Below header
Browsing Category

ଟେକ୍

ଖୁବ୍ ଶୀଘ୍ର ମାର୍କେଟରେ ଲଞ୍ଚ୍ କରିବ 48 ମେଗାପିକ୍ସସେଲ୍ ସହିତ OPPO F11 Pro

ଆଜିକାଲି ଦୁନିଆରେ ନିଜକୁ ଅପଡେଟ୍ ରଖିବା ପାଇଁ ସ୍ମାର୍ଟଫୋନ୍ ଏକ ବଡ ମାଧ୍ୟମ ସାଜିଛି । ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଏକ ଭଲ ସ୍ମାର୍ଟଫୋନର ଆବଶ୍ୟକତା ବଢିବାରେ ଲାଗିଛି । ଏମିତିରେ ଜଣେ ସାଧାରଣ ମଣିଷ ସ୍ମାର୍ଟଫୋନ୍ କିଣିବା ସମୟରେ କ୍ୟାମେରାକୁ ଆଗ ପ୍ରାଥମିକତା ଦେଉଛନ୍ତି । କିଛି ଲୋକ ତ…

ଏହି ଆପକୁ ଭୁଲରେ ମଧ୍ୟ କରନ୍ତୁ ନାହିଁ ଡାଉନଲୋଡ, ଖାଲି ହେବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ : ଆରବିଆଇ

ନୂଆଦିଲ୍ଲୀ : ଅନଲାଇନ ଆକାଉଣ୍ଟ ଏବଂ ଫୋନ ହ୍ୟାକିଂର ଗତିବିଧି ବିଗତ କିଛି ସମୟ ହେବ ବଢ଼ିବାରେ ଲାଗିଛି। କିଛି ଦିନ ହେବ ଏପରି ବହୁତ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ମୋବାଇଲ ବା ଆକାଉଣ୍ଟ ହ୍ୟାକ୍ ହୋଇ ଟଙ୍କା ବା ଡାଟା ଚୋରୀ ଭଳି ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଏବେ ଆରବିଆଇ ଦ୍ବାରା ଏକ…

ଆପଣଙ୍କର ଲାପଟପରୁ ତୁରନ୍ତ ଡିଲିଟ୍ କରନ୍ତୁ ଏହି ୪ଟି ଜିନିଷ, ସାଇବର ଏକ୍ସପର୍ଟ ଦେଉଛନ୍ତି ପରାମର୍ଶ

ଡିଜିଟାଲ ଜମାନାରେ ପ୍ରାୟ ସମସ୍ତଙ୍କ ପାଖରେ ନିଶ୍ଚୟ ଲାପଟପ୍ ଥିବ। ଆଉ ଯଦି ବି କାହା ପାଖରେ ଲାପଟପ୍ ନଥାଏ ତେବେ ନିଶ୍ଚୟ ଅଫିସରେ କୌଣସି ନା କୌଣସି ସିଷ୍ଟମ ସେମାନଙ୍କୁ ମିଳୁ ହିଁ ଥିବ। ଏହି ଖବର ସେହି ମାନଙ୍କ ପାଇଁ ଯେଉଁ ମାନଙ୍କ ପାଖରେ ଲାପଟପ୍ ଅଛି। କାରଣ ଟେକ୍ନୋଲୋଜି ଏକ୍ସପଟର୍ସ…

୫ ବର୍ଷ ପରେ ଭାରତକୁ ଆସୁଛି ହୋଣ୍ଡାର ଏହି କାର, ମାର୍ଚ୍ଚ ୭ରେ ହେବ ଲଞ୍ଚ

ହୋଣ୍ଡାର ଲୋକପ୍ରିୟ ସେଡାନ କାର ପୂରା ୫ ବର୍ଷ ପରେ ଭାରତୀୟ ବଜାରକୁ ପୁଣି ଥରେ ଆସିଛି। ଯାହାକୁ କମ୍ପାନୀ ୭ ମାର୍ଚ୍ଚରେ ଲଞ୍ଚ କରିପାରେ। ହୋଣ୍ଡା ଲଞ୍ଚ ପୂର୍ବରୁ ହିଁ ଏହାର ବୁକିଂ ଆରମ୍ଭ କରିଦେଲାଣି। ସିଭିକକୁ ୨୦୧୩ରେ ବନ୍ଦ କରିଦିଆଯାଇଥିଲା। ଏହି ଗାଡି ହୋଣ୍ଡାର ସବୁଠାରୁ ଅଧିକ ବିକ୍ରି…

jioର ଏହି ୫ ପ୍ଲାନ ବିଷୟରେ ଜାଣନ୍ତୁ ଯେଉଁଥିରେ ମିଳୁଛି ୭୫୦ଜିବି ଡାଟା ସହିତ ୧ ବର୍ଷର Validity

