କାରର ନାମ ଶେଯେରି Cezeri ଦିଆଯାଇଛି। ଏହି କାରରେ ବହୁତ ବଡ ବ୍ଲେଡ୍ ଲାଗିଛି। ଶେଯେରିକୁ ତୁର୍କୀର ଇଞ୍ଜିନିୟର୍ସ ଡିଜାଇନ କରିଛନ୍ତି। ଗତ ସପ୍ତାହରେ ଇସ୍ତାନବୁଲରେ ଏହାର ସଫଳ ଟେଷ୍ଟିଂ କରାଯାଇଛି। ବର୍ତ୍ତମାନ ଏହି  ଫ୍ଲାଇଂ…

Google Payରେ ସାମିଲ ହେଲା “ଟ୍ୟାପ ଟୁ ପେ ଫିଚର”, ଜାଣନ୍ତୁ କେମିତି କରିବେ ବ୍ୟବହାର

ପେମେଣ୍ଟ ସର୍ଭିସ Google Pay ପାଇଁ Google କମ୍ପାନୀ ଏକ ନୂଆ ଫିଚର ଲଞ୍ଚ କରିଛି । କମ୍ପାନୀ ତରଫରୁ ଏହି ଫିଚରର ନାଁ "ଟ୍ୟାପ ଟୁ ପେ" ରଖାଯାଇଛି । ଏହି ନୂଆ ଫିଚର ଜରିଆରେ ୟୁଜର ମାନେ ଏଣିକି ଅତି ସହଜରେ ନିଜ ନିଜ କାର୍ଡ ବ୍ୟବହାର କରି ଟଙ୍କା ନେଣଦେଣ କାରବାର କରିପାରିବେ । ଏହି ଫିଚର…

ଆଜି ଗୁଗୁଲ୍ ପେ ନିଜ ପ୍ଲାଟଫର୍ମରେ ଟୋକନାଇଜେସନ୍ ଲାଗୁ କରିବାକୁ ଘୋଷଣା କରିଛି

ଆଜି ଗୁଗୁଲ୍ ପେ ନିଜ ପ୍ଲାଟଫର୍ମରେ ଟୋକନାଇଜେସନ୍ ଲାଗୁ କରିବାକୁ ଘୋଷଣା କରିଛି, ଯାହା ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡକୁ ସୁରକ୍ଷିତ ଭାବରେ ବ୍ୟବହାର କରିପାରିବେ। ଟୋକନାଇଜେସନ୍ ମାଧ୍ୟମରେ ଗୁଗୁଲ୍ ପେ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ନିଜର କାର୍ଡକୁ…

ଆପଣ କରୁଛନ୍ତି କି ଓ୍ଵାର୍କ ଫ୍ରମ୍‌ ହୋମ୍‌, ତେବେ ଜାଣନ୍ତୁ  Whatsapp Web ର ଏହି ଫିଚର୍ସ ବିଷୟରେ

କରୋନା ମହାମାରୀ ମଧ୍ୟରେ ଅନେକ କମ୍ପାନୀ କର୍ମଚାରୀଙ୍କ ଠାରୁ ଘରେ ବସି କାମ କରାଉଛି। ଏହି ଓ୍ଵାର୍କ ଫ୍ରମ୍‌ ହୋମ୍‌ ଚାଲୁଥିବାରୁ ଅଫିସ ମିଟିଂ ଏବଂ କାମ ବର୍ତ୍ତମାନ ହ୍ଵାଟ୍ସଆପ୍‌ ଗ୍ରୁପ୍‌ ରେ ଅଧିକ କରାଯାଉଛି। ଏନେଇ ଏବେ Whatsapp Web ର ବ୍ୟବହାର ବଢିବାରେ ଲାଗିଛି। ସୂଚନା ମୁତାବକ…

ଦମଦାର ବ୍ୟାଟେରୀ ସହିତ ଲଞ୍ଚ ହେଲା Realme Narzo 20A, ମୂଲ୍ୟ ମାତ୍ର ୮,୪୯୯ ଟଙ୍କା

ରିଅଲ ମି ଭାରତୀୟ ବଜାରରେ ତିନିଟି ସ୍ମାର୍ଟଫୋନ Narzo 20A, Narzo 20 ଏବଂ Narzo 20 pro ଲଞ୍ଚ କରିଛି। ଏମାନଙ୍କ ମଧ୍ୟରୁ ସବୁଠାରୁ ଶସ୍ତା ଫୋନ ରହିଛିNarzo 20A । ଯାହାର ମୂଲ୍ୟ ମାତ୍ର ୮,୪୯୯ ଟଙ୍କା। Narzo 20A ର ଦୁଇଟି ଭାରିଅଣ୍ଟ ଲଞ୍ଚ ହୋଇଛି। ଏହିସବୁ ଭାରିଅଣ୍ଟରେ ୩ ଜିବି ରାମ…

ଆଜି ଶସ୍ତାରେ କିଣନ୍ତୁ Redmi 9 ସ୍ମାର୍ଟଫୋନ, ସେଲ ୧୨ଟାରୁ ଆରମ୍ଭ

ସାଓମିର (Xiaomi) ଲାଟେଷ୍ଟ ବଜେଟ ସ୍ମାର୍ଟଫୋନ ର ଆଜି ପୁଣି ଥରେ ସେଲ ଆରମ୍ଭ ହେଉଛି। ଆଜି ଦିନ ୧୨ଟାରେ ଆମାଜନରେ ଏହାର ସେଲ୍‌ ଆରମ୍ଭ ହେଉଛି। ଖାସ୍‌ କଥା ହେଉଛି ଏହା କମ୍ପାନୀର ବଜେଟ ସେଗମେଣ୍ଟ ସ୍ମାର୍ଟଫୋନ ଅଟେ। ଏହି ଫୋନର ପ୍ରାରମ୍ଭିକ ଦାମ କେବଳ 8,999 ଟଙ୍କା ରଖାଯାଇଛି। ଏହି ଫୋନ…

ଲାପ୍‌ଟପ୍‌/କମ୍ପ୍ୟୁଟର ସ୍ଲୋ ହେଉଥିଲେ ଆପଣାନ୍ତୁ ଏହି ଟ୍ରିକ୍‌, ତୁରନ୍ତ ବଢ଼ିଯିବ ସ୍ପିଡ୍‌

ବର୍ତ୍ତମାନର ଆଧୁନିକ ଯୁଗରେ ଟେକ୍ନୋଲୋଜି ବିନା ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏବେ କମ୍ପ୍ୟୁଟର ଓ ଲାପଟପ୍‌ରେ ହିଁ ସବୁ କାମ ହେଉଛି। ତେବେ ସବୁବେଳେ ସିଷ୍ଟମ୍‌ ବ୍ୟବହାର କଲେ ଏହା ଧୀରେ ଧୀରେ ସ୍ଲୋ ହୋଇଯାଏ। ଯେତେ ରିଷ୍ଟାର୍ଟ କଲେ ବି ଏହି ସମସ୍ୟା ସମାଧାନ ହୋଇନଥାଏ। ଯଦି ଆପଣ ବି ଏହି…