Browsing Tag

asia cup

ଏସିଆ କପ୍ ବିବାଦକୁ ନେଇ ଆଇସିସିର କାର୍ଯ୍ୟାନୁଷ୍ଠାନ : ସୂର୍ଯ୍ୟକୁମାରଙ୍କ କଟିଲା ୩୦% ମ୍ୟାଚ୍ ଫି, ହାରିସ ରଉଫ ଦୁଇଟି…

ଦୁବାଇ : ଆଇସିସିର ବୈଠକ ଆଜିଠାରୁ ଦୁବାଇରେ ଆରମ୍ଭ ହୋଇଛି । ଏହି ବୈଠକରେ ଏସିଆ କପ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଇସିସି ପାକିସ୍ତାନୀ ଖେଳାଳି ହାରିସ ରଉଫଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରିବା ସହିତ ସୂର୍ଯ୍ୟକୁମାର ଯାଦବଙ୍କ ୩୦ ପ୍ରତିଶତ ମ୍ୟାଚ୍ ଫି ଜରିମାନା ଲଗାଇଛି । ଏସିଆ କପ୍…

ଏସିସି ଅଧ୍ୟକ୍ଷ ମୋହସିନ ନକଭୀଙ୍କୁ ଚେତାବନୀ ଦେଲା ବିସିସିଆଇ, ପ୍ରତିକ୍ରିୟା ନ ମିଳିଲେ କାର୍ଯ୍ୟାନୁଷ୍ଠାନ

ଏସିଆ କପ୍ ଟ୍ରଫି ବିବାଦରେ ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ । ଏସିସି ଅଧ୍ୟକ୍ଷ ମୋହସିନ ନକଭୀଙ୍କ ପାଖରୁ କୌଣସି ପ୍ରତିକ୍ରିୟା ନ ମିଳିବା ପରେ ବିସିସିଆଇ ଆଗାମୀ ଆଇସିସି ମିଟିଂରେ ଏହି ମାମଲାରେ ଅର୍ନ୍ତରାଷ୍ଟ୍ରୀୟ ବୋର୍ଡ ଦଖଲ ଦେବାକୁ ଦାବି କରିପାରିବେ । ବିସିସିଆଇ ଗତ ସପ୍ତାହରେ ଚିଠି…

ଭାଙ୍ଗିଲା ମୋହସିନ ନକଭୀଙ୍କ ମୁହଁ ଫୁଟାଣି, ୟୁଏଇ କ୍ରିକେଟ ବୋର୍ଡକୁ ଫେରାଇଲେ ଏସିଆ କପ୍ ଟ୍ରଫି

ନୂଆଦିଲ୍ଲୀ : ଶେଷରେ ମୁଣ୍ଡ ନୁଆଁଇଲା ପାକିସ୍ତାନ କ୍ରିକେଟ ବୋର୍ଡ । ଏସିସି ଅଧ୍ୟକ୍ଷ ମୋହସିନ ନକଭୀ ଏସିଆ କପ ଟ୍ରଫିକୁ ୟୁଏଇ କ୍ରିକେଟ ବୋର୍ଡକୁ ହସ୍ତାନ୍ତର କରିଛି । ଭାରତର ମହାଭିଯୋଗ ଚେତାବନୀ ପରେ ଟ୍ରଫି ଫେରାଇଲେ । ଏସିଆ କପ୍ ୨୦୨୫ ଟ୍ରଫିକୁ ନେଇ ହଙ୍ଗାମା ମଧ୍ୟରେ ସେପ୍ଟେମ୍ବର ୩୦…

ACC ମିଟିଂରେ ବାହାରିପାରିଲାନି ଏସିଆ ଟ୍ରଫି ବିବାଦ ନିଷ୍କ୍ରର୍ସ, ୫ଟି ଏସିଆ ଦେଶର କ୍ରିକେଟ ବୋର୍ଡ ନେବ ନିଷ୍ପତ୍ତି

ଏସିଆ କପ ୨୦୨୫ ଫାଇନାଲ ଭାରତ ଜିତିଛି । ହେଲେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଏବେ ଥମିବାରେ ନାଁ ଧରୁନି । ନେଉନି । ଏସିଆ କପ୍ ଟ୍ରଫି ଭାରତ ଜିତିବା ପରେ ଟ୍ରଫି ଆଣିନଥିଲା ଭାରତ । ଏସିଆନ କ୍ରିକେଟ କାଉନସିଲ (ଏସିସି)ଙ୍କ ମଙ୍ଗଳବାର ବୈଠକରେ ଏହି ପ୍ରସଙ୍ଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି…

ଏସିଆ କପ୍ ଚାମ୍ପିଅନ ହୋଇ ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ ସିରିଜ

ଅହମଦାବାଦ : ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ୫ ୱିକେଟ ହରାଇ ୯ମ ଥର ଟାଇଟଲ ଜିତିଛି ଟିମ୍ ଇଣ୍ଡିଆ । ଟି୨୦ ଫର୍ମାଟରେ ଖେଳାଯାଇଥିବା ଏସିଆ କପକୁ ଭାରତ ଜିତିବା ପରେ ଭାରତୀୟ ଟିମ୍ ଭାରତ ଫେରିଛନ୍ତି । ଟିମ୍ ଖେଳାଳି ଅହମଦାବାଦ ପହଞ୍ଚିଛି । ଟିମ୍ ଇଣ୍ଡିଆର ଅନେକ ଖେଳାଳି କିଛି ଦିନ…

ଚାମ୍ପିଅନ ହେବା ପରେ ସମସ୍ତଙ୍କ ମନ ଜିଣିଲେ ସୂର୍ଯ୍ୟକୁମାର ଯାଦବ, ସେନା ଓ ପହଲଗାମ ପୀଡିତଙ୍କୁ ସମର୍ପିତ କଲେ ସମସ୍ତ…

