Browsing Category

ଟେକ୍

ଫେସବୁକ୍ ଚଲାଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ଆକାଉଂଟ୍ ହୋଇଯିବ ବ୍ଲକ୍

ସୋସିଆଲ୍ ମିଡିଆର ଶେହେନ୍ସା ଫେସବୁକ୍ । ଯାହାକୁ ସୂଚନା ଏବଂ ମନୋରଞ୍ଜନ ଆଦି ଆଦାନ ପ୍ରଦାନ ପାଇଁ ତିଆରି କରାଯାଇଛି । ଅନ୍ୟ ସୋସିଆଲ୍ ମିଡିଆଠୁ ଅଧିକ ବ୍ୟବହାର ଫେସବୁକର ହୋଇଥାଏ । ଏଥିରେ ଏତେ ଶୀଘ୍ର ଖବର ବ୍ୟାପିଥାଏ ଯେ ଅନେକ ସମୟରେ ଗଣମାଧ୍ୟମ ମଧ୍ୟ ପଛରେ ରହିଯାଏ । ହେଲେ ଅନେକ ଲୋକ…

ବଜାଜ୍ ଲଞ୍ଚ କଲା Pulsar Nsର ୧୨୫cc ମଡ଼େଲ , ଜାଣନ୍ତୁ କଣ ରହିଛି ଫିଚର

ନୂଆଦିଲ୍ଲୀ : ପ୍ରସିଦ୍ଧ ଦୁଇଚକିଆ ଯାନବାହନ କମ୍ପାନି ବଜାଜ୍ ଲଞ୍ଚ କରିଛି Pulsar Nsର ୧୨୫cc ବିଶିଷ୍ଟ ନୂଆ ମଡ଼େଲ। ୧୨୫cc Pulsar Nsରେ ଫ୍ଳୁଏଲ୍ ଇଞ୍ଜେକସନ୍ ଏବଂ ସିବିଏସର ସୁବିଧା ଦିଆାଯାଇଛି। ଏହି ନୂଆ ପଲସର ବାଇକ୍ ଦେଖିବାକୁ ବିଲକୁଲ ପଲସର ୧୩୫ ଭଳି ରହିଛି। ଏହି ନୂଆ ବାଇକରେ ଅନ୍ଯ…

ଭିମ୍ /ୟୁପିଆଇ ଆପ୍ ଜରିଆରେ ରେଳ ଟିକେଟରେ, ଏପରି ପାଆନ୍ତୁ ରିହାତି

ନୂଆଦିଲ୍ଲୀ :  ଡ଼ିଜିଟାଲ ପେମେଣ୍ଟକୁ ପ୍ରୟାସ ଦେବାପାଇଁ ଭାରତୀୟ ରେଳ ଟିକେଟ ବୁକିଂ ପାଇଁ ୟୁନିଫାଇଣ୍ଡ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଏବଂ ଭାରତ ଇଣ୍ଟରଫେସ୍ ମନି (ଭିମ୍)ରେ ଖାସ ରିହାତିର ବ୍ଯବସ୍ଥା କରିଛନ୍ତି। ରେଳ ମନ୍ତ୍ରାଳୟ ଏହି ବ୍ଯବସ୍ଥାକୁ ଚଳିତ ବର୍ଷ ଜୁଲାଇରେ ବନ୍ଦ କରିଦେଇଥିଲେ…

ହ୍ବାଟ୍ସଆପ ଭିଡ଼ିଓ କଲିଂ କରୁଛନ୍ତି କି ?  ତେବେ ସାବଧାନ, ହୋଇପାରେ ଆପଣଙ୍କ ମୋବାଇଲ ଫୋନ୍ ହ୍ଯାକ୍

ନୂଆଦିଲ୍ଲୀ : ପ୍ରଥମେ ଫେସବୁକ୍ ଏବଂ ପରେ ଗୁଗୁଲ ପ୍ଲସର ଗ୍ରାହକଙ୍କ ଡ଼ାଟା ଅସୁରକ୍ଷିତ ହେବା ପରେ ଏବେ ହ୍ବାଟ୍ସଆପ ଉପରେ ବିପଦ ଘୂରି ବୁଲୁଛି। ଟେକ୍ନୋଲୋଜି ୱେବସାଇଟ ZDnet ମେସେଜିଂ ଆପ ହ୍ବାଟ୍ସଆପ ଉପରେ ଏକ ଅଲଗା ପ୍ରକାରର ହ୍ଯାକିଂର ଆରୋପ ଲଗାଇଛି। ୱେବସାଇଟ ଅନୁଯାୟୀ, ହ୍ବାଟ୍ସଆପରେ ଏକ…

