Browsing Tag

arrest

ଅଶାନ୍ତ ହୋଇ ପଡିଛି ପାକିସ୍ତାନ: ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ନାକେଦମ୍‌ ହେଲାଣି ପୋଲିସ

ନୂଆଦିଲ୍ଲୀ: ତୋଷଖାନ୍ନା ମାମଲାରେ ଗିରଫ ହେବେ କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ? ତାଙ୍କୁ ଗିରଫ କରିବାକୁ ଯାଇ ନାକେଦମ୍‌ ହେଲାଣି ପୋଲିସ । ଅଶାନ୍ତ ହୋଇ ପଡିଛି ପାକିସ୍ତାନ । ତାଙ୍କ ଗିରଫକୁ ବିରୋଧ କରି ଜଳୁଛି ଲାହୋର । କେବଳ ଲାହୋର ନୁହେଁ, ଇସଲାମାବାଦ, କରାଚି,…

ବିବାହ କରିବାକୁ କହି ରଖିଥିଲେ ଶାରୀରିକ ସଂପର୍କ, ଏବେ ପ୍ରତାରଣା କରି ବନ୍ଧା ହେଲେ ଏମ୍ସ ଡାକ୍ତର

ଭୁବନେଶ୍ୱର (କେନ୍ୟୁଜ): ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱର ଏମ୍ସ ଡାକ୍ତର । ତାଙ୍କ ନାଁ ଜୟଦୀପ ଦାସଗୁପ୍ତା । ସେ ହୃଦରୋଗ ବିଭାଗର ଡାକ୍ତର । ତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଅଭିଯୋଗ ହୋଇଛି ଯେ ଜଣେ ଯୁବତୀଙ୍କୁ ବିବାହ…

ସେକ୍ସ ରାକେଟ ଚଳାଉଥିବା କହି ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ: ୨ ୱେବ୍ ଚ୍ଯାନେଲ୍ ସାମ୍ବାଦିକ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ । ୨ ଜଣ ୱେବ ସାମ୍ବାଦିକଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ୍। ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ଟଙ୍କା ମାଗିଥିଲେ । ଏହାପରେ ୭୦ହଜାର ଟଙ୍କା ଦାବି…

ନକଲି ବରିଷ୍ଠ ପୋଲିସ ଅଧିକାରୀ ଗିରଫ: ଯୁବ ଗୋଷ୍ଠୀଙ୍କୁ ଡିଆଇଜି ପରିଚୟ ଦେଇ ଚାକିରି ଦେବା ନାରେ କରୁଥିଲା ଠକେଇ

ଘଟଗାଁ (କେନ୍ୟୁଜ): ନକଲି ବରିଷ୍ଠ ପଲିସ ଅଧିକାରୀକୁ ଗିରଫ କଲା ଘଟଗାଁ ପୋଲିସ । ଯୁବକ ଗୋଷ୍ଟିକୁ ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରି କରାଇଦେବା ନାଁ ଟଙ୍କା ନେଉଥିବା ଠକ ଶେଷରେ ଅସଲି ପୋଲିସ ଗିରଫ କରିବାରେ ସଫଳତା ପାଇଛି । ଅଭିଯୁକ୍ତ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ…

ତିଗିରିଆ ୨ ଭାଇଙ୍କୁ ଟ୍ରକ ମଡ଼ାଇ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଗିରଫ

ଆଠଗଡ଼ (କେନ୍ୟୁଜ): ତିଗିରିଆ ଥାନା ଭିରୁଡାରେ ହୋଇଥିବା ଡବଲ୍ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତର ପରିଚୟ ଜିତେନ୍ଦ୍ର ମଲ୍ଲିକ। ଦୁଇ ମାସ ହେବ ପୋଲିସକୁ ଚକ୍ମା ଦେଇ ଫେରାର ରହୁଥିଲା ଜୀତେନ୍ଦ୍ର । ଏହି ଘଟଣା ରେ ସଂପୃକ୍ତ ପୂର୍ବରୁ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଗିରଫଦାବି ଭିତରେ ବୟାନ ରଖିଲେ ଜୁବିନ, ଟ୍ୱିଟ୍‌ କରି କହିଲେ- ‘ଦେଶ ପ୍ରତି ମୋର ଖୁବ୍‌ ଭଲ ପାଇବା ଅଛି’

