Below header
Browsing Category

ଟେକ୍

ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ନେଇ ମିଳିବ ଅନୁମତି

ଦିଲ୍ଲୀ(କେନ୍ୟୁଜ୍) : ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ନେଇ ମିଳିବ ଅନୁମତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିରେ ନିଷ୍ପତି ନିଆଯାଇଛି । ଏଥିପାଇଁ ଟେଲିଗ୍ରାଫ୍…

ଅସୁବିଧାରେ ଆପଣଙ୍କ ଡାଟା ! ATM କାର୍ଡ଼ ଜାରି କରିଥିବା କମ୍ପାନି RBIକୁ ଦେଇଛନ୍ତି ଚେତାବନୀ

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ କ୍ରେଡ଼ିଟ ଏବଂ ଡ଼େବିଟ କାର୍ଡ଼ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ନିକଟରେ ଗ୍ଲୋବାଲ ପେମେଣ୍ଟ କମ୍ପାନି ମାଷ୍ଟରକାର୍ଡ଼ ଆରବିଆଇକୁ କିଛି ଖାସ ସୂଚନା ପ୍ରଦାନ କରିଛି। ଏହି ସୂଚନା ଅନୁଯାୟୀ, କିଛି ସମୟ ପରେ କମ୍ପାନି ଗ୍ଲୋବାଲ ସର୍ଭରରୁ ଭାରତୀୟ…

ଗ୍ରାହକଙ୍କ ପାଇଁ Paytm ଅଣିଲା ଖୁସି ଖବର , ଏବେ ଜିନିଷ କିଣି ମାସେ ପରେ ଦିଅନ୍ତୁ ଟଙ୍କା

ନୂଆଦିଲ୍ଲୀ : ମୋବାଇଲ ଓ୍ବାଲେଟ ପେଟିଏମ୍ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛି। ଏହି ସେବାର ନାମ ରହିଛି Paytm Postpaid। ଏଥିରେ ଗ୍ରାହକ ଯେତେବେଳେ ଇଛା ସେତେବେଳେ ଜିନିଷ କିଣି ପାରିବେ। ସେଥିପାଇଁ କୌଣସି ପ୍ରକାରର ବାଧକ ରହିନାହିଁ। ଏହାପରେ ଗ୍ରାହକ ତାଙ୍କର ସେହି ଜିନିଷର ମୂଲ୍ୟ ଆସନ୍ତା…

ସୂବର୍ଣ୍ଣ ସୁଯୋଗ : ବର୍ଷକ ପାଇଁ ବ୍ୟବହାର କରନ୍ତୁ ନାହିଁ ସ୍ମାର୍ଟଫୋନ , ମିଳିବ ପୁରସ୍କାର ୭୨ ଲକ୍ଷ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ଜୀବନର ଏକ ଅଂଶ ପାଲଟିଛି ସ୍ମାର୍ଟଫୋନ। ଏପରିକି ମୋବାଇଲ ଫୋନ ବା ସ୍ମାର୍ଟଫୋନ ବିନା ଗୋଟିଏ ସେକେଣ୍ଡ ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏହିକୁ ନଜରରେ ରଖି ଏକ ଅଭିନବ ଉପାୟ ବାହାର କରିଛି ଅନ୍ତର୍ଜାତୀୟ କମ୍ପାନି। ଆଜ୍ଞା ହଁ, ଅନ୍ତର୍ଜାତୀୟ ପାନୀୟ…

‘ସ୍ମାର୍ଟ ଇ-ବସ୍ତ୍ର’ ଏପରି ଏକ ଜ୍ୟାକେଟ, ସ୍ମାର୍ଟ ଲୁକ୍ ସହିତ କରିବ ମୋବାଇଲ ଚାର୍ଜ

ଯେତେବେଳେ ଆପଣ ଯାତ୍ରା କରୁଥିବା ସମୟରେ ଆପଣଙ୍କ ମୋବାଇଲ ଡିସଚାର୍ଜ ହୋଇଯାଏ, ତେବେ ଆପଣଙ୍କ ଚିନ୍ତା ବହୁତ ଅଧିକ ବଢ଼ିଯାଇଥାଏ ଏବଂ ଅସ୍ତବ୍ୟସ୍ଥ ମଧ୍ୟ ଲାଗିଥାଏ। ଏହାପରେ ଆପଣ ଚାର୍ଜ କରିବା ପାଇଁ ଉପାୟ ଖୋଜନ୍ତି। କିନ୍ତୁ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ। ବୈଜ୍ଞାନିକ ମାନେ…