ପୁଣି ଆସିଲା ନୋକିଆ ସ୍ଲାଇଡ଼ର ମୋବାଇଲ ଫୋନ୍, ଜାଣନ୍ତୁ ମୂଲ୍ଯ ଏବଂ ଫିଚର

ନୂଆଦିଲ୍ଲୀ : ନୋକିଆ ବ୍ରାଣ୍ଡର ହ୍ଯାଣ୍ଡସେଟ୍ ର୍ନିମାତା କମ୍ପାନି HMD Global ଭାରତରେ ଲଞ୍ଚ କରିଛି ନିଜର ନୂଆ ସ୍ଲାଇଡ଼ର ଫିଚର ଫୋନ୍ ନୋକିଆ ୮୧୧୦ ଫୋନ୍ । ଏହି ଫିଚର ଫୋନର ସବୁଠାରୁ ଖାସ କଥା ହେଉଛି ଏହା ଗୁଗୁଲ ଆସିଷ୍ଟାଣ୍ଟ ସପୋର୍ଟର ସହିତ ରହିଛି। ଏଥିରେ ଗ୍ରାହକଙ୍କୁ ଫେସବୁକ୍, ଟ୍ବିଟର…

ଗୁଗୁଲ ଲଞ୍ଚ କଲା ଦୁଇଟି ଦମଦାର ସ୍ମାର୍ଟଫୋନ, ଜାଣନ୍ତୁ କେତେ ରହିଛି ମୂଲ୍ଯ

ନୂଆଦିଲ୍ଲୀ : ଗୁଗୁଲ ନିକଟରେ ନ୍ଯୁୟର୍କରେ ଆୟୋଜିତ ଇଭେଣ୍ଟରେ ନିଜର ଫ୍ଳାଗସିପ୍ ସ୍ମାର୍ଟଫୋନ୍ ଗୁଗୁଲ ପିକ୍ସଲ୩ ଏବଂ ପିକ୍ସଲ ୩ ଏକ୍ସଏଲ ଲଞ୍ଚ କରିଛି। ଏହା ୩ୟ ବର୍ଷ ଯେବେ ଗୁଗୁଲ ଏଚଟିସିର ସାହାଯ୍ଯରେ ନିଜ ସ୍ମାର୍ଟଫୋନର ହାର୍ଡ଼ଓୟାର ପ୍ରସ୍ତୁତି କରୁଛି। ଚଳିତ ବର୍ଷ ମଧ୍ୟ ଏହି ମୋବାଇଲର…

ଫ୍ଲିପକାର୍ଟର ବଡ ଧମାକା, ଚୋରୀ ହେଲେ କିମ୍ବା ଭାଙ୍ଗିଲେ ମିଳିବ ପୂରା ଟଙ୍କା

ଫ୍ଲିପକାର୍ଟରେ ୧୦ ଅକ୍ଟୋବରରୁ ବିଗ ବିଲିୟନ ଡେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଫ୍ଲିପକାର୍ଟ ଇନସୁରାନ୍ସର ଘୋଷଣା କରିଛି। ଫ୍ଲିପକାର୍ଟ ବାଜାଜ ଆଲିଆଞ୍ଜ ଜେନେରାଲ ଇନସୁରାନ୍ସ ସହିତ ଚୁକ୍ତି କରିଛି। ଏହି କାରଣରୁ ଫ୍ଲିପକାର୍ଟରେ ବିକ୍ରୀ ହେବାକୁ ଥିବା ସ୍ମାର୍ଟଫୋନ ସହିତ କମ୍ପାନୀ…

ଆଉ ମାତ୍ର ୨ ଦିନ, ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ୫୦୦୦ ରିହାତିରେ ପାଇବେ ଏହି ଦମଦାର ମୋବାଇଲ୍

OnePlus୬ କୁ ଚଳିତ ବର୍ଷ ମେ’ ରେ ଲଂଚ କରାଯାଇଥିଲା ଏବଂ ପ୍ରଥମ ଥର ପାଇଁ ଭାରତରେ ଏହା ଅସ୍ଥାୟୀ ମୂଲ୍ୟର ରିହାତିରେ ମିଳୁଛି। ଆମାଜନ ଘୋଷଣା କରିଛି ଯେ OnePlus୬ ୩୪,୯୯୯ ଟଙ୍କାରେ ଉପଲବ୍ଧ ହେବ। ଅକ୍ଟୋବର ୧୦ରୁ ଆରମ୍ଭ ହେଉଥିବା ଆମାଜନ ଗ୍ରେଟ ଇଣ୍ଡିଆନ ଫେସଟିଭାଲରେ ଆମାଜନ ପ୍ରାଇମ…

