Below header
Browsing Category

ଟେକ୍

ସାଓମି ଏମଆଇ ପ୍ଳେ ହେଲା ଲଞ୍ଚ : ବଡ଼ ଡିସପ୍ଳେ ସହ ଖାସ ରହିଛି ଏହି ଫିଚର

ନୂଆଦିଲ୍ଲୀ : ଚାଇନାର ସ୍ମାର୍ଟଫୋନ୍ କମ୍ପାନି ସାଓମି ଆଜି ଏକ ନୂଆ ସ୍ମାର୍ଟଫୋନ୍ ସାଓମି ଏମଆଇ ପ୍ଳେ ଲଞ୍ଚ କରିଛି। ପ୍ରଥମ ଥର ପାଇଁ କମ୍ପାନି ଏପରି ନାମ ଥିବା ସ୍ମାର୍ଟଫୋନ ଲଞ୍ଚ କରିଛି। ଫୋନର ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୱାଟର ଡ୍ରପ ଡିସପ୍ଲେ ରହିଛି। ଏହି ଫୋନ ବିଷୟରେ ଆଗରୁ ମଧ୍ୟ…

Redmi 6Aର ଆଜି ସେଲ୍ , ମିଳିବ ୨ହଜାରରୁ ଅଧିକ ରିହାତି ଏବଂ ୧୦୦ଜିବି ମାଗଣା ଡାଟା

ନୂଆଦିଳ୍ଲୀ : ସାଓମିର ରେଡ଼ମି ୬ଏର ଆଜି ଅର୍ଥାତ୍ ଡିସେମ୍ବର ୨୪ରେ mi.com ଏବଂ amazonରେ ୧୨ଟା ସମୟରେ ବିକ୍ରି ଆରମ୍ଭ ହେବାକୁ ଯାଉଛି। କମ୍ପାନି ଏହି ଫୋନକୁ ସେପ୍ଟେମ୍ବରରେ ଲଞ୍ଚ କରିଥିବା ବେଳେ ଏଥିସହ ଲଞ୍ଚ କରିଥିଲା Redmi 6, Redmi 6 pro ଫୋନ୍। କମ୍ପାନି ଏହି ମୋବାଇଲ ମାନଙ୍କରେ ଖୁବ…

ସରକାର ଏହି ୬୪ଟି App ବିରୁଦ୍ଧରେ ଜାରି କଲେ ଚେତାବନୀ, ଦେଖିନ୍ତୁ ନାହିଁ ତ ଆପଣଙ୍କ ପାଖରେ

ନ୍ୟାସନାଲ ହେଲଥ୍ ଏଜେନ୍ସି ଗ୍ରାହକଙ୍କୁ ଧୋକାରୁ ବଞ୍ଚାଇବାକୁ ଯାଇ ଜାରି କରିଛନ୍ତି ନୂଚନା ।ଏଥିରେ ସରକାରଙ୍କର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୂଚନା ରଖିଥିବା ନକଲି ୱେବସାଇଟ ଲୋକଙ୍କୁ ଠକୁଥିବାର ସୂଚନା ଜାରି କରିଛି। ଏହି ସପ୍ତାହରେ NHAଦ୍ବାରା ଜାରି ହୋଇଥିବା ଏକ…

ଶୀଘ୍ର ନିଅନ୍ତୁ ନୂଆ ଫୋନ, କାରଣ ୨୦୧୯ରୁ ଏହି ସ୍ମାର୍ଟଫୋନରେ ଆଉ କାମ ଦେବ ନାହିଁ Whatsapp

ନୂଆଦିଲ୍ଲୀ : ସାରା ବିଶ୍ବରେ ସର୍ବାଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ ହେଉଛି ହ୍ବାଟ୍ସଆପ୍। ପ୍ଳେ ଷ୍ଟୋର ହେଉବା ଆପଲ ଷ୍ଟୋର ଏହାକୁ ଲକ୍ଷାଧିକ ଲୋକ ଡ଼ାଉନଲୋଡ଼ କରି ବ୍ୟବହାର କରୁଛନ୍ତି। ଏବେ କିଛି ଗ୍ରାହକଙ୍କ ପାଇଁ ଖରାପ ଖବର ଆଣିଛି ହ୍ବାଟ୍ସଆପ୍। କମ୍ପାନି ଏକ ତାଲିକା ଜାରୀ କରିଛି…

