Below header
Browsing Category

ଟେକ୍

ସର୍ଜିକାଲ ଷ୍ଟାଇକ୍-୨ରେ ବ୍ୟବହାର କରାଗଲା ମିରାଜ୨୦୦୦, ଜାଣନ୍ତୁ ଏହି ବିମାନର ସ୍ବତନ୍ତ୍ରତା

ପୁଲୱାମା ଆତଙ୍କୀ ଆକ୍ରମଣର ଠିକ୍ ୧୨ ଦିନ ପରେ ଭାରତୀୟ ବାୟୁସେନା ପାକ ସୀମା ମଧ୍ୟରେ ଥିବା କାଶ୍ମୀରର ଆତଙ୍କୀ ସଂଗଠନ ଉପରେ ବଡ଼ ଆକ୍ରମଣ କରିଛି। ଖବର ମୁତାବକ, ଆତଙ୍କବଦୀ ଠିକଣା ଉପରେ୧୨ଟି ବିମାନ ଦ୍ବାରା ପ୍ରାୟ ୧୦୦୦ କିଲୋଗ୍ରାମର ବମ ପକାଯାଇଛି। ଫଳରେ ୨୦୦ ରୁ୩୦୦ ଆତଙ୍କବାଦୀ ମରିଥିବା…

କାରର ମାଇଲେଜ୍ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଖାସ ଟିପ୍ସ

ସମସ୍ତଙ୍କ ଗାଡିର ମାଇଲେଜ ତାଙ୍କ ପାଇଁ ଖୁବ ଜରୁରୀ ହୋଇଥାଏ। ଏଣୁ ଗାଡି କିଣିବା ସମୟରେ ଭଲ ମାଇଲେଜ ଥିବା ଗାଡି କିଣିବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ସାଧାରଣତଃ କିଛି ଭୁଲ ପାଇଁ ଗାଡିର ମାଇଲେଜ କମ ହୋଇଯାଇଥାଏ। ଏନେଇ ଆଜି ଆମେ ଆପଣଙ୍କୁ କିଛି ଖାସ ଟିପ୍ସ କହିବାକୁ ଯାଉଛୁ ଯାହା…

ମାର୍ଚ୍ଚ ୪ରେ ଭାରତରେ ଲଞ୍ଚ ହେବ ରିଅଲମି-୩

realmeର ନୂଆ ସ୍ମାର୍ଟଫୋନ ରିଅଲମି-୩ର ଲଞ୍ଚକୁ ନେଇ ଅନେକ ସପ୍ତାହରୁ ଚର୍ଚ୍ଚା ହେଉଥିଲା। ଏବେ କମ୍ପାନୀ ନିଜେ ଏହାର ସ୍ପଷ୍ଟିକରଣ କରି କହିଛି ଯେ ରିଅଲମି-୩ ସ୍ମାର୍ଟଫୋନ ମାର୍ଚ୍ଚ ୪ରେ ଭାରତରେ ଲଞ୍ଚ ହେବ। ଏଥିପାଇଁ କମ୍ପାନୀ ମିଡିଆ ନିମନ୍ତ୍ରଣ ମଧ୍ୟ ପଠାଇବା ଆରମ୍ଭ କରିଦେଇଛି। realme…

ଆପଣଙ୍କ ଫୋନ ହ୍ୟାକ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ଖାଲି ହେବା ପୂର୍ବରୁ ସେଟିଂ କରିନିଅନ୍ତୁ ଏହି ଜିନିଷ, ରହିବ ସୁରକ୍ଷିତ

ଆପଣ ନିଜର ସ୍ମାର୍ଟଫୋନ, ଲାପଟପ୍ ଏବଂ ଟ୍ୟାବଲେଟରେ ଭିପିଏନ ଏବଂ ସିକ୍ୟୁରିଟୀ ସଫ୍ଟୱେୟାର ନିଶ୍ଚୟ ଇନଷ୍ଟଲ କରିଥିବେ। ଯଦି ଆପଣ ଚାହୁଁଛନ୍ତି ଏହି ସବୁ ଆପଣଙ୍କ ଡିଭାଇସର ଯତ୍ନ ନିଅନ୍ତୁ, ତେବେ ଆପଣଙ୍କୁ ତାଙ୍କର ମଧ୍ୟ ଯତ୍ନ ନେବା ଆବଶ୍ୟକ। ତେବେ ଆଜି ଆମେ ଜଣାଇବୁ ଏହିଭଳି ଭାବେ ଆପଣ ନିଜର…

ଗ୍ରାହକଙ୍କ ବ୍ୟକ୍ତିଗତ ଡାଟା ଫେସବୁକକୁ ପହଞ୍ଚାଇଥାଏ ଏହି ଆପ୍, ଆପଣଙ୍କ ମୋବାଇଲରେ ନାହିଁ ତ ?

