Browsing Tag

actor dead

ବଲିଉଡର ଲୋକପ୍ରିୟ ବରିଷ୍ଠ ଅଭିନେତା ରମାକାନ୍ତ ଦାୟମାଙ୍କ ପରଲୋକ, ଦୀର୍ଘଦିନରୁ ଥିଲେ ଅସୁସ୍ଥ

ହିନ୍ଦୀ ସିନେମା ଜଗତରୁ ଦୁଃଖଦ ଖବର । ବରିଷ୍ଠ ଲୋକପ୍ରିୟ ଅଭିନେତା ରମାକାନ୍ତ ଦାୟମାଙ୍କ ଦେହାନ୍ତ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଅନେକ ଦଶନ୍ଧି ଧରି ତାଙ୍କ କ୍ୟାରିଅରରେ, ରମାକାନ୍ତ ଟେଲିଭିଜନ ଶୋ, ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ କାମ…

ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା, ୪୮ ବର୍ଷ ବୟସରେ ଚାଲିଗଲା ଲୋକପ୍ରିୟ ଅଭିନେତାଙ୍କ ଜୀବନ

ଲୋକପ୍ରିୟ କନ୍ନଡ ଅଭିନେତା ତଥା ନିର୍ମାତା ଦିଲ୍ଲୀପ ରାଜଙ୍କ ପରଲୋକ । ୪୮ ବର୍ଷରେ ତାଙ୍କର ପରଲୋକ ହୋଇଛି । ତାଙ୍କୁ ହାର୍ଟ ଆଟାକ ଆସିବା ପରେ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ କନ୍ନଡ ଫିଲ୍ମ ଏବଂ…

ଅଭିନେତାଙ୍କ ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ତାଳସାରୀ ବେଳାଭୂମିରେ ବଙ୍ଗାଳି ଟେଲି ଫିଲ୍ମ ସୁଟିଂ ବେଳେ ଅଭିନେତା ରାହୁଲ ବାନାର୍ଜୀଙ୍କ ସମୁଦ୍ରରେ ବୁଡି ମୃତ୍ଯୁଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି । ତାଳସାରୀ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ମୃତକଙ୍କ…

ସାଉଥ୍ ଅଭିନେତା କନ୍ନନ ପଟ୍ଟାମ୍ବୀଙ୍କ ମୃତ୍ୟୁ, ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

ପ୍ରସିଦ୍ଧ ମାଲାୟଲମ ସିନେମା ପ୍ରଡକ୍ସନ କଣ୍ଟ୍ରୋଲର ଏବଂ ଅଭିନେତା କନ୍ନନ ପଟ୍ଟାମ୍ବୀ ଜାନୁଆରୀ ୪ ତାରିଖ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଯାହା ଫଳରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ପ୍ରାୟ ତିନି ଦଶନ୍ଧି ଧରି ସିନେମାରେ କାମ କରୁଥିଲେ, ପରଦା ପଛରେ କାମ କରିବା…

KGF ଫେମ୍ ଅଭିନେତାଙ୍କ ପରଲୋକ, କାନ୍ତାରା ମୁଭି ସୁଟିଂବେଳେ ଚାଲିଗଲା ଦିନେଶ ମାଙ୍ଗାଲୁରୁଙ୍କ ଜୀବନ

ଆଉ ନାହାଁନ୍ତି ବରିଷ୍ଠ କନ୍ନଡ଼ ଅଭିନେତା ଦିନେଶ ମାଙ୍ଗାଲୁରୁ  । ୫୫ ବର୍ଷ ବୟସରେ ଉଡୁପି ଜିଲ୍ଲାର କୁଣ୍ଡାପୁରାସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତା । ଅଭିନେତାଙ୍କ ମୃତ୍ୟୁରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ଦୀର୍ଘଦିନ ଧରି ଅଭିନେତା…

ପଞ୍ଚଭୂତରେ ଲୀନ ହେଲେ ’୩ ଇଡିଅଟ୍ସ’ ଫିଲ୍ମର ଇଞ୍ଜିନିୟରିଂ ପ୍ରଫେସର, ଆଜି ହେବ ଶେଷକୃତ୍ୟ କାର୍ଯ୍ୟ

ମରାଠୀର ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ସୋମବାର ଦିନ ଦେହାନ୍ତ ଘଟିଛି । ୯୧ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବର୍ତ୍ତମାନ ତାଙ୍କର ଦେହାନ୍ତ ଘଟିଛି । ଆଜି ଥାନେରେ …

ସୁଶାନ୍ତଙ୍କ ଆତ୍ମା ​​ସହ କଥା ହୋଇଥିବା ଦାବି କଲେ ଆଧ୍ୟାତ୍ମିକ ଗୁରୁ, କହିଲେ- ‘ସେ ଏବେ ବି ଏଠାରେ…

ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହି ଦୁନିଆରେ ନାହାଁନ୍ତି ସତ, କିନ୍ତୁ ଏବେ ବି ସେ ନିଜ ଫ୍ୟାନ୍ସଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି । ଆଜି ପର୍ଯ୍ୟନ୍ତ ବି ଅଭିନେତାଙ୍କ ମୃତ୍ୟୁର ରହସ୍ୟ ସମାଧାନ ହୋଇପାରିଲା ନାହିଁ ଏବଂ ତଦନ୍ତ ଏବେ ବି ଜାରି ରହିଛି ।…

ଧରତୀପୁତ୍ର ନନ୍ଦିନୀ ଫେମ ଅଭିନେତା ଅମନ ଜୟସୱାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ବାଇକ୍ ଧକ୍କା ଦେଲା ଟ୍ରକ୍

ଟିଭି ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ଧରତୀପୁତ୍ର ନନ୍ଦିନୀ ଫେମ ଅଭିନେତା ଅମନ ଜୟସୱାଲଙ୍କ ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଯାଇଛି । ମୁମ୍ବାଇର ଜୋଗେଶ୍ୱରୀ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଅମନ ଜୟସୱାଲ (୨୩)ଙ୍କ ମୃତ୍ୟୁ ହୋଇଛି । ଏକ ଟ୍ରକ ତାଙ୍କ ମୋଟର ସାଇକେଲକୁ ଧକ୍କା ଦେବାରୁ…

ଆଉ ନାହାନ୍ତି ବର୍ଷିୟାନ ବଙ୍ଗାଳୀ ଅଭିନେତା ମନୋଜ ମିତ୍ରା, ୮୬ ବର୍ଷରେ ଦେହାନ୍ତ

ବର୍ଷିୟାନ ବଙ୍ଗାଳୀ ଅଭିନେତା ତଥା ନାଟ୍ୟକାର ମନୋଜ ମିତ୍ରା ଆଉ ନାହାନ୍ତି । ବୟସଜନିତ ସମସ୍ୟା କାରଣରୁ ମଙ୍ଗଳବାର ସକାଳେ ସେ କୋଲକାତାର ସଲ୍ଟ ଲେକସ୍ଥିତ ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୬ ବର୍ଷ ବୟସରେ ଅଭିନେତାଙ୍କ ନିଧନ ଖବର ଜାଣିବା ପରେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀରେ…

ପ୍ରସିଦ୍ଧ ବଙ୍ଗାଳି ଅଭିନେତା ଦେବରାଜ ରାୟଙ୍କ ନିଧନ, ସିନେମା ଜଗତରେ ଶୋକ

ଆଉ ନାହାନ୍ତି ବର୍ଷୀୟାନ ବଙ୍ଗାଳି ଅଭିନେତା ଦେବରାଜ ରାୟ । ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ମାସ ଧରି ଗମ୍ଭୀର ରୋଗରେ ପୀଡ଼ିତ ରହିବା ପରେ ଶେଷରେ ସେ ଆଖି ବୁଜିଛନ୍ତି । ରାୟଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା । ଅଭିନେତାଙ୍କୁ ୬୯ ବର୍ଷ…

ଲୋକପ୍ରିୟ ଅଭିନେତା ତଥା କମେଡିଆନ୍‌ ଅତୁଲ ପରଚୁରେଙ୍କ ନିଧନ, ଦୀର୍ଘଦିନରୁ କ୍ୟାନସରରେ ଥିଲେ ପୀଡିତ

ଲୋକପ୍ରିୟ ମରାଠି ଓ ବଲିଉଡ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ । ଆଜି ୫୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମରାଠି ସହିତ ଅନେକ ହିନ୍ଦୀ ଫିଲ୍ମ ଏବଂ ଟିଭି ସିରିଅଲରେ କାମ କରିଛନ୍ତି ଅତୁଲ । ସେ ଦୀର୍ଘଦିନ ଧରି କ୍ୟାନସର ସହିତ ଲଢୁଥିଲେ । କ୍ୟାନସର ସହିତ ଲଢି ମଧ୍ୟ ଜୋସର…

୪୮ ବର୍ଷରେ ଆଖି ବୁଜିଲେ ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀ

‘କସୌଟି ଜିନ୍ଦଗୀ କି’ ଏବଂ ‘କ୍ୟୁଙ୍କି ଶାଶ୍‌ ଭି କଭି ବହୂ ଥି’ର ଫେମ୍‌ ଆକ୍ଟର ବିକାଶ ସେଠୀଙ୍କ ଦେହାନ୍ତ ହୋଇଛି । ମାତ୍ର ୪୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଛନ୍ତି । ନିଦରେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଆର୍ଥିକ ସମସ୍ୟାକୁ ନେଇ ସେ ଚିନ୍ତିତ ଥିଲେ ।…