ଏହି Password ବ୍ୟବହାର କରୁଥିଲେ ସାବଧାନ୍, ହ୍ୟାକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଳୀ : ୨୦୧୮ ଶେଷ ହୋଇଥିବା ବେଳେ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ବର୍ଷ । ତେବେ ବର୍ଷର ଶେଷ ହେଉଥିବା ବେଳେ ଏହା ଜରୁରୀ କି ଆମେ ଏହି ମଧ୍ୟରେ ହୋଇଥିବା ଡ଼ାଟା ଚୋରି ଏବଂ ସିକ୍ୟୁରିଟିକୁ ନେଇ ନିଜ ଆକାଉଣ୍ଟକୁ ସୁରକ୍ଷତ କରିବା। ଏବେ ନିକଟରେ ମିଳିଥିବା ମିଡ଼ିଆ ରିପୋର୍ଟ ମୁତାବକ,…

ଏଣିକି ଆପଣଙ୍କ କମ୍ପ୍ୟୁଟରରେ ବି କଡା ନଜର ରଖିବେ ସରକାର, ଯାହା ବି କରିବେ ତୁରନ୍ତ ମିଳିଯିବ ଖବର

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଆପଣଙ୍କ କମ୍ପ୍ୟୁଟର ଉପରେ ନଜର ରଖିବ ସରକାରୀ ସଂସ୍ଥା। ଏନେଇ ୧୦ଟି ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ଗୃହ ମନ୍ତ୍ରୀଳୟ । ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ସମସ୍ତ ଏହି ସୁରକ୍ଷା ଏଜେନ୍ସିକୁ ବ୍ୟକ୍ତିଗତ କମ୍ପ୍ୟୁଟରରେ ଗଛିତ…

ମାତ୍ର ୧୦୧ ଟଙ୍କାରେ ମିଳୁଛି Vivo ସ୍ମାର୍ଟଫୋନ୍, ଜାଣନ୍ତୁ କେମିତି ଉଠାଇବେ ଅଫରର ଫାଇଦା

ନୂଆ ବର୍ଷରେ ନୂଆ ଉପହାର ନିଜର ପ୍ରିୟ ବ୍ୟକ୍ତିଙ୍କୁ ଦେବାକୁ ଚାହୁଁଛନ୍ତି ? ହେଲେ ପକେଟରେ ଟଙ୍କା ନାହିଁ ? ତେବେ ଚିନ୍ତା କରନ୍ତୁ ନାହିଁ । ନୂଆ ବର୍ଷ ଉପଲକ୍ଷେ ସ୍ମାର୍ଟ ଅଫର୍ ଆଣିଛି Vivo  ସ୍ମାର୍ଟଫୋନ୍ । ମାତ୍ର ୧୦୧ ଟଙ୍କାରେ କିଣି ପାରିବେ ନୂଆ ମୋବାଇଲ୍ । ଏଥିପାଇଁ ବଜାଜ୍ ହାତ…

ନିଶା କରିଥିଲେ ପତ୍ନୀ ନୁହଁ ବରଂ ରୋକିବ କାର , ଏବେ ଏହି ଖାସ ଫିଚର ହେବାକୁ ଯାଉଛି ଆରମ୍ଭ

ନୂଆଦିଲ୍ଲୀ : ସାଧାରଣତଃ ନିଶା କରି ଘରେ ପହଞ୍ଚିଲେ ପୁରୁଷଙ୍କୁ ସବୁଠାରୁ ଅଧିକ ଭୟ ପତ୍ନୀଙ୍କର ହିଁ ରହିଥାଏ। କାରଣ ନିଶା କରିବା ଦ୍ବାରା ପୁରୁଷଙ୍କ ଉପରେ ସବୁଠାରୁ ଅଧିକ ରାଗିଥାନ୍ତି ପତ୍ନୀ। ଏନେଇ ବହୁ କାଳରୁ ଅନେକ ବାକ୍ୟ ମଧ୍ୟ ରହିଛି। କିନ୍ତୁ ଆଜି ପତ୍ନୀଙ୍କ ରାଗ ଶାନ୍ତ କରିବା କଥା…