ଜିଓର ସବୁ ପ୍ଲାନ ବିଷୟରେ ଆପଣ ତ ଜାଣିଥିବେ,କିନ୍ତୁ ଆପଣ ନୋଟିସ କଲେ ଜାଣିପାରିବେ ଯେ ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଏବଂ ଭୋଡାଫୋନ ମଧ୍ୟ ନିଜର କିଛି ପ୍ଲାନକୁ ଲଞ୍ଚ କରିଛନ୍ତି। ଯାହାର ବୈଧତା ୧ ବର୍ଷ ପର୍ଯ୍ୟନ୍ତ ରହିଛି ଏବଂ ଏହି ପ୍ଲାନରେ ବହୁତ ସାରା ଡାଟା ମଧ୍ୟ ମିଳୁଛି। ତେବେ…

ସଡକ ସୁରକ୍ଷା : ଖୁବ ଶୀଘ୍ର ବିଶ୍ବରେ ଆରମ୍ଭ ହେବାକୁ ଯାଉଛି ଆଟୋମେଟିକ ବ୍ରେକିଂ ସିଷ୍ଟମ୍

ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସି ରାଷ୍ଟ୍ରିୟ ରାଜମାର୍ଗ ଯାତାୟାତ ସୁରକ୍ଷା ପ୍ରଶାସନଙ୍କ କହିବାନୁଯାୟୀ ଏହି ଟେକନିକ୍‌ ରେ ପ୍ରସ୍ତୁତ ହେଉଥିବା ଯାନ ଆସନ୍ତା ବର୍ଷ ବଜାରରେ ଉପଲ୍ଲବ୍ଧ ହେବ । ଏଜେନ୍ସିଙ୍କ କହିବା ମୁତାବକ ଏହି ନୂଆ ପ୍ରସ୍ତାବ କେବଳ ହସ୍ତକ୍ଷେପ କରୁଥିବା ଦେଶର ବଜାରରେ ବିକ୍ରି…

‘ଆପଣ ଡାଏଲ୍ କରୁଥିବା ନମ୍ବରଟି ଉପଲବ୍ଧ ନାହିଁ’ . . . . ଖୁବ୍ ଶୀଘ୍ର ବନ୍ଦ ହୋଇଯିବ BSNL !

ଟେଲିକମ୍ ମାର୍କେଟରେ ଭୂକମ୍ପ ସୃଷ୍ଟି କରିଛି ଜିଓ । ଜିଓର ଏଣ୍ଟ୍ରି ପରେ ଅନେକ ଟେଲିକମ୍ କମ୍ପାନୀ ବନ୍ଦ ହେବା ଉପରେ । ଆଉ ଏଥିରୁ ବାଦ୍ ପଡିନି BSNL (ଭାରତ ସଂଚାର ନିଗମ ଲିମିଟେଡ୍) । ଶୁଣିବାକୁ କ୍ଷତିରେ ଚାଲୁଥିବା ଯୋଗୁଁ ଖୁବ୍ ଶୀଘ୍ର ଏହାକୁ ସରକାର ବନ୍ଦ କରିଦେଇପାରନ୍ତି । ଗତ ତିନି…

ଭାଲେଣ୍ଟାଇନ୍ସ ଡେ’ ରେ ଦମଦାର ଅଫର୍, Vivo ସ୍ମାର୍ଟଫୋନରେ ମିଳୁଛି ୫ହଜାର ଟଙ୍କା ପର୍ଯ୍ୟନ୍ତ ଜବରଦସ୍ତ ରିହାତି

ସ୍ମାର୍ଟଫୋନରେ ସ୍ମାର୍ଟ ରିହାତି । ଭାଲେଣ୍ଟାଇନ୍ସ ଡେ ଅବସରରେ ଭିଭୋର ଦମଦାର ଅଫର୍ । ଅନେକ ସ୍ମାର୍ଟଫୋନରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି କମ୍ପାନୀ । ତେବେ ଭିଭୋର ଏହି କାର୍ନିଭାଲ୍ ସେଲ୍ ଆଜି ରାତି ୧୨ ଟାରେ ଶେଷ ହୋଇଯିବ । ଭିଭୋର ଏହି ଅଫର୍ ପାଇବାକୁ ହେଲେ ଫ୍ଲିପକାର୍ଟ,…

