Browsing Tag

amit shah

‘କାହାକୁ ମନରେ ଦ୍ୱନ୍ଦ୍ୱ ରଖିବାର ନାହିଁ, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ CAA’: ଗୃହମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନାଗରିକତା ସଂଶୋଧିନ ଅଧିନିୟମ (CAA)କୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ନେଇ ବିଜ୍ଞପ୍ତି ଜାରି କରାଯିବ ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରି ଦିଆଯିବ । ଅମିତ ଶାହ ଗତବର୍ଷ ଡିସେମ୍ବରରେ ନିଜର…

ଅମିତ୍‌ ଶାହଙ୍କୁ ପତ୍ର ଲେଖିଲେ ମଲ୍ଲିକାର୍ଜୁନ ଖଡ୍‌ଗେ, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସୁରକ୍ଷାକୁ ନେଇ ଉଠାଇଲେ ପ୍ରଶ୍ନ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି । ଖଡଗେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ଅନ୍ୟ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ସେ ହସ୍ତକ୍ଷେପ…

ଭାରତ-ମିଆଁମାର ସୀମାରେ ଲାଗିବ ତାର ବାଡ଼, ଦୁଇ ଦେଶ ମଧ୍ୟରେ ବନ୍ଦ ହେବ ମୁକ୍ତ ଚଳାଚଳ

ନୂଆଦିଲ୍ଲୀ : ଭାରତ-ମିଆଁମାର ସୀମା ଆଉ ପୂର୍ବ ପରି ଖୋଲାମେଲା ରହିବ ନାହିଁ । ବାଂଲାଦେଶ ପରି ଏହି ସୀମାରେ ମଧ୍ୟ କଣ୍ଟା ତାରବାଡ଼ ଘେରା ହେବ । କେନ୍ଦ୍ର ମିଆଁମାର ସୀମାରେ ମୁକ୍ତ ତଥା ଅବାଧ ଆତଯାତ ବ୍ୟବସ୍ଥାର ପୁନର୍ବିଚାର କରୁଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଫ୍ରି…

ତେହରିକ୍-ଏ-ହୁରିୟତକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର, ସୂଚନା ଦେଲେ ଗୃହମନ୍ତ୍ରୀ ଅମିତ ଶାହା

କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରେ ତେହରିକ୍-ଏ-ହୁରିୟତ ସଂଗଠନକୁ ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିବା ସହିତ ପ୍ରତିବନ୍ଧକ ଲଗାଇଛନ୍ତି । କେନ୍ଦ୍ର ସରକାର UAPA ଅଧିନରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ଗୃହ ମନ୍ତ୍ରୀ ଅମିତ ଶାହା ରବିବାର ସୋସିଆଲ ମିଡିଆ…

‘ନେହେରୁଙ୍କ ଭୁଲ୍‌ ଯୋଗୁ ସୃଷ୍ଟି ହୋଇଛି PoK’, ଲୋକସଭାରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁ 'PoK' ସୃଷ୍ଟି ହୋଇଛି। ଅମିତ ଶାହ କହିଛନ୍ତି, 'ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇଟି ବଡ଼ ଭୁଲ ହୋଇଥିଲା, ଯେଉଁଥିପାଇଁ କାଶ୍ମୀରକୁ ବର୍ଷ ବର୍ଷ ଧରି…

ଭାରତୀୟ ନ୍ୟାୟ ସଂହିତାର ନୂଆ ନିୟମ, ଏବେ ନାବାଳିକାକୁ ଦୁଷ୍କର୍ମ ଓ ମୋବ ଲିଞ୍ଚିଂ ପାଇଁ ମିଳିବ ମୃତ୍ୟୁଦଣ୍ଡ, FIR ସହ…

ଭାରତରୁ ହଟିବ ବ୍ରିଟିଶ ଆଇନ। IPC ବା india penal code ହେବ ଭାରତୀୟ ନ୍ୟାୟ ସଂହିତା। IPC ହେଉଛି ଭାରତ ମଧ୍ୟରେ କୌଣସି ନାଗରିକ ଦ୍ୱାରା କରାଯାଇଥିବା କିଛି ଅପରାଧ କୁ ବୁଝାଏ। ଯାହାର ନିଷ୍ପତି ନେବ ଭାରତୀୟ ନ୍ୟାୟ ସଂହିତା। ଏନେଇ CrPC ସଂଶୋଧନ ବିଲ୍‌ ଲୋକସଭାରେ ଆଗତ ହୋଇଯାଇଛି । ଭାରତୀୟ…