TVS ଏହି ତିନିଟି ସ୍କୁଟରରେ ମିଳୁଛି ବମ୍ଫର ରିହାତି, ଏପରି ଉଠାନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ : ଦୁଇ ଚକିଆ ସ୍କୁଟର କମ୍ପାନି TVS ଏହାର କିଛି ଗାଡ଼ିରେ ଉପରେ ଦମଦାର ବର୍ଷ ଶେଷ ରିହାତି ଅଫର ଲାଗୁ କରିଛି। ଏହି ରିହାତି ଅଫରରେ ପେଟିଏମ୍ କ୍ୟାସବ୍ୟାକରୁ ଆରମ୍ଭ କରି ଅତିରିକ୍ତ ଅନେକ ରିହାତି ସାମିଲ ରହିଛି। ଏହାଛଡ଼ା ଫାଇନାନ୍ସ ରେଟରେ ଲୋକ ନିଜର ମନପସନ୍ଦ ସ୍କୁଟର ଘରକୁ…

ବର୍ଷକୁ ମାଗଣା ମିଳିବ ୭୧ ଲିଟର ପେଟ୍ରୋଲ ଏବଂ ଡିଜେଲ୍ , ଏପରି ଉଠାନ୍ତୁ ଅଫର ଫାଇଦା

ନୂଆଦିଲ୍ଲୀ : ସରକାରୀ ତେଲ କମ୍ପାନି ଇଣ୍ଡିଆନ ଅଏଲ କରପୋରେସନ୍ ଲିମିଟେଡ଼ (IOCL) ସିଟି ବ୍ୟାଙ୍କ ସହ ମିଶି ନିଜ ଗ୍ରାହକଙ୍କ ପାଇଁ ଆଣିଛି ଖାସ ଅଫର । ଏହି ଅଫରର ଫାଇଦା ଉଠାଇବା ପାଇଁ ସିଟି ବ୍ୟାଙ୍କ ତରଫରୁ ମାଗଣାରେ ଏକ ପ୍ଲାଟିନମ କାର୍ଡ଼ ଦିଆଯାଉଛି। ଏହି ଖାସ କାର୍ଡ଼ର ବ୍ୟବହାର କରି ଆପଣ…

ନୂଆ ରୁପରେ ମାତ୍ର ୧୬ହଜାର ଟଙ୍କାରେ ଲଞ୍ଚ କରୁଛି ୟାମାହା ଆରଏକ୍ସ ୧୦୦

ନୂଆଦିଲ୍ଲୀ : ସମୟ କ୍ରମେ ବଦଳିଛି ଗ୍ରାହକଙ୍କ ପସନ୍ଦ। ପୂର୍ବରୁ ବାଇକ କମ୍ପାନି ୟାମାହାର ଖୁବ ଚାହିଦା ରହିଥିବା ବେଳେ ଏବେ ସମୟକ୍ରମେ ତାହା କମ ହୋଇଛି। କିନ୍ତୁ କମ୍ପାନିରୁ ମିଳିଥିବା ସୂଚନା ଅନୁଯାୟୀ ପୁଣି ଥରେ ବଜାରକୁ ଫେରୁଛି ୟାମାହାର ବହୁ ଲୋକପ୍ରିୟ ବାଇକ୍ ୟାମାହା ଆରଏକ୍ସ ୧୦୦।…

ଜିଓକୁ ଟକ୍କର ଦେବାପାଇଁ ମୈଦାନକୁ ଓହ୍ଲାଇଲା ଟାଟା ସ୍କାଏ, ଦମଦାର ଅଫର୍ ସହ ୧୪ ଟି ସହରରେ ଆରମ୍ଭ କଲା ବ୍ରଡବ୍ୟାଣ୍ଡ…

ଟେଲିକମ୍ ସେକ୍ଟରରେ ଅପାର ଅଫଳତା ପରେ ବ୍ରଡବ୍ୟାଣ୍ଡ୍ ସେକ୍ଟରରେ ପାଦ ରଖିସାରିଲାଣି ଜିଓ । ଯାହା ଫଳରେ ଭାରତୀ ଏୟାରଟେଲ୍ ଏବଂ ବିଏସଏନଏଲ୍ ଭଳି କମ୍ପାନୀଙ୍କ ବଢିଯାଇଛି ଚ୍ୟାଲେଞ୍ଜ । ଖୁବ୍ ଶୀଘ୍ର ଗିଗା ଫାଇବର୍ ଲଂଚ୍ କରିବାକୁ ଯାଉଛି ରିଲାଏନ୍ସ ଜିଓ । ଏବେ ଶୁଣିବାକୁ ମିଳୁଛି ଜିଓକୁ ଟକ୍କର…