ଟି୨୦ ମହିଳା ବିଶ୍ବକପ ବିଜେତା ଅଷ୍ଟ୍ରେଲିଆ ଟିମ ଉପରେ ଟଙ୍କା ବର୍ଷା, ଟିମ୍ ଇଣ୍ଡିଆ ବି ମାଲାମାଲ୍
ମହିଳା କ୍ରିକେଟରେ ପୁଣିଥରେ ଅଷ୍ଟ୍ରେଲିଆ ଦଳ ନିଜର ଆଧିପତ୍ୟ ଜାହିର କରିଛି । ଲର୍ଡସର ଐତିହାସିକ ପଡ଼ିଆରେ ଖେଳାଯାଇଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲରେ କଙ୍ଗାରୁ ଦଳ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ରେକର୍ଡ ସପ୍ତମ ଥର ପାଇଁ ମହିଳା…