Below header
Browsing Category

ଟେକ୍

ଫ୍ଳିପକାର୍ଟ ଅନର ଡ଼େ ସେଲ୍ : ଶସ୍ତା ହେଲା ଅନର ଏହି ଦମଦାର ଫୋନ୍

ନୂଆଦିଲ୍ଲୀ : ଭାରତ ବଜାରରେ ନିଜର ଦମଦାର ସ୍ମାର୍ଟଫୋନ ପାଇଁ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ବଢ଼ାଇଥିବା ଅନର ଫୋନ ନେଇ ଆରମ୍ଭ ହୋଇଛି ସେଲ। ଏହି ସେଲ ଆପଣ ଫ୍ଳିପକାର୍ଟରେ ଅନର ଡ଼େ ସେଲ ପାଇପାରିବେ। ଏହି ସେଲରେ ଆପଣ ଖୁବ କମ୍ ମୂଲ୍ୟରେ ଅନରର ଅନେକ ଦମଦାର ସ୍ମାର୍ଟଫୋନ ନିଜର କରିପାରିବେ। ଏହି…

ବିଏସଏନଏଲରେ ନିଯୁକ୍ତି , ୩୦୦ଟି ମ୍ୟାନେଜମେଣ୍ଟ ପଦ ଖାଲି

ନୂଆଦିଲ୍ଲୀ : ଭାରତ ସଂଞ୍ଚାର ନିଗମ ଲିମିଡ଼େଟ (ବିଏସଏନଏଲ)ତରଫରୁ ମେନେଜମେଣ୍ଟ ଟ୍ରେନିଂର ୩୦୦ଟି ପଦ ପାଇଁ ନିଯୁକ୍ତି ଆରମ୍ଭ ହୋଇଛି। କହିବାକୁ ଚାହିଁବୁ ଏହି ୩୦୦ଟି ଖାଲି ପଦରୁ ୧୫୦ଟି ପଦ ପାଇଁ ଯେକୌଣସି ବ୍ୟକ୍ତି ଆବେଦନ କରିପାରିବେ। ଯେଉଁମାନେ ଏହି ପଦ ପାଇଁ ଆବଶ୍ୟକ ଯୋଗ୍ୟତା ରଖିଛନ୍ତି।…

ଏୟାରଟେଲ ୪ଜି ଫିଚର ଫୋନ ଲଞ୍ଚ କରିବା ପ୍ରସ୍ତୁତି , ଜିଓକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଭାରତର ଦୂରସଂଚାର କ୍ଷେତ୍ରରେ ପାଦ ରଖିବା ପରେ ଅନ୍ୟ ସମସ୍ତ ଟେଲିକମ କମ୍ପାନି ଗୁଡ଼ିକ ଉପରେ ପଡ଼ିଥିଲା ଖୁବ ପ୍ରଭାବ । ଏହା ଦ୍ୱାରା ଅନେକ ଟେଲିକମ କମ୍ପାନି ନିଜର ସଂସ୍ଥାକୁ ବନ୍ଦ କରିବାକୁ ମଧ୍ୟ ବାଧ୍ୟ ହେଲେ । ଜିଓ ଦ୍ୱାରା ପ୍ରଭାବିତ ହୋଇଥିବା ଟେଲିକମ କମ୍ପାନି…

ଆଜି ଭାରତରେ ଲଞ୍ଚ ହେବ OnePlus 6T McLaren Edition, ଜାଣନ୍ତୁ ମୂଲ୍ୟ ସହ ଦମଦାର ଫିଚର

ଲଂଚ୍ ହୋଇ ସାରିଛି OnePlus 6T McLaren Edition । ଗତକାଲି ଚୀନରେ ଆୟୋଜିତ ଏକ ଇଭେଂଟରେ ଲଂଚ୍ ହୋଇଛି ଏହି ଦମଦାର ଫୋନ୍ । ତେବେ ଆଜି ଏହା ଭାରତରେ ହୋଇପାରେ ଲଂଚ୍ । ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏକ ଇଭେଂଟରେ ଏହା ଲଂଚ୍ ହୋଇପାରେ ବୋଲି ସୂଚନା ମିଳିଛି । ୧୦ ଜିବି ରାମ୍ ବିଶିଷ୍ଟ…