ନିକଟରେ ପ୍ରସିଦ୍ଧ ଗାୟକ ଜୁବିନ ନୌଟିୟାଲ ବିବାଦ ଭିତରରେ ରହିଛନ୍ତି। ବର୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଗିରଫ କରିବାକୁ ଦାବି କରାଯାଇଥିଲା। ସେଥିପାଇଁ ଟ୍ବିଟରରେ #ArrestJubinNautiyal ଟ୍ରେଣ୍ଡ କରୁଛି। ଅନେକ ଉପଭୋକ୍ତା ତାଙ୍କର ଆଗାମୀ କନସର୍ଟର ଏକ ପୋଷ୍ଟର ସେୟାର କରିଥିଲେ,ଯାହାକୁ…

ଗିରଫ ସମୟରେ ହଠାତ ବିଗିଡ଼ିଲା KRK ସ୍ୱାସ୍ଥ୍ୟ ଅବସ୍ଥା, ଜେଲ ବଦଳରେ ଗଲେ ମେଡିକାଲ

କମାଲ ଆର ଖାନ ବର୍ତ୍ତମାନ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ନିଜକୁ ସମାଲୋଚକ ବୋଲି କହୁଥିବା KRK ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି। ଗତ କାଲି ବିମାନବନ୍ଦରରୁ କମାଲ ଆର ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା, କିନ୍ତୁ ଗିରଫ ହେବାର କିଛି ଘଣ୍ଟା ପରେ ହଠାତ୍…

ଗୁରୁ ନାଁରେ କଳଙ୍କ, ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲେ ଶିକ୍ଷକ 

ନୟାଗଡ଼ (କେନ୍ୟୁଜ): ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଟ୍ୟୁସନ୍ ଶିକ୍ଷକ ଗିରଫ।ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଅଞ୍ଚଳରେ।କୋଭିଡ଼ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଶିକ୍ଷକ। ଦୁଷ୍କର୍ମ ପରେ ଅନ୍ତରଙ୍ଗ…

କୋର୍ଟ ନିର୍ଦ୍ଦେଶ ନ ମାନିବାରୁ ଗିରଫ ହେଲେ ଯୁବକ

ସୋର(କେନ୍ୟୁଜ୍): କୋର୍ଟ ନିର୍ଦ୍ଦେଶ ନ ମାନିବାରୁ ଗିରଫ ହେଲେ ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଆମ୍ବଗଡ଼ିଆ ଗ୍ରାମରେ ଶ୍ରୀଧର ଜେନା ନିର୍ଯ୍ୟାତନା ଦେଉଥିବା ନେଇ ୨୦୧୫ ମସିହାରେ ଅଭିଯୋଗ କରିଥିଲେ ସ୍ତ୍ରୀ । ଅଭିଯୋଗ ପରେ କୋର୍ଟରେ ସ୍ତ୍ରୀଙ୍କ ଭରଣ ପୋଷଣ ପାଇଁ ମାସିକ ୮୦୦ ଟଙ୍କା…

ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣା, ୬ ଗିରଫ

ମାଲକାନଗିରି (କେନ୍ୟୁଜ୍‌): ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ୬ ଗିରଫ । କୋରାପୁଟ ମାଟିଖାଲ ଗାଁର ୬ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କୋରାପୁଟ ପୋଲିସ୍‌ । ରାତି ଅଧିଆ ଶୁକ୍ରବାର ଦିନ ଗଞ୍ଜେଇ ଚାଲାଣ ଖବର ପାଇ ମାଲକାନଗିରି ପୋଲିସ ରେଡ୍‌ ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିଲା । ଚଢଉ ବେଳେ…

ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ଡେଙ୍ଗମା ଗାଁ ନିକଟରେ ଚଢ଼ଉ କରି ପିକ୍ଅପ୍ ଭ୍ୟାନ୍ ସହ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ । ଚୋରାଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ସହ କୋର୍ଟଚାଲାଣ କରାଯାଇଛି । ସେମାନେ ହେଲେ ରା.ଉଦୟଗିରି ଥାନା ବାଲିସାହି ଗାଁର ପ୍ରଦିପ ମାଝୀ…

ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର(କେନ୍ୟୁଜ):ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତ ଗିରଫ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହଂସପୁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହଂସପୁର ଗାଁର ପଙ୍କଜ…