ବିବାହ ଷ୍ଟେଜ୍ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର
ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ ବର । ଉଭୟ ପକ୍ଷରୁ ଘଟଣାସ୍ଥଳରେ ମାଡ଼ପିଟ୍ ସହ ଉତ୍ତେଜନା ଲାଗିରହିଥିଲା । ଏହି ଘଟଣାରେ କନିଆଁଙ୍କ ବାପା ସମେତ ୬ ଜଣ ଆହତ ହୋଇଛନ୍ତି ।
ଉତ୍ତର ପ୍ରଦେଶର ହାପୁଡ଼ ସହରର ଅଶୋକ ନଗରରେ ଏକ ବାହାଘର ଚାଲିଥିଲା। ବାହାଘରକୁ ନେଇ ବର କନିଆ ସମେତ ଉଭୟଙ୍କ ପରିବାର ଲୋକ ବେଶ୍ ଖୁସି ଥିଲେ । ଧୁମ୍ ଧାମ୍ ରେ ମଧ୍ୟ ବାହାଘର…
Read More...