Browsing Tag

australia

ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ନିଷ୍ପତ୍ତି: ୫ ଡଲାରର ମୁଦ୍ରା ନୋଟ୍‌ରୁ ହଟିବ ମହାରାଣୀ ଏଲିଜାବେଥ୍‌ଙ୍କ ଫଟୋ

ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନିଧନ ପରେ ଅଷ୍ଟ୍ରେଲିଆ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଅଷ୍ଟ୍ରେଲିଆରେ ପାଞ୍ଚ ଡଲାରର ମୁଦ୍ରା ନୋଟରେ ମହାରାଣୀ ଏଲିଜାବେଥ୍‌ଙ୍କ ଫଟୋ ଆଉ ଦେଖାଯିବ ନାହିଁ, ତାଙ୍କ ଜାଗାରେ ଅଷ୍ଟ୍ରେଲିଆ ନିଜର ସ୍ୱଦେଶୀ ସଂସ୍କୃତିର ଇତିହାସକୁ ପ୍ରତିବିମ୍ବିତ…

ଅଷ୍ଟ୍ରେଲିଆରେ ଖଲିସ୍ତାନୀଙ୍କ ଆତଙ୍କ, ତିରଙ୍ଗା ଧରି ଯାଉଥିବା ଭାରତୀୟଙ୍କ ଉପରେ ଆକ୍ରମଣ : ଭିଡିଓ ଭାଇରଲ

ଅଷ୍ଟ୍ରେଲିଆରେ କିଛିଦିନ ପୂର୍ବରୁ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଉଛି। ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣରେ ଭାରତୀୟ ଜାତୀୟ ପତାକା ଧରି ଯାଉଥିବା ଭାରତୀୟଙ୍କ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଛନ୍ତି । ଏଥିରେ ୫ଜଣ ବ୍ୟକ୍ତି ଆହତ ହୋଇଥିବା ଖବର ମିଳିଛି । ବିଜେପି ନେତା…

ପ୍ରେମିକାଙ୍କ ଠାରୁ ଚାପୁଡା ଖାଇଲେ କ୍ରିକେଟର ମାଇକେଲ କ୍ଲାର୍କ, ଭିଡିଓ ଭାଇରଲ

ବିବାଦରେ ଅଷ୍ଟ୍ରେଲିଆ କ୍ରିକେଟରେ ମାଇକେଲ କ୍ଲାର୍କ । ମାଇକେଲ କ୍ଲାର୍କଙ୍କୁ ଚାପୁଡା ମାରିଲେ ପ୍ରେମିକା । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ୨୦୧୫ରେ ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ୱକପ୍‌ ଜିତାଇଥିବା ମାଇକେଲ କ୍ଲାର୍କଙ୍କୁ ପ୍ରେମିକା ଚାପୁଡା ମାରୁଥିବା ଭିଡିଓ ଭାଇରଲ…

ଅଷ୍ଟ୍ରେଲିଆରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ମୃତ, ୩ ଆହତ

ଅଷ୍ଟ୍ରେଲିଆର ଲୋକପ୍ରିୟ ଗୋଲ୍ଡ କୋଷ୍ଟ ଏରିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ । ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ସମୟ ଅନୁସାରେ ଦିନ ୨ଟା ସମୟରେ ସି ଓ୍ଵାର୍ଲ୍ଡ ଥିମ ପାର୍କ…

ସେମିକୁ ଗଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ,ବାଦ୍‌ ପଡ଼ିଲା ପୂର୍ବ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ

(କେନ୍ୟୁଜ୍‌) : ଅଷ୍ଟ୍ରେଲିଆରେ ଚାଲି ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ର ଟାଇଟଲ୍‌ ଦେଦାଡ଼ରୁ ବାଦ୍‌ ପଡ଼ିଛି ଆୟୋଜକ ତଥା ଗତଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆ । ଆଜି ସୁପର ୧୨ର ଗ୍ରୁପ୍‌-୧ ରେ ସବୁ ମ୍ୟାଚ୍‌ ଶେଷ ହୋଇଛି। ଗ୍ରୁପ୍‌-୧ ରୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ…

ଭାରତୀୟ ନର୍ସଙ୍କୁ ୪ ବର୍ଷ ହେବ ଖୋଜୁଛି ଅଷ୍ଟ୍ରେଲିଆ ପୋଲିସ; ଠିକଣା ଜଣାଇଲେ ମିଳିବ ୧୦ ଲକ୍ଷ ଡଲାର

ପଞ୍ଜାବର ଗୁର୍‌ଦାସପୁରରେ ରହୁଥିବା ଜଣେ ଚିକିତ୍ସା ସହାୟକଙ୍କ ଉପରେ ଅଷ୍ଟ୍ରେଲିଆ ପୋଲିସ ୧୦ ଲକ୍ଷ ଡଲାରର ପୁରସ୍କାର ରାଶି ଘୋଷଣା କରିଛି। ମିଳିଥିବା ସୂଚନା ମୁତାବକ, ବ୍ୟକ୍ତି ଜଣକ ୪ ବର୍ଷ ତଳେ ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ପୋଲିସ ଗତ ୪ ବର୍ଷ ହେବ…

