Below header
Browsing Category

ଟେକ୍

ମାର୍କେଟକୁ ଆସିଲା ନୂଆ ହେଲମେଟ୍ : ହୋଇପାରିବେ ମ୍ୟୁଜିକ୍ ସହିତ ଫୋନ୍ କନେକ୍ଟ , ଜାଣନ୍ତୁ କଣ ରହିଛି ଏହାର ମୂଲ୍ୟ…

ହେଲମେଟ୍ ତିଆରି କରୁଥିବା କମ୍ପାନୀ ଷ୍ଟିଲ୍ ବାର୍ଡ ହାଇ-ଟେକ୍ ଭାରତରେ ଏକ ନୂଆ ହେଲମେଟ୍ ଲଞ୍ଚ କରିଛି । ଏହାର ନାଁ ହେଉଛି ଏସବିଏ -୧ ଏଚଏଫ୍(SBA-1HF) । ସବୁଠାରୁ ଖାସ୍ କଥା ହେଉଛି କି ଏହାକୁ ପିନ୍ଧିବା ପରେ ବାଇକ୍ ଚାଳକ ଫ୍ରିରେ ମ୍ୟୁଜିକ୍ ଶୁଣିବା ସହ ବିନା ହାତରେ ଫୋନ୍ କଲ୍…

ମାରୁତି ପ୍ରଥମ ଥର ପାଇଁ ଲଞ୍ଚ କରୁଛି Wagnor, ଫ୍ଲେରକୁ ଆସିବ ଚଳିତବର୍ଷ ୨୩ ଜାନୁଆରୀ

ନୂଆଦିଲ୍ଲୀ : ମାରୁତି ସୁଜୁକୀ ୱାଗନରର ନୂଆ ଜେନେରେସନ୍ ଆସନ୍ତା ଜାନୁଆରୀ ୨୩ ତାରିଖରେ ଲଞ୍ଚ ହେବା ପାଇଁ ଯାଉଛି। କମ୍ପାନି ମାରୁତି ସୁଜୁକୀରୁ ଭିନ୍ନ ହେବା ପରେ ଏହା ପ୍ରଥମ ଥର ମାରୁତି ଏକାକୀ Wagnor ଲଞ୍ଚ କରିବାକୁ ଯଉଛି। ଏହାର ନାମ କମ୍ପାନି Big New Wagnor ଦେଇଛି। ଏବେ ଏହା ଡିଲରସିପ…

କୁମ୍ଭମେଳା ପାଇଁ ଜିଓର ସୁବର୍ଣ୍ଣ ଅଫର, ହଜିବା ଲୋକଙ୍କୁ ଖୋଜିବା ସହ ବିଭିନ୍ନ ଭିଡ଼ିଓ ଦେଖାଇବ ଜିଓ କୁମ୍ଭମେଳା ଫୋନ୍

ନୂଆଦିଲ୍ଲୀ : ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ସୁଲଭ କରିବାପାଇଁ ଆରମ୍ଭ ହୋଇଥିବା ଜିଓ ଫୋନ। ଏବେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ନେଇ ଆସିଛି 'କୁମ୍ଭ ଜିଓ-ଫୋନ' ସେବା। ଯାହା ଆଗାମୀ କୁମ୍ଭ ମେଳାରେ ଉପଭୋକ୍ତାମାନଙ୍କ ପାଇଁ ଆଣିଦେବ ଅନନ୍ୟ ଅନୁଭୂତି ଓ ସୁବିଧା | ପବିତ୍ର ଗଙ୍ଗା…