ଆସିଲା ସ୍ମାର୍ଟ ଗୁଗୁଲ ଜ୍ୟାକେଟ୍ , ଚୋରି ହେବାକୁ ଦେବନାହିଁ ଆପଣଙ୍କ ମୋବାଇଲ ଫୋନ୍

ନୂଆଦିଲ୍ଲୀ : ବତ୍ତର୍ମାନର ସ୍କାର୍ଟ ଟେକ୍ନୋଲୋଜି ସମୟରେ ସବୁ ଜିନିଷ ସ୍ମାର୍ଟ ହେବାରେ ଲାଗିଛି। ଏହି ତାଲିକାରେ ସ୍ମାର୍ଟଓ୍ବାଚ, ଫିଟନେସ ବ୍ୟାଣ୍ଡ, ସ୍ମାର୍ଟ ଜୋତା ସହ ସାମିଲ ହୋଇଛି ସ୍ମାର୍ଟ ଜ୍ୟାକେଟ୍। ଗୁଗୁଲ ଏବଂ ଲିଭାସ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ଏକ ସ୍ମାର୍ଟ ଜ୍ୟାକେଟ।…

ଜରିମାନା ଆଦାୟ ବ୍ୟବସ୍ଥାରେ ଆସିବ ସ୍ବଚ୍ଛତା, ଆରମ୍ଭ ହେବ ଇ-ଚାଲାଣ ବ୍ୟବସ୍ଥା

ଭୁବନେଶ୍ବର(କେନ୍ଯୁଜ୍) : କେନ୍ୟୁଜ୍ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଉଦ୍‌ଘାଟନ ହୋଇଯାଇଛି ଇ-ଚାଲାଣ ମେସିନ୍‌ । ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମେସିନ୍‌ର ଉଦ୍‌ଘାଟନ କରି ଏହି ବ୍ୟବସ୍ଥା ଲାଗୁ ଦ୍ବାରା ଜରିମାନା ଆଦାୟ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ସହ ଅନିୟମିତତା ଅଭିଯୋଗ କମ୍ ହେବ…

ଆପଣଙ୍କ ସ୍ମାର୍ଟଫୋନ ରହିବ ସୁରକ୍ଷିତ, ଏନେଇ ଗୁଗୁଲ ଡିଲଟ୍ କଲା ୨୨ଟି ଭାଇରସ୍ ଆପ୍

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଏବଂ ଆଡ଼୍ରୋଏଡ଼ ଅପରେଟିଂ ସିଷ୍ଟମ ନିର୍ମାଣ କରିଥିବା କମ୍ପାନି ଗୁଗୁଲ ନିଜ ପ୍ଳେ ଷ୍ଟୋରରୁ ୨୨ଟି ଖତରାନକ୍ ଭାଇରସ ଅପକୁ ଡ଼ିଲିଟ କରିଛି। ଗୁଗୁଲର କହିବାନୁଯାୟୀ, ଏହି ଆପ ଗୁଡ଼ିକରେ ଭୟାନକ ଭାଇରସ ରହିଥିଲା ଯାହା ସ୍ମାର୍ଟଫୋନକୁ ବହୁତ କ୍ଷତି…

କିଆ ମୋଟର୍ସ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର

ବିଶ୍ବସ୍ତରୀୟ କାର୍‌ ନିର୍ମାଣ କରୁଥିବା ସଂସ୍ଥା କିଆ ମୋଟର୍ସ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି ଏକ ବୁଝାମଣାପତ୍ର । ଭବିଷ୍ୟତରେ ଗମନାଗମନରେ ବ୍ୟବହାର ହେଉଥିବା ଯାନବାହାନର ବିକଶିତ କରିବା ହେଉଛି ଏହି ବୁଝାମଣା ସ୍ବାକ୍ଷରର ମୂଳ ଲକ୍ଷ୍ୟ। ଆନ୍ଧ୍ରରେ କିଆ…

