Below header
Browsing Tag

accident

ଘଟିଗଲା ବଡ଼ ଦୁର୍ଘଟଣା, ଯୁବକମାନଙ୍କ ରିଲ୍ସ ନିଶା ନେଲା ମା’ ଓ ପୁଅର ଜୀବନ

ରିଲ୍ସ ତ ପ୍ରତ୍ୟେକ ଯୁବପିଢ଼ି କରନ୍ତି । କିନ୍ତୁ ଏଇ ରିଲ୍ସ ବେଳେବେଳେ ଅନେକ ଲୋକଙ୍କ ଜୀବନ ନେଇଯାଏ । ଲୋକମାନେ ରିଲ୍ସ କରିବା ଚକରରେ ନିଜର କ୍ଷତି କରିବା ସହ ଅନ୍ୟମାନଙ୍କର ବି କ୍ଷତି କରୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଏଇ ନିକଟରେ ଦେଖିବାକୁ ମିଳିଛି । କିଛି ଯୁବକ ରିଲ୍ସ କରିବା ସହ…

ଟ୍ରକ୍ ଧକ୍କାରେ ବାପ-ପୁଅ ମୃତ

ଯୋଡ଼ା : ସଡ଼କ ଦୁର୍ଘଟଣାରେ ବାପ-ପୁଅ ମୃତ । କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ରୁଗୁଡି ଛକ ନିକଟରେ ଟ୍ରକ୍ ଧକ୍କାରେ ବାଇକ୍ ରେ ଯାଉଥିବା ବାପା ଓ ୪ ବର୍ଷର ନାବାଳକ ପୁତ୍ର ମୃତ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଟ୍ରକ୍ ଧକ୍କାରେ ବାଇକ୍ ରେ ଯାଉଥିବା…

ଆନନ୍ଦପୁରରେ ୨ଟି ଦୁର୍ଘଟଣା, ୫ ଗୁରୁତର

ଆନନ୍ଦପୁର (କେନ୍ୟୁଜ) : ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ଧକୋଠା ଓ ବିରୋଗୋବିନ୍ଦପୁର ନିକଟରେ ଘଟିଥିବା ପୃଥକ ୨ଟି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବାବେଳେ ୩ଜଣ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି । ବିରଗୋବିନ୍ଦପୁର ଠାରେ ବାଇକ୍ ଆଗକୁ ଏକ…

ଆସାମ: ପିକନିକ ଯାଉଥିବାବେଳେ ବସ୍‌ -ଟ୍ରକ ମୁହାଁମୁହିଁ ଧକ୍କା, ୧୪ ମୃତ

ପିକନିକ ହେଲା କାଳ । ବେଶ ଖୁସି ମନରେ ପିକନିକ୍‌ ଯାଉଥିଲେ । କିନ୍ତୁ ରାସ୍ତାରେ ଛକି ବସିଥିଲା ଯମ । ଆଉ ନିମିଷକରେ ଶେଷ ହୋଇଗଲା ସବୁ କିଛି । ବସ୍‌ ଟି ହଠାତ ଏକ ଟ୍ରକ ସହ ଧକ୍କା ହୋଇଥିଲା ଏବଂ ଘଟିଗଲା ଭୟଙ୍କର ଦୁର୍ଘଟଣା । ଆସାମର ଗୋଲାଘାଟ ଜିଲ୍ଲାରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ।…

ପିକଅପ ଭ୍ୟାନକୁ ପଛରୁ ପିଟି ୨ ବାଇକ ଆରୋହୀ ମୃତ

ନୂଆପଡା :  ସୋନପୁରରେ ହାଇୱା ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏପଟେ ଖରିଆରରୋଡ଼ରେ ପିକଅପ ଭ୍ୟାନକୁ ପଛରୁ ପିଟି ୨ବାଇକ ଆରୋହୀ ମୃତ। ନୂଆପଡା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନାର ଗୋତମା ଛକ ନିକଟରେ ଘଟିଛି ଦୁର୍ଘଟଣା। ବାଇକରେ ୩ ଜଣ ଯାଉଥିବା ବେଳେ ଆଗରେ ଯାଉଥିବା ପିକଅପ…

ଡ୍ରାଇଭର ଆଖି ଲାଗିଗଲା, ଦୁର୍ଘଟଣାରେ ଦୁଇ ଜଣ ଆଶାକର୍ମୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ପିକ୍‌ନିକ୍‌ ଭୋଜି ସାରି ଘରକୁ ଫେରୁଥିଲେ । କିଏ ହାତରେ ମୋବାଇଲ ଦେଖୁଥିଲା ତ କିଏ ଗାଡ଼ିର ଝରକା ପଟେ ଚାହିଁ ରହିଥିଲା । ଆଉ କିଏ ଭୋଜିରେ ଥକି ଯାଇ ଗାଡ଼ିରେ ଶୋଇପଡ଼ିଥିଲା । ଭୋଜି ସରିଥିଲା ସେଥିପାଇଁ ଘରେ ଜଲଦି ପହଞ୍ଚିବାର ଇଛା ଅଧିକା ଥିଲା । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ…