ସାମସଙ୍ଗ ଲଞ୍ଚ କଲା ୨୧୯ ଇଞ୍ଚର ଟିଭି, ଏବେ ଘରେ ବସି ନିଅନ୍ତୁ ଥିଏଟରର ମଜା

ଟେଲିଭିଜନ୍ ଦୁନିଆରେ ବିପ୍ଳବ ଆଣିଲା ସାମସଙ୍ଗ । ଲଞ୍ଚ କଲା ୨୧୯ ଇଞ୍ଚର ଏକ ବିଶାଳକାୟ ଟିଭି । ଲସ୍ ଭେଗସରେ ଏହାର ପ୍ରଥମ ଝଲକ ଦେଖାଇସାରିଲାଣି କମ୍ପାନୀ । ସାମସଙ୍ଗର ଏହି ଟିଭିରେ ମାଇକ୍ରୋଏଲଇଡି ପ୍ୟାନେଲ୍ ଡିସପ୍ଲେ ଅଛି । ସବୁଠାରୁ ଖାସ୍ କଥା ହେଉଛି ଏହି ଟିଭିରେ ଗୁଗଲ୍ ଏବଂ ଆମାଜନ…

ଅଡିଓ ରିଙ୍ଗଟୋନର ଗଲା ଜମାନା, ଏବେ ବ୍ୟବହାର କରନ୍ତୁ ଭିଡିଓ ରିଙ୍ଗଟୋନ୍

ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ ଏବଂ ଏବେ ଆପଣ ସ୍ମାର୍ଟଫୋନରେ ଭିଡିଓ ରିଙ୍ଗଟୋନ ରଖିପାରିବେ। ଏହା ପାଇଁ ଭାରତରେ ଗୋଟିଏ ଆପ୍ ଲଞ୍ଚ ହୋଇଛି ଯାହାର ନାମ ହେଉଛି Vyng। ଏହା ଏକ ଆମେରିକା କମ୍ପାନୀ ଅଟେ ଯାହା ପୂର୍ବରୁ ଆମେରିକା ସମେତ ଅନେକ ଦେଶରେ ନିଜ ସେବା ଦେଉଥିଲା…

ଭୁବନେଶ୍ବରରେ ମାତିଛନ୍ତି ଡିଜିଟାଲ ଲୁଟେରା, ବ୍ୟାଙ୍କରୁ ଫୋନ କରିଛୁ କହି ଖାଲି କରୁଛନ୍ତି ଆକାଉଣ୍ଟ

ଭୁବନେଶ୍ବର (କେନ୍ୟୁଜ୍) : ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଗତ ୩୧ ଡିସେମ୍ବର ପରେ ପୁରୁଣା ମ୍ୟାଗ୍ନେଟିକ୍ ଡ଼େବିଟ୍‌ କାର୍ଡ଼ ଆଉ କାମ କରୁନାହିଁ । ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଛି ଏହି କାର୍ଡ଼। ଏନେଇ ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପୁରୁଣା ଏଟିଏମ୍ କାର୍ଡ଼କୁ…

ଡିଜିଟାଲ ଚୋର ! ନାବାଳିକାକୁ ପ୍ରେମ ଜାଲରେ ଫସାଇ ମୋବାଇଲ୍ ୱାଲେଟରୁ ଲୁଟୁଥିଲା ଟଙ୍କା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ତୁଳସୀ ନଗର ଅଞ୍ଚଳରେ ଜଣେ ମହିଳାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ଟଙ୍କା ଉଭାନ ହେଉଥିବା ଘଟଣାରେ ଜଣେ ଅଭିଯୁକ୍ତକୁ ଟାଉନ ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା କ୍ଷେତ୍ରିୟବରପୁର ଗାଁର ସୁନିଲ ତ୍ରିପାଠୀ । ସୁନିଲ ସଂପୃକ୍ତ…

Realme Yo ! Days sale : Flipkart ଏବଂ Amazonରେ ପାଇପାରିବେ ଏହି ଧମାମେଦାର ଅଫର୍

ନୂଆଦିଲ୍ଲୀ : Realme ମୋବାଇଲ ତିନି ଦିନ ପାଇଁ ସେଲ ଘୋଷଣା କରିଛି। ଏହି ସେଲର ନାମ Realme Yo ! ଦିଆଯାଇଛି। ଅନଲାଇନ ଷ୍ଟୋର Flipkart ଏବଂ Amazonରେ ୭ ରୁ ୯ ଜାନୁଆରୀ ପର‌୍ୟ୍ୟନ୍ତ ଏହି ସେଲ ଜାରି ରହିବ। ସେଲରେ Realme U1ର ୪/୬୪ଜିବି ଷ୍ଟୋରେଜ୍ ମୋବାଇଲ ଲଞ୍ଚ କରାଯିବା ସହ ଅଫର ସହ…

ଏହି ଫୋନର କ୍ୟାମେରା କୌଣସି DSLRରୁ କମ୍ ନୁହଁ, ଜାଣନ୍ତୁ ଲିଷ୍ଟ

ନୂଆଦିଲ୍ଲୀ : ସ୍ମାର୍ଟଫୋନ ସାଧାରଣ ଲୋକଙ୍କ ଜୀବନକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି। ଏନେଇ ଜୀବନର ସମସ୍ତ ମୂହୁର୍ତ୍ତକୁ କ୍ଳିକ୍ କରୁଛନ୍ତି ସାଧାରଣ ଲୋକ। ଆଜି ଆମେ ଗତ ବର୍ଷ ଲଞ୍ଚ କରାଯାଇଥିବା ଏପରି କିଛି ମୋବାଇଲ ବିଷୟରେ କହିବାକୁ ଯାଉଛୁ ଯାହା ସାମ୍ନାରେ ଫେଲ ମାରିଛି DSLR…

ଏହି ୨୩ଟି ଆପ୍ ଜରିଆରେ ଫେସବୁକ୍ ଯାଏଁ ପହଞ୍ଚୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଳୀ : ଫେସବୁକ ଉପରେ ଗ୍ରାହକଙ୍କ ଡାଟା ଚୋରି ମାମଲା ଥମି ନଥିବା ବେଳେ ଏବେ ଆଉଏକ ମାମଲା ସାମ୍ନାକୁ ଆସିଛି। ଏନେଇ ବ୍ରିଟେନ୍ ଚ୍ୟାରିଟୀ ପ୍ରାଇଭେସି ଇଷ୍ଟରନ୍ୟାସନାଲ, ଜର୍ମାନି କାଓସ୍ କମ୍ପୁଟର କଂଗ୍ରେସ ନିକଟରେ ଏକ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ ଲେଖାଯାଇଛି କି, ଫେସବୁକ୍ ସେହି…

ନୂଆ ଜିଓଫୋନରେ ଗ୍ରାହକଙ୍କୁ ମିଳିବ ୬ମାସ ପର୍ଯ୍ୟନ୍ତ ମାଗଣା ଡ଼ାଟା, ଜାଣନ୍ତୁ କିପରି

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ନୂଆ ବର୍ଷରେ ଗ୍ରାହକଙ୍କ ପାଇଁ ଆଣିଛି ଏକ ଖାସ ଉପହାର। ଏନେଇ କମ୍ପାନି ଜିଓ ଗିଫ୍ଟ କାର୍ଡ଼ ଲଞ୍ଚ କରିଛି। ଏହାର ମୂଲ୍ୟ ୧,୦୯୫ଟଙ୍କା ରହିଥିବା ବେଳେ ଏଥିରେ ଆପଣ ଜିଓ ଫୋନ କିଣିବାର ସୁବିଧା ପାଇ ପାରିବେ। ଖାଲି ତାହା ନୁହଁ ଏହି ମୂଲ୍ୟରେ…

ଆସୁଛି ବିଶ୍ବର ପ୍ରଥମ ୫ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ, ଜାନୁଆରୀରେ ହୋଇପାରେ ଲଞ୍ଚ

ଖୁବ୍ ଶୀଘ୍ର ୭ଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ ବଜାରକୁ ଆସିବାକୁ ଯାଉଛି। ଏହି ଫୋନ୍ ଚଳିତ ମାସରେ ଲଞ୍ଚ ହୋଇପାରେ ବୋଲି ଆଶା ରଖାଯାଇଛି। ଫୋନର ନାମ ନୋକିଆ ୯ ପିୟୋରଭିୟୁ ରହିଛି। ଏଯାବତ୍ ଆସିଥିବା ଅନେକ ଭିଡିଓ ଓ ଇମେଜରେ ନୋକିଆ ୯ ପିୟୋରଭିୟୁର ଫିଚର ସାମ୍ନାକୁ ଆସି ସାରିଛି। ଏହି…