Browsing Category

ଟେକ୍

One plus 8T ଲଞ୍ଚ ହେବା ପୂର୍ବରୁ ଶସ୍ତା ହେଲା OnePlus 8 ସିରିଜ, ୭୦୦୦ରୁ ଅଧିକ କମିଲା ଦାମ୍‌

ପ୍ରିମିୟମ ଟେକ କମ୍ପାନୀ OnePlus 8T ଖୁବଶୀଘ୍ର ଲଞ୍ଚ ହେବାକୁ ଯଉଛି। ଯାହାର ଅଫିସିଆଲ ଲଞ୍ଚିଂ ଡେଟ୍‌ କନଫର୍ମ ହୋଇସାରିଛି। ୧୪ ଅକ୍ଟୋବରରୁ ଏହି ଫୋନ ୬୫ଓ୍ଵାଟ ଫାଷ୍ଟ ଚାର୍ଜିଂ ଏବଂ ୧୨୦hz ରିଫ୍ରେଶ ରେଟ୍‌ ଡିସପ୍ଲେ ଭଳି ଫିଚର୍ସ ସହିତ ବଜାରରେ ପ୍ରବେଶ କରିବ। କିନ୍ତୁ ଏହି ଫୋନ ଲଞ୍ଚିଂ…

୧୫,୦୦୦ ଟଙ୍କାରୁ କମ୍‌ ଦାମ୍‌ରେ ଭଲ କ୍ୟାମେରା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି! ଦେଖନ୍ତୁ ପୂରା ଲିଷ୍ଟ

ଭାରତରେ ଏବେ ୬୪ ମେଗାପିକ୍ସେଲ କ୍ୟାମେରାର ପ୍ରବଳ ଡିମାଣ୍ଡ ରହିଛି। ମାତ୍ର ଏହାର ଦାମ୍‌ ଅଧିକ ରହିଛି। ତେଣୁ ଅଧିକାଂଶ ଲୋକ ଏହି ଫୋନ୍‌ କିଣିବାକୁ ଚାହୁଁଥିଲେ ବି କିଣିପାରୁନାହାନ୍ତି। ତେବେ ଆଜି ଆମେ ଆପଣଙ୍କୁ କେତେକ ଏଭଳି ଫୋନ୍‌ ବିଷୟରେ କହିବୁ ଯାହାର ଦାମ୍‌ ୧୫,୦୦୦ ଟଙ୍କାରୁ ବି କମ୍‌…

ନିଜ ଗ୍ରାହକଙ୍କୁ ବଡ଼ ଉପହାର ଦେଲା ଜିଓ, ଏବେ ବିମାନରେ ଯାତ୍ରା କରିବା ବେଳେ ବି କରିପାରିବେ କଲ

ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କ ପାଇଁ ଆଣି ଦେଇଛି ଏକ ବଡ଼ ଉପହାର । ଏବେ ଏୟାର ଟ୍ରାଭେଲରେ ବି ଗ୍ରାହକ ମାନେ କଲ କରିବାର ସୁବିଧା ପାଇବେ ବୋଲି ଘୋଷଣା କରିଛି ଜିଓ । ଏଥିପାଇଁ ଜିଓ ଏରୋମୋବାଇଲ୍ ସହିତ ପାର୍ଟନରସିପ କରିଛି । ସୂଚନା ଅନୁଯାୟୀ ଏରୋମୋବାଇଲ୍ ପାନାସୋନିକ୍ ଆଭିଓନିକ୍ସ…

ଆସନ୍ତାକାଲିଠୁ ଆରମ୍ଭ ହେଉଛି Realme Narzo 20 ର ବିକ୍ରି, ଜାଣନ୍ତୁ ଦାମ୍‌ ଓ ଫିଚର

ନିକଟରେ Realme ଲଞ୍ଚ୍‌ କରିଛି Narzo 20। ଏହି ସିରିଜ୍‌ରେ କମ୍ପାନୀ ତରଫରୁ Narzo 20, 20 Pro ଓ 20A ସ୍ମାର୍ଟଫୋନ୍‌କୁ ଭାରତୀୟ ବଜାର ପ୍ରବେଶ କରାଇଛି। ଏଥିମଧ୍ୟରୁ Narzo 20 କୁ ଆସନ୍ତାକାଲି ଅର୍ଥାତ୍‌ ସେପ୍ଟେମ୍ବର ୧୮ରେ ଭାରତ ବଜାରରେ ଲଞ୍ଚ୍‌ କରିବାକୁ ଯାଉଛି ରିୟଲମି। ଏହି…

