କାଳ ହେଲା ବଜ୍ରପାତ, ଜଳି ପୋଡ଼ି ପାଉଁଶ ହୋଇଗଲା ୩୬ରୁ ଉର୍ଦ୍ଧ୍ୱ ଘର
ବାସୁଦେବପୁର ବ୍ଲକର ଆନ୍ଦୋଳା ପଞ୍ଚୟତର କାଶୀପୁର ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ଏହି ଗାଁର ୭ ପରିବାରର ୧୬ ବଖରା ଘର ଓ ବିରସ ପଞ୍ଚାୟତର କାଳିଗଦି ଗ୍ରାମର ୧୪ ରୁ ଉର୍ଦ୍ଧ୍ୱ ପରିବାରର ୨୦ରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା…