Below header
Browsing Category

ଟେକ୍

ନେଟୱାର୍କ ନଥିଲେ ବି କରିପାରିବେ କଲ୍, JIO ଦେବ VoWi-Fi ସେବା

ଚଳିତ ବର୍ଷ ଜୁଲାଇ ମାସରେ ଗୋଟିଏ ଖବର ଶୁଣିବାକୁ ମିଳିଥିଲା ଯେ ରିଲାଏନ୍ସ ଜିଓ ଦେଶରେ VoWi-Fi ସେବାର ଟେଷ୍ଟ କରୁଛି। ବର୍ତ୍ତମାନ ଏହା କୁହାଯାଉଛି ଯେ ଖୁବ୍ ଶୀଘ୍ର ଏହି ସେବାକୁ ପୂରା ଦେଶରେ ଲଞ୍ଚ କରାଯିବ। ଟେଲକୋ ନିଜ ରିପୋର୍ଟରେ କୁହିଛି ଯେ ମଧ୍ୟପ୍ରଦେଶରେ ଏହି ଟେଷ୍ଟକୁ କରାଯାଇସାରିଛି।…

santro ରୁ ଆରମ୍ଭ କରି Marrazzo ପର୍ଯ୍ୟନ୍ତ ଜାଣନ୍ତୁ ୨୦୧୮ରେ ଲଞ୍ଚ କରିଥିବା ଶ୍ରେଷ୍ଠ ଦମଦାର୍ କାର୍

କିଛି ଦିନରେ ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ ୨୦୧୯ ମସିହା। ଦେଖିବାକୁ ଗଲେ ଚଳିତବର୍ଷ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଖୁବ୍ ଆଲୋଚନା ଜନକ ରହିଛି। ଏନେଇ ଭାରତ ବଜାରରେ ଲଞ୍ଚ କରିଥିବା ୫ଟି ଦମଦାର କାର ମାନଙ୍କ ବିଷୟରେ ଆମେ ଆଜି କହିବାକୁ ଯାଉଛୁ। ଏହି ତାଲିକାରେ ସାମିଲ ହୋଇଛି Hyundai Santroରୁ…

ଜାଣନ୍ତୁ କିପରି, ଖୁବ୍ ସହଜରେ ନିଜର କରିପାରିବେ ଷ୍ଟୁଡ଼େଣ୍ଟ କ୍ରେଡ଼ିଟ କାର୍ଡ

ନୂଆଦିଲ୍ଲୀ : ଆଜିର ସମୟରେ ଇଣ୍ଟରନେଟ ପାଠପଢ଼ୁଥିବା ପିଲାଙ୍କ ଜୀବନର ଏକ ଖାସ ଅଂଶରେ ପରିଣତ ହୋଇଛି। ଏପରିକି ବହୁତ ଛାତ୍ର ଡିଜିଟାଲ ୱାଲେଟ, କ୍ରେଡ଼ିଟ କାର୍ଡ ଏବଂ ଡିଜିଟାଲ ନେଣଦେଣ କରିବା ପସନ୍ଦ କରୁଛନ୍ତି। ଯଦି ଆପଣ ମଧ୍ୟ ଅଧ୍ୟୟନରତ ଏବଂ ଟଙ୍କାର ଆବଶ୍ୟକତା ରହୁଛି ତେବେ ଆପଣ ଷ୍ଟୁଡେଣ୍ଟ…

Flipkartରେ ଆରମ୍ଭ ହେଲା Mobile Bonanza ସେଲ୍, ଏହି ସବୁ ଦମଦାର ସ୍ମାର୍ଟଫୋନରେ ମିଳୁଛି ଜବରଦସ୍ତ ରିହାତି

ଲୋକପ୍ରିୟ ଇ କମର୍ସ ସାଇଟ୍ ଫ୍ଲିପକାର୍ଟ ଆରମ୍ଭ କରିଛି Mobile Bonanza ସେଲ୍ । ଯେଉଁଥିରେ ଦମଦାର୍ ସ୍ମାର୍ଟଫୋନରେ ମିଳୁଛି ଦମଦାର୍ ଅଫର୍ । ୨୬ ଡିସେମ୍ବର ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ୨୯ ଡିସେମ୍ବର ଯାଏଁ ଚାଲିବ । ଯଦି ଆପଣ ନୂଆ ବର୍ଷ ଉପଲକ୍ଷେ ନୂଆ ଫୋନ୍ କିଣିବାକୁ…