ଅମିତାଭଙ୍କ ସାମସଙ୍ଗ ମୋବାଇଲ ହେଲା ଖରାପ, ସାଓମି ଦେଲା ଏପରି ଜବାବ୍…

ମୁମ୍ବାଇ : ଭାରତୀୟ ସ୍ମାର୍ଟଫୋନ ବଜାରରେ କମ ମୂଲ୍ୟରେ ଦମଦାର ଫୋନ ଦେବାରେ ସାଓମି ମୋବାଇଲ୍ ବେଶ ଲୋକପ୍ରିୟତା ହାସଲ କରିଛି। କିନ୍ତୁ ଏଥର କମ୍ପାନି ଅମିତାଭ ବଚ୍ଚନଙ୍କୁ ମୋବାଇଲ ପରିବର୍ତ୍ତନ କରିବାକୁ ଉପଦେଶ ଦେଇ ରହିଛି ଚର୍ଚ୍ଚାରେ। ଆଜ୍ଞା ହଁ, ସାଓମି ଇଣ୍ଡିଆର ଏମଡ଼ି ମନୁ କୁମାର ଜେନ୍…

ଫ୍ଳିପକାର୍ଟ ଅନର ଡ଼େ ସେଲ୍ : ଶସ୍ତା ହେଲା ଅନର ଏହି ଦମଦାର ଫୋନ୍

ନୂଆଦିଲ୍ଲୀ : ଭାରତ ବଜାରରେ ନିଜର ଦମଦାର ସ୍ମାର୍ଟଫୋନ ପାଇଁ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ବଢ଼ାଇଥିବା ଅନର ଫୋନ ନେଇ ଆରମ୍ଭ ହୋଇଛି ସେଲ। ଏହି ସେଲ ଆପଣ ଫ୍ଳିପକାର୍ଟରେ ଅନର ଡ଼େ ସେଲ ପାଇପାରିବେ। ଏହି ସେଲରେ ଆପଣ ଖୁବ କମ୍ ମୂଲ୍ୟରେ ଅନରର ଅନେକ ଦମଦାର ସ୍ମାର୍ଟଫୋନ ନିଜର କରିପାରିବେ। ଏହି…

ବିଏସଏନଏଲରେ ନିଯୁକ୍ତି , ୩୦୦ଟି ମ୍ୟାନେଜମେଣ୍ଟ ପଦ ଖାଲି

ନୂଆଦିଲ୍ଲୀ : ଭାରତ ସଂଞ୍ଚାର ନିଗମ ଲିମିଡ଼େଟ (ବିଏସଏନଏଲ)ତରଫରୁ ମେନେଜମେଣ୍ଟ ଟ୍ରେନିଂର ୩୦୦ଟି ପଦ ପାଇଁ ନିଯୁକ୍ତି ଆରମ୍ଭ ହୋଇଛି। କହିବାକୁ ଚାହିଁବୁ ଏହି ୩୦୦ଟି ଖାଲି ପଦରୁ ୧୫୦ଟି ପଦ ପାଇଁ ଯେକୌଣସି ବ୍ୟକ୍ତି ଆବେଦନ କରିପାରିବେ। ଯେଉଁମାନେ ଏହି ପଦ ପାଇଁ ଆବଶ୍ୟକ ଯୋଗ୍ୟତା ରଖିଛନ୍ତି।…