ଆପଣଙ୍କ ଡ଼େକ୍ସଟପରେ ରାହିଛି କି ଟେଲିଗ୍ରାମ୍ ଆପ, ତେବେ ସାବଧାନ

ନୂଆଦିଲ୍ଲୀ : ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମରେ ଏକ ବଡ଼ ବଗ ଥିବାର ଜଣାପଡ଼ିଛି। ଏଥିରେ ଭଏସ କଲ କରିବା ସମୟରେ କମ୍ପୁଟରରେ ଥିବା ଆପ୍ ପବ୍ଲିକ୍  ଏବଂ ପ୍ରାଇଭେଟ IP ଠିକଣା ଲିକ୍ କରୁଛି। ନ୍ଯୁଜ୧୮ର ରିପୋର୍ଟ ମୁତାବକ, ସିକ୍ଯୁରିଟି ରିସର୍ଚ୍ଚର ଧିରଜ୍ ମିଶ୍ର କହିଛନ୍ତି ଟେଲିଗ୍ରାମର…

ଲୋକଙ୍କୁ ଚୂନା ମାରିସାରିଛି ଏହି ୬ ଆପ୍ , ଯଦି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ହଟାନ୍ତୁ

ସାଧାରଣତଃ ଆଣ୍ଡ୍ରଏଡରେ ସ୍ମାର୍ଟଫୋନରେ କୌଣସି ଆପ୍ ଡାଉନଲୋଡ୍ କରିବାକୁ ହେଲେ ଗୁଗଲ୍ ପ୍ଲେ ଷ୍ଟୋର୍ ଯାଇ ନିଜ ଇଛା ହିସାବରେ ଆପ୍ ଡାଉନଲୋଡ୍ କରିଥାଉ  । ହେଲେ ଏହି ଆପରେ କିଛି ଆପ୍ ଥାଏ ଯାହା ଆମ ଫୋନରୁ ଡାଟା ଚୋରୀ କରିଥାଉ । ଏପରିକି ଏସବୁ ଆପ୍ ଆପଣଙ୍କ କଥା ବାର୍ତ୍ତା ଉପରେ ନଜର ରଖିଥାଏ ।…

TVS ଲଞ୍ଚ କରିବାକୁ ଯାଉଛି Jupiter Grande 5G, ଜାଣନ୍ତୁ ଏଥିରେ କଣ ରହିଛି ଖାସ୍

ନୂଆଦିଲ୍ଲୀ : ଭାରତର ଦୁଇଚକିଆ ବାହାନ ନିର୍ମାତା କମ୍ପାନି ଟିଭିଏସ୍ ବଜାରରେ Jupiter ସ୍କୁଟରର ନୂଆ ମଡ଼େଲ ଲଞ୍ଚ କରିବାକୁ ଯାଉଛି। ସୂଚନା ଅନୁଯାୟୀ ଏହି ନୂଆ ସ୍କୁଟରର ନାମ Jupiter Grande 5G ରହିଥିବା ବେଳେ ଏଥିରେ କିଛିଟା ନୂଆ  ଫିଚର ସାମିଲ କରାଯାଇଛି। ତେବେ ଏହାର ଅଫିସିଆଲ ଲଞ୍ଚ ପରେ…

ବିଏସଏନଏଲର ଧମାକାଦାର ଅଫର, ଶସ୍ତା ପ୍ଲାନ ସହ ମିଳିବ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍

ନୂଆଦିଲ୍ଲୀ : ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତ ସଞ୍ଚାର ନିଗମ ବା ବିଏସଏନ୍‌ଏଲ୍‌ ଓଡ଼ିଶା ଶାଖା ପକ୍ଷରୁ  ପ୍ରିପେଡ ଇଣ୍ଟରନାସନାଲ ରୋମିଙ୍ଗ ପ୍ଲାନ୍‌, ପ୍ରମୋସନାଲ ବିଏସଏନଏଲ ଡେ ସ୍ପେଶାଲ ତାରିଫ ଭାଉଚର୍‌ ଓ ଆମାଜନ୍‌ ଅଫର୍‌ ଶୁଭାରମ୍ଭ ହୋଇଛି । ଏହି ଅବସରରେ ସାଟେଲାଇଟ୍‌  ଫୋନର ମଧ୍ୟ…