ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ବଜାଜ
ବଜାଜ ଅଟୋ ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ବଜାଜ ଏହି CNG ମୋଟରସାଇକେଲକୁ ଚଳିତ ବର୍ଷ ଜୁନ୍ ୧୮ରେ ଲଞ୍ଚ କରିବାକୁ ଯାଉଛି । ବଜାଜ ଭାରତରେ ବହୁ ପ୍ରତୀକ୍ଷିତ ବାଇକ୍ ପଲସର NS400Z ମଧ୍ୟ ଲଞ୍ଚ କରିଛି । ବର୍ତ୍ତମାନ କମ୍ପାନୀ ସିଏନଜି ବାଇକ୍ ଆଣିବାକୁ ପ୍ଲାନ୍ କରୁଛି ।
ବଜାଜର ଏହି ସିଏନଜି ବାଇକ୍ ଅନେକ ସ୍ଥାନରେ ଟେଷ୍ଟିଂ ହେଉଥିବା ଦେଖିବାକୁ ମିଳିଛି, ଯେଉଁ କାରଣରୁ ଏହି ବାଇକରେ…
Read More...