ଠପ୍ ହୋଇଗଲା ହ୍ବାଟସଆପ, ଫେସବୁକ ଓ ଇନଷ୍ଟାଗ୍ରାମ୍, କାରଣ କ‘ଣ ଜାଣିଛନ୍ତି?

କେନ୍ୟୁଜ୍(ବ୍ୟୁରୋ): ସାରା ବିଶ୍ବରେ ଠପ୍ ହୋଇଗଲା ହ୍ବାଟସଆପ, ଫେସବୁକ ଓ ଇନଷ୍ଟାଗ୍ରାମ୍। ସର୍ଭର ଡାଉନ ହୋଇଥିବାରୁ ଏହି ସମସ୍ୟା ଉପଯୁଥିବା ଜଣା ପଡିଛି। ରାତି ୯.୧୫ ଠାରୁ ହଠାତ ଠପ ହୋଇଯାଇଛି ଏହି ସବୁ ସୋସିଆଲ ମିଡିଆ ।

ବର୍ତ୍ତମାନ ହ୍ବାର୍ଟସଆପରେ  କିଛି ବି ମେସଜ୍ ପଠାଇ ହେଉନାହିଁ। ୟୁଜର୍ସମାନେ ବିଭିନ୍ନ  ଅସୁବିଧାର ସମ୍ମୁଖିନ୍ନ ହେଉଛନ୍ତି। ସାରା ବିଶ୍ବରେ ଏହି ସୋସିଆଲ ମିଡିଆର ଅଚଳାବସ୍ଥା ଲାଗିବାରୁ ଅନେକ ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.