ସ୍କୁଟିକୁ ପିଟିଲା ହାଇୱା, ୨ ଆରୋହୀ ମୃତ

ସୁବର୍ଣ୍ଣପୁର : ସ୍କୁଟିକୁ ପିଟିଲା ହାଇୱା। ହାଇୱା ଧକ୍କାରେ ୨ ସ୍କୁଟି ଆରୋହୀ ମୃତ। ଧକ୍କା ଦେଇ ହାଇୱା ପଳାଉଥିବା ବେଳେ କିଛି ଦୂରରେ ନିଆଁ ଲାଗିଛି।ସୁବର୍ଣ୍ଣପର ଜିଲ୍ଲା ସୋନପୁର ବ୍ଲକ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସ୍କୁଟିରେ ଦୁଇଜଣ ଯୁବକ ଯାଉଥିବା ବେଳେ ଦ୍ରୁତଗତିରେ ଥିବା…

କାର -ମୋଟର ସାଇକେଲ ଧକ୍କା, ଜଣେ ମୃତ ଜଣେ ଗୁରୁତର

ଭଦ୍ରକ : 16 ନମ୍ବର ଜାତୀୟ ରାଜପଥର ଭଦ୍ରକ ଚରମ୍ପା ଓଭର ବ୍ରିଜ ନିକଟରେ କାର -ମୋଟର ସାଇକେଲ ଧକ୍କା । ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ ପାଳସାହି ଗ୍ରାମର ଆଲୋକ ମହାନ୍ତି । ସେ ତାଙ୍କ ଗ୍ରାମର ଜଣେ ଝିଅକୁ ନିଜ ମୋଟର ସାଇକେଲରେ ଚରମ୍ପାକୁ ନେଇ…

ଘାଟିରେ ଓଲଟିଲା ପିକନିକ ବସ, ୪୫ରୁ ଅଧିକ ଯାତ୍ରୀ ଆହତ

ଘାଟିରେ ଓଲଟିଲା ପିକନିକ ବସ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ୪୫ରୁ ଅଧିକ ଯାତ୍ରୀ ଆହତ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁରୁ ଜିରାଙ୍ଗ, ଦାରିଙ୍ଗିବାଡି ଯାଉଥିବା ବେଳେ ବସ…

ଓଲଟିଲା ପିକନିକ ପାଇଁ ଯାଇଥିବା ବସ, ୩୫ ଯାତ୍ରୀ ଆହତ

କେନ୍ୟୁଜ(ବ୍ୟୁରୋ): ମୋହନ ନିକଟରେ ପିକନିକ ପାଇଁ ଯାଇଥିବା ଏକ ବସ ଓଲଟି ପଡିଥିବା ଜଣାଯାଇଛି | ମୋହନ ତପ୍ତପାଣି ଘାଟିରେ ଘଟିଛି ଏହି ଦୁର୍ଘଟଣା | ପିକନିକ ବସ ଓଲଟିବାରୁ ୩୫  ଜଣ ଯାତ୍ରୀ ଆହତ ହୋଇଛନ୍ତି | ବସରେ ୬0 ଜଣ ଯାତ୍ରୀ ଥିଲେ | ପିକନିକ ସାରି ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ…

ପିକନିକ ଯାଉଥିବା ବେଳେ ଓଲଟିଲା ବସ୍‌ : ୨ ମୃତ, ୫୦ ଗୁରୁତର

ମହାରାଷ୍ଟ୍ର : ମହାରାଷ୍ଟ୍ର ରାୟଗଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌ ଓଲଟିବା ଯୋଗୁଁ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ମାନଗାଁ ଥାନା ଅଞ୍ଚଳରେ ସକାଳ ସମୟ ୭.୩୦ ମିନିଟରେ ବସ୍‌ ଓଲଟିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଆହତ…

ରିଷଭ ପନ୍ତଙ୍କ ଜୀବନର ଭୟଙ୍କର ଦିନ ୩୦ ଡିସେମ୍ବର, ମୃତ୍ୟୁକୁ ହରାଇ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଖେଳାଳି

ଟିମର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତ ମଇଦାନକୁ ଫେରିବାକୁ ଆଉ କିଛି ସମୟ ଲାଗିବ । ଗତବର୍ଷ ୩୦ ଡିସେମ୍ବର ୨୦୨୨ରେ ନୂଆବର୍ଷ ପାଳନ ପାଇଁ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ ପନ୍ତ । ପନ୍ତ ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ୩୦ ଡିସେମ୍ବର ସ୍ମରଣୀୟ ହୋଇ…