ନୂଆ ଆଇନରେ ପୋଲିସକୁ ଅଧିକ କ୍ଷମତା ! ରାଜନୈତିକ ଅସ୍ତ୍ର ପାଲଟିବ ପୋଲିସ : କପିଲ ଶିବଲ

ପୋଲିସ ବଳ ପ୍ରୟୋଗ କରି ବିରୋଧୀଂକୁ ଚୁପ କରିବେ ସରକାର। ବ୍ରିଟିଶ ଅମଳର ଆଇନ ଆଇପିସି ବଦଳରେ କେନ୍ଦ୍ର ସରକାର ଆଣିଥିବା ଭାରତୀୟ ନ୍ୟାୟ ସଂହିତା ବିଲ-୨୦୨୩ରେ ଏଭଳି ବ୍ୟବସ୍ଥା ରହିଛି। ଏଥିରେ ପୋଲିସକୁ ମାତ୍ରାଧିକ କ୍ଷମତା ଦେବାର ପ୍ରାବଧାନ ରହିଛି। ଏମିତି ଅଭିଯୋଗ କରିଛନ୍ତି ପୂର୍ବତନ ଆଇନ…

ପରିଚୟ ଲୁଚାଇ ବିବାହ କରିବା ଦଣ୍ଡନୀୟ ଅପରାଧ, ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଲେ ୧୦ ବର୍ଷ ଜେଲ୍‌…

ଧୋକାବାଜ ପ୍ରେମିକ ସାବଧାନ । ପରିଚୟ ଲୁଚାଇ ବିବାହ କଲେ ଦଣ୍ଡନୀୟ ଅପରାଧ ହେବ । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ୧୦ ବର୍ଷ ଯାଏ କଡ଼ା ଦଣ୍ଡ ଭୋଗିବେ । ଏଭଳି ଅପରାଧ ଯୌନ ସମ୍ପର୍କ ଦୁଷ୍କର୍ମ ଅପରାଧ ଶ୍ରେଣୀଭୁକ୍ତ ହେବ । ଏଭଳି ଘଟଣାକୁ ରୋକିବା ପାଇଁ ପ୍ରଥମ ଥର…

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା : ଅମିତ ଶାହ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କମିଛି ମାଓ ହିଂସା । ନକ୍ସଲ ଦମନ କ୍ଷେତ୍ରରେ ସଫଳତା ମିଳିଛି । ୨୦୧୫-୨୦୧୯ ମଧ୍ୟରେ ନକ୍ସଲ ହିଂସାକାଣ୍ଡ ୩୦ ପ୍ରତିଶତ କମିଛି । ଏନକାଉଣ୍ଟର ୩୨ପ୍ରତିଶତ ହ୍ରାସ ପାଇଛି । ଓଡ଼ିଶା ଗସ୍ତରେ ଆସି ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ…

ଆଜି ଶାହ-ନବୀନ ବୈଠକ, ଉପସ୍ଥିତ ରହିବେ ମୁଖ୍ୟ ଶାସନ ସଚିବ ଓ ଡିଜିପି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଦିନ ୧୧ ଟାରୁ ୧୨ଟା ଯାଏ ଜାତୀୟ ରାଜପଥର ଦୁଇଟି ବଡ଼ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ନକ୍ସଲ ଦମନ ପଦକ୍ଷେପ…

ଓଡ଼ିଶା ଆସିବେ ଅମିତ୍ ଶାହା : ମହା ଜନସମ୍ପର୍କ ଅଭିଯାନ ସମାବେଶରେ ଦେବେ ଉଦବୋଧନ

(କେନ୍ୟୁଜ): ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୧୭ ତାରିଖରେ ଅିମତ ଶାହ ଆସିବେ । ମହା ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବେ । ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ସାମିଲ ହେବେ ଅମିତ ଶାହା । ସମାବେଶରେ ଗୃହମନ୍ତ୍ରୀ…

ମଣିପୁର ହିଂସା : ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ଏବଂ ଚାକିରି

ମଣିପୁରରେ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ। ଘୋଷଣା ହୋଇଥିବା ସହାୟତା ରାଶି କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ବହନ…