ଭାରତ ସରକାରଙ୍କ ଏହି ୫ଟି ଆପ୍, ଯାହାକୁ ୨୦୧୮ ମସିହାରେ ବହୁଳ ବ୍ୟବହାର କଲେ ଗ୍ରାହକ

ନୂଆଦିଲ୍ଲୀ :ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଜନତା ଡିଜିଟାଲ ହେବାକୁ ଲାଗିଛନ୍ତି। ଏଣୁ ଦେଖିବାକୁ ଗଲେ ପୂର୍ବ ଅପେକ୍ଷା ଭାରତରେ ସ୍ମାର୍ଟଫୋନର ବ୍ୟବହାର ଖୁବ ବଢ଼ିବାରେ ଲାଗିଛି। ଏପକି ସରକାର ନିଜ ସ୍କ୍ରିମ୍ ବିଷୟରେ ଲୋକଙ୍କୁ ଯୋଡ଼ି ରଖିବା ପାଇଁ ବିଭିନ୍ନ ପ୍ରକାରର ଆପ୍ ମଧ୍ୟ ପ୍ରସ୍ତୁତ…

ସାଓମି ଏମଆଇ ପ୍ଳେ ହେଲା ଲଞ୍ଚ : ବଡ଼ ଡିସପ୍ଳେ ସହ ଖାସ ରହିଛି ଏହି ଫିଚର

ନୂଆଦିଲ୍ଲୀ : ଚାଇନାର ସ୍ମାର୍ଟଫୋନ୍ କମ୍ପାନି ସାଓମି ଆଜି ଏକ ନୂଆ ସ୍ମାର୍ଟଫୋନ୍ ସାଓମି ଏମଆଇ ପ୍ଳେ ଲଞ୍ଚ କରିଛି। ପ୍ରଥମ ଥର ପାଇଁ କମ୍ପାନି ଏପରି ନାମ ଥିବା ସ୍ମାର୍ଟଫୋନ ଲଞ୍ଚ କରିଛି। ଫୋନର ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୱାଟର ଡ୍ରପ ଡିସପ୍ଲେ ରହିଛି। ଏହି ଫୋନ ବିଷୟରେ ଆଗରୁ ମଧ୍ୟ…

Redmi 6Aର ଆଜି ସେଲ୍ , ମିଳିବ ୨ହଜାରରୁ ଅଧିକ ରିହାତି ଏବଂ ୧୦୦ଜିବି ମାଗଣା ଡାଟା

ନୂଆଦିଳ୍ଲୀ : ସାଓମିର ରେଡ଼ମି ୬ଏର ଆଜି ଅର୍ଥାତ୍ ଡିସେମ୍ବର ୨୪ରେ mi.com ଏବଂ amazonରେ ୧୨ଟା ସମୟରେ ବିକ୍ରି ଆରମ୍ଭ ହେବାକୁ ଯାଉଛି। କମ୍ପାନି ଏହି ଫୋନକୁ ସେପ୍ଟେମ୍ବରରେ ଲଞ୍ଚ କରିଥିବା ବେଳେ ଏଥିସହ ଲଞ୍ଚ କରିଥିଲା Redmi 6, Redmi 6 pro ଫୋନ୍। କମ୍ପାନି ଏହି ମୋବାଇଲ ମାନଙ୍କରେ ଖୁବ…

ସରକାର ଏହି ୬୪ଟି App ବିରୁଦ୍ଧରେ ଜାରି କଲେ ଚେତାବନୀ, ଦେଖିନ୍ତୁ ନାହିଁ ତ ଆପଣଙ୍କ ପାଖରେ

ନ୍ୟାସନାଲ ହେଲଥ୍ ଏଜେନ୍ସି ଗ୍ରାହକଙ୍କୁ ଧୋକାରୁ ବଞ୍ଚାଇବାକୁ ଯାଇ ଜାରି କରିଛନ୍ତି ନୂଚନା ।ଏଥିରେ ସରକାରଙ୍କର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୂଚନା ରଖିଥିବା ନକଲି ୱେବସାଇଟ ଲୋକଙ୍କୁ ଠକୁଥିବାର ସୂଚନା ଜାରି କରିଛି। ଏହି ସପ୍ତାହରେ NHAଦ୍ବାରା ଜାରି ହୋଇଥିବା ଏକ…