ଏୟାରଟେଲ ୪ଜି ଫିଚର ଫୋନ ଲଞ୍ଚ କରିବା ପ୍ରସ୍ତୁତି , ଜିଓକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଭାରତର ଦୂରସଂଚାର କ୍ଷେତ୍ରରେ ପାଦ ରଖିବା ପରେ ଅନ୍ୟ ସମସ୍ତ ଟେଲିକମ କମ୍ପାନି ଗୁଡ଼ିକ ଉପରେ ପଡ଼ିଥିଲା ଖୁବ ପ୍ରଭାବ । ଏହା ଦ୍ୱାରା ଅନେକ ଟେଲିକମ କମ୍ପାନି ନିଜର ସଂସ୍ଥାକୁ ବନ୍ଦ କରିବାକୁ ମଧ୍ୟ ବାଧ୍ୟ ହେଲେ । ଜିଓ ଦ୍ୱାରା ପ୍ରଭାବିତ ହୋଇଥିବା ଟେଲିକମ କମ୍ପାନି…

ଆଜି ଭାରତରେ ଲଞ୍ଚ ହେବ OnePlus 6T McLaren Edition, ଜାଣନ୍ତୁ ମୂଲ୍ୟ ସହ ଦମଦାର ଫିଚର

ଲଂଚ୍ ହୋଇ ସାରିଛି OnePlus 6T McLaren Edition । ଗତକାଲି ଚୀନରେ ଆୟୋଜିତ ଏକ ଇଭେଂଟରେ ଲଂଚ୍ ହୋଇଛି ଏହି ଦମଦାର ଫୋନ୍ । ତେବେ ଆଜି ଏହା ଭାରତରେ ହୋଇପାରେ ଲଂଚ୍ । ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଏକ ଇଭେଂଟରେ ଏହା ଲଂଚ୍ ହୋଇପାରେ ବୋଲି ସୂଚନା ମିଳିଛି । ୧୦ ଜିବି ରାମ୍ ବିଶିଷ୍ଟ…

ଆସିଲା ସ୍ମାର୍ଟ ଗୁଗୁଲ ଜ୍ୟାକେଟ୍ , ଚୋରି ହେବାକୁ ଦେବନାହିଁ ଆପଣଙ୍କ ମୋବାଇଲ ଫୋନ୍

ନୂଆଦିଲ୍ଲୀ : ବତ୍ତର୍ମାନର ସ୍କାର୍ଟ ଟେକ୍ନୋଲୋଜି ସମୟରେ ସବୁ ଜିନିଷ ସ୍ମାର୍ଟ ହେବାରେ ଲାଗିଛି। ଏହି ତାଲିକାରେ ସ୍ମାର୍ଟଓ୍ବାଚ, ଫିଟନେସ ବ୍ୟାଣ୍ଡ, ସ୍ମାର୍ଟ ଜୋତା ସହ ସାମିଲ ହୋଇଛି ସ୍ମାର୍ଟ ଜ୍ୟାକେଟ୍। ଗୁଗୁଲ ଏବଂ ଲିଭାସ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ଏକ ସ୍ମାର୍ଟ ଜ୍ୟାକେଟ।…

ଜରିମାନା ଆଦାୟ ବ୍ୟବସ୍ଥାରେ ଆସିବ ସ୍ବଚ୍ଛତା, ଆରମ୍ଭ ହେବ ଇ-ଚାଲାଣ ବ୍ୟବସ୍ଥା

ଭୁବନେଶ୍ବର(କେନ୍ଯୁଜ୍) : କେନ୍ୟୁଜ୍ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଉଦ୍‌ଘାଟନ ହୋଇଯାଇଛି ଇ-ଚାଲାଣ ମେସିନ୍‌ । ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମେସିନ୍‌ର ଉଦ୍‌ଘାଟନ କରି ଏହି ବ୍ୟବସ୍ଥା ଲାଗୁ ଦ୍ବାରା ଜରିମାନା ଆଦାୟ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବା ସହ ଅନିୟମିତତା ଅଭିଯୋଗ କମ୍ ହେବ…