ନୂଆଦିଲ୍ଲୀ : ଫେସବୁକ ଉପରେ ଅନେକ ଥର ଗ୍ରାହକଙ୍କ ଡାଟା ଚୋରୀ କରିବା ଆରୋପ ଲାଗିସାରିଛି। କିନ୍ତୁ ସବୁଥର ସିଧାସଳଖ ଆପଣଙ୍କ ଡାଟା ଫେସବୁକ୍ ଚୋରୀ କରିଥାଏ ତାହା ସମ୍ଭବପର ନୁହଁ। ଏମିତିରେ ଆପଣ ଆପଣଙ୍କ ମୋବାଇଲରେ ଏପରି କିଛି ଆପ୍ସ ବ୍ୟବହାର କରାଯାଇଥାଏ, ଯାହା ଫଳରେ ଆପଣଙ୍କ ବ୍ୟକ୍ତିଗତ…

ଭାରତରେ ଲଞ୍ଚ ହେଲା ୟାମାହା ଏମଟି-୦୯ର ୨୦୧୯ ମଡେଲ , ଆସନ୍ତୁ ଜାଣିବା ମୂଲ୍ୟ

ନୂଆଦିଲ୍ଲୀ : ୟାମାହା ମୋଟର ଇଣ୍ଡିଆ ନିଜର ପାୱାରଫୁଲ ନେକେଡ ବାଇକ ଏମଟି-୦୯ର ୨୦୧୯ ମଡେଲ ଲଞ୍ଚ କରିଛି। ଏହି ନୂଆ ମଡେଲର ମୂଲ୍ୟ ପୂର୍ବ ମଡେଲ ଅପେକ୍ଷା ୧୬ ହଜାର ଟଙ୍କା ଅଧିକ ରହିଛି। ଅର୍ଥାତ୍ ନୂଆଦିଲ୍ଲୀରେ ଏହାର ଏକ୍ସଶୋରୁମ୍ ମୂଲ୍ୟ ୧୦ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଏହି ବାଇକରେ…

ପୁଣି ଥରେ ସାଇବର ସୁରକ୍ଷାକୁ ଚ୍ୟାଲେଞ୍ଜ, ରାଜ୍ୟର ଏକାଧିକ ୱେବସାଇଟ୍ ହ୍ୟାକ୍

ଭୁବନେଶ୍ବର(କେନ୍ୟୁଜ୍) :ପୁଣି ଥରେ ସାଇବର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇଛନ୍ତି ହ୍ୟାକର୍ । ଆଜି ରାଜ୍ୟର ବିଭିନ୍ନ କଲେଜ ଏବଂ ଅନୁଷ୍ଠାନର ୱେବସାଇଟ୍ ହ୍ୟାକ୍ ହୋଇଛି  । ୬୦ଟି ଓଡ଼ିଶା ସରକାରୀ କଲେଜ ଏବଂ ଅଫିସ୍ର ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ଯେଉଁଥିରେ ଓଡ଼ିଶା…

Whatsappରେ ଅଶ୍ଳୀଳ ମେସେଜ କିମ୍ବା ଧମକ ମିଳିଲେ ଏଇଠି କରନ୍ତୁ ଅଭିଯୋଗ, ସରକାର କରିବେ କାର୍ଯ୍ୟାନୁଷ୍ଠାନ

ହ୍ୱାଟ୍ସଅପରେ ଆପତ୍ତିଜନକ ମେସେଜ ଏବଂ ଧମକ ମିଳିଲେ ଦୂର ସଞ୍ଚାର ବିଭାଗରେ ମାମଲା ରୁଜୁ କରିପାରିବାର ସୁବିଧା କେନ୍ଦ୍ର ସରକାର ଆରମ୍ଭ କରିଦେଇଛନ୍ତି। ପିଡିତ ବ୍ୟକ୍ତି ଅଭିଯୋଗ କରିବା ପାଇଁ ଗଲେ ମୋବାଇଲ ନମ୍ବର ସହିତ ମେସେଜର ସ୍କ୍ରିନଶର୍ଟ ମଧ୍ୟ ନେବାକୁ ହେବ। ଏହାକୁ ଦୂର ସଞ୍ଚାର ବିଭାଗର…