Whatsappରେ ଏହି ମେସେଜ୍ ଆସିଲେ ଭୁଲରେ ବି କରନ୍ତୁ ନାହିଁ କ୍ଲିକ୍ , ନଚେତ୍ ଲାଗିଯିବ ଚୂନା

ସୋସିଆଲ୍ ମିଡିଆର ଶେହେନ୍ସା ହ୍ବାଟ୍ସଆପ୍ । ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ୍ ଆପ୍ । ଦେଶର କୋଟି କୋଟି ଜନତା ଏହା ମାଧ୍ୟମରେ ପରସ୍ପର ସହ ଯୋଡି ହେଉଛନ୍ତି । କହିବାକୁ ଗଲେ ହ୍ବାଟ୍ସଆପ୍ ବିନା ଦିନ କାଟିବା ଏକ ପ୍ରକାର ଅସମ୍ଭବ । ନୂଆ ବର୍ଷ ଶୁଭେଚ୍ଛା ହେଉ ବା ଜନ୍ମଦିନ…

ଆଉ ଡ଼ାକ୍ତରଙ୍କ ପାଖକୁ ଯିବା ଦରକାର ନାହିଁ ,ଏବେ ନଖ ଦେଖି ସ୍ମାର୍ଟଫୋନ କହିବ ଶରୀରରେ କେତେ ରକ୍ତ

ଡିଜିଟାଇଲ ଦୁନିଆରେ ପ୍ରାୟ ସବୁ ଜିନିଷ ଆମକୁ ହାତପାଆନ୍ତାରେ ମିଳିଯାଉଛି। ଏପରିକି ଆବଶ୍ୟକୀୟ ଔଷଧି ପାଇଁ ମଧ୍ୟ ବାହାରକୁ ଯିବାକୁ ପଡ଼ୁନାହିଁ। ଉପଯୁକ୍ତ ପେସକ୍ରିପସନ୍ ରହିଥିଲେ ଘରେ ଆପଣଙ୍କ ନିକଟରେ ଆସି ପହଞ୍ଚୁଛି ଔଷଧ। ତେବେ ଏବେ ଶରୀରରେ ଆବଶ୍ୟକୀୟ ରକ୍ତ ରହିଛି ତାହା ପାଇଁ ଆଉ ଆପଣଙ୍କୁ…

ଟାଟା ନେକ୍ସନ୍ ଭାରତର ସବୁଠାରୁ ସୁରକ୍ଷିତ କାର , ଗ୍ଲୋବାଲ NCAP କ୍ରାସ ଟେଷ୍ଟରେ ମିଳିଲା ୫ ରେଟିଂ ଷ୍ଟାର

ନୂଆଦିଲ୍ଳୀ : ଭାରତର ବିଶିଷ୍ଟ କମ୍ପାନି ଟାଟା ମୋଟର୍ସର ନେକ୍ସନ ଏସୟୁଭି କାର ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ଅଧିକ ସୁରକ୍ଷିତ କାର ମାନଙ୍କ ମଧ୍ୟରେ ରହିଛି ଟାଟା ନେକ୍ସନ। ଏହା ଆମେ କହୁ ନାହୁଁ ବରଂ ୟୁକେରେ ରହିଥିବା ବେଷ୍ଟ ଗ୍ଲୋବ NCAP ଘୋଷଣା କରିଛି । ନେକ୍ସନ୍ କୁ…

ଆବେଦନକାରୀଙ୍କ ପାଇଁ ଖୁସି ଖବର ! ମାତ୍ର ୪ ଘଣ୍ଟାରେ ମିଳିବ ପାନ୍ କାର୍ଡ଼

ନୂଆଦିଲ୍ଲୀ : ଡିସେମ୍ବର ୫ ତାରିଖରୁ ପାନ କାର୍ଡ଼ ବ୍ୟବସ୍ଥାରେ ହେବାକୁ ଥିବା ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆବେଦନକାରୀଙ୍କ ପାଇଁ ପୁଣି ଆସିଛି ଖୁସି ଖବର। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକଙ୍କୁ ଆବେଦନ କରିବାର ମାତ୍ର ୪ ଘଣ୍ଟା ମଧ୍ୟରେ ମିଳିଯିବ ପାନ୍ କାର୍ଡ । ଏବଂ…