ଶୋଇବାର ଅଧଘଣ୍ଟା ପୂର୍ବରୁ ମୋବାଇଲକୁ ନିଜଠୁ ଦୂରେଇ ରଖନ୍ତୁ, ନଚେତ୍‌ ଦେଖାଦେଇପାରେ ଏସବୁ ସାଂଘାତିକ ସମସ୍ୟା

ମୋବାଇଲ ଫୋନ୍‌ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି। ସକାଳୁ ବିଛଣା ଛାଡ଼ିବାଠୁ ରାତିରେ ବିଛଣାକୁ ଯିବା ପର୍ଯ୍ୟନ୍ତ ସବୁ ସମୟରେ ମୋବାଇଲର ଆବଶ୍ୟକତା ପଡ଼ୁଛି। ତେବେ ମୋବାଇଲ ଆମ ପାଇଁ ଯେତିକି ଦରକାରୀ ସେତିକି ବିପଦପୂର୍ଣ୍ଣ ମଧ୍ୟ। ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଆମ…

ହ୍ଵାଟସଆପ୍‌ ଖୁବଶୀଘ୍ର ଆଣୁଛି ଏହି ତିନିଟି ନୂଆ କମାଲ୍‌ ଫିଚରର୍ସ, ଜାଣନ୍ତୁ କ’ଣ

ସାରା ବିଶ୍ବରେ ବ୍ୟବହୃତ ହେଉଥିବା ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହେଉଛି ହ୍ବାଟସ୍ଆପ୍। ସାରା ବିଶ୍ବରେ ହ୍ବାଟସ୍ଆପର ୨ ବିଲିୟନରୁ ଅଧିକ ୟୁଜରର୍ସ ଅଛନ୍ତି । କମ୍ପାନୀ ଯୁଜର୍ସଙ୍କ ପାଇଁ କିଛି ଦିନର ବ୍ୟବଧାନରେ ନୂଆ ନୂଆ ଫିଚରର୍ସ ଆଣିଥାଏ । କମ୍ପାନୀ ଏବେ କିଛି ନୂଆ ଫିଚରର୍ସ…

ଭାରତୀୟ କମ୍ପାନୀ ଲଞ୍ଚ୍‌ କଲା ସବୁଠୁ ଶସ୍ତା ମେଡ୍‌ ଇନ୍‌ ଇଣ୍ଡିଆ ଇୟରବର୍ଡ୍ସ, ଜାଣନ୍ତୁ କେତେ ରହିଛି ଦାମ୍‌

ଲଞ୍ଚ୍‌ ହେଲା ଭାରତର ପ୍ରଥମ ୱେୟାରଲେସ୍‌ ଇୟରବର୍ଡ୍ସ। ଘରୋଇ କମ୍ପାନୀ pTron ନିଜର ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ଇୟର ବର୍ଡ୍ସର ବଜାର ପ୍ରବେଶ କରାଇଛି। ଏହି ଇୟରବର୍ଡ୍ସର ନାଁ ରହିଛି Bassbuds Plus। ଏହାର ଦାମ୍‌ ରହିଛି ମାତ୍ର ୯୯୯ ଟଙ୍କା। ଆମାଜନ୍‌ ଇଣ୍ଡିଆରେ ଏହା ବିକ୍ରି ପାଇଁ ଉପଲବ୍ଧ…

OnePlus 7T ରେ ମିଳୁଛି ୩ ହଜାର ଟଙ୍କାର ବମ୍ପର ଡିସକାଉଣ୍ଟ, ଆଜି ହିଁ ଏଠାରୁ କିଣନ୍ତୁ

OnePlus 8T ଆସନ୍ତା ୧୪ ଅକ୍ଟୋବରରେ ଭାରତରେ ଲଞ୍ଚ ହେବ। ଏବେ ଏହି ଫୋନ ଲଂଚି ହେବା ପୂର୍ବରୁ କମ୍ପାନୀOnePlus 7T ଉପରେ ବମ୍ପର ଡିସକାଉଣ୍ଟ ଦେଉଛି। ଏହି ଫୋନରେ ଗ୍ରାହକଙ୍କୁ ୩ ହଜାର ଟଙ୍କାର ଡିସକାଉଣ୍ଟ ଦେଉଛି। ଏହି ଡିସକାଉଣ୍ଟ କମ୍ପାନୀ ଅଫିସିଆଲ ଷ୍ଟୋରରେ ଦେଉଛି। ଡିସକାଉଣ୍ଟ ପରେ…

