Browsing Tag

accident

ଯୁବକଙ୍କ ଉପରେ ମାଡି ଗଲା ଟ୍ରକ, ଟ୍ରକରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

ଵଲାଙ୍ଗିର(କେନ୍ୟୁଜ) : ଵଲାଙ୍ଗିର ସମ୍ବଲପୁର ରାସ୍ତାରେ ସଡ଼କ ଦୁର୍ଘଟଣା । ଯୁବକଙ୍କ ଉପରେ ମାଡି ଗଲା ଟ୍ରକ । ଗାନ୍ଧୀ ନଗର ପଡ଼ାରେ ଦୁର୍ଘଟଣା । ମୃତକ ହେଲେ ବିକାଶ ବାଘାର  । ଘଟଣା ସ୍ଥଳରେ ଉତ୍ତେଜନା । ଟ୍ରକରେ ଲଗାଇଲେ ନିଆଁ ଉତ୍ୟକ୍ତ ଲୋକେ । ରାସ୍ତା ଅବରୋଧ କରି କ୍ଷତି ପୁରାଣ ଦାବି…

ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥରର ହଳଦୀପଦା ଗେମନ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ବସ୍ତା ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମର ରାହୁଲ ହାତୀ,ପରେଶ ବେହେରା ଓ…

ପୋଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୧୦ କର୍ମଚାରୀ ଆହତ

ମୟୂରଭଞ୍ଜ : ଘାଟିରେ ଦୁର୍ଘଟଣା, ୧୦ ଆହତ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ହୋଇଛି । ପୋଲିସ ଭ୍ୟାନର ବ୍ରେକ୍ ଫେଲ ହେବାରୁ ଏଭଳି ଘଟିଥିବା ସୂଚନା ମିଳିଛି । ଏଥିରେ ୧୦ରୁ ଅଧିକ ପୋଲିସ…

ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ

ବାଲିଗୁଡା : ପିକ୍‌ଅପ୍‌ ଭ୍ୟାନ୍‌ ସହ ମୁହାଁ ମୁହିଁ ଧକ୍କା ହେଲା ବାଇକ୍‌ । ଦୁର୍ଘଟଣାରେ ବାଇକ ଚାଳକ ମୃତ । ବାଲିଗୁଡା ଏନ.ଏଚ ୫୯ ନମ୍ବର ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଦୁର୍ଘଟଣା । ମୃତକ ଭଞ୍ଜନଗର ଥାନା କଇଠପଲିର ସନ୍ତୋଷ ରଣା ବୋଲି ଜଣାପଡ଼ିଛି । ଏନେଇ ବାଲିଗୁଡା ପୋଲିସ ଘଟଣାର…

ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ତେଲେନଡିହି ଛକ ଠାରୁ ଅନତି ଦୂରରେ ଅଟୋକୁ ଧକ୍କା ଦେଲା ହାଇୱା । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଧକ୍କା ହେବା ପରେ ଅଟୋ ଓ ହାଇୱା ଦୁଇଟି ଯାକ ଗାଡ଼ି ୧୫ ଫୁଟ ତଳକୁ ଧାନ ବିଲରେ ଖସି ପଡ଼ିଛି । ଆଉ କେହି ଅଟୋ ତଳେ ଚାପି ହୋଇଥିବା ସନ୍ଦେହ କରି ଜେସିବି…

ଟ୍ରକ ଚକ ତଳେ ପଡି ଶଶୁର ଜ୍ୱାଇଁଙ୍କ ଚାଲିଗଲା ପ୍ରାଣ

ନବରଙ୍ଗପୁର: ଏ ଜୀବନ କ୍ଷଣସ୍ଥାୟୀ। ମୃତ୍ୟୁ କେତେବେଳେ ଆସିବ ସାମ୍ନାରୁ ଆସିବ କି ପଛରୁ ଆସିବ ତାହା କାହାରିକୁ ଜଣାନଥାଏ । ପ୍ରତିଦିନ କୋଉଠି ନା କୋଉଠି ଅଘଟଣ ଘଟୁଛି ଆଉ ଏହି ଅଘଟଣ କେତେ ଲୋକଙ୍କ ଜୀବନ ନେଉଛି । ଆଉ ପରିବାର ଆଖିରେ ଲୁହ ଦେଇଯାଉଛି । ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି ଯେଉଁ…