ଶୀଘ୍ର ନିଅନ୍ତୁ ନୂଆ ଫୋନ, କାରଣ ୨୦୧୯ରୁ ଏହି ସ୍ମାର୍ଟଫୋନରେ ଆଉ କାମ ଦେବ ନାହିଁ Whatsapp

ନୂଆଦିଲ୍ଲୀ : ସାରା ବିଶ୍ବରେ ସର୍ବାଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ ହେଉଛି ହ୍ବାଟ୍ସଆପ୍। ପ୍ଳେ ଷ୍ଟୋର ହେଉବା ଆପଲ ଷ୍ଟୋର ଏହାକୁ ଲକ୍ଷାଧିକ ଲୋକ ଡ଼ାଉନଲୋଡ଼ କରି ବ୍ୟବହାର କରୁଛନ୍ତି। ଏବେ କିଛି ଗ୍ରାହକଙ୍କ ପାଇଁ ଖରାପ ଖବର ଆଣିଛି ହ୍ବାଟ୍ସଆପ୍। କମ୍ପାନି ଏକ ତାଲିକା ଜାରୀ କରିଛି…

ଏହି Password ବ୍ୟବହାର କରୁଥିଲେ ସାବଧାନ୍, ହ୍ୟାକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଳୀ : ୨୦୧୮ ଶେଷ ହୋଇଥିବା ବେଳେ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ବର୍ଷ । ତେବେ ବର୍ଷର ଶେଷ ହେଉଥିବା ବେଳେ ଏହା ଜରୁରୀ କି ଆମେ ଏହି ମଧ୍ୟରେ ହୋଇଥିବା ଡ଼ାଟା ଚୋରି ଏବଂ ସିକ୍ୟୁରିଟିକୁ ନେଇ ନିଜ ଆକାଉଣ୍ଟକୁ ସୁରକ୍ଷତ କରିବା। ଏବେ ନିକଟରେ ମିଳିଥିବା ମିଡ଼ିଆ ରିପୋର୍ଟ ମୁତାବକ,…

ଏଣିକି ଆପଣଙ୍କ କମ୍ପ୍ୟୁଟରରେ ବି କଡା ନଜର ରଖିବେ ସରକାର, ଯାହା ବି କରିବେ ତୁରନ୍ତ ମିଳିଯିବ ଖବର

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଆପଣଙ୍କ କମ୍ପ୍ୟୁଟର ଉପରେ ନଜର ରଖିବ ସରକାରୀ ସଂସ୍ଥା। ଏନେଇ ୧୦ଟି ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ଗୃହ ମନ୍ତ୍ରୀଳୟ । ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ସମସ୍ତ ଏହି ସୁରକ୍ଷା ଏଜେନ୍ସିକୁ ବ୍ୟକ୍ତିଗତ କମ୍ପ୍ୟୁଟରରେ ଗଛିତ…

ମାତ୍ର ୧୦୧ ଟଙ୍କାରେ ମିଳୁଛି Vivo ସ୍ମାର୍ଟଫୋନ୍, ଜାଣନ୍ତୁ କେମିତି ଉଠାଇବେ ଅଫରର ଫାଇଦା

ନୂଆ ବର୍ଷରେ ନୂଆ ଉପହାର ନିଜର ପ୍ରିୟ ବ୍ୟକ୍ତିଙ୍କୁ ଦେବାକୁ ଚାହୁଁଛନ୍ତି ? ହେଲେ ପକେଟରେ ଟଙ୍କା ନାହିଁ ? ତେବେ ଚିନ୍ତା କରନ୍ତୁ ନାହିଁ । ନୂଆ ବର୍ଷ ଉପଲକ୍ଷେ ସ୍ମାର୍ଟ ଅଫର୍ ଆଣିଛି Vivo  ସ୍ମାର୍ଟଫୋନ୍ । ମାତ୍ର ୧୦୧ ଟଙ୍କାରେ କିଣି ପାରିବେ ନୂଆ ମୋବାଇଲ୍ । ଏଥିପାଇଁ ବଜାଜ୍ ହାତ…