ଯଦି Vodafone ର ଇନକମିଙ୍ଗ ସେବା ବନ୍ଦ ହୋଇଯାଇଛି, ତେବେ ଜାଣନ୍ତୁ ଏହି ୫ଟି ପ୍ଲାନ୍ ବିଷୟରେ

ଭାରତରେ ଟେଲିକମ କମ୍ପାନୀ ରିଚାର୍ଜ କରୁନଥିବା ଗ୍ରାହକମାନଙ୍କ ନମ୍ବରର ବୈଧ୍ଯତା ଶେଷ କରୁଛି। ଏଥିରେ ଲୋକମାନଙ୍କ ନମ୍ବରରେ ଆସୁଥିବା ଇନକମିଙ୍ଗ ସେବା ବନ୍ଦ ହୋଇଯାଉଛି। କିଛି ମାସ ପୂର୍ବରୁ ପ୍ରଥମେ ସବୁ ମୋବାଇଲ ନମ୍ବରରେ ଲାଇଫଟାଇମ ଫ୍ରି ଇନକମିଙ୍ଗ ସେବା ମିଳିଥିଲା କିନ୍ତୁ ଟେଲିକମ…

‘ରୋମାନ୍ସ ଫ୍ରଡ୍’ ଙ୍କ ଠାରୁ ରୁହନ୍ତୁ ସତର୍କ,ପ୍ରେମର ଖୋଜ୍ ରେ ଖାଲି ହୋଇଯାଇପାରେ ଆପଣଙ୍କ ବ୍ୟାଙ୍କ ଖାତା !

ରୋମାନ୍ସ ଏବଂ ପ୍ରେମ ର ସପ୍ତାହ ଭାଲେଣ୍ଟାଇନ୍ ଚାଲୁଛି। ପ୍ରେମୀ ଯୋଡି ମାନେ ନିଜ ନିଜର ସାଥିଙ୍କ ଖୋଜରେ ଅଛନ୍ତି। ଏହି ଭାଲେଣ୍ଟାଇ ଡେ ରେ ଗିଫ୍ଟ ଦୋକାନରେ ନାହିଁ ନଥିବା ଭିଡ ଲାଗିଥାଏ। ଏହି କଥା ଆପଣ ମଧ୍ୟ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ସେହି କଥା ଜଣାଇବୁ ଯାହା ଆପଣ ଜାଣି…

ହୋଣ୍ଡାର ସବୁଠାରୁ ଶସ୍ତା ହ୍ୟାଚବ୍ୟାକ୍ କାରର ଭାରତରେ ବନ୍ଦ ହେଲା ବିକ୍ରି

ନୂଆଦିଲ୍ଲୀ : ଜାପାନି ଗାଡି କମ୍ପାନି ହୋଣ୍ଡା ଭାରତରେ ତାହାର ସବୁଠାରୁ ଶସ୍ତା କାର ହୋଣ୍ଡା ବ୍ରିଓର ପ୍ରସ୍ତୁତି ବନ୍ଦ କରିବାକୁ ଯାଉଛି। କମ୍ପାନି ସିଡେନ, ଆମେଜର ବିକ୍ରିକୁ ବଢ଼ାଇବା ପାଇଁ ଏହି ନିଷ୍ପତି ନେଇଛି ବୋଲି ଜଣାପଡ଼ୁଛି। ହୋଣ୍ଡା କାର କମ୍ପାନିର ଭାରତ ନିର୍ଦ୍ଦେଶକଙ୍କ…

ୟାମାହା ଏମଟି-୧୫ ବାଇକ୍ ଖୁବ ଶୀଘ୍ର ହେବାକୁ ଯାଉଛି ଲଞ୍ଚ , ଏବେ ହେଲା ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଏକରୁ ଅଧିକ ଦମଦାର ବାଇକ ଦେଇଚାଲିଥିବା ଜାପାନର ପ୍ରମୁଖ ଦୁଇ ଚକିଆ ଯମାହା କମ୍ପାନି ଏବେ ପୁଣି ଲଞ୍ଚ କରିବ ଦମଦାର ବାଇକ୍ । ଚଳିତ ବର୍ଷ ୟାମାହା ତାହାର ଲୋକପ୍ରିୟ ବାଇକ୍ ୟାମାହା ଏମଟି-୧୫କୁ ଲଞ୍ଚ କରିବାକୁ ଯାଉଛି। ତେବେ ଏବେ ୟାମାହା ଡିଲର୍ସ ମାନଙ୍କରେ ଏହାର…