ମୁଣ୍ଡ ଉପରୁ ଉଠିଗଲା ସମସ୍ତଙ୍କ ହାତ, କାନ୍ଦି କାନ୍ଦି ବାପା ମା’ଙ୍କୁ ଝୁରୁଛି ପୁଅ

ଭୁବନେଶ୍ୱର (କେନ୍ୟୁଜ): ପିଲାକୁ ଅନାଥ କରି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ ବାପା ମା’ । କିଛି ବର୍ଷ ତଳେ ପ୍ରଥମେ ମା’ ଏକା କରି ଚାଲିଗଲା ପରେ ବାପା ବି ପୁଅକୁ ଏକା କରି ଚାଲିଗଲା । ବାପାର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନି ପୁଅ । ବାପା ମା ହାତ ମୁଣ୍ଡ ଉପରେ ଥିଲେ ସାରା…

ଭୟଙ୍କର ସଡ଼କ ଦୁର୍ଘଟଣା: ସାବରିମାଲା ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅଟୋ, ୫ ମୃତ

କେରଳ ମଲ୍ଲପୁରମ ଠାରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ସୂଚନା…

କାର୍-ବାଇକ୍ ମୁହାଁମୁହିଁ ଧକ୍କା : ୨ ମୃତ

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ବରହାଖାଇ ନିକଟରେ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୁଲବା ଗାଁର ରିକାଶ ନାଏକ ଓ ତେଲେନଡ଼ିହି ଗାଁର ବୀରେନ୍ଦ୍ର ମହାନନ୍ଦିଆ । ଦୁଇ ସାଙ୍ଗ ଉଜ୍ଜ୍ୱଳପୁର…

ଦ୍ୱାରଶୁଣୀ ଘାଟିରେ ବସ -ଟ୍ରକ ମୁହାଁ ମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଙ୍ଗିରିପୋଷି :  ଦୁର୍ଘଟଣା ପରେ ଦୁର୍ଘଟଣା । ପୁଣି  ଆଜି ଏବେ ଦ୍ୱାରଶୁଣୀ ଘାଟିରେ ଘଟିଛି ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ କଲିକତାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଓ ଆଇରନ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ। ବ୍ରେକ ଫେଲ ଯୋଗୁ…

ଭୋଜି ଖାଇ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ଚାଲିଗଲା ଜଣଙ୍କ ଜୀବନ

ବାଙ୍କୀ(କେନ୍ୟୁଜ୍): ଗଛରେ ପିଟି ହେଲା କାର୍ । ଯାହାର ଦୃଶ୍ୟକୁ ଦେଖିଲେ ଛାତିଥରି ଉଠିବ। ଯାହାକୁ ଦେଖିଲେ ଆପଣ ବି ଆବାକ୍ ହୋଇଯିବେ । କାର୍ ଟି ଏତେ ଦ୍ରୁତ ଗତିରେ ଆସି ଗଛରେ ପିଟି ହୋଇଛି ଯେ ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଛି । ତେବେ ଦୁର୍ଘଟଣା ଏବେ ଏକ ସାଧାରଣ କଥା ହୋଇଗଲାଣି। ଏହି…

ଡିଭାଇଡର ଉପରେ ଚଢ଼ିଗଲା ଓଭର ସ୍ପିଡରେ ଆସୁଥିବା ଟ୍ରକ, ଟ୍ରାଫିକ ପୋଲିସଙ୍କ ସମେତ ୨ ଆହତ

ମାଙ୍ଗାଲୋରରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତାରେ ଡିଭାଇଡର ଉପରେ ଚଢିଯାଇଥିଲା । ଯାହାଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି ଏବଂ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ଡିସେମ୍ବର ୭ରେ ମାଙ୍ଗାଲୋର ସହରରେ ଘଟିଛି । ଏହି ଟ୍ରକଟି ଓଭର ସ୍ପିଡରେ ଯାଉଥିଲା ଯାହା ଫଳରେ ସେ…