ସମସ୍ତଙ୍କ ମନ ଜିଣିନେଲେ ସୂର୍ଯ୍ୟକୁମାର ଯାଦବ । ଦୁବାଇରେ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇ ୯ମ ଥର ଟ୍ରଫି ହାସଲ କରିଛି ଟିମ୍ ଇଣ୍ଡିଆ । ୪୧ବର୍ଷ ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଫାଇନାଲ ଖେଳୁଥିଲେ । ଏସିଆ କପ୍ ୨୦୨୫ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍ ଏବଂ…

‘ଖେଳ ମଇଦାନରେ ଅପରେସନ ସିନ୍ଦୂର’, ଏସିଆ କପରେ ଭାରତ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ଏସିଆ କପ୍ ଫାଇନାଲରେ ଭାରତର ଚିତ୍ତାକର୍ଷକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ବିଜୟକୁ ଅପରେସନ ସିନ୍ଦୂର ସହ ତୁଳନା କରିଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଖେଳ ପଡ଼ିଆରେ ‘ଅପରେସନ ସିନ୍ଦୂର’ । ଫଳାଫଳ ସମାନ-…

ପାକିସ୍ତାନକୁ ଧୂଳି ଚଟାଇ ଚାମ୍ପିଅନ ହେଲା ଭାରତ, କିନ୍ତୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କଲା ଟିମ ଇଣ୍ଡିଆ

ଦୁବାଇ: ପାକିସ୍ତାନକୁ ଧୂଳି ଚଟାଇ ଚାମ୍ପିଅନ ହେଲା ଭାରତ ।  ପାକିସ୍ତାନକୁ ପରାସ୍ତ ନବମ ଥର ପାଇଁ ଏସିଆ କପ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ । ତିଳକ ପିନ୍ଧାଇଲେ ବିଜୟ ଟିକା । ତିଳକଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ପାକିସ୍ତାନ ବିରୋଧରେ ହ୍ୟାଟ୍ରିକ ବିଜୟ ସହ ନବମ ଥର ପାଇଁ ଏସିଆ କପ୍ ଦଖଲ କରି…

ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ପାଇଁ ଦୁବାଇ ଷ୍ଟାଡିୟମ ହାଉସଫୁଲ୍, ବିକ୍ରି ହୋଇସାରିଛି ସମସ୍ତ ଟିକେଟ୍

ଦୁବାଇ : ଭାରତ-ପାକିସ୍ତାନ ୮ ବର୍ଷ ପରେ କୌଣସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପରସ୍ପର ସହିତ ମୁହାମୁହିଁ ହେଉଛନ୍ତି । ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଶେଷ ଥର ପାଇଁ ଦୁଇ ଟିମ୍ ମଧ୍ୟରେ ଟାଇଟଲ ପାଇଁ ଲଢେଇ ହୋଇଥିଲା । ଏଥିରେ ପାକିସ୍ତାନ ବାଜି ମାରିଦେଇଥିଲା । ଏବେ ଟିମ୍ ଇଣ୍ଡିଆ…

ଆଜି ଏସିଆ କପ୍ ଫାଇନାଲରେ ମହାଲଢେଇ, ଶତ୍ରୁ ଦେଶକୁ ଜବାବ ଦେବାକୁ ପ୍ରସ୍ତୁତ ସୂର୍ଯ୍ୟବାହିନୀ

ଦୁବାଇ : ଏସିଆ କପ୍ ୨୦୨୫ରେ ଭାରତୀୟ ଟିମ୍ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଭଲ ପ୍ରଦର୍ଶନ କରୁଛି । ସୁପର-୪ରେ ଅଜେୟ ଅଭିଯାନକୁ ବଜାୟ ରଖିବା ସହିତ ଫାଇନଲାରେ ସ୍ଥାନ ବଜାୟ ରଖିଛି । ଆଜି ସୁପର ସଣ୍ଡେରେ ସୁପର ସୋ । ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ବନ୍ଦ୍ବୀ…

ଏସିଆ କପ୍ ଫାଇନାଲ ପୂର୍ବରୁ ଭାରତ ପାଇଁ ବଡ଼ ଝଟକା, ଅଭିଷେକ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା, ତିଳକ ବର୍ମା ଆହତ

ଦୁବାଇ : ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ୨୮ ସେପ୍ଟେମ୍ବରରେ ଏହି ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ଏହାରି ଭିତରେ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ସବୁ ଆହତ ହୋଇଥିବା ଖବର ମିଳିଛି । ଏମାନଙ୍କ ମଧ୍ୟରେ ଅଭିଷେକ ଶର୍ମା,…

ଅପରାଜେୟ ଭାରତ; ଆକ୍ସନ, ଡ୍ରାମାରେ ଭରପୁର ମ୍ୟାଚରେ ସୁପର ଓଭରରେ ଶ୍ରୀଲଙ୍କା ଦେଲା ମାତ୍

ଦୁବାଇ : ଏସିଆ କପ୍ ଫାଇନାଲ ମ୍ୟାଚ ପୂର୍ବରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ । ସୁପର ଓଭରରେ ବାଜି ମାରିଲା ଭାରତ । ଆଉ ସୁପର ଓଭରରେ ଦେଖିବାକୁ ମିଳିଲା ଆକ୍ସନ, ଡ୍ରାମା ସବୁକିଛି । ଟିମ୍ ଇଣ୍ଡିଆ ସୁପର ଓଭରରେ ବାଜି ମାରି ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଧାରା ବଜାୟ ରଖିଛି ।…