ଅଷ୍ଟ୍ରେଲିଆକୁ ଝଟକା: ଗଲ୍ଫ ଖେଳୁଥିବା ବେଳେ କଟିଗଲା ଜୋସ୍‌ ଇଂଲିଶଙ୍କ ହାତ, ହସପିଟାଲରେ ଭର୍ତ୍ତି ହେଲେ ଖେଳାଳି

ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ଅଷ୍ଟ୍ରେଲିଆ ଟିମର ଓ୍ଵିକେଟ କିପର ଜୋସ୍‌ ଇଂଲିଶଙ୍କ ହାତ କଟିଯାଇଛି। ଜୋସ୍‌ ଇଂଲିଶ ଦୁର୍ଘଟଣାର ଶିକାର ହେବା ପରେ ଅଷ୍ଟ୍ରେଲିଆ ଟିମକୁ ଝଟକା ଲାଗିଛି। ଜୋସ ଇଂଲିଶ ଲା ପରୋସରେ ନ୍ୟୁ ସାଉଥ ୱେଲ୍ସରେ…

ଅଷ୍ଟ୍ରେଲିଆ ଟିମ୍‌କୁ ମିଳିଲା ନୂଆ ଅଧିନାୟକ, ଓ୍ଵାର୍ଣ୍ଣର ନୁହେଁ ଦିନିକିଆ ଦଳର ଦାୟିତ୍ୱ ସମ୍ଭାଳିବେ ପ୍ୟାଟ୍‌ କମିନ୍ସ

ଅଷ୍ଟ୍ରେଲିଆ ଟିମକୁ ମିଳିଲା ନୂଆ ଅଧିନାୟକ। ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ। ଏରୋନ ଫିଞ୍ଚ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିଦିଆଯାଇଛି । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ…

ଅଷ୍ଟ୍ରେଲିଆରେ କରାଯାଉଛି ‘କାଓ ଥେରାପୀ’, ମାନସିକ ରୋଗୀଙ୍କୁ ମିଳୁଛି ଶାନ୍ତି

ଭାରତରେ ହିନ୍ଦୁ ଧର୍ମରେ ଗାଈକୁ ମାତା ବୋଲି ପୂଜା କରାଯାଏ। ଗୋମୂତ୍ର ଏବଂ ଗୋବର ଅନେକ ରୋଗରୁ ରକ୍ଷା କରିଥାଏ ବୋଲି ଆୟୁର୍ବେଦରେ କୁହାଯାଇଛି। ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଏହା ଯାଞ୍ଚ ଏବଂ ରିସର୍ଚ୍ଚର ବିଷୟ। ତେବେ ସବୁଠାରୁ ଅଲଗା ହେଉଛି ଗାଈ ଦ୍ୱାରା ଅନେକ ରୋଗ ଭଲ ହେଉଛି,…

ଅଷ୍ଟ୍ରେଲିଆରେ ଅଚାନକ ଗୋଲାପୀ ହୋଇଗଲା ଆକାଶ, ଏଲିୟନ୍‌ ଆକ୍ରମଣ କଲା ବୋଲି ଭାବିଲେ ଲୋକ; କିନ୍ତୁ ସତ ଥିଲା ଆଉ କିଛି

ନିକଟରେ ଆମେରିକାରେ ଆକାଶ ସବୁଜ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଅଷ୍ଟ୍ରେଲିଆରେ ବି ସମାନ ଘଟଣା ଚର୍ଚ୍ଚାରେ ରହିଛି। ମଙ୍ଗଳବାର ଅଷ୍ଟ୍ରେଲିଆର ଉତ୍ତର ଭିକ୍ଟୋରିଆନ୍‌ ସହର ମିଲ୍ଡୁରାର ଆକାଣର ରଙ୍ଗ ବଦଳି ଗୋଲାପୀ ହୋଇଯାଇଥିଲା। ଆକାଶର ଏହି ରଙ୍ଗ ଦେଖି ଲୋକମାନେ ଆଶ୍ଚର୍ଯ୍ୟ…

ମୃତ ବ୍ୟକ୍ତି ଏବେ ବଞ୍ଚିବ, ନିଜ ପ୍ରୋଜେକ୍ଟକୁ ନେଇ ଅଷ୍ଟ୍ରେଲିଅ କମ୍ପାନୀର ଦାବି

ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବାରେ ଲାଗିଛି । ଆଉ ଏହି ଅଗ୍ରଗତି ଦିନକୁ ଦିନ ନୂଆ ଉଦ୍ଭାବନା ସାମନାକୁ ଆଣିବାରେ ଲାଗିଛି । ତଥାପି ବିଜ୍ଞାନ ଏତେ ଆଗକୁ ଯାଇପାରିନି କି ଯେଉଁଠି ମୃତକ ଜଣକ ବଞ୍ଚିଯାଇପାରିବ । ମୃତ୍ୟୁ ପରେ ପୂନର୍ଜୀବନ ପାଇବା ଅସମ୍ଭବ ମନେ ହୁଏ । କିନ୍ତୁ ଏବେ ଏକ ଦାବି…