ଖରାରେ ଆଉଟୁପାଉଟୁ ଜନଜୀବନ, ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୬ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର (କେନ୍ୟୁଜ): ମେ ୧ ଯାଏ ମିଳିବନି ନିସ୍ତାର । ଅସମ୍ଭାଳ ଖରାରେ ଆଉଟୁପାଉଟୁ ଜନଜୀବନ । ସକାଳ ୮ଟା ୩୦ ସୁଦ୍ଧା ବାରିପଦା ୩୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା ଓ ବାଲେଶ୍ବର । ମାଲକାନଗିରିରେ ୩୫, ମାଲକାନଗିରି ଓ କେନ୍ଦୁଝରରେ ୩୫ , ଭାବନୀପାଟଣାରେ ୩୪.୪,…