ପୁରୀରେ ଶୀତ ସାଙ୍ଗକୁ ଘନ କୁହୁଡି ଅନୁଭୂତ, ସକାଳୁ ସକାଳୁ ଦୃଶ୍ୟମାନ ହେଲାନି ଶ୍ରୀମନ୍ଦିର

ପୁରୀ: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଅନେକ ସ୍ଥାନରେ ପ୍ରବଳ କୁହୁଡି ଯୋଗୁ ସକାଳୁ ସକାଳୁ କିଛି ଦୃଶ୍ୟମାନ ହେଉନି । କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ପୁରୀରେ ମଧ୍ୟ ପ୍ରବଳ କୁହୁଡି ଅନୁଭୂତ ହେଉଛି । କୁହୁଡିର ମାତ୍ରା ଏତେ ଥିଲା ଯେ ଶ୍ରୀମନ୍ଦିର ଲୁଚି ଯାଇଥିଲା । ସକାଳୁ ସକାଳୁ ସିଂହଦ୍ୱାର ମଧ୍ୟ ଦୃଶ୍ୟମାନ ହୋଇନଥିଲା । ବଦଡାଣ୍ଡ ମଧ୍ୟ ଘନ କୁହୁଡିରେ ଆଛାଦିତ ହୋଇ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.