Oppo F9 Pro ଦାମ ହେଲା କମ୍ , ୫ ମିନିଟ୍ ଚାର୍ଜିଂରେ ମିଳିବ ୨ ଘଣ୍ଟାର ବ୍ୟାକଅପ୍

ଚାଇନିଜ ସ୍ମାର୍ଟଫୋନ ନର୍ମାତା କମ୍ପାନୀ Oppoନିଜର ସ୍ମାର୍ଟଫୋନ Oppo F9 Proର ଦାମ ଉପରେ ଭାରତରେ ରିହାତି ଦେଇଛନ୍ତି। Oppo F9 Proକୁ ୨,୦୦୦ ଟଙ୍କାର ରିହାତି ସହିତ ଏହାକୁ ଅଫଲାଇନ ଏବଂ ଅନଲାଇନ ଷ୍ଟୋରରୁ କିଣା ଯାଇପାରିବ। ଏହି ଫୋନ ଗତ ବର୍ଷ ଅଗଷ୍ଟରେ ଲଞ୍ଚ କରାଯାଇଥିଲା। ଏହି ଫୋନର…

ଲଞ୍ଚ ହେଲା Samsung ର Galaxy Fold ସ୍ମାର୍ଟଫୋନ୍ , ଯେଉଁଥିରେ ରହିଛି ୬ଟି କ୍ୟାମେରା

Samsung ଏକ ବଡ ପ୍ରତିକ୍ଷା ପରେ ଶେଷରେ ନିଜର ପ୍ରଥମ ଫୋଲ୍ଡ ସ୍ମାର୍ଟଫୋନ୍ ଲଞ୍ଚ କରିଛି । Samsung ର Galaxy Fold ର ଲଞ୍ଚିଙ୍ଗ ସେନପ୍ରାନ୍ସସିସ୍କୋରେ ଆୟୋଜିତ ଗ୍ୟାଲେକ୍ସି ଅନପ୍ୟାକଡ୍ ୨୦୧୯ ଇଭେଣ୍ଟରେ କରାଯାଇଥିଲା । ସାମସଙ୍ଗ ଗ୍ୟାଲେକ୍ସି ଫୋଲ୍ଡ ସହିତ ଏହି ଇଭେଣ୍ଟରେ ଏସ୍ ସିରିଜର…

୩୨ ମେଗାପିକ୍ସେଲର ପପ୍ ଅପ୍ ସେଲଫି କ୍ୟାମେରା ଫୋନ VIVO V15 Pro ହେଲା ଲଞ୍ଚ, ଜାଣନ୍ତୁ ସଂପୂର୍ଣ୍ଣ ଫିଚର ଏବଂ ମୂଲ୍ୟ

ନୂଆଦିଲ୍ଲୀ : ଚାଇନା ସ୍ମାର୍ଟଫୋନ କମ୍ପାନିର ମିଡ ରେଞ୍ଜ ସ୍ମାର୍ଟଫୋନ VIVO V15 Pro ଆଜି ଭାରତରେ ଲଞ୍ଚ କରିଛି। ଯଦି ଆପଣଙ୍କୁ ଭିଭୋ ନେକ୍ସ ବିଷୟରେ ମନେ ଅଛି ତେବେ ଏହା ତାହାର ଶସ୍ତା ବ୍ୟାରିଏଣ୍ଟ ଅଟେ। ଏଥିରେ ଖାସ ରହିଛି ଫୁଲ ବ୍ଳୁ ଡିସପ୍ଳେ ଏବଂ ପପ୍ ଅପ୍ ସେଲଫି କ୍ୟାମେରା। ଭିଭୋର ଏହି…

ମାତ୍ର ଥରେ ଚାର୍ଜ କରନ୍ତୁ ୫୦ ଦିନ ଯାଏ ବ୍ୟବହାର କରନ୍ତୁ , ଖୁବ୍ ଶୀଘ୍ର ମାର୍କେଟକୁ ଆସୁଛି ଜବରଦସ୍ତ ବ୍ୟାକଅପ୍ ବାଲା…

ଏଣିକି ବାରମ୍ବାର ମୋବାଇଲ୍ ଚାର୍ଜରୁ ମିଳିବ ମୁକ୍ତି । ମାତ୍ର ଥରେ ଚାର୍ଜ କରନ୍ତୁ ଆଉ ପୁରା ୫୦ ଦିନ ଯାଏଁ ବ୍ୟବହାର କରନ୍ତୁ । କଣ ଆଶ୍ଚର୍ଯ୍ୟ ଲାଗୁଛି ନା ? ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଫ୍ରାନ୍ସର ଏବନୀର ଟେଲିକମ୍ କମ୍ପାନୀ । ଖୁବଶୀଘ୍ର Energizer power max p18k pop…