ବହୁତ ଶସ୍ତାରେ ଧରନ୍ତୁ OnePlusର ଏହି ୪ କ୍ୟାମେରାର ସୁନ୍ଦର ସ୍ମାର୍ଟଫୋନ୍‌, ଫଟୋ ଉଠିବ ଏକଦମ୍‌ କାଚ

ଓ୍ଵାନପ୍ଲସର ସବୁଠାରୁ ବଢ଼ିଆ ଏବଂ ଦମଦାର ସ୍ମାର୍ଟଫୋନ ଏବେ ଶସ୍ତାରେ କିଣିବାର ସୁଯୋଗ ଆସିଛି। ଆପଣ ବି ଯଦି ଓ୍ଵାନପ୍ଲସ ଧରିବାର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସୁଯୋଗକୁ ଯମା ବି ହାତଛଡା କରନ୍ତୁନାହିଁ। କମ୍‌ ମୂଲ୍ୟରେ ବଢ଼ିଆ ଫିଚର୍ସ ସହିତ ଦମଦାର ବ୍ୟାଟେରୀ କ୍ୱାଲିଟୀ ପାଇବେ ଏହି ଫୋନରେ।…

ସାମସଙ୍ଗ ଲଞ୍ଚ କଲା AI ପାୱାର୍ଡ ୱାସିଙ୍ଗମେସିନ, ମୋବାଇଲ ସାହାଯ୍ୟରେ କରିପାରିବେ କଣ୍ଟ୍ରୋଲ

ବିଶ୍ୱର ଜଣାଶୁଣା ଇଲେକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାୱାର ଫ୍ରଣ୍ଟ ଲୋଡ଼ ୱାସିଙ୍ଗ ମେସିନର 2020 ରେଞ୍ଜକୁ ଲଞ୍ଚ କରାଯାଇଛି । ଏହି ମେସିନର ନୂଆ ରେଞ୍ଜରେ ଫିନିସିଙ୍ଗ ଟାଇମ ମେନେଜ କରିବା ପାଇଁ ଲଣ୍ଡ୍ରି ପ୍ଳାନର, ଅପଟିମଲ ୱାସ ସାଇକେଲ ସମେତ…

କରୋନା ହଟସ୍ପଟ୍ ବିଷୟରେ ଏବେ ଗୁଗଲ ମ୍ୟାପ ଦେବ ସୂଚନା

ଗୁଗୁଲ୍ ଦୀର୍ଘ ଦିନ ଧରି ଲୋକଙ୍କୁ କରୋନା ବିଷୟରେ ଅବଗତ କରାଉଥିଲା । ବର୍ତ୍ତମାନ ଗୁଗୁଲ୍ ଏହାର ମାନଚିତ୍ରରେ କଲର କୋଡିଂ କରିବାକୁ ଯାଉଛି । ଯାହା ପରେ ଲୋକମାନେ ନିଜେ ଗୁଗୁଲ୍ ମ୍ୟାପ୍ସରେ କରୋନା ହଟସ୍ପଟ୍ ବିଷୟରେ ସୂଚନା ପାଇବେ । ଗୁଗୁଲ ଏହାର ବ୍ଲଗ୍ ରେ ଏହି ନୂତନ ଅପଡେଟ ବିଷୟରେ ସୂଚନା…

ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିଛନ୍ତି କି ଏହି ୧୪ଟି ଆପ, ଚୋରି ହୋଇପାରେ ଆପଣଙ୍କ ଟଙ୍କା

ଗତ ମାସରେ ସିକ୍ୟୁରିଟି କମ୍ପାନୀ ସୋଫୋସ୍ ଗୁଗୁଲ ସହିତ ଆଣ୍ଡ୍ରଏଡ୍ ଆପ୍ସର ଏକ ତାଲିକା ସେୟାର କରିଛି । ଯାହା ଦାମୀ ସବସ୍କ୍ରିପସନ୍ ସେବା ପାଇଁ ସାଇନ୍ ଇନ୍ କରୁଥିବା ଉପଭୋକ୍ତାଙ୍କୁ ଠକୁଛି ବୋଲି ଦାବି କରିଛି ଏବଂ ଏହାକୁ 'fleeceware apps' ବୋଲି କୁହାଯାଏ । ନିଜର ସର୍ତ୍ତାବଳିକୁ